ଟିଏସ ଅଧିକ ଭରଷା ଯୋଗ୍ୟ!

ଅବିଶ୍ୱାସର ସଂଗଠନ କୁହାଯାଉଥିବା କଂଗ୍ରେସ ଏଥିରୁ ମୁକୁଳି ପାରୁନାହିଁ। ଗତ କିଛି ମାସ ତଳେ ରାଜ୍ୟ କଂଗ୍ରେସର ସଂଗଠନ ସଜାଡ଼ିବାକୁ ପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜସ୍ଥାନର କଂଗ୍ରେସ ନେତା ଜିତେନ୍ଦ୍ର ସିଂହଙ୍କ ଉପରେ ଏଆଇସିସି ଆଉ ପୂର୍ବଭଳି ଭରଷା … Read More

ଦେବାଶିଷଙ୍କ ସଫେଇ ଭୁଲ : ଜୁଏଲ

ନିଆଳୀର ରତନପୁର ଗାଁରେ ସହିଦ ମନୋଜ ବେହେରାଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ପ୍ରସଙ୍ଗରେ ଶାସକ ଦଳର ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଡ଼ୁଆ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ ଦେବାଶୀଷ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ନାମ … Read More

ଏୟାର ଇଣ୍ଡିଆ ବିମାନ ଅପହରଣ ଧମକ

ଭାରତୀୟ ବିମାନ ଅପହରଣ କରି ପାକିସ୍ତାନ ନିଆଯିବ ବୋଲି ଧମକ ଆସିବାରେ ବିମାନ କମ୍ପାନୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟ ହୋଇଛି। ପାକିସ୍ତାନୀ ଆତଙ୍କବାଦୀମାନେ ଏୟାର ଇଣ୍ଡିଆର ଏକ ବିମାନ ଅପହରଣ କରିପାରନ୍ତି ବୋଲି ଏକ ଧମକ ମିଳିବା ପରେ ଦେଶବ୍ୟାପୀ … Read More

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣା: ୫ ଶିକ୍ଷକ ଗିରଫ;୧୧ ଜଣ କର୍ମଚାରୀ ସସ୍‌ପେଣ୍ଡ

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୫ ଜଣ ଶିକ୍ଷକଙ୍କୁ ନୂଆପଡ଼ା ଜିଲ୍ଲାର ବୋଡେନ ପୁଲିସ ଗିରଫ କରିଛି। ନୂଆପଡ଼ା ଜିଲ୍ଲାର କରଙ୍ଗାମାଲ ହାଇସ୍କୁଲ ସୁପରିନ୍‌ଟେଣ୍ଡେଣ୍ଟ, ୨ ଜଣ ଇନ୍‌ଭିଜିଲେଟର, ଲିଟିସରି ଗୋପୀନାଥ ହାଇସ୍କୁଲ ସୁପରିନ୍‌ଟେଣ୍ଡେଣ୍ଟ ଓ କ୍ରୀଡା ଶିକ୍ଷକ ଗିରଫ ହୋଇଛନ୍ତି। … Read More

ଓଡିଆଙ୍କୁ କାଙ୍ଗାଳ କରିବାକୁ ତିନି ଦଳର ପ୍ରତିଯୋଗୀତା

ନିର୍ବାଚନରେ ନିଜର ରାଜନୈତିକ ଫାଇଦା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଏବେ ଓଡିଶାବାସୀଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ କାଙ୍ଗାଳ କରିବାକୁ ଯାଉଛନ୍ତି। ଖାଲି କାଙ୍ଗାଳ ନୁହେଁ କର୍ମ କୋଢିଆ ବି କରିଦେବେ। ଏବେ … Read More

ଶ୍ରୀମନ୍ଦିର ଆଇନ ସଂଶୋଧନ ଲାଗି ସବକମିଟି ଗଠନ କରାଯିବ

ପୁରୀ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ଉଛେଦ ଓ ଶ୍ରୀମନ୍ଦିର ଆଇନରେ ସଂଶୋଧନ ପ୍ରସ୍ତାବ ସମ୍ପର୍କରେ ନିଷ୍ପତି ନେବା ଲାଗି ସବକମିଟି ଗଠନ କରାଯିବ ବୋଲି ନିଷ୍ପି ହୋଇଛି । ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ଅନୁଧ୍ୟନ କରିବା ପରେ ସୁପି୍ରମକୋର୍ଟ ଦ୍ୱାରା ନିଯୁକ୍ତ … Read More

ପୁଣି ବଦଳିବ ଓ୍ବେବ୍‌ ମିଡିଆ ତାଲିକାକରଣ ନୀତି

ଓଡ଼ିଶା ସରକାରଙ୍କ ନୀତି ପ୍ରବର୍ତ୍ତାମାନେ ଓ୍ବେବ୍‌ସାଇଟ୍‌ ତାଲିକାକରଣ  ଏବଂ ବିଜ୍ଞାପନ ବାବଦରେ କୌଣସି ଏକ ଅଦୃଶ୍ୟ ଶକ୍ତି ଦ୍ଵାରା ପ୍ରଭାବିତ। ଏ କଥା କହିଲେ କିଛି ଅମଲାତନ୍ତ୍ରୀ ପରୋକ୍ଷରେ ଚିହିଙ୍କି ଉଠିବା ସ୍ଵଭାବିକ। କିନ୍ତୁ ଏହା ବାସ୍ତବ ଓ ଅପ୍ରିୟ ସତ୍ୟ। … Read More

ଲୋକସଭା ଲଢ଼ିବେ ଡକ୍ଟର ମନମୋହନ ସିଂହ

ଚଳିତ ବର୍ଷ ଜୁନ୍‌ମାସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ରାଜ୍ୟସଭା କାର୍ଯ୍ୟକାଳ ସଂପୂର୍ଣ୍ଣ ହେଉଛି। ଏବେ ଆଉ ରାଜ୍ୟସଭାକୁ ଯିବାର ସମ୍ଭାବନା ନଥିବାରୁ ତେଣୁ ସେ ପ୍ରଥମ ଥର ପାଇଁ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଖବର … Read More

ଦେବାଶିଷଙ୍କ ତଣ୍ଟିଆମରା: କାମ ଦେଉନି ମଉସାଙ୍କ କ୍ଳିନଚିଟ

କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାମରେ କଟକ ଏବଂ ଭୁବନେଶ୍ୱର ଥାନାରେ ମାମଲା ରୁଜୁ ହୋଇସାରିଛି। କଟକରେ କଂଗ୍ରେସ ଆନ୍ଦୋଳନ ଆରମ୍ଭ କରିଛି ଦେବାଶିଷଙ୍କ ଗିରଫ ଦାବିରେ। ଭୁବନେଶ୍ୱର ଏବଂ ଅନ୍ୟ କେତେକ ସ୍ଥାନରେ ଅସମ୍ଭବ ନୀରବତା ପାଇଁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା … Read More

ପୋଡ଼ା ତେଲରେ ଉଡ଼ିବ ଜାହାଜ

ଏଣିକି ରୋଷେଇଘରର ପୋଡ଼ା ତେଲ ଆଉ ଅଲୋଡ଼ା ହେବ ନାହିଁ କି ଆପଣଙ୍କୁ ଲୋଭରେ ଆଉଥରେ ବ୍ୟବହାର କରିବାକୁ ବାଧ୍ୟ କରାଇବ ନାହିଁ। କାରଣ ହେଉଛି ଏହି ତେଲରେ ଯାହାଜ ଉଡ଼ିପାରିବ!, ଅର୍ଥାତ୍‌ ଆପଣଙ୍କ ଉଡ଼ାଯାହାଜ ଯାତ୍ରା ଏଣିକି ରୋଷେଇଘରର ପୋଡ଼ା … Read More