ଏବେ ସିବିଆଇ ନିଦରୁ ଉଠିବ ନାଁ ଶୋଇବ?

ରାଜ୍ୟର ଅଧିକାଂଶ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି। ରାଜ୍ୟର ଗରିବ ଲୋକଙ୍କଠାରୁ ସେମାନଙ୍କ ଝାଳବୁହା ପଇସା ଠକି ନେଇଥିବା ଚିଟଫଣ୍ଡ ମାଲିକଙ୍କ ଦୁର୍ନୀତିର ସିବିଆଇ ତଦନ୍ତରେ ଡୋର ଲାଗିଯିବ ନା, ନୂଆ ସରକାରରେ ଅମିତ ଶାହ ସ୍ୱରାଷ୍ଟ୍ର … Read More

୭ଟି ରାଜନୈତକ ଦଳର ଭୋଟ‌୍‍ ଅଧପ୍ରତିଶତରୁ କମ‌୍‍

ସତରତମ ଲୋକସଭା ଗଠନ ପାଇଁ ଗତ ମାସରେ ଶେଷ ହୋଇଥିବା ନିର୍ବାଚନରେ ୩୬ଟି ରାଜନୈତିକ ଦଳ କ୍ଷମତା ହାସଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୧୫ଟି ରାଜନୈତିକ ଦଳ ନୋଟା ଭୋଟ‌୍‍ ପରିମାଣଠାରୁ କମ‌୍‍ ଭୋଟ‌୍‍ ପାଇଛନ୍ତି। ଏହି ଦଳମାନେ … Read More

ଦେଶରେ ମୃତ୍ୟୁସଂଖ୍ୟାର ୯୦ ପ୍ରତିଶତ ରୋଗଜନିତ

ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଆତଙ୍କବାଦୀ ପ୍ରସଙ୍ଗ ଯେପରି ସ୍ଥାନ ପାଇଲା ସ୍ୱାସ୍ଥ୍ୟ ସମସ୍ୟା ପ୍ରସଙ୍ଗ ସେପରି ସ୍ଥାନ ପାଇନି। ଦେଶରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ରୋଗଜନିତ ମୃତ୍ୟୁ ବୋଲି ଭାରତ ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟ ସଚିବ … Read More

ଓବିସି ସଂରକ୍ଷଣ ୩ ଭାଗରେ ବିଭକ୍ତ ହେବ

ଦେଶର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନଙ୍କ ପାଇଁ ଥିବା ୨୭ଞ୍ଝ ସଂରକ୍ଷଣକୁ ପରିବର୍ତ୍ତନ କରି ୩ ଭାଗରେ ବିଭକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ କମିଟି ସୁପାରିଶ କରିଛି। କମିଟିର ଏହି ସୁପାରିଶକୁ ଯଦି କେନ୍ଦ୍ର ସାମାଜିକ ନ୍ୟାୟ … Read More

ବିଜେପିର ଅଳ୍ପସଂଖ୍ୟକ ତୁଷ୍ଟୀକରଣ ଆରମ୍ଭ

କଂଗ୍ରେସ ଅଳ୍ପସଂଖ୍ୟକ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ଯେଉଁ ବିଜେପି ଦଳ ବାରମ୍ୱାର ଅଭିଯୋଗ କରିଆସିଥିଲା, ଏବେ ସେହି ମୋହରେ ବିଜେପି ପଡିଛି। ଅଳ୍ପସଂଖ୍ୟକମାନଙ୍କୁ ନିଜର ଭୋଟବ୍ୟାଙ୍କରେ ପରିଣତ କରିବା ପାଇଁ ଆଗାମୀ ୫ବର୍ଷ ମଧ୍ୟରେ ୫କୋଟି ଛାତ୍ରଙ୍କୁ ପାଠପଢ଼ିବା ଉଦ୍ଦେଶ୍ୟରେ … Read More

ଓଡ଼ିଶାରେ କାହିଁକି ବଢୁଛି ନୋଟା ଭୋଟ‌୍‍

ଅନେକ ନିର୍ବାଚନମଣ୍ଡଳୀରେ ଖେଳ ବିଗାଡିଦେଲା ନୋଟା ରାଜ୍ୟରେ ଗତ ନିର୍ବାଚନ ତୁଳନାରେ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ପାଇଁ ‘ନୋଟା’ (ନନ‌୍‍ ଅଫ‌୍‍ ଦି ଏବଭ) ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାହାକି ଚିନ୍ତାର କାରଣ ହୋଇଛି। ଏହି ମତଦାତା … Read More

୨୧୦୦ ଚାଷୀଙ୍କ ଋଣ ସୁଝିଲେ ବିଗ୍ ବି

ଅଭିନୟ ସହିତ ସମାଜସେବା କ୍ଷେତ୍ରରେ ଆଜିପର୍ଯ୍ୟନ୍ତ ବିଗ୍ ବି ପ୍ରଶଂସା ସାଉଁଟି ଚାଲିଛନ୍ତି ଏବଂ ଏହି ଧାରା ଆଗକୁ ମଧ୍ୟ ବଢିଚାଲିଥିବ । ଏବେ ବିଗ୍ ବିଙ୍କ ସମାଜସେବା ତାଲିକାରେ ଆଉ ଏକ କିର୍ତ୍ତିମାନ ଯୋଡ଼ି ହୋଇଯାଇଛି । ସେ ବିହାରର … Read More

‘ଭୁଲ୍ ଭୁଲେୟା ୨’ରୁ ଆଉଟ୍ ହେଲେ ଅକି!

୨୦୦୭ରେ ରିଲିଜ୍ ହୋଇଥିବା ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ହରର୍ କମେଡ଼ି ‘ଭୁଲ୍ ଭୁଲେୟା’ କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଅକ୍ଷୟ କୁମାର, ବିଦ୍ୟା ବାଲାନ୍ ଓ ସାଇନି ଆହୁଜାଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ୍ କରିଥିଲା । … Read More

ରୋଷେଇ – କଞ୍ଚାକଦଳୀ ଚୋପା ଚଟଣୀ

ଆବଶ୍ୟକୀୟ ଜିନିଷ – ୩ରୁ ୪ଟି ବଡ଼ କଂଚା କଦଳୀ ଚୋପା, ୨ଟି କଞ୍ଚା ଳଙ୍କା, ୯-୧୦ ରସୁଣ କୋଲା, ଧନିଆ ପତ୍ର କଟା ଅଧା କପ୍ , ଅଧା ଚାମଚରୁ କମ୍ ହଳଦୀ, ସ୍ୱାଦ ଅନୁଯାୟୀ ଲୁଣ, ଶୁଖିଲା ଲଙ୍କା, … Read More

୧୫ ଦିନ ମଧ୍ୟରେ ଚାଲିଯିବ କଳାଦାଗ, ଆପଣାନ୍ତୁ ଏହି ବିୟୁଟି ଟିପ୍ସ

ଆପଣ ଯେତେ ବି ଗୋରା ଓ ସୁନ୍ଦର ହୋଇଥାନ୍ତୁ ନା କାହିଁକି ବ୍ରଣ ଜନିତ କଳାଦାଗ ଆପଣଙ୍କ ଚେହେରାକୁ ଅସୁନ୍ଦର କରିଥାଏ । ତେଣୁ କଳାଦାଗ ଦୂର କରିବା ପାଇଁ ଝିଅମାନେ ଅନେକ ପ୍ରକାର ବିୟୁଟି ଟିପ୍ସ ଆପଣାଇଥାନ୍ତି । ତେବେ … Read More