ବଲିଉଡ୍ ଡେବ୍ୟୁ କରିଛନ୍ତି ହ୍ରିତିକଙ୍କ ଭଉଣୀ

ଏବେ ବି ଟାଉନରେ ଜଣଙ୍କ ପରେ ଜଣେ ଷ୍ଟାରକିଡସ୍ ଏଣ୍ଟ୍ରୀ କରି ଚାଲିଛନ୍ତି । ସେମାନଙ୍କର ଦକ୍ଷ ଅଭିନୟ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଏହି ଧାରାରେ ଆଉ ଜଣେ ଷ୍ଟାରକିଡ୍ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି … Read More

Advertisements

ସଙ୍ଗୀତ ଜଗତରେ ଅକିଙ୍କ ଡେବ୍ୟୁ

ଦକ୍ଷ ଅଭିନୟର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିବା ପରେ ବଲିଉଡର ଖିଲାଡ଼ି କୁମାର ଅକ୍ଷୟ ସଙ୍ଗୀତ ଜଗତରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଅକିଙ୍କ ପ୍ରଥମ ମ୍ୟୁଜିକ୍ ଭିଡିଓ ‘ଫିଲହାଲ୍’ ରିଲିଜ୍ ହେବାର ସମସ୍ତ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି … Read More

ରୋଷେଇ – ଶାଗୁ ଫ୍ରୁଟ୍ ସାଲାଡ୍

ଆବଶ୍ୟକୀୟ ଜିନିଷ – ୨ କପ୍ ବଡ଼ ଶାଗୁ, ୨ କପ୍ ଦହି, ୧ କପ୍ ଖିର, ୧ କପ୍ ମିଶ୍ରି ପାଉଡର୍ କିମ୍ବା ଚିନି, ଗୋଟିଏ କପ୍ ଡାଲିମ୍ବ ମଂଜି, ଗୋଟିଏ ଆପୁଲ୍, ଗୋଟିଏ କପ୍ ଅଙ୍ଗୁର, ଗୋଟିଏ କଦଳୀ, … Read More

ସୁନିତା ବର୍ମା ଭାରତ ସଫ୍ଟବେସ୍‌ ବଲ କୋଚ୍ ନିଯୁକ୍ତ

ଭୁବନେଶ୍ୱର, (ଓଟି) : ପୂର୍ବତନ ଖ୍ୟାତି ସମ୍ପନ୍ନ ସଫ୍ଟବଲ୍ ଖେଳାଳି ସୁନିତା ବର୍ମା ଭାରତ-ନେପାଳ ସଫ୍ଟବେସ୍ବଲ୍ ମ୍ୟାଚ ସିରିଜ୍-୨୦୧୯ ନିମନ୍ତେ ଭାରତୀୟ ମହିଳା ଟିମ୍ର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ସେ ନଭେମ୍ବର ୬ ତାରିଖରୁ ସିରିଜ୍ରେ ଭାଗ ନେବା … Read More

ନବୀକରଣ ହେଲା ଭୁବନେଶ୍ଵରର ହୋଟେଲ୍‌ ଜିଞ୍ଜର

ଭୁବନେଶ୍ୱର, (ଓଟି): ନୂଆ ଇଣ୍ଟରିୟର ଏବଂ ଷ୍ଟାଇଲ୍‌ରେ ଝଲସିଛି ଭୁବନେଶ୍ଵରର ହୋଟେଲ୍‌ ଜିଞ୍ଜର। ଏହା ସମସାମୟିକ ଏବଂ ଷ୍ଟାଇଲିଶ୍‌ ଲୁକ୍‌ ବୋଲି ଜତଞ୍ଜର ପକ୍ଷରୁ କୁହାଯାଇଛି। ଜିଞ୍ଜରର  ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଦୀପିକା ରାଓ କହିଛନ୍ତି ଯେ, “ଭୁବନେଶ୍ୱରେ … Read More

“ପ୍ରାଉଡ୍ ଫାଦର୍ସ ଫର ଡଟର୍ସ’-୨୦୧୯ରେ ଗେହ୍ଲୀ ସହ ଫଟୋ ଉଠାଇବେ ମା’

ଶିଶୁର ଲାଳନପାଳନରେ ଉଭୟ ପିତା ଓ ମାତାଙ୍କ ଭୂମିକାକୁ ସମ୍ମାନ ପ୍ରଦର୍ଶନ କରି “ପ୍ରାଉଡ୍ ଫାଦର୍ସ ଫର ଡଟର୍ସ’ର ୨୦୧୯ ଅଭିଯାନରେ ପ୍ରଥମ ଥର ପାଇଁ ଝିଅ ସହିତ ମା’ଙ୍କ ଫଟୋ ଉଠାଇବାର ସୁଯୋଗ ପ୍ରଦାନ କରାଯାଇଛି । ୨୦୧୪ ମସିହାରୁ … Read More

ରଥଯାତ୍ରା ପୂର୍ବରୁ ବଳଦେବଜୀଙ୍କ ମନ୍ଦିରର ନବକଳେବର: ମୁଖ୍ୟମନ୍ତ୍ରୀ ଦେଲେ ୮.୫ କୋଟି

ଭୁବନେଶ୍ଵର, (ଓଟି): କଥା ରଖିଲେ ମୁଖ୍ୟମନ୍ତ୍ରୀ। ଅର୍ଥାତ୍‌ କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର ତଥା ତୁଳସୀକ୍ଷେତ୍ରର ବିକାଶ ପାଇଁ ସରକାର ପ୍ରତିଶୃତି ମୁତାବକ ଅର୍ଥ ମଞ୍ଜର କରିଛନ୍ତି।  ବିଗତ ସ୍ନାନପୂଣ୍ଣମୀରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଆସି ମନ୍ଦିରର ବିକାଶ ଓ ଆଲୋକୀକରଣ … Read More

ସରକାରଙ୍କ ବାତ୍ୟା ମୁକାବିଲା ଚିନ୍ତା: ସବୁ ଜିଲ୍ଲାପାଳଙ୍କୁ ସତର୍କ ନିର୍ଦେଶ

ଭୁବନେଶ୍ଵର, (ଓଟି): ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ସହ ଓଡ଼ିଶା ମୁହାଁ ହେବା ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି। ସ୍ଵତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା  କହିଛନ୍ତି, ‘ଏବେଠୁ … Read More

ଓଡ଼ିଶାରେ ବଢ଼ୁଛି ଦୁଷ୍କର୍ମ, ଯୌତୁକ ପାଇଁ ହତ୍ୟା

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ମହିଳାଙ୍କ ବିରୋଧରେ ହିଂସା ଓ ଅପରାଧ ବଢ଼ିବାରେ ଲାଗିଛି। ବିଶେଷକରି ମହିଳାଙ୍କ ଉପରେ ବଳାତ୍କାର ଅପରାଧ ଦିନକୁ ଦିନ ବଢ଼ୁଛି। ୨୦୧୭ ଜାତୀୟ ଅପରାଧ ନଥି ଆଧାରାରେ ପ୍ରକାଶିତ ରିପୋଟ;ରୁ ଏହା ସ୍ପଷ୍ଟ ହେଉଛି।  ଏଥିରୁ ଜଣାପଡ଼ିଛି … Read More

୧୨ ଘଣ୍ଟାରେ ଡିପ୍ରେସନ୍‌, ୪୮ ଘଣ୍ଟାରେ ବାତ୍ୟା, ୯ରୁ ପ୍ରବଳ ବର୍ଷା ଓ ଝଡ଼ତୋଫାନ

ଭୁବନେଶ୍ଵର, (ଓଟି): ଆଣ୍ଡାମାନ୍‌ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ କ୍ରମଶଃ ଉଗ୍ରରୂପ ନେବାରେ ଲାଗିଛି।  ଏହି ଝଡ଼ ଏବେ ଏକ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହି ଲଘୁଚାପର କେନ୍ଦ୍ରବିନ୍ଦୁ ବଙ୍ଗୋପସାଗରେ ଅଧିକ ଘନୀଭୂତ ହୋଇ … Read More