ବ୍ରିଟିଶ୍‌ ଖେଳନା ବିକ୍ରେତା ହାମଲେଜ୍‌କୁ ଅଧିଗ୍ରହଣ କଲା ରିଲାଏନ୍ସ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ରିଲାଏନ୍ସ ବ୍ରାଣ୍ଡ ଲିମିଟେଡ୍ ଏବଂ ହଂକଂସ୍ଥିତ ଲିଷ୍ଟେଡ୍ କମ୍ପାନୀ ସି ବ୍ୟାନର୍ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଙ୍ଗସ୍ ରିଲାଏନ୍ସ ବ୍ରାଣ୍ଡ୍ ପାଇଁ ଏକ ନିର୍ଣ୍ଣାୟକମୂଳକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁସାରେ ହାମ୍ଲେଜ୍ ବ୍ରାଣ୍ଡର … Read More

‘ଫୋନି’ ପ୍ରଭାବିତ ଅଞ୍ଚଳରେ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ ଫାଉଣ୍ଡେସନ୍‍

ଭୁବନେଶ୍ୱର, (ଓଟି): ‘ଫୋନି’ ପ୍ରଭାବିତ ଅଞ୍ଚଳରେ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସୁଧାରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍‍ ସହାୟତାର ହାତ ବଢ଼ାଇଛି । ପୁନଃ ଥଇଥାନ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବାତ୍ୟା ପରର ଚାଷ, ପ୍ରାଣୀ ସମ୍ପଦର ଯତ୍ନ ଓ ପରିଚାଳନା ପରାମର୍ଶ, … Read More

ପ୍ରକୃତିର ଲୀଳା: ପୂର୍ବରେ ବିତ୍ପାତ ପଶ୍ଚିମରେ ସମ୍ପଦ; ବମ୍ପର ଉତ୍ପାଦନ କଲେ ଚାଷୀ

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ବାତ୍ୟା ‘ଫୋନି’ ରଚିଥିବା ତାଣ୍ଡବ ଏବେ ଆଖିରୁ ଲୁହ ହୋଇ ବୋହୁଛି। କେବେ ଏଠାର ଅଧିବାସୀଙ୍କ ଅବସ୍ଥା ସ୍ଵଭାବିକ ହେବ, ସେମାନେ ନିଜର ଜୀବନଜୀବୀକା ଫେରି ପାଇବେ ତାହାର ପତ୍ତା ମିଳୁ … Read More

ପୁରୀ ବଡ଼ଦାଣ୍ଡରେ ଆଲୁଅ ଜଳିଲା

ପୁରୀ, ( ଭୀମସେନ ପଲଙ୍କଧାରୀ): ପ୍ରଳୟଙ୍କରୀ ‘ଫୋନି’ର କରାଳ ସହିଥିବା ପୁରୀ ସହରରେ ଜୀବନ ଧୀରେ ଧୀରେ ସ୍ଵଭାବିକ ହେବା ଆରମ୍ଭ କରିଛି। ପ୍ରଶାସନ ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ପୟାସ କ୍ରମେ ଆଜି ବଡ଼ଦାଣ୍ଡରେ ବିଜୁଳି ଆଲୁଅ ସଂଯୋଗ କରାଯାଇଛି। … Read More

ବିଜେପିର ଅଭିଯୋଗ: ରିଲିଫ୍‍ ବଣ୍ଟନରେ ହେଉଛି ହେରଫେର

ଭୁବନେଶ୍ୱର,(ଓଟି): ବାତ୍ୟା “ଫୋନି” କୁ ଦୀର୍ଘ୍ୟ ୭ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଭାବିତଙ୍କୁ ରିଲିଫ୍‍ ମିଳୁ ନାହିଁ । କେବଳ ବିଭିନ୍ନ ଏଜେନ୍ସୀଠୁ ବାହାବା ନେବା ଛଡ଼ା ଅନ୍ୟ କିଛି ଚିନ୍ତା ସରକାର କରୁନାହାନ୍ତି ବୋଲି ଅଭିଯୋଗ କରିଛି ବିଜେପି … Read More

ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ଚିଠି: ମାଗଣାରେ ୧୦୦୦ ଲିଟର କିରାସିନି ଦିଅ

ଭୁବନେଶ୍ଵର, (ଓଟି): ‘ଫୋନି’ ଦ୍ଵାରା ଉତ୍କଟ ସମସ୍ୟାରେ ଗତିକରୁଥିବା ପୁରୀ ଜିଲ୍ଲା ଲାଗି ଏକ ହଜାର ଲିଟର କିରାସିନି ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ … Read More

ଅଯୋଧ୍ୟା ମାମଲା: ମଧ୍ୟସ୍ଥି ପ୍ୟାନେଲ୍‌ଙ୍କୁ ଅଗଷ୍ଟ ୧୫ ଯାଏ ମହଲତ

ଭୁବନେଶ୍ଵର, (ଓଟି): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ବିବାଦ ମାମଲାରେ ଶାନ୍ତିପୂଣ୍ଣ ସମାଧାନ ଆଣିବା ଲାଗି ଗଠିତ ତିନିଜଣିଆ କମିଟିକୁ କୋର୍ଟ ଅଧିକ ସମୟ ଦେଇଛନ୍ତି। ବିଭିନ୍ନ ପକ୍ଷ ସହ ଆଲୋଚନା କରି ରିପୋର୍ଟ ରଖିବା ତଥା ଏକ ସମାଧାନର ରାସ୍ତା … Read More

ଫୋନି: ଜେଇଇ ଆଡ୍‌ଭାନ୍ସ ପଞ୍ଜିକରଣ ସମୟ ଘୁଞ୍ଚିଲା

ଭୁବନେଶ୍ୱର, (ଓଟି) : ବାତ୍ୟା ଫୋନି’ ପ୍ରଭାବିତ ଅଞ୍ଚଳରେ ଜେଇଇ ଆଡ୍‌ଭାନ୍ସ ପଞ୍ଜିକରଣ ପାଇଁ ଚାହୁଁଥିବା ପିଲାଙ୍କୁ ସୁଯୋଗ ଦେଇଛଇ ମାନବସମ୍ବଳ ମନ୍ତ୍ରଣାଳୟ। ଏହି ଅନୁସାରେ ଜେଇଇ ଆଡ୍‌ଭାନ୍ସର ପଞ୍ଜିକରଣ ତାରିଖ ଘୁଞ୍ଚିଛି। ଏବେ ମେ ମାସ ୧୪ ତାରିଖ ଯାଏ … Read More

ଷ୍ଟେଟ୍‌ବ୍ୟାଙ୍କ୍‌ ସୁଧହାର କମିଲା

ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଋଣ ସୁଧହାର ୦.୦୫ ପ୍ରତିଶତ ବା ୫ ବେସିସ ପଏଣ୍ଟ ହ୍ରାସ କରିଛି । ପ୍ରାୟ ସବୁ ପ୍ରକାରର ମିଆଦୀ ଋଣ ପାଇଁ ଏହି ହ୍ରାସ ଲାଗୁ ହେବ । ଏହି ହ୍ରାସ ପରେ ଏକ ବର୍ଷ … Read More

ବିନା କାର୍ଡରେ ବସ୍ତିବାସିନ୍ଦାଙ୍କୁ ମିଳିବା ‘ଫୋନି’ ରିଲିଫ୍‌

ଭୁବନେଶ୍ଵର, (ଓଟି): ଭୁବନେଶଜ୍ବର ମହାନଗର ନିଗମର ‘ଫୋନି’ ପ୍ରଭାବିତ ପ୍ରତିଟି ବସ୍ତି ବାସିନ୍ଦାଙ୍କୁ ରିଲିଫ୍‌ ମିଳିବ। ଏଥିଲାଗି କୌଣସି ସେମାନଙ୍କ ପାଖରେ କୌଣସି ଖାଦ୍ୟ ସୁରକ୍ଷା କାର୍ଡ ରହିବା ଜରୁରୀ ନୁହେଁ। ଏନେଇ ସ୍ଵତନ୍ତ୍ର ରିଲିଫ୍‌ କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆବଶ୍ୟକ … Read More