ପିଲାଙ୍କ ହୃଦ୍‍ରୋଗ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଶିବିର ଉଦ୍‍ଘାଟିତ, ରବିବାର ଶେଷ ହେବ

ଭୁବନେଶ୍ୱର, (ଓଟି): ପିଲାଙ୍କଠାରେ ହୃଦ୍‍ରୋଗ ଚିହ୍ନଟ ତଥା ସେମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏକ ଦୁଇଦିନିଆ ସ୍ୱତନ୍ତ୍ର ଶିବିର । ରାଜଧାନୀର ଖାରବେଳ ନଗରସ୍ଥିତ ସତ୍ୟସାଇ କମ୍ୟୁନିଟି ସେଣ୍ଟରଠାରେ ଥାୟୋଜିତ ଏହି … Read More

Advertisements

ହାଇଟେକ୍‌ ମେଡିକାଲ୍‌ କଲେଜ୍‌କୁ ଛାଟ: ନିୟମ ମାନ ନହେଲେ ଅନୁମୋଦନ ପ୍ରତ୍ୟାହାର

ଭୁବନେଶ୍ଵର, (ଓଟି): ହାଇଟେକ୍‌ ମେଡିକାଲ୍‌ କଲେଜ୍‌ର ମନମୁଖୀ ଆଚରଣକୁ ସରକାର କଡ଼ା ଜବାବ ଦେଇଛନ୍ତି। ଓଜେଇଇ ତଥା ସରକାରୀ ନିୟମକୁ ଉଲ୍ଲଙ୍ଘନ କରି କଲେଜ କର୍ତ୍ତୃପକ୍ଷ ଯେଉଁ ଚାଲାକି କରୁଛନ୍ତି ତାହା ଉପରେ ରୋକ୍‌ ଲଗାଇବାକୁ ଚାହିଁଛନ୍ତି ସରକାର। ଏହିକ୍ରମରେ ଏକ … Read More

ଜେଏସପିଏଲ “ରାଷ୍ଟ୍ରୀୟ ସ୍ୱଂୟସିଦ୍ଧ ସମ୍ମାନ” ପାଇଁ ଆଞ୍ଚଳିକ ମୂଲ୍ୟାୟନ ଅନୁଷ୍ଠିତ

ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ ରାଷ୍ଟ୍ରୀୟ ସ୍ୱଂୟସିଦ୍ଧ ସମ୍ମାନ ପୁରସ୍କାରର ତୃତୀୟ ସଂସ୍କରଣ ନିମନ୍ତେ ପୂର୍ବଭାରତରୁ ଆସିଥିବା ନାମାଙ୍କନର ଆଞ୍ଚଳିକ ମୂଲ୍ୟାୟନ ଆଜି କଲକତା ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକରୁ ସମୁଦାୟ ୧୧୨ ଟି ନାମାଙ୍କନ … Read More

ଶିଲା ଦୀକ୍ଷିତଙ୍କ ପରଲୋକ, ଦିଲ୍ଲୀରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ

କଂଗ୍ରେସ ନେତ୍ରୀ ତଥା ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଶୀଲା ଦୀକ୍ଷିତଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ହୃଦରୋଗରେ ଆକ୍ରାନ୍ତ ହୋଇ ଗଲା କିଛିଦିନ ହେଲଶ … Read More

ବଡ଼ ପରଦାକୁ ଫେରିବେ ଶିଳ୍ପା ସେଟ୍ଟି

ଦୀର୍ଘ ୧୨ ବର୍ଷ ହେଲା ବଡ଼ ପରଦାରୁ ଦୂରେଇ ଯାଇଥିଲେ ମଧ୍ୟ ଟେଲି ଦୁନିଆ ଓ ସୋସିଆଲ୍ ମିଡିଆରେ ଅନନ୍ୟା ସୁନ୍ଦରୀ ଶିଳ୍ପା ସେଟ୍ଟି ତାଙ୍କର ଜଲୱା ଦେଖାଇ ଅଗଣିତ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ତେବେ ଖବର ଆସିଛି … Read More

ମନସୁନ୍ ଫ୍ୟାଶନ୍: ଏହି ୫ଟି ଜିନିଷକୁ କୁହନ୍ତୁ ନା…

ଫ୍ୟାଶନ୍ କ୍ରେଜି ବୋଲାଉଥିବା ଝିଅମାନଙ୍କ ପାଇଁ ମନସୁନ୍ ବେଶ୍ ଅଡ଼ୁଆ କରିଥାଏ । ବର୍ଷାଦିନରେ ଅଫିସ୍ କିମ୍ବା ଆଉଟିଙ୍ଗରେ ଯିବାବେଳେ କ’ଣ ପିନ୍ଧିବେ, କିଭଳି ମେକଅପ୍ ନେବେ ଓ କିଭଳି ଜୋତା ପିନ୍ଧିବେ, ତାହାକୁ ନେଇ ଅନେକ ଦ୍ୱନ୍ଦ୍ୱ ଆସିଥାଏ । … Read More

ଶ୍ରାବଣ ମାସରେ କରନ୍ତୁ ନାହିଁ ଏହି ୬ଟି କାର୍ଯ୍ୟ, ନଚେତ୍ ଡାକିଆଣିବେ ର୍ଦୁଭାଗ୍ୟକୁ

ଶାସ୍ତ୍ରପୁରାଣ ଅନୁଯାୟୀ ଶ୍ରାବଣ ମାସର ମହିମା ଅନେକ । ଭଗବାନ ଶିବଙ୍କ କୃପା ଲାଭ ପାଇଁ ଏହି ମାସ ବେଶ୍ ଶୁଭ । କିନ୍ତୁ ଏଭଳି କିଛି କାମ ରହିଛି, ଯାହାକୁ ଆପଣ ଏହି ମାସରେ କରିବା ଦ୍ୱାରା ଶିବ ପ୍ରକୋପର … Read More

ପୁଣିଥରେ ଗ୍ୟାଙ୍ଗଷ୍ଟର୍ ଅବତାରରେ ସଞ୍ଜୁବାବା, ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବବି ଦେଓଲ

ବି ଟାଉନର ମୁନ୍ନାଭାଇ ପୁଣିଥରେ ଗ୍ୟାଙ୍ଗଷ୍ଟର୍ ଅବତାରରେ ପରଦା ଉପରକୁ ଆସିବେ । ଏହି ଫିଲ୍ମର ଔପଚାରିକ ଘୋଷଣା ହୋଇଯାଇଥିଲେ ମଧ୍ୟ ଏହାର ନାଁ ରେଜିଷ୍ଟର୍ ହୋଇନାହିଁ । ଅହମଦ୍ ଖାନଙ୍କ ପ୍ରଯୋଜିତ ଏହି କ୍ରାଇମ୍ ଡ୍ରାମାରେ ସଞ୍ଜୁବାବାଙ୍କ ସହିତ ଆୟୁଷ … Read More

ପାଟକୁରାରେ ମତଦାନ ଆରମ୍ଭ, ମଝି ଆଙ୍ଗୁଠିରେ ସନ୍ତକ

ପାଟକୁରା, (ଓଟି): କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ସକାଳୁ ମତଦାନ ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଭିତରେ ଚିହ୍ନିତ ମତଦାନକାରୀମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥରେ ଭୋଟ୍‌ ଦେଉଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ … Read More

୮ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ଵର, (ଓଟି): ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବେନା ରହିଛି। ମୌସୁମୀ ବାୟୁ ପ୍ରଭାବ ତଥା ବଙ୍ଗୋପସାଗରରେ ସୃଷ୍ଟ ଘୂଣ୍ଣିବଳୟ ହେତୁ ପାଣିପାଗରେ ଏହିପରି ପରିସ୍ଥିତି ଦେଖାଦେବ। ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ହେଉଛି: ଗଜପତି, ରାୟଗଡ଼ା, କୋରାପୁଟ, … Read More