Advertisements

୧୦ଯୁବ ଲେଖକଙ୍କୁ ପେନ୍‌ଇନ୍‌ର ‘ୟଙ୍ଗ୍‌ ଅଥର-୨୦୧୯’ ସମ୍ମାନ

ପେନ୍‌ଇନ୍‌ ବୁକ୍ସ ପ୍ରକାଶନୀ ସଂସ୍ଥା ପକ୍ଷରୁ ୨୦୧୯ ବର୍ଷର ଯୁବ ଲେଖକ ସମ୍ମାନ ଘୋଷଣା କରାଯାଇଛି। ଏଥିରେ ୭ ଜଣ ଓଡ଼ିଆ ଲେଖକ, ୨ଜଣ ଇଂରାଜୀ ଓ ଜଣେ ହିନ୍ଦି ଲେଖକଙ୍କୁ ସ୍ଥାନୀତ କରାଯାଇଛି। ଚଳିତମାସ ଶେଷ ସପ୍ତାହରେ ଏହି ୧୦ଜଣ ଲେଖକଙ୍କୁ ‘ବେନ୍‌ ଇନ୍‌ ୟଙ୍ଗ ଅଥର ଆୱାର୍ଡ଼-୨୦୧୯’ରେ ସମ୍ମାନିତ କରାଯିବ ବୋଲି ସଂସ୍ଥାର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ପ୍ରକାଶ କରିଛନ୍ତି।

Advertisements

ଭୁବନେଶ୍ଵରରେ ହେବ ଇ-ଥାନା: ମୋବାଇଲ୍‌ ନମ୍ବର ଦେଇ ଦାଖଲ କରିପାରିବେ ଏତଲା

ଭୁବନେଶ୍ଵର, (ଓଟି): ପ୍ରଶାସନରେ ଢାଞ୍ଚାଗତ ପରିବର୍ତ୍ତନକୁ ଗ୍ରହଣ କରିବାକୁ ଯାଇ ଭୁବନେଶ୍ଵର-କଟକ ପୁଲିସ କମିଶନରେଟ୍‌ ଖୁବ୍‌ ଶୀଘ୍ର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି। ଏହି ପଦକ୍ଷେପ ବଳରେ ଭୁବନେଶ୍ଵରରେ ଏକ ଇ-ଥାନା ଖୋଲିବ। ଅର୍ଥାତ୍‌ ଏ ଥାନା ସମ୍ପୂଣ୍ଣ ଭାବେ … Read More

ପୁରୀ ପାଇଁ ୬ ଖଣ୍ଡେଲାଇଟ୍‌ ଖଣିକୁ ନିଜ ହାତରେ ରଖିଲେ ସରକାର

ଭୁବନେଶ୍ଵର, (ଓଟି): ପୁରୀକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ହାତକୁ ନେଇଥିବା ଅବଢ଼ା ଯୋଜନା ଲାଗି ଅର୍ଥ ଯୋଗାଣ ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଲାଗି ୩ଟି ଜିଲ୍ଲାରେ ଥିବା ୬ଟି ଖାଣ୍ଡେଲାଇଟ୍ ଖଣିକୁ ଓଡ଼ିଶା … Read More

ଉତ୍ତରପୂର୍ବରେ ଉତ୍ତେଜନା: ଜାଣି ରଖନ୍ତୁ ଆଜି କେଉଁ ଟ୍ରେନ୍‌ ହୋଇଛି ବାତିଲ

ପଶ୍ଚିମ ବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗ୍ପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋୖରୀଗ୍ରାମ, ବଙ୍କ୍ରା ନୟାଵାଜ ଓ ନଳପୁର ଷ୍ଟେସନ ମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡିଶାକୁ ଓ ଓଡିଶା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ ନିମ୍ନ ଅନୁଯାୟୀ ପ୍ରଭାବିତ ହୋଇଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ଯେକୌଣସି ଅନୁପ୍ରବେଶ ଚିନ୍ତାଜନକ: ପୁଲିସ କମିଶନର

ଭୁବନେଶ୍ଵର, (ଓଟି): ଯେକୌଣସି ଅନୁପ୍ରବେଶ ଚିନ୍ତାଜନକ। ଆମେ ସେଥିପ୍ରତି ସତର୍କ ରହିଛୁ ଏବଂ ଆଗକୁ ସେ ବାବଦରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ। ‘ମୋତେ କିଛି ବି ପଚାରନ୍ତୁ’ କାର୍ଯ୍ୟକ୍ରମରେ ଯୋଗଦେଇ … Read More

ନାଗରିକତ୍ଵ ବିବାଦ: ଦୋଛକିରେ ନବୀନ ସରକାର

ପ୍ରଥମେ ସମର୍ଥନ କରି ତା’ ପରେ ପରିଣାମକୁ ସହ୍ୟ ନକରିବାର ଆଉ ଏକ ସଙ୍କଟଜନକ ମୁହୁର୍ତ୍ତ ଏବେ ଓଡ଼ିଶା ସରକାରଙ୍କ ପାଖରେ ଉଭା ହୋଇଛି । ରାଜନୀତିକ ଦୃଷ୍ଟିକୋଣରୁ ଏହା ବିମୁଦ୍ରାକରଣଠାରୁ ବି ଅଧିକ ଗୁରୁତ୍ଵପୂଣ୍ଣ। ଅବଶ୍ୟ ଏହା ଠିକ୍‌ ଯେ, ଓଡ଼ିଶାର ରାଜନୀତି କେବେ ଧର୍ମ ବା ସମ୍ପ୍ରଦାୟଭିତ୍ତିକ ହୋଇ ନାହିଁ, କିନ୍ତୁ ୨୦୦୮ରୁ ଓଡ଼ିଶାର ରାଜନୀତିରେ ଅଙ୍କୁରିତ ହୋଇଥିବା ସାମ୍ପ୍ରଦାୟିକ ଅସୂୟା ଭାବ ୨୦୨୪ରେ ଯେ ଏକ ନୂଆ ସମୀକରଣ ଆଡ଼କୁ ନମୁହାଁଇବ ତାହା କିଏ କହିବ?

ବଦଳିଲା ଠିକଣା: ଆଚାର୍ଯ୍ୟ ବିହାରରୁ ଏଜି ଛକ ହେଲା ଲୋକସେବା ମାର୍ଗ, ଅଭିମନ୍ୟୁଙ୍କୁ ଅଣଦେଖା

ଭୁବନେଶ୍ଵର, (ଓଟି): ରାଜ୍ୟ ସଚିବାଳୟର ନାମ ବଦଳିଲା ପରେ ରାଜ୍ୟ ସରକାର ଏବେ ଆଚାର୍ଯ୍ୟ ବିହାରରୁ ଏଜି ଛକ ଯାଏ ରାସ୍ତାର ନାମକରଣ ବଦଳାଇଛନ୍ତି। ୫ ଡିସେମ୍ବରରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଏହି ମାର୍ରଗ ନାମକୁ … Read More

ବିଜୁ ପକା ଘର ନିର୍ମାଣରେ ବାଧକ ସାଜିଛନ୍ତି ଅସାମାଜିକ

କେନ୍ଦ୍ରାପଡ଼ା, (ପ୍ରଦୀପ୍ତ କୁମାର ଜେନା): କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁ ପକା ଘର ବଣ୍ଟନରେ ବାଧକ ସାଜିଛନ୍ତି ଅସାମାଜିକ ଲୋକ । ଫଳରେ ପ୍ରକୃତ ହିତାଧିକାରୀଙ୍କୁ ‘ବାରଦୁଆର’ ବୁଲିବାକୁ ପଡ଼ୁଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ କେରଡ଼ାଗଡ଼ ପଂଚାୟତର କେରଡ଼ାଗଡ଼ … Read More

ନାଗରିକତା ସଂଶୋଧନ ବିଲ୍‌: ୫ ରାଜ୍ୟର ବିରୋଧ

ଭୁବନେଶ୍ଵର, (ଓଡ଼ିଶଶ ଟାଇମ୍‌): ସଂସଦର ଉଭୟ ଗୃହରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଦେଶର ଉତ୍ତର ପୂର୍ବାଞ୍ଚଳରେ ଅପ୍ରୀତୀକର ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ହିଂସା ସାଙ୍ଗକୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେଠାରେ ଏହି ବିଲ୍‌କୁ … Read More