Advertisements

ଟ୍ରେଣ୍ଡରେ ରହିଛି ବୟକଟ୍ ‘କେବିସି୧୧’

ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ୍ ବନେଗା କରୋଡ଼ପତି’ର ୧୧ ତମ ସଂସ୍କରଣକୁ ବୟକଟ୍ କରିବାର ଏକ ନୂଆ ଧାରା ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି । ଏହା ପଛର କାରଣ ହେଉଛି ସୋନି ଟିଭି ଚ୍ୟାନେଲରେ ଚାଲିଥିବା … Read More

Advertisements

ଗାନ୍ଧି ପରିବାର ସୁରକ୍ଷା ଦାୟିତ୍ଵରୁ ହଟିଲେ ଏସ୍‌ପିଜି, ଏଣିକି ଜେଡ୍‌ ପ୍ଲସ୍‌

ଭୁବନେଶ୍ଵର, (ଓଟି): ଆଉ ପଅଧାନମନ୍ତ୍ରୀଙ୍କ ଭଳି ସ୍ଵତନ୍ତ୍ର ସୁରକ୍ଷା ବଳୟ ପାଇବେ ନି ଗାନ୍ଧି ପରିବାରର ସଦସ୍ୟମାନେ। ଏଣିକି କେନ୍ଦ୍ରୀୟ ରିଜିର୍ଭ ପୁଲିସବଳ( ସିଆର୍‌ପିଏଫ୍‌)ର ଜେଡ୍‌ ପ୍ଲସ୍‌ ସୁରକ୍ଷା ବଳୟରେ ଏହି ପରିବାରର ତିନି ସଦସ୍ୟ ରହିବେ। ଏ ନିଷ୍ପତ୍ତିକୁ କାର୍ଯ୍ୟକାରୀ … Read More

ଆଉ ଗୋଟିଏ ଫିଲ୍ମ ହରାଇଲେ ସଲୁ

ସଞ୍ଜୟଲୀଲା ବନସାଲୀଙ୍କ ଫିଲ୍ମ ‘ଇନସାଆଲ୍ଲା’ ପରେ ସଲୁ ଭାଇଜାନ୍ ଆଉ ଗୋଟିଏ ଫିଲ୍ମରୁ ଓହରି ଯାଇଛନ୍ତି । ଏଭଳି ଏକ ଖବର ପ୍ରଶଂସକଙ୍କୁ ନିରାଶ କରିଛି । ପ୍ରାୟ ୧୪ ବର୍ଷ ତଳେ ରିଲିଜ୍ ହୋଇଥିବା ଅନୀସ୍ ବଜମୀଙ୍କ ନିର୍ଦ୍ଦେଶିତ ‘ନୋ … Read More

ସିଙ୍ଗାପୁର ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହେବେ ନବାଜ୍

ନବାଜୁଦ୍ଦିନ୍ ସିଦ୍ଦିକିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କାର୍ଡ଼ିଫ୍ ଫିଲ୍ମ ଫେଷ୍ଟିଭାଲ୍ ପରେ ଏବେ ନବାଜଙ୍କୁ ସିଙ୍ଗାପୁର ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ପକ୍ଷରୁ ନିମନ୍ତ୍ରଣ ମିଳିଛି । ୱେବ୍ ସିରିଜ୍ ‘ସିକ୍ରେଟ୍ ଗେମ୍ସ’ ପାଇଁ ନବାଜଙ୍କୁ ସମ୍ମାନିତ କରାଯିବ । … Read More

ଶୀତକୁ ସ୍ୱାଗତ କରନ୍ତୁ ବ୍ଲେଜର୍ ସହିତ

ବ୍ଲେଜର୍ ସବୁ ସମୟରେ ଆପଣଙ୍କୁ ଏକ ନିଆରା ଲୁକ୍ ଦେଇଥାଏ । ଏଥର ଶୀତ ପାଇଁ ଫ୍ୟାଶନ୍ ଡିଜାଇନରମାନେ ବ୍ଲେଜର୍ କ୍ଷେତ୍ରରେ ହାଲକା ଏକ୍ସପରିମେଣ୍ଟ୍ କରିଛନ୍ତି, ଯାହାକି ଯୁବପିଢ଼ିକୁ ବେଶ୍ ପସନ୍ଦ ହେଉଛି । ଏହାକୁ ୱେଷ୍ଟର୍ଣ୍ଣ ସହିତ ଏଥେନିକ୍ ଆଉଟଫିଟ୍ … Read More

ଅଯୋଧ୍ୟା କାହାର ହେବ- ଶ୍ରୀରାମ ନା ବାବ୍ରୀ ମସ୍‌ଜିଦ୍‌: ଶନିବାର ଆସିବ ରାୟ

ନୂଆଦିଲ୍ଲୀ, (ୟୁଏନ୍‌ଆଇ): ଅଯୋଧ୍ୟା କାହାର ହେବ? ଏନେଇ ଅନେକ ତର୍ଜମା ହୋଇଛି, ଯୁକ୍ତି ବି ପ୍ରସାର ହୋଇଛି। କୋର୍ଟ ମଧ୍‌ୟ ବାରମ୍ବାର ସମସ୍ୟାର ସମାଧାନ ପାଇଁ ଶୁଣାଣି କରିଛନ୍ତି। ହେଲେ ସମାଧାନ ହୋଇ ପାରି ନାହିଁ।  ଏବାବଦରେ କିନ୍ତୁ ସର୍ବଶେଷ ରାୟ … Read More

ରୋଷେଇ – ମଟର ଖିରି

ଆବଶ୍ୟକୀୟ ଜିନିଷ – ୧/୨ କପ୍ ଗ୍ରୀନ୍ ମଟର, ୪ବଡ଼ ଚାମଚ ଘିଅ, ୧/୨ ଲିଟର୍ ଖିର, କିଛି କିସମିସ୍, କିଛି ଅଳେଇଚ, ଚିନି, କିଛି ପିସ୍ତା ଓ ସଜାଇବା ପାଇଁ କିଛି ଭଜା କାଜୁ । ପ୍ରସ୍ତୁତି ପ୍ରଣାଳୀ – … Read More

ସରକାର ବିକିଲେ ପିଆଜ: କଟକରେ ୪୯, ଝାରସୁଗୁଡ଼ାରେ ୫୮

ଭୁବନେଶ୍ଵର, (ଓଟି): ରାଜ୍ୟରେ ପିଆଜର ମୂଲ୍ୟବୃଦ୍ଧି ହେତୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ବିକ୍ରି ଆରମ୍ଭ ହୋଇଛି।  ସ୍ଥିତି ସ୍ୱାଭାବିକହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରୁ ପିଆଜ କିଣି ବିନା … Read More

ଉପକୂଳରେ ‘ବୁଲ୍‌ ବୁଲ୍‌’: ୨୪ଘଣ୍ଟା ଝଡ଼ ତୋଫାନ ଓ ବର୍ଷା, ସତର୍କ ରହନ୍ତୁ

ଭୁବନେଶ୍ଵର, (ଓଟି): ଶୁକବାର ମଧ୍ୟରାତ୍ରୀରୁ ଶନିବାର ମଧ୍ୟରାତ୍ରୀ ଯାଏ ଉପକୂଳ ଓଡ଼ିଶାର ୯ଟି ଜିଲ୍ଲା ପାଇଁ ବିପଦ ରହିଛି। କାରଣ ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ର ପ୍ରଭାବରେ ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ଝଡ଼ ବୋହିବା ଆଶଙ୍କା … Read More