ଦୁର୍ନୀତି ଅଭିଯୋଗରେ ୬ କର୍ମଚାରୀ ବହିଷ୍କୃତ

 ଭୁବନେଶ୍ଵର, (ଓଟି):  ଭିଜିଲାନସ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ୬ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। କିଛିଦିନ … Read More

Advertisements

ପ୍ରମୋଦ ଭଗତଙ୍କୁ ୩୦ ଲକ୍ଷ ୯୫ ହଜାର

ଭୁବନେଶ୍ଵର, (ଓଟି): ବିଡବ୍ଲୁ ଏଫ୍‌ ପାରା ବ୍ୟାଡ୍‌ ମିଣ୍ଟନ ଚମ୍ପିୟାନଶିପ୍‌ରେ ସ୍ଵଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କୁ ଯୁବ ସଭାଜର ଆଦର୍ଶ ବୋଲି ବଣ୍ଣନା କରିବା ସହ ତାଙ୍କୁ ୩୦ ଲକ୍ଷ … Read More

ଅଶ୍ଵଥଙ୍କୁ ୧୦ ଲକ୍ଷ, ଗୁରୁଙ୍କୁ ୫ ଲକ୍ଷ ଆଉ ଅନୁଷ୍ଠାନକୁ ୫ କୋଟି ସହାୟତା ଘୋଷଣା

ଭୁବନେଶ୍ଵର, (ଓଟି): ରାଜ୍ୟରେ ଦକ୍ଷତାକୁ ପ୍ରୋତ୍ସାହନ ଯୋଗାଇବା ତଥା ଯୁବାବର୍ଗଙ୍କୁ ଦକ୍ଷତା ବିକାଶ ପ୍ରତି ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏହିକ୍ରମରେ ବିଶ୍ଵ ଦକ୍ଷତା ପ୍ରତିଯୋଗୀତାରେ ସ୍ଵଣ୍ଣପଦକ ବିଜେତା ହୋଇଥିବା ଅଶ୍ଵଥ … Read More

ନୂଆ ଟେଲି ମେଡିସିନି ନୀତି ପାଇଁ ସରକାରୀ କଳ ତତ୍ପର

ଭୁବନେଶ୍ୱର, (ଓଟି): ରାଜ୍ୟ ସରକାର ଖୁବ୍‍ଶୀଘ୍ର ନୂତନ ଟେଲିମେଡିସିନି ନୀତି ଆଣିବାକୁ ଯାଉଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ରୋଗୀଙ୍କୁ ଚିକିତ୍ସାସେବାକ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ, ଉନ୍ନତ ଯନ୍ତ୍ରପାତି ଏବଂ … Read More

୧.୬ କ୍ୟୁଣ୍ଟାଲ୍‌ ଗଞ୍ଜେଇ ଓ ୫୫୦ ପାରା ଜବତ କଲା ରେଳବାଇ ପୁଲିସ

ଭୁବନେଶ୍ଵର, (ଓଟି): ଦୁଇଟି ପୃଥକ ଘଟଣାରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ( ଆରପିଏଫ୍‌) ଟ୍ରେନରେ ଚୋରାଚାଲାଣ କରାଯାଉଥିବା ୫୫୦ ଟି ପାରାଙ୍କୁ ଉଦ୍ଧାର କରିଛି। ବଲାଙ୍ଗୀର ଷ୍ଟେସନରୁ  ଏତେ ସଂଖ୍ୟାରେ ପାରାଙ୍କୁ ଉଦ୍ଧାର କରିବାର ଖବର ଆସିବା ପରେ ଢେଙ୍କାନାଳ ଷ୍ଟେସନ୍‌ରେ … Read More

ପୁରୀରେ ଧ୍ବଂସ ଲୀଳା ଜାରି: ଇନ୍‌ଟାକ୍‌ର ଉଦ୍‌ବେଗ, କହିଲା ସଂରକ୍ଷଣ ସମ୍ଭବ

 ପକ୍ବନେଶ୍ଵର, (ଓଟି): କଳା ପାହାଡ଼ ପରି ପୁରୀର ମଠ ଓ ମନ୍ଦିରଗୁଡ଼ିକୁ ଧରାଶାୟୀ କରୁଥିବା ରାଜ୍ୟ ପ୍ରଶାସନର କାର୍ଯ୍ୟ ପୁରୀରେ ଜାରି ରହିଛି। ଏ ଭିତରେ ୧୨ଦିନ ସମୟ ବିତିଗଲାଣି। ଅଗଷ୍ଟ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟରେ ଲଙ୍ଗୁଳିମଠ … Read More

ଏହି ବିଧିରେ କରନ୍ତୁ ଗଣେଶ ପୂଜା, ପୁରଣ ହେବ ମନୋକାମନା

ଆସନ୍ତା ୨ ତାରିଖ ସୋମବାର ଦିନ ପାଳିତ ହେବ ପବିତ୍ର ଗଣେଶ ଚତୁର୍ଥୀ । ଏହି ଦିନ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ବ୍ୟବସାୟ ପ୍ରତିଷ୍ଠାନ ପର୍ଯ୍ୟନ୍ତ ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କର ଆବାହନ ଓ ପୂଜାରେ ସମସ୍ତେ ଉତ୍ସବମୁଖର । ଘରେ ମଧ୍ୟ … Read More

ରୋଷେଇ – ଗଣେଶ ପୂଜାର ସ୍ପେଶାଲ୍ ମୋଦକ

ଆବଶ୍ୟକୀୟ ଜିନିଷ – ୧/୪ କପ୍ ଘିଅ, ୧/୨ କପ୍ ଖିର, ୨ କପ୍ ମିଲ୍କ ପାଉଡର୍, ୧/୨ କପ୍ ଚିନି ପାଉଡର୍ , ୧ କପ୍ ବେସନ, ୧ ଚାମଚ ଗୁଜରାତି ଗୁଣ୍ଡ, କିଛି କଟା ଡ୍ରାଏ ଫୁଡସ୍ । … Read More

ମୁଭି ରିଭ୍ୟୁ: ସାହୋ

ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଛି ପ୍ରଭାସ ଓ ଶ୍ରଦ୍ଧା ଷ୍ଟାରର୍ ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’ । ରିଲିଜ୍ ହେବା ପୂର୍ବରୁ ଫିଲ୍ମ ପ୍ରତି ସିନେପ୍ରେମୀଙ୍କ କ୍ରେଜି ଦେଖିବାକୁ ମିଳିଥିଲେ ମଧ୍ୟ ଫିଲ୍ମଟି ଦେଖିବା ପରେ ଦର୍ଶକ ମୁହଁ ଫେରାଇ … Read More

ତାପସୀଙ୍କ ‘ରଶ୍ମୀ ରକେଟ୍’ର ମୋସନ୍ ପୋଷ୍ଟର୍ ରିଲିଜ୍

ତାପସୀ ପନ୍ନୁଙ୍କ ତୃତୀୟ କ୍ରିଡ଼ାଭିତ୍ତିକ ଫିଲ୍ମ ଭାବେ ‘ରଶ୍ମୀ ରକେଟ୍’ର ମୋସନ୍ ପୋଷ୍ଟର୍ ରିଲିଜ୍ କରାଯାଇଛି । ଏଥିରେ ତାପସୀ ଗୁଜରାଟର କଚ୍ଛରେ ଦୌଡ଼ୁଛନ୍ତି ଏବଂ ସେ କିଛି ସମୟ ପରେ ରନିଙ୍ଗ୍ ଟ୍ରାକରେ ପହଞ୍ଚୁ ଥିବାର ଦେଖିବାକୁ ମିଳିଛି । … Read More