ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ ମତଦାତା ନିର୍ଦ୍ଧାରଣ କରିବେ ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ

ଆଉ ମାତ୍ର ଦିନ କେଇଟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ଆସନ୍ତା ୧୧ ତାରିଖରେ ହେବ ମତଦାନ। ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛନ୍ତି ୨୧୭ ପ୍ରାର୍ଥୀ। ପ୍ରାୟ ୬୦ ଲକ୍ଷ ମତଦାତା ୭ ହଜାର ୨ … Read More

ଖାଲିପେଟରେ ଖାଆନ୍ତୁ ନାହିଁ ଲିଚୁ, ହୋଇପାରେ ଜୀବନହାନୀ

ଖରାଦିନେ ସ୍ୱାଦିଷ୍ଟ ଲିଚୁର ଆଦର ଅଧିକ ଥାଏ । ଏହା ଯେତିକି ମିଠା ସେତିକି ସ୍ୱାସ୍ଥ୍ୟକର । ଲିଚୁରେ ଥିବା ବିଭିନ୍ନ ପୋଷକତ୍ତ୍ୱ ମୋଟାପା କମାଇବା ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟବର୍ଦ୍ଧକ, ଡାଇବେଟିସ୍ ହ୍ରାସ, ରକ୍ତହୀନତା ଆଦି ବିଭିନ୍ନ ପ୍ରକାର ରୋଗରୁ … Read More

ଆନିମେସନ୍ ଫିଲ୍ମରେ ନିକ୍ ଜୋନ୍ସ

ଦେଶୀଗାର୍ଲ ପିସିରୁ ଗ୍ଲୋବାଲ୍ ତାରକା ସାଜିଥିବା ପ୍ରିୟଙ୍କା କୌଣସି ନା କୌଣସି ଖବର ପାଇଁ ଲାଇମଲାଇଟରେ ରହି ଆସିଛନ୍ତି । ନିକଙ୍କ ସହିତ ଆଉଟିଙ୍ଗ୍ ହେଉ କିମ୍ବା ମ୍ୟୁଜିକ୍ ଭିଡିଓ, ସମସ୍ତ ଅପଡେଟ୍ ଖବର ପିସି ତାଙ୍କ ପ୍ରଶଂସକଙ୍କ ସହିତ ଇନଷ୍ଟାଗ୍ରାମ୍ … Read More

ଅମୀରଙ୍କ ସହ କାମ କରିବାକୁ ଚାହାନ୍ତି ଚକ୍ ରୁସେଲ୍

ଏଥର ଫ୍ରାଇଡେ’ ରିଲିଜରେ ମୁକ୍ତିଲାଭ କରିଥିବା ‘ଜଙ୍ଗଲି’ର ନିର୍ଦ୍ଦେଶନା ଦେଇଥିଲେ ହଲିଉଡ୍ ନିର୍ଦ୍ଦେଶକ ଚକ୍ ରୁସେଲ୍ । ବିଦ୍ୟୁତ୍ ଜାମୱାଲଙ୍କ ଅଭିନୀତ ‘ଜଙ୍ଗଲି’ର କାହାଣୀ ରୁସେଲଙ୍କୁ ଖୁବ୍ ପ୍ରଭାବିତ କରିଥିଲା ଏବଂ ସେ ବଲିଉଡ୍ର ଆଉ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାର … Read More

ଇନଷ୍ଟାଗ୍ରାମରେ ଫଲୋର୍ସ ୨କୋଟି, ଧନ୍ୟବାଦ ଜଣାଇଲେ କ୍ୟାଟ୍ରିନା

ବଲିଉଡର ବାର୍ବିଡଲ୍ କ୍ୟାଟ୍ରିନାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସବୁବେଳେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହୁଥିବା କ୍ୟାଟ୍ରିନାଙ୍କର ଇନଷ୍ଟାଗ୍ରାମରେ ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି ଏବଂ ଏବେ ଏହାର ସଂଖ୍ୟା ୨କୋଟିରେ ପହଞ୍ଚିଛି । ଏଭଳି ସଫଳତାରେ … Read More

କେମିତି ଲଗାଇବେ ସନସ୍କ୍ରୀନ୍ କ୍ରିମ୍, ଜାଣିରଖନ୍ତୁ କିଛି ଟିପ୍ସ୍

ଖରା ଓ ଗୁଳୁଗୁଳି ଦିନକୁ ଦିନ ବଢ଼ିବାରେ ଲାଗିଛି । ଏମିତି ସମୟରେ ବିନା ସନସ୍କ୍ରୀନ୍ କ୍ରୀମରେ ବାହାରକୁ ଯିବା ସମ୍ଭବ ନୁହେଁ । କେବଳ ଖରାଦିନେ ନୁହେଁ, ବାହାରକୁ ଯିବା ସମୟରେ ସବୁବେଳେ ସନସ୍କ୍ରୀନ୍ କ୍ରୀମ୍ ଲଗାଇବା ଭଲ ବୋଲି … Read More

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ବିଜେପି ସଂଗଠନରେ ପ୍ରାର୍ଥୀ ମରୁଡ଼ି ୬୫ଜଣ ଅନ୍ୟଦଳର ନେତା ବିଧାନସଭାରେ ପ୍ରାର୍ଥୀ ୧୨ଜଣ ଅନ୍ୟଦଳର ନେତା ଳୋକସଭାରେ ପ୍ରାର୍ଥୀ ସଂଯୋଗ ବଶତଃ ଆଜି ହେଉଛି ବିଜେପିର ୩୯ତମ ପ୍ରତିଷ୍ଠା ଦିବସରେ। ବିଜେପିର ପ୍ରତିଷ୍ଠା ଦିବସରେ ନିଜ ସଂଗଠନର ନେତାଙ୍କୁ ପ୍ରାର୍ଥୀ ନ … Read More

ଜଗତସିଂହପୁର ଲୋକସଭାରୁ ବିଭୁ, କାକଟପୁର ବିଧାନସଭାରୁ ରବି ମଲ୍ଲିକ ବିଜେପିର ପ୍ରାର୍ଥୀ

ବାକି ଥିବା ଆସନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ଗୋଟିଏ ଲୋକସଭା ଓ ୨ଟି ବିଧାନ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଜଗତସିଂହପୁର ଲୋକସଭା ପାଇଁ ବିଭୁ ତରାଇଙ୍କ ନାମ ଘୋଷଣା କରାଯାଇଛି। ସେହିପରି … Read More

ମୋଦୀ ହାୱା ଭରସାରେ ଜୁଏଲ

ରାଜ୍ୟର ୨୧ଟି ଲୋକସଭା ଆସନରୁ ଯେଉଁ କିଛି ଆସନ କଡା ଟକ୍କର ପାଇଁ ଚର୍ଚ୍ଚାରେ ରହିଛି ସେଥିରୁ ଗୋଟିଏ ହେଲା ସୁନ୍ଦରଗଡ। ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଏହି ଆସନ ବର୍ତ୍ତମାନ ବିଜେପି ଅକ୍ତିଆରରେ ରହିଛି। ୨୦୧୪ର ସାଧାରଣ ନିର୍ବାଚନରେ ବିଜେପିର … Read More

କେନ୍ଦ୍ରପଡ଼ାରେ ଅନୁଭବଙ୍କୁ ଟକ୍କର ଦେଲେ ବାବୁସାନ

କେନ୍ଦ୍ରାପଡ଼ା ନିର୍ବାଚନ ମଇଦାନରେ ସିନେ ଅଭିନେତାଙ୍କ ଲଢ଼େଇ ଆଜିଠାରୁ ଆରମ୍ଭ ହୋଇଛି। ଜଣେ ଅଭିନେତା ନିଜେ ପ୍ରତିଦ୍ୱନ୍ଦ୍ୱୀ ଥିବାବେଳେ ଆଉ ଜଣେ କା’ ପ୍ରତିଦ୍ୱନ୍ଦ୍ୱୀ ହୋଇ ମିଦାନରେ ଗର୍ଜନ ଆରମ୍ଭ କରିଛନ୍ତି। ନିର୍ବାଚନରେ ଏଭଳି ଅଭିନେତାମାନଙ୍କର ଲଢ଼େି ଆଗାମୀ ଦିନରେ ଆହୁରି … Read More