ସାଂସଦ ରାମଚନ୍ଦ୍ର ହାଁସଦା ସ୍ୱାଧୀନ ଭାବେ ଲଢିବେ

ମୟୂରଭଞ୍ଜ ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦା ସାରସକଣା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହେବେ। ସାଂସଦ ରାମଚନ୍ଦ୍ର ହାଁସଦା ଏହି ଘୋଷଣା କରିଛନ୍ତି। ସୋମବାର ଦିନ ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି। ରାମ ଚନ୍ଦ୍ର ହାଁସଦା ୨୦୦୯ ମସିହାରେ … Read More

କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ୧୪ ଲକ୍ଷ ଦାଦନ ମତଦାତା ଭୋଟ୍ ଦାନରୁ ବଞ୍ଚିତ ହେବେ

କଳାହାଣ୍ଡି ଜିଲ୍ଲାରେ ଏପ୍ରିଲ ୧୧ରେ, ପ୍ରଥମ ପର୍ଯ୍ୟାୟରେ ହେବ ଭୋଟଗ୍ରହଣ। ଚାରିଆଡେ କୋଳାହଳ, ନିର୍ବାଚନକୁ ନେଇ ମାହୋଲ ସରଗରମ । ହେଲେ ଏହି ଭୋଟ ପ୍ରକ୍ରିୟାରୁ ବାଦ ପଡ଼ିବେ କଳାହାଣ୍ଡି ଲୋକସଭା ଅନ୍ତର୍ଗତ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ହଜାର ହଜାର … Read More

ବିଜେପି ଏଜେଣ୍ଡାରେ ନାହିଁ ସ୍ୱତନ୍ତ୍ର ରାଜ୍ୟ, ଦେଢ଼ଗୁଣା ଏମଏସ୍ପି ଓ ନିଯୁକ୍ତି

ରାଜ୍ୟର ମୂଳ ଦାବୀରୁ ଦୁରଗଲା ବିଜେପି। ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦଳ ପକ୍ଷରୁ ଆଜି ୯-ସୁତ୍ରୀ ସଂକଳ୍ପ ନେଇ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ହେଲେ ଏଥିରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସ୍ପି ଦେଢ଼ଗୁଣା ବୃଦ୍ଧି, ବର୍ଷକୁ … Read More

ସହମତି ସମ୍ଭୋଗ ପାଇଁ ‘କନ୍‌ସେଣ୍ଟ୍‌ କଣ୍ଡୋମ’

ଖୋଲିବାକୁ ଦରକାର ୪ଟି ହାତ ସହମତିରେ ଯୌନ ସଂପର୍କ ସ୍ଥାପନ ଆନନ୍ଦଦାୟକ ଓ ସାମାଜିକ ସ୍ତରରେ ଗ୍ରହଣୀୟ ବୋଲି ବାର୍ତ୍ତା ପ୍ରଦାନ କରି ଆର୍ଜେଣ୍ଟିନା ସେକ୍ସ ଟଏ କମ୍ପାନି ତୁଲିପାନ୍‌ ଏକ ନୂଆ ଧରଣର କଣ୍ଡୋମ ପ୍ୟାକେଟ୍‌ ବାହାର କରିଛି। ଏହି … Read More

ଓଡ଼ିଶା ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶିତ

ଲାଗୁ ହେବ ପିଏମ୍‌ କିସାନ୍‌ ଏବଂ ଆୟୁଷ୍ମାନ୍‌ ଯୋଜନା କୃଷି ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରର ଏକ ହୋଟେଲରେ ଓଡ଼ିଶାଲାଗି ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି। … Read More

ଫେସବୁକରେ ନିର୍ବାଚନୀ ବିଜ୍ଞାପନ : ବିଜେପି ଆଗରେ

ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳମାନେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାରଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି। ବିଭିନ୍ନ ସୋସିଆଲ ମିଡିଆ ମଧ୍ୟରୁ ଫେସବୁକ ଉପରେ ଦଳମାନେ ଅଧିକ ଫୋକସ କରୁଥିବା ଦେଖାଯାଇଛି। ଗତ ଫେବ୍ରୁଆରୀ-ମାର୍ଚ୍ଚ ଦୁଇମାସରେ ରାଜନୈତିକ ଦଳମାନେ … Read More

କଂଗ୍ରେସର ନିର୍ବାଚନୀ ଇସ୍ତାହାର: ଚାକିରି ନ ମିଳିବା ଯାଏ ମାସିକ ୩୦୦୦ ଟଙ୍କାର ବେକାରୀ ଭତ୍ତା

ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ ଦଳ ଦରିଦ୍ର, ଚାଷୀ, ଯୁବକ, ମହିଳା ଓ ଆଦିବାସୀଙ୍କୁ ଗୁରୁତ୍ୱ ଦେଇଛି। ନିର୍ବାଚନୀ ଇସ୍ତାହାର ଅନୁଯାୟୀ, ଦଳ ରାଜ୍ୟରେ ସରକାର ଗଢ଼ିଲେ ଗରିବଙ୍କୁ ୬ ହଜାର ଟଙ୍କାର ଆୟର … Read More

କଂଗ୍ରେସ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

କଂଗ୍ରେସ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାଁ ବି ରହିଛି। ସେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହା … Read More

ସରୋଜିନୀ ବିଜେଡିର ବାରିପଦା ପ୍ରାର୍ଥୀ

ଉପ-ବାଚସ୍ପତିଙ୍କ ଟିକେଟ୍ କଟିଲା ୬ ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛି ବିଜେଡି ବିଜେଡି ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଠାରୁ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କରିଛି। ଏହା ସହିତ ଉପ-ବାଚସ୍ପତି … Read More

ପ୍ରମିଳା ବିଶୋୟୀଙ୍କୁ ସାଂସଦ ଟିକେଟ କେତେ ଯଥାର୍ଥ

ମୋର ମନେ ଅଛି ୧୯୬୨ ମସିହାର କଥା । ନୂଆ ନୂଆ ·କିରୀ କଲାବେଳେ ଆମେ ଓଡ଼ିଆ ମାଧ୍ୟମରେ ପଢିଥିଲେ ମଧ୍ୟ ଓଡ଼ିଶାରେ ୭ମ ଶ୍ରେଣୀ ପାଶ୍ କରିଛୁ ବୋଲି ପ୍ରମାଣ ଦେବାକୁ ପଡ଼ିଥିଲା । କିନ୍ତୁ ଜଣେ ଜନନେତା ତଥା … Read More