Advertisements

ଜାସୁସ୍ ଅବତାରରେ ଅକି

ବି ଟାଉନର ଖିଲାଡ଼ି କୁମାର ଅକ୍ଷୟ ଆଗାମୀ ଦିନରେ ଜାସୁସ୍ ଭୂମିକାରେ ପରଦା ଉପରକୁ ଆସିବେ । ଏହି ଫିଲ୍ମର ନାମ ରଖାଯାଇଛି ‘ବେଲ୍ ବଟମ୍’ । ୮୦ ଦଶକର ଏକ ସତ ଘଟଣାକୁ ନେଇ ଫିଲ୍ମର କାହାଣୀ ରଚନା କରାଯାଇଛି … Read More

Advertisements

ପିପୁଲସ ଚଏସ୍ ଆୱାର୍ଡ଼ ୨୦୧୯

ମନୋରଞ୍ଜନ ଦୁନିଆରେ ଦର୍ଶକ ହେଉଛନ୍ତି ମାପକାଠି । ଦର୍ଶକଙ୍କ ପସନ୍ଦ ନାପସନ୍ଦ ଉପରେ ବକ୍ସଅଫିସ୍ ବ୍ୟବସାୟ ନିର୍ଭର । ତେବେ ଦର୍ଶକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ‘ପିପୁଲ୍ ଚଏଓ୍ ଆୱାର୍ଡ଼’ ଆୟୋଜନ କରାଯାଉଛି । ଏଥିରେ ଦର୍ଶକଙ୍କ ଭୋଟ୍ ଅନୁଯାୟୀ … Read More

ତାଣ୍ଡବ କରିବେ ମାନୁଷୀ

୨୦୧୭ରେ ମିସ୍ୱାଲର୍ଡ଼ ହୋଇଥିବା ଅନନ୍ୟା ସୁନ୍ଦରୀ ମାନୁଷୀ ଛିଲ୍ଲର୍ ବଡ଼ ପରଦା ସହିତ ୱେବ୍ ଦୁନିଆରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଲ୍ଲୀ ଆବାସ୍ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ୱେବ୍ ଶୋ’ ‘ତାଣ୍ଡବ’ରେ ମାନୁଷୀ ଲୁକ୍ ଟେଷ୍ଟ୍ … Read More

କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହି ସବୁ କାମ, ରହିବନି ଧନର ଅଭାବ

କାର୍ତ୍ତିକ ପୂର୍ଣ୍ଣିମାର ମହତ୍ୱ ଓ ଗୁରୁତ୍ୱ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ । ଏହି ଦିନ ଦାନଧର୍ମର ବିଶେଷ ଫଳ ମିଲିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତେ ଏହି ଦିନକୁ ଖୁବ୍ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରିଥାନ୍ତି … Read More

ରୋଷେଇ – ସୀତାଫଳ ଖିରି

ଆବଶ୍ୟକୀୟ ଜିନିଷ – ୧ ଲିଟର ଖିର, ୧ କପ୍ କଣ୍ଡେନ୍ସ ମିଲକ, ୩-୪ଟି ପାଚିଲା ସୀତାଫଳ, କିଛି କେଶର, ୧ ଚୁଟକି ଜାଇଫଳ ପାଉଡର୍, ଅଧା କପରୁ କମ୍ ଶୁଖିଲା ମାୱା, କିଛି ଡ୍ରାଏଫୁଡସ ଓ ସ୍ୱାଦ ଅନୁଯାୟୀ ଚିନି … Read More

ଅଙ୍ଗଦାନକୁ ପ୍ରୋତ୍ସାହନ: ପ୍ରତିବର୍ଷ ରାଜ୍ୟ ଦେବ ‘ସୁରଜ’ ପୁରସ୍କାର

ଭୁବନେଶ୍ଵର, (ଓଟି): ଅଙ୍ଗଦାନକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ  ଏକ ରାସ୍ତା ଦୁର୍ଘଟଣାରେ ଜୀବନ ହରାଇଥିବା ସୁରଜଙ୍କ ନାମରେ ପ୍ରତିବର୍ଷ ଅଙ୍ଗଦାନକାରୀଙ୍କୁ ପୁରସ୍କାର ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ପୁରସ୍କାରର ପ୍ରକୃତ ରୂପରେଖ … Read More

୨୪ ସୁଦ୍ଧା ମିଳିବ ବୁଲ୍‌ବୁଲ୍‌ କ୍ଷତିପୂରଣ ସହାୟତା

ଭୁବନେଶ୍ଵର, (ଓଟି): ଘୋଷଣା ହୋଇଛି ବୁଲ୍‌ବୁଲ୍‌’ କ୍ଷତିପୂରଣ ପ୍ୟାକେଜ୍‌।  ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଫେରିଲା ପରେ ଅବାଶ୍ୟକ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ସହାୟତା … Read More

ମହାରାଷ୍ଟ୍ରରେ ସରକାର: ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ, ଏନ୍‌ସିପିକୁ ଉପମୁଖ୍ୟମନ୍ତ୍ରୀ ପଦ

ଭୁବନେଶ୍ଵର, (ଓଟି): ପ୍ରଥମଥର ପାଇଁ ମହାରାଷ୍ଟ୍ରର ଦୁଇ ପ୍ରମୁଖ ବିରୋଧୀ ଦଳ ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି। ଶିବସେନା ଏହାର ତିନି ଦଶନ୍ଧିର ଅଧିକ ସମୟର ବନ୍ଧୁ ବିଜେପିର ହାତ ଛାଡ଼ି ଏନ୍‌ସିପି ହାତ ଧରିବ। ଏହାଦ୍ଵାରା ମହାରାଷ୍ଟ୍ରରେ ସରକାର … Read More

ମହାରାଷ୍ଟ୍ରରେ ରାଜନୀତିକ ଛକା ପଞ୍ଝା: ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ

ଭୁବନେଶ୍ଵର, (ଓଟି): ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ଅଚଳାବସ୍ଥା ଜାରି ରହିଛି। ନିର୍ବାଚନ ପୂର୍ବରୁ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ବିଜେପି ଓ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହେବା ହେତୁ ସଂଖ୍ୟା ଗରିଷ୍ଠ ଥାଇ ମଧ୍ୟ ସରକାର ଗଠନ କରିବାରେ … Read More

ଅଯୋଧ୍ୟା ରାୟ: ପୁରୀ ଶଙ୍କରାଚାର୍ଯ୍ୟଙ୍କ ସ୍ଵାଗତ

ଭୁବନେଶ୍ଵର, (ଓଟି): ଅତୀତରେ ଅଯୋଧ୍ୟା ବିବାଦ ସମ୍ପର୍କରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପିଭି ନରସିଂହା ରାଓଙ୍କ ସହ ଆଲୋଚନା କରି ପରାମର୍ଶ ଦେଇଥିବା ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ସ୍ଵାଗତ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ … Read More