ଶନିବାର ବାଚସ୍ପତି ନିର୍ବାଚନ, କେମିତି ହୁଏ ବାଚସ୍ପତିଙ୍କ ନିର୍ବାଚନ ଜାଣନ୍ତୁ
ନବ ଗଠିତ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଶନିବାର ସକାଳେ ଅନୁଷ୍ଠିତ ହେବ। ଏଥିନେଇ ମୁଖ୍ୟମନ୍ତ୍ରୀ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ସାମ୍ବିଧାନିକ ବିଧି ଅନୁସାରେ ବିଧାନସଭାରେ ଏଥିନେଇ ପ୍ରସ୍ତାବ … Read More