କି ଉତ୍ତର ଦେବେ ଧର୍ମେନ୍ଦ୍ର?

୨୦୧୯ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଏହି ଫଳାଫଳକୁ ନେଇ କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ପରିବେଶ ଥିବାବେଳେ ରାଜ୍ୟ ବିଜେପିର ନେତାମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି। କାରଣ ସାରା ଦେଶରେ ମୋଦି ଲହର କାମ କରିଥିବାବେଳେ ଓଡ଼ିଶାରେ ଏହା ସମ୍ପୁର୍ଣ୍ଣ … Read More

ଭାରତ ରାଜନୀତିରେ ଦଳ ବଡ଼ ନା ବ୍ୟକ୍ତି

ଭାରତୀୟ ରାଜନୀତିରେ ଦଳର ପ୍ରାଧାନ୍ୟ ଯଥେଷ୍ଟ ଅନୁଭୂତ ହୋଇ ଆସିଛି। ବିଭିନ୍ନ ସମୟରେ ଇତିହାସ ଏହାର ସାକ୍ଷୀ ରହିଛି। ଏପରିକି ସାହି, ଗାଁ, ଗଳି, ତଥା ପରିବାର ନିଜକୁ ରାଜନୀତିକ ପରିବେଶରେ ଏକ ନିର୍ଦିଷ୍ଟ ଦଳସହ ଯୋଡ଼ିବା ବି ଆମେ ଦେଖିଛୁ। … Read More

ପରିବାରବାଦ ରାଜନୀତିକୁ ମତଦାତାଙ୍କ ପ୍ରତ୍ୟାଖାନ

ଚଳିତ ନିର୍ବାଚନରେ ରାଜ୍ୟର ମତଦାତାମାନେ ପରିବାରବାଦକୁ ପ୍ରତ୍ୟାଖାନ କରିଛନ୍ତି। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପରିବାରର ଉଭୟ ସଦସ୍ୟ ପରାଜିତ ହୋଇଥିବାବେଳେ ବିଜେପି, ବିଜେଡି ଓ କଂଗ୍ରେସର ପରିବାର ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ମତଦାତାମାନେ ବିଜୟୀ କରି ଅନ୍ୟଜଣକୁ ପରାଜୟର ଦ୍ୱାର ଦେଖାଇଛନ୍ତି। … Read More

ନବୀନଙ୍କୁ ମୋଦିଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାବାର୍ତ୍ତା ପଠାଇଛନ୍ତି। ଟ୍ବିଟର ଯୋଗେ ଏକ ଶୁଭେଚ୍ଛା ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ‘ ଓଡିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ । ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର … Read More

ଓଡ଼ିଶାରେ କେଉଁ ସାଂସଦ ପ୍ରାର୍ଥୀଙ୍କ ଜିତିବା ପ୍ରାୟ ନିଶ୍ଚିତ, ଜାଣନ୍ତୁ

ଭୁବନେଶ୍ଵର, (ଓଟି): ଅପରାହ୍ଣ ସାଢ଼େ ତିନିଟା ସୁଦ୍ଧା କେଉଁ ସାଂସଦ ପ୍ରାର୍ଥୀଙ୍କ ଜିତିବା ପ୍ରାୟ ନିଶ୍ଚିତ ଆସନ୍ତୁ ଜାଣିବା। ଏହି ତାଲିକାରେ ଆଗ ଆସିବେ ଆସ୍କାର ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରମିଳା ବିଶୋଇ। ଦୀର୍ଘ ସମୟ ହେଲା ସେ ୮୩ … Read More

ଏଥର କେଉଁମାନଙ୍କୁ ହରାଇବ ବିଧାନସଭା

ଦୀର୍ଘକାଳ ହେଲା ବିଧାନସଭାର ସଦସ୍ୟ ହୋଇ ରହିଥିବା ଅନେକ ନେତା ଏଥର ଆଉ ଫେରିବେ ନାହିଁ। ନିର୍ବାଚନରେ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏମାନେ କିଏ? ଅବଶ୍ୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇ ନାହିଁ କିନ୍ତୁ ଟ୍ରେଣ୍ଡ ଯାହା କହୁଛି ଏମାନଙ୍କୁ … Read More

୧୧୦ରେ ବିଜେଡି ଆଗୁଆ,୨୩ରେ ବିଜେପି

ଭୁବନେଶ୍ଵର, (ଓଟି): ନବୀନ ପଟ୍ଟନାୟକଙ୍କ ନତେୃତ୍ଵରେ ବିଜେଡି ପୁଣିଥରେ ବାଜିମାତ କରିବାକୁ ଯାଉଛି। ଯଦିଓ ଆସନରେ କିଛିଟା ହ୍ରାସ ପରିଲକ୍ଷିତ ହେବ ବୋଲି ଆଶଙ୍କା ଦେଖାଯାଉଛି କିନ୍ତୁ ଏହି କୌଣସି ପ୍ରଭାବ ଦଳର ଶକ୍ତି ଉପରେ ପକାଇବ ନାହିଁ। ଏଯାଏ ମିଳୁଥିବା … Read More

ମୋଦି ଦ୍ଵିତୀୟଥର: ସେନ୍‌ସେକ୍ସରେ ବୃଦ୍ଧି

ନିର୍ବାଚନ ହୋଇଥିବା ସମୁଦାୟ ୫୪୨ ଲୋକସଭା ଆସନରୁ ୨୮୯ ଆସନରେ କେବଳ ବିଜେପି ଆଗୁଆ ରହିବା ଖବର ପରେ ଭାରତରେ ବଜାର କାରବାର ବୃଦ୍ଧି ପାଇଁଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ କାରବାର ୪୦ହଜାର ବେଞ୍ଚ ମାର୍ଜ ପଏଣ୍ଟ ଅତିକ୍ରମ କରିଥିବାବେଳେ ନିଫ୍ଟି … Read More

ଧୂଳି ଚଟାଇବେ ନବୀନ; ହିଞ୍ଜିଳି ଓ ବିଜେପୁରରେ ଯଥେଷ୍ଟ ଆଗୁଆ

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମେ ନବୀନ ପଟ୍ଟନା୍ରକ ଉଭୟ ବିଜେପୁର ଓ ହିଞ୍ଜିଳିରେ ପ୍ରତିପକ୍ଷଙ୍କୁ ଧୂଳି ଚଟାଇବେ। ଏ ଭିତରେ ମିଳିଥିବା ଖବର ଅନୁସାରେ ଉଭୟ ଆସନରେ ନବୀନ ୬୦ ପ୍ରତିଶତ ଉପରେ ଲୋକଙ୍କ ସମର୍ଥନ ପାଇଛନ୍ତି। ହିଞ୍ଜିଳିରେ … Read More

୫୪୨ରୁ ୩୨୭ରେ ଏନ୍‌ଡିଏ ଆଗୁଆ, ୧୦୪ରେ ୟୁପିଏ

ବିଜେପି ନେତୃତ୍ଵାଧୀନ ଏନ୍‌ଡିଏ ଦେଶରେ ଆଗକୁ ବଢ଼ି ଚାଲିଛି। ସମୁଦାୟ ୫୪୨ ଲୋକସଭା ଆସନ ଭିତରୁ ୩୨୭ଟିରେ ଏନ୍‌ଡିଏ ଆଗକୁ ବଢ଼ି ଚାଲିଛି। କେବଳ ବିଜେପି ୨୮୯ ଆସନରେ ଆଗକୁ ବଢ଼ୁଥିବା ଲକ୍ଷ୍ୟ କରାଯାଇଛି। ଏହି କ୍ଷେତ୍ରରେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏର … Read More