‘ ଓଡ଼ିଶା ରସଗୋଲା’ କୁ ଜିଆଇ ମାନ୍ୟତା

ଭୁବନେଶ୍ୱର , (ଓଟି): “ଓଡ଼ିଶା ରସଗୋଲା’କୁ ଭୋଗୋଳିକ ପରିଚିତି ମିଳିଛି । ଭାରତର ଗୌଗୋଳିକ ପରିଚିତି ରେଜିଷ୍ଟ୍ରୀ ଏନେଇ ସୋମବାରଦିନ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରିଛି । ଏହି ପ୍ରମାଣପତ୍ର ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉକ୍ରଳ ମିଷ୍ଟାନ୍ନ … Read More

Advertisements

ମରୁଭୂମିରେ ‘ସାହୋ’ର ସେଟ୍, ବଜେଟ୍ ୬୫ କୋଟି

ଆଗାମୀ ଅଗଷ୍ଟ ୩୦ ତାରିଖରେ ସିନେମାଘରକୁ ଆସିବ ପ୍ରଭାସ ଓ ଶ୍ରଦ୍ଧା ଷ୍ଟାରର୍ ‘ସାହୋ’ । କିଛିଦିନ ତଳେ ରିଲିଜ୍ ହୋଇଥିବା ଏହାର ଟିଜରରେ ଏକ ଅତ୍ୟାଧୁନିକ ସହରର ଝଲକ ଦେଖିବାକୁ ମିଳିଥିଲା । ଏହି ଅତ୍ୟାଧୁନିକ ସହରର କରିକଳ୍ପନା ଏବଂ … Read More

ବଚ୍ଚନ ପାଣ୍ଡେଙ୍କ ନାୟିକା କୃତି

ବକ୍ସ ଅଫିସର କେଶରୀ ବୋଲାଉଥିବା ଖିଲାଡ଼ି କୁମାର ତାଙ୍କର ଅପକମିଙ୍ଗ ଫିଲ୍ମରେ ବଚ୍ଚନ ପାଣ୍ଡେ ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବେ । ସାଉଥ୍ ଇଣ୍ଡିଆନ୍ ଲୁକରେ ଅକିଙ୍କୁ ଦେଖିବା ପରେ ଫିଲ୍ମ ପ୍ରତି ସିନେପ୍ରେମୀ ଓ ପ୍ରଶଂସକଙ୍କ ମହଲରେ ଏବେ ଅନେକ … Read More

ବର୍ଷାଦିନରେ ଶିଶୁମାନଙ୍କ ହଜମ ସମସ୍ୟାକୁ ଦୂର କରିବା ପାଇଁ ଘରୋଇ ଉପାୟ

ସାଧାରଣତଃ ବର୍ଷାଦିନରେ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ପେଟରୋଗ ଦେଖାଦେଇଥାଏ । ହଜମ ସମସ୍ୟା ସହିତ ପେଟ ମାରିବା, ପେଟ ଦରଜ ଓ ବାନ୍ତି ସମସ୍ୟାରୁ ଦୂରେଇ ରହିବା ପାଇଁ କିଛି ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ । ବର୍ଷାଦିନେ ଜଳବାୟୁ … Read More

ରୋଷେଇ – ଖଟାମିଟା କୋଳଥ ତଡ଼କା

ଆବଶ୍ୟକୀୟ ଜିନିଷ – ୧ ବଡ଼ କପ୍ ଭଜା କୋଳଥ ଡାଲି, ଦେଢ ଗ୍ଲାସ୍ ପାଣି, ୧ ଚାମଚ ହଳଦୀ ଗୁଣ୍ଡ, ଗୋଟିଏ ଆମ୍ବୁଲ, ଦେଢ ଚାମଚ ଚିନି, ୨ ଚାମଚ ତେଲ, ଛୁଙ୍କ ପାଇଁ ୧ ଚାମଚ ପଞ୍ଚ ଫୁଟଣ, … Read More

କେନ୍ଦ୍ର ସାହିତ୍ୟ ଅକାଦେମି ଚୂଡ଼ାନ୍ତ ପୁସ୍ତକ ତାଲିକା ଘୋଷଣା: “ବାଲ୍‍ ସାହିତ୍ୟ’ରେ ୪ଟି ଓ “ଯୁବ ସାହିତ୍ୟ’ରେ ୯ଟି ବହି

ଭୁବନେଶ୍ୱର, (ଓଟି): ଶେଷରେ ଗୋପନୀୟତାର ଗଣ୍ଠି ଫିଟିଲା । କେନ୍ଦ୍ର ସାହିତ୍ୟ ଅକାଦେମି ‘ବାଲ୍‍ ସାହିତ୍ୟ ପୁରସ୍କାର’ ଓ ‘ଯୁବ ସାହିତ୍ୟ ପୁରସ୍କାର’ର ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକ ଓ ଲେଖକମାନଙ୍କର ନାମ ତାଲିକା ଘୋଷଣା କଲେ । ପୁରସ୍କାର ନିୟମ … Read More