ଫୋନି: ୨୨ ନବଜାତକଙ୍କୁ ବାତ୍ୟା ମୁହଁରୁ ବଞ୍ଚାଇଲେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର କର୍ମଚାରୀ

ଭୁବନେଶ୍ୱର, (ଓଟି): କ୍ୟାପିଟାଲ ହସ୍ପିଟାଲରେ ବାତ୍ୟା ଫୋନି ମୁହଁରୁ ୨୨ଜଣ ନବଜାତକ ବଞ୍ଚି ଯାଇଛନ୍ତି । ଯେତେବେଳେ ବାତ୍ୟା ଫୋନି ସମଗ୍ର ରାଜଧାନୀରେ ଧ୍ୱଂସର ତାଣ୍ଡବ ଚଳାଇଥିଲା, ଏହି ଡାକ୍ତରଖାନାର ଡାକ୍ତର, ସେବିକା ଓ ସହାୟକମାନେ ନବଜାତକଙ୍କୁ ଛାତିରେ ଜାକି ଉଦ୍ଧାର … Read More

ଫୋନି ପ୍ରଭାବ: ସନ୍ଧ୍ୟା ୬ ଯାଏ ବ୍ୟାଙ୍କ ଖୋଲା

ଭୁବନେଶ୍ଵର, (ଓଟି): ପ୍ରଳୟଙ୍କରୀ ଫୋନି ପ୍ରଭାବ ହେତୁ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଅଞ୍ଚଳ ଗୁଡ଼ିକରେ ବ୍ୟାଙ୍କିଙ୍ଗ୍‌ ସେବା କାରବାର ସମୟକୁ ସମ୍ପ୍ରସାରଣ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌। ଅର୍ଥାତ୍‌ ଫୋନି ପ୍ରକୋପର ଶିକାର ହୋଇଥିବା ରାଜ୍ୟଗୂଡ଼ିକରେ ବ୍ୟାଙ୍କିଙ୍ଗ୍‌ କାରବାର ଏଣିକି … Read More

କେଦାରନାଥଙ୍କ ଦ୍ଵାର ଖୋଲିଲା

ଅକ୍ଷୟ ତୃତୀୟଠାରୁ ଆରମ୍ଭ ହୋଇଥିବା ବିଶ୍ଵର ଦୀର୍ଘତମ ଯାତ୍ରା ‘ଚାରିଧାମ’ ଯାତ୍ରାରେ ପ୍ରଭୁଶ୍ରୀ କେଦାରନାଥଙ୍କ ଦ୍ଵାରା ଆଜି ଖୋଲିଛି। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା କେଦାରନାଥ ମନ୍ଦିରରେ ଏଥିପାଇଁ ବିଶେଷ ଆୟୋଜନ କରାଯାଇଥିଲା। ସକାଳ ୫ଟା ୩୦ ମିନିଟ୍‌ ସମୟରେ ଏହି … Read More