ଗୌରୀ ଖାନ୍ ଡିଜାଇନ୍ କଲେ ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍

ଆଜିକାଲି ଆଲିଆଙ୍କ ନୂଆ ଭ୍ୟାନିଟି ଭ୍ୟାନ୍ ସିନେ ଚର୍ଚ୍ଚାରେ ରହିଛି । ଏହାକୁ କିଙ୍ଗ ଖାନ୍ଙ୍କ ପତ୍ନୀ ଗୌରୀ ଖାନ୍ ଡିଜାଇନ୍ କରିଛନ୍ତି । ଜଣେ ଦକ୍ଷ ଇଣ୍ଟରିୟର୍ ଡିଜାଇନର୍ ଭାବେ ବେଶ୍ ଜଣାଶୁଣା ଗୌରୀ ଖାନ୍ ଏହାପୂର୍ବରୁ ଅନେକ ତାରକାଙ୍କ … Read More

ଜାଣନ୍ତୁ ୬ଦିନର ବକ୍ସ ଅଫିସ୍ ହାଲ୍ଚାଲ୍, ‘ଗଲିବୟ’କୁ ପଛରେ ଛାଡ଼ି ରେକର୍ଡ଼ କଲା ‘ଟୋଟାଲ୍ ଧମାଲ୍’

ଇନ୍ଦ୍ର କୁମାର୍ଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’ ଠିକ୍ ଏହାର ନାମ ଭଳି ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ରେକର୍ଡ଼ କରିଛି । ଏହି ଫିଲ୍ମ ଓପନିଙ୍ଗ୍ ୱିକ ଏଣ୍ଡରେ ୬୨ କୋଟି ଟଙ୍କାର ବ୍ୟବସାୟ କରିଛି, ଯାହାକି ଚଳିତବର୍ଷର ସର୍ଟ ଡେ’ … Read More

ଡ୍ରାଇଭର୍ଙ୍କ ଠାରୁ ଉଧାର ମାଗୁଛନ୍ତି ‘ଶଶୁରାଲ୍ ସିମର୍ କା’ର ଆଶିଷ ରାୟ

ଲୋକପ୍ରିୟ ଟେଲି ଶୋ’ ‘ଶଶୁରାଲ୍ ସିମର୍ କା’ରେ ଅଭିନୟ କରିଥିବା ଆଶିଷ ରାୟ ଏବେ ତାଙ୍କ ଡ୍ରାଇଭର୍ ଠାରୁ ଟଙ୍କା ଉଧାର ନେଇ ଚଳୁଛନ୍ତି ବୋଲି ଖବର ଆସିଛି । ଏଭଳି ଏକ ପରିସ୍ଥିତି ପଛରେ ଥିବା କାରଣ ହେଉଛି – … Read More

କମବ୍ୟାକ୍ କରୁଛନ୍ତି ପୁ…

କରଣ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍’ରେ କରିନାଙ୍କ ପିଲାଦିନର ଭୂମିକାରେ ଅଭିନୟ କରିଥିବା ଚୁଲବୁଲି ‘ପୁ’ଙ୍କ କଥା ଆପଣମାନଙ୍କର ମନେ ଥିବ ନିଶ୍ଚୟ । ଆଇନାରେ ନିଜକୁ ଦେଖି ନିଜେ ଇର୍ଷା କରୁଥିବା ‘ପୁ’ର ସେହି ସଂଳାପ ଝିଅମାନଙ୍କ … Read More

ନିକଙ୍କ ମ୍ୟୁଜିକ ଭିଡିଓରେ ପିସି

ନିକଟ ଅତୀତରେ ଓସ୍କାର ସମାରୋହର ରେଡ କାର୍ପେଟରେ ନିଜ ଜଲୱା ଦେଖାଇ ଅଗଣିତ ଦର୍ଶକଙ୍କ ମନ କିଣିନେଇଥିବା ପ୍ରିୟଙ୍କା ଚୋପ୍ରା ଓରଫ୍ ପିସି ଏବେ ନିକଙ୍କ ଏକ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି । ନିକଙ୍କ ସହିତ ବିବାହ ପରେ ପ୍ରଥମ … Read More

ଅଭିନନ୍ଦନଙ୍କୁ ପାକିସ୍ତାନର ମାନସିକ ନିର୍ଯାତନା

ଶାନ୍ତିର ବାର୍ତ୍ତା ଦେଉଥିବା ପାକିସ୍ତାନ ୱିଙ୍ଗ କମାଣ୍ଡର ତଥା ବୀର ଯୋଦ୍ଧା ଅଭିନନ୍ଦନ ବର୍ତମାନଙ୍କୁ କେଉଁଭଳି ନିର୍ଯାତନା ଦେଉଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି। ଭାରତର ଚାପ ଓ ବିଶ୍ୱ ସମୁଦାୟର ନାଲି ଆଖିରୁ ବର୍ତ୍ତିବା ପାଇଁ ଇମ୍ରାନ୍‌ ଖାନ୍‌ ସରକାର … Read More

ନଳିନୀ ପ୍ରଭାବ; ନଗେନ୍ଦ୍ର-ରମେଶ-ସଞ୍ଜିବ ଛାନିଆ

ଗତ ଅଗଷ୍ଟ ୨୭ ତାରିଖରେ ଓଡ଼ିଶାଟାଇମ ଡ଼ଟ କମ‍୍‌ ପକ୍ଷରୁ ନଳିନୀ ପ୍ରଧାନଙ୍କ ରାଜନୀତି ଇଛା ସମ୍ପର୍କରେ ସୂଚନ ଦିଆଯାଇଥିଲା। ସେ ଖୁବ‍୍‌ ଶୀଘ୍ର ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ଏବେ … Read More

ବଲିଉଡ ତାରକାଙ୍କ ପକ୍ଷରୁ ଅଭିନନ୍ଦନଙ୍କୁ ସ୍ୱାଗତ

ସର୍ଜିକାଲ ଷ୍ଟ୍ରାଇକର ସଫଳତା ପରେ ଆଇଏଏଫ ପାଇଲଟ୍ ଅଭିନନ୍ଦନ ପାକିସ୍ତାନରୁ ଭାରତକୁ ସକୁଶଳ ଫେରି ଆସିଥିବାର ଖୁସି ଏବେ ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏବେ ସୋସିଆଲ ମିଡିଆରେ କେବଳ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ମେସେଜ ବ୍ୟତୀତ … Read More

ବାରାଣସୀରେ ମୋଦୀ-ଶତ୍ରୁଘ୍ନ ଲଢ଼େଇ!

ଭାରତୀୟ ଜନତା ପାର୍ଟିର ବରିଷ୍ଠ ସାଂସଦ ଶତ୍ରୁଘ୍ନ ସିହ୍ନା ଏଥର ବିଜେପି ପରିବର୍ତ୍ତେ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିକଟରେ ଶତ୍ରୁଘ୍ନ୍ନ ସିହ୍ନା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା … Read More

ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ପାକିସ୍ତାନରେ ୬୦ ଘଣ୍ଟାରୁ ଅଧିକ ସମୟ ରହି ଶୁକ୍ରବାର ରାତିରେ ସ୍ବଦେଶ ଫେରିଥିବା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ୪ ଦିନ ପର୍ଯ୍ୟନ୍ତ ଏଠାରେ ରଖାଯିବ।  ଆଜି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରତିରକ୍ଷାମନ୍ତ୍ରୀ … Read More