ବିଜେପୁର ବିଗୁଲ: ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

ଭୁବନେଶ୍ଵର, (ଓଟି): ନିର୍ବାଚନ ସମୟରେ ବିଜେଡିରେ ଯୋଗ ଦେଇଥିବା ବିଜେଡି ନେତା ସୁବାସ ଚୌହାନଙ୍କୁ ନୂୖଆ ଦାୟିତ୍ଵ ଦେଇଛନ୍ତି ସରକାର। ଏହି ଦାୟିତ୍ଵ ଅନୁସାରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ହେବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଥିନେଇ ସ୍ପଷ୍ଟ ସୂଚନା … Read More

Advertisements

ବିଜେଡି ବଜାଇଲା ବିଜେପୁର ନିର୍ବାଚନ ବିଗୁଲ୍‌

ଭୁବନେଶ୍ଵର, (ଓଟି): ବିଜୁ ଜନତାଦଳ ପକ୍ଷରୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଘୋଷଣା କରାଯାଇଛି। ଏକ ସ୍ଵତନ୍ତ୍ର ଟିମ୍‌ ଘୋଷଣା କରି ସେଠାରେ ପରିସ୍ଥିତି ଯାଞ୍ଚ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ବରିଷ୍ଠ ନେତାମାନଙ୍କୁ ନେଇ ଏକ କମିଟି ଘୋଷଣା … Read More

ମୋଦିଙ୍କୁ ନେଇ ଆସୁଛି ଆଉ ଏକ ବାୟୋପିକ୍ ‘ମନ ବୈରାଗୀ’, ଫାଷ୍ଟଲୁକ୍ ରିଲିଜ୍

ସଞ୍ଜୟଲୀଲା ବନସାଲିଙ୍କ ଆଗାମୀ ପ୍ରୋଜେକ୍ଟ ଭାବେ ଦର୍ଶକଙ୍କ ସାମନାକୁ ଆସିବ ‘ମନ ବୈରାଗୀ’ । ଏହାର ଫାଷ୍ଟଲୁକ୍ ରିଲିଜ୍ କରାଯାଇଛି । ଏହି ଫିଲ୍ମ ମୋଦିଙ୍କ ଯୁବାବସ୍ଥାର କାହାଣୀ ନେଇ ଆସୁଛି । ଏଥିରେ ମୋଦିଜୀଙ୍କ ୧୩ ବର୍ଷରୁ ୨୦ ବର୍ଷ … Read More

ନିକଙ୍କ ଜନ୍ମଦିନ ପାଇଁ ପ୍ରିୟଙ୍କା ସେୟାର୍ କଲେ ଭିଡିଓ

ଗତବର୍ଷ ଦେଶୀଗାର୍ଲ ପିସି ଓରଫ୍ ପ୍ରିୟଙ୍କା ଚୋପ୍ରା ନିକ ଜୋନାସଙ୍କ ହାତ ଧରି ବିଦେଶୀ ବୋହୁ ସାଜିଥିଲେ । ପିସି ଓ ନିକଙ୍କ ବିବାହ ପରଠାରୁ ଏହି ରୋମାଣ୍ଟିକ କପୁଲଙ୍କୁ ନେଇ ସୋସିଆଲ୍ ମିଡିଆରେ କିଛି ନା କିଛି ଚର୍ଚ୍ଚା ଲାଗି … Read More

ରୋଷେଇ – ଟମାଟ ପରଟା

ଆବଶ୍ୟକୀୟ ଜିନିଷ – ୩-୪ଟି ଟମାଟ, ଦେଢ଼ କପ୍ ଅଟା, ୮-୯ଟି ରସୁଣ କୋଲା, ଖଣ୍ଡେ ଅଦା, ଗୋଟିଏ କଂଚା ଲଙ୍କା, ୧ ଚାମଚ ଜିରା, ଅଳ୍ପ ଘିଅ ଓ ସ୍ୱାଦ ଅନୁଯାୟୀ ଲୁଣ । ପ୍ରସ୍ତୁତି ପ୍ରଣାଳୀ – ଟମାଟକୁ … Read More

ଚେହେରାରେ ସଠିକ୍ ଟୋନ୍ ଆଣିବା ପାଇଁ ଆପଣାନ୍ତୁ କିଛି ବିୟୁଟି ଟିପ୍ସ

ବାହାରକୁ ଯିବା ସମୟରେ ସନସ୍କ୍ରୀନ୍ ଲୋସନ୍ ଲଗାଇବା ଦ୍ୱାରା ଚେହେରାର ଟୋନିଙ୍ଗ୍ରେ ଫରକ ଆସିଥାଏ । ଆଖି ତଳର ତ୍ୱଚାର ରଙ୍ଗ କିମ୍ବା ଥୋଡ଼ିର ରଙ୍ଗ ଗାଲର ରଙ୍ଗ ସହିତ ମ୍ୟାଚ୍ କରେନାହିଁ । ଅନେକଙ୍କର ବେକ ପଛପଟେ କଳା ପଡ଼ିଯାଇଥାଏ … Read More

ହଲିଉଡ୍ ମୁହାଁ ଅଲ୍ଲି ଫଜଲ୍, ଗେଲ୍ ଗେଡୋଟଙ୍କ ସହିତ କରିବେ ସ୍କ୍ରୀନ୍ ସେୟାର୍

ବଲିଉଡ୍ ଅଭିନେତା ଅଲ୍ଲି ଫଜଲଙ୍କ ହାତରେ ଏବେ ଆଉ ଗୋଟିଏ ବଡ଼ ସଫଳତା ଧରା ଦେଇଛି । ବହୁ ପୂର୍ବରୁ ‘ଫାଷ୍ଟ୍ ଆଣ୍ଡ୍ ଫ୍ୟୁରିୟସ୍୭’ ଓ ‘ଭିକ୍ଟୋରିଆ ଆଣ୍ଡ୍ ଅବଦୁଲ୍’ ଭଳି ହଲିଉଡ୍ ଫିଲ୍ମରେ ନିଜ ଅଭିନୟର ଏକ ନିଆରା ଛାପ … Read More

ଖାଲି ବିଧାୟକ ନୁହନ୍ତି, ସରପଞ୍ଚ ବି ନିମିତମାତ୍ର ବୋଲି କହିଲେ ପୁରୀ ଓ ବ୍ରହ୍ମଗିରି ବିଧାୟକ

ଭୁବନେଶ୍ଵର, (ଓଟି): ପୁରୀ ଜିଲ୍ଲା ପ୍ରଶାସନ ବିରୋଧରେ ବିଷୋଦ୍‌ଗାର କରିଛନ୍ତି ପୁରୀ ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବିଧାୟକ। ଜିଲ୍ଲା ପ୍ରଶାସନ ନାମକୁ ମାତ୍ର ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ଵାରା ପରିଚାଳିତ ହେଉଛି ବୋଲି ଅଭିଯୋଗ କରିବା ସହ ଏଠାରେ ନିର୍ବାଚିତ … Read More

ଡ୍ରାଇଭିଂ ଲାଇସେନ୍ସ ଚିନ୍ତା: ଭୁବନେଶ୍ଵରରେ ଖୋଲିଲା ଅସ୍ଥାୟୀ କାର୍ଯ୍ୟାଳୟ

ଭୁମନେଶ୍ଵର, (ଓଟି): ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବା ପରେ ଗାଡ଼ି ଚଳା ଲାଇସେନ୍ସ ପାଇବା ଲାଗି ଜନସାଧାରଣଙ୍କ ମୁଣ୍ଡରେ ଚିନ୍ତା ପଶିଛି। ଯେଉଁମାନେ ଲାଇସେନ୍ସ ନଥାଇ ଗାଡ଼ି ଚଳାଉଥିଲେ ସେମାନେ ଏବେ ନିଜ ପାଇଁ ଲାଇସେନ୍ସ ତିଆରି କରିବା ଲାଗି … Read More

ନଭେମ୍ବର୧ରୁ ରାତିରେ ଉଡ଼ାଣ ବନ୍ଦ

ଭୁବନେଶ୍ଵର, (ଓଟି):  ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସନ୍ତା ନଭେମ୍ବର ୧ ତାରିଖରୁ ଉଡ଼ାଣ ବନ୍ଦ ରହିବ। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ଏବଂ ବେସାମରିକ ବିମାନଚଳାଚଳ ମହାନିର୍ଦେଶକଙ୍କଠାରୁ ଏନେଇ ଅନୁମତି ମଗାଯାଇଛି। ଖାଲି ସେତିକି ନୁହେଁ ଏପ୍ରିଲ୍‌ ୧ … Read More