ଆଞ୍ଚଳିକ ଦଳ ବିଜେଡିର ଚାନ୍ଦା ସର୍ବାଧିକ

ନିର୍ବାଚନ କମିଶନଙ୍କ ନିକଟରେ ଦେଶର ୧୫ଟି ଆଞ୍ଚଳିକ ଦଳ ୨୦ହଜାର ଟଙ୍କାରୁ କମ୍‍ ପରିମାଣର ଚାନ୍ଦା ଆଦାୟର ବିବରଣୀ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଜେଡି ସବୁଠାରୁ ଆଗରେ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଅନ୍ୟ ଦଳ ତୁଳନାରେ ବିଜେଡି ସର୍ବାଧିକ ୧୩ … Read More

ନର୍ଦଣ୍ଣ ରେଲଓ୍ବେରେ ୭୫୦ ଖାଲିସ୍ଥାନ: ରେଳ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ

ଉତ୍ତର ରେଳପଥ ( ନର୍ଦଣ୍ଣ ରେଲଓ୍ବେ) ପକ୍ଷରୁ ଏକ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଯେଉଁଥିରେ ଷ୍ଟେସନ୍‌ ମାଷ୍ଟର, ଗୁଡ୍ସ ଗାର୍ଡ଼, ଜୁନିୟର ଇଞ୍ଜିନିୟର, କମର୍ସିଆଲ୍‌ କମ୍‌ ଟିକେଟ୍‌ କ୍ଲର୍କ, ଟେକ୍ନିସିଆନ୍‌ ଏବଂ ଅନ୍ୟ ପଦବୀସବୁ ଉଲ୍ଲେଖ ରହିଛି।  ରେଳବାଇରେ ଚାକିରି … Read More

୨୦୧୯ ନିର୍ବାଚନ : ନେତାଙ୍କୁ ସୁରକ୍ଷା ଥିଲା ବଡ଼ ଚାଲେଞ୍ଜ

୨୦୧୯ ନିର୍ବାଚନ ସରିଯାଇଛି। ଏବେ କେବଳ ଫଳାଫଳକୁ ଅପେକ୍ଷା। ପ୍ରଚାର ଥମିବା ପରେ ସୁରକ୍ଷାବଳଙ୍କ ଲାଗି ଥିବା ଏକ ବଡ଼ ଆହ୍ୱାନ ପାର ହୋଇଯାଇଛି। କାରଣ ଏଥର ସାଧାରଣ ନିର୍ବାଚନ ବେଳେ ବିଭିନ୍ନ ଦଳର ଅତି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସୁରକ୍ଷା ପ୍ରଦାନ … Read More

ନିର୍ବାଚନରେ ୨୨୯୭ କୋଟିପତି ପ୍ରାର୍ଥୀଙ୍କୁ ଲୋକେ ଦେଇଛନ୍ତି ଭୋଟ

ଚଳିତ ୨୦୧୯ ନିର୍ବାଚନରେ ୨୨୯୭ ଜଣ କୋଟିପତି ପ୍ରାର୍ଥୀଙ୍କୁ ଲୋକେ ଭୋଟ ଦେଇଥିଲା ବେଳେ ୬୦ଜଣ ଏପରି ପ୍ରାର୍ଥୀ ଥିଲେ ଯେଉଁମାନଙ୍କ ପାଖରେ କୌଣସି ସମ୍ପତ୍ତି ନଥିବା ନିର୍ବାଚନ କମିଶନଙ୍କ ନିକଟରେ ଉଲ୍ଲେଖ କରାଯାଇଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) … Read More

ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ଘର ମରାମତି କେବେ?

ଆସନ୍ତା ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମୌସୁମୀବାୟୁ ଓଡିଶାରେ ପ୍ରବେଶ କରିବାର ସୂଚନା ମିଳୁଥିବାବେଳେ ଏହା ପୂର୍ବରୁ ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ସରକାରୀ କୋଠାବାଡି ବିଶେଷକରି ସରକାରୀ କ୍ୱାର୍ଟର୍ସଗୁଡିକର ମରାମତି ଜରୁରୀ ହୋଇପଡିଛି। ଏଥିରେ ବିଳମ୍ବ ହେଲେ ବସବାସ କରୁଥିବା … Read More

ଜଳ ବିଶୋଧନ ନିୟମକୁ ଅଣଦେଖା

ବାତ୍ୟାଞ୍ଚଳରେ ବିଶୁଦ୍ଧ ପାୀନୟଜଳ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଜଳ ବିଶୋଧନ ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ କିନ୍ତୁ ଅନେକ ସହରରେ ଅଣଦେଖା କରାଯାଉଛି । ୨୦୧୧ ମସିହାରେ ଜାରି ଏହି ନିର୍ଦ୍ଦେଶନାମାକୁ ପୁରୀ ସମେତ ଅଧିକାଂଶ ସହରାଞ୍ଚଳରେ ଠିକଣାଭାବେ … Read More

୬୩ କେନ୍ଦ୍ରରେ ହେବ ଭୋଟ୍‌ ଗଣତି

ଭୁବନେଶ୍ଵର, (ଓଟି): ଗୁରୁବାର ସକାଳ ସାଢ଼େ ଆଠଟାରୁ ଆରମ୍ଭ ହେବ ଭୋଟ୍‌ ଗଣତି। ରାଜ୍ୟର ୬୩ଟି କେନ୍ଦ୍ରକୁ ଭୋଟ୍‌ ଗଣତି ପାଇଁ ସ୍ଥିର କରାଯାଇଛି। ଲୋକସଭା ନିର୍ବାଚନ ମଣ୍ଡଳୀ ଅନୁସାରେ ବିଧାନସଭା ମଣ୍ଡଳୀରେ ଭୋଟ୍‌ ଗଣତି ହେବ। ପ୍ରତି ହଲ୍‌ରେ ୧୪ଟି … Read More

ସବୁଠୁ ମହଙ୍ଗା ଭାରତର ନିର୍ବାଚନ

ଏପ୍ରିଲ ୧୧ରୁ ଆରମ୍ଭ ହୋଇଥିବା ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ନିର୍ବାଚନ ପ୍ରକ୍ରିୟା ମେ’୧୯ରେ ଶେଷ ହୋଇଛି। ୭ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହୋଇଥିଲା ବେଳେ ଏହା ବିଶ୍ୱର ସବୁଠୁ ମହଙ୍ଗା ନିର୍ବାଚନ ଭାବେ ସାବ୍ୟସ୍ତ ହୋଇଛି। ସେଣ୍ଟର ଫର … Read More

ମ୍ୟାଟ୍ରିକ ପରୀକ୍ଷା ପାସ୍ ହାର ୭୦.୭୮ ପ୍ରତିଶତ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ … Read More

ଏବେ ୨୩କୁ ଅପେକ୍ଷା

ଏକଜିଟ ପୋଲ ଫଳାଫଳ ଆସିସାରିଛି। ଏବେ ସମସ୍ତଙ୍କ ଅପେକ୍ଷା ୨୩ତାରିଖ ମତଗଣନାକୁ। କିନ୍ତୁ ଏକଜିଟ ପୋଲ ଶାସକ ବିଜୁ ଜନତା ଦଳର ନେତାଙ୍କ ଭିତରେ ଏକ ଅବିଶ୍ୱସନୀୟ ଆଶଙ୍କା ଭରିଦେଇଛି। ଯଦିଓ ଏକଜିଟ ପୋଲରେ ବିଧାନସଭା ସକାଶେ ବିଜୁ ଜନତା ଦଳ … Read More