ଶହୀଦଙ୍କ ନାଁରେ ରୂପାନ୍ତର ହେବ ସ୍କୁଲ୍‌

ଭୁବନେଶ୍ଵର, (ଓଟି): ମାଟି ମା’ର ସୁରକ୍ଷାକୁ ପଣ କରି ଜୀବନ ଦେଇଥିବା ଶହୀଦଙ୍କୁ ସମ୍ମାନ ଦେବା ଲାଗି ରାଜ୍ୟ ସରକାର ପାଦେ ଆଗକୁ ବଢ଼ିଛନ୍ତି। ଶନିବାର ସକାଳେ ପୁଲ୍‌ୱାମା ଆତଙ୍କୀ ଆକ୍ରମଣ ହେତୁ ମୃତ୍ୟୁ ଘଟିଥିବା ଦୁଇ ଓଡ଼ିଆ ଶହୀଦଙ୍କ ମର … Read More

ପୁଲ୍‌ୱାମା ଶହୀଦଙ୍କୁ ସମ୍ମାନ: ୨ ମିନିଟ୍‌ ନୀରବ ରହିଲା ‘ନ୍ୟୁଜ୍‌ ୱର୍ଲଡ ଓଡ଼ିଶା’

ଭୁବନେଶ୍ଵର, (ଓଟି): ଜମ୍ମୁ-ଶ୍ରୀନଗର ରାଜପଥର ପୁଲ୍‌ୱାମାଠାରେ ଆତଙ୍‌କୀଙ୍କ ଆକ୍ରମଣ ହେତୁ ଶହୀହ ହୋଇଥିବା ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ସାରା ଭାରତବର୍ଷ। ଭାରତୀୟ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ଗଳି କନ୍ଦିରେ ଶୋଭାଯାତ୍ରା, କ୍ୟାଣ୍ଡେଲ ସମର୍ପଣ ଏବଂ ସମ୍ମାନ ସଭାସବୁ ଆୟୋଜନ ହେଉଛି। … Read More

ସହିଦ ପରିବାରଙ୍କ ପ୍ରତି ଅମିତାଭ ଓ ସେହେୱାଗଙ୍କ ସହାନୁଭୂତି

ପୁଲୱାମାରେ ସହିଦ ହୋଇଥିବା ୪୦ଜଣ ଯବାନଙ୍କ ପରିବାର ପ୍ରତି ସିନେ ଅଭିନେତା ଅମିତାଭ ବଚ୍ଚନ ଓ କ୍ରିକେଟିୟର ବିରେନ୍ଦ୍ର ସେହେୱାଗ ସମବେଦନା ଜଣାଇବା ସହିତ ସେମାନଙ୍କ ପାଇଁ କିଛି ଦାୟିତ୍ୱ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଅମିତାଭ ପ୍ରତି ପରିବାର ପିଛା … Read More

ସହିଦ ପତ୍ନୀଙ୍କ ପ୍ରଶ୍ନ: କେବଳ ଯବାନମାନେ ହିଁ କାହିଁକି ସହିଦ ହେଉଛନ୍ତି; ନେତା-ଅଧିକାରୀ କାହିଁକି ନୁହେଁ ?

ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ସିପିଆରପିଏଫର ବସର ଡ୍ରାଇଭର ଜୈମଲ ସିଂହ (୪୫)ଙ୍କର ପତ୍ନୀ ସୁଖଜିତ କୌର କହିଛନ୍ତି କି, ତାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦରକାର ନାହିଁ, ତାଙ୍କୁ ଦରକାର ସ୍ୱାମୀ ମୃତ୍ୟୁର ପ୍ରତିଶୋଧ।। ବାସ୍ କେନ୍ଦ୍ର … Read More

ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ ସଂକଳନକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ମୁଖାର୍ଜୀ … Read More

କପିଲ ଶର୍ମା ଶୋରୁ ତଡ଼ା ଖାଇଲେ ସିଦ୍ଧୁ

ପୁଲୱାମା ଆକ୍ରମଣ ଉପରେ ବୟାନ ଦେଇ ହଟହଟା ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ। ତାଙ୍କୁ କମେଡି ଶୋ ଦ କପିଲ ଶର୍ମାଙ୍କ ଶୋରୁ ବାହାର କରି ଦିଆଯାଇଛି। ଚ୍ୟାନେଲ ଏହି ବିଷୟରେ ପ୍ରଡକ୍ସନ ହାଉସ ସହ କଥା ହୋଇଛି । ଚ୍ୟାନେଲ … Read More

ସହିଦଙ୍କ ପରିବାର ପାଇଁ ଓଡ଼ିଶା ଆଇପିଏସଙ୍କ ଦିନକର ଦରମା

ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍‌ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ଏଭଳି କାପୁରୁଷୋଚିତ ଆକ୍ରମଣ ଯୋଗୁ ସମଗ୍ର ଦେଶ ମର୍ମାହତ ହୋଇଛି। ଭାରତର କୋଣ ଅନୁକୋଣରେ ପାକିସ୍ତାନ ବିରୋଧରେ ନାରାବାଜି ଚାଲିଛି। ଆତଙ୍କବାଦୀଙ୍କ … Read More

ପାରିଶିଖର ଓ ରତନପୁର ଗାଁରେ ଶୋକର ଛାୟା

କାନ୍ଦୁଛି ଜନ୍ମମାଟି ଓ କାନ୍ଦୁଛି ପରିବାର। ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଦୁଇ ଓଡ଼ିଆ ବୀର ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ସେମାନଙ୍କ ମରଶରୀର ପହଞ୍ଚିବା ପରେ ଅଶ୍ରୁଳ … Read More

ବଜାରରେ ମିଳିଲାଣି ମୋଦୀ ଶାଢ଼ୀ

୨୦୧୯ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ବିଭିନ୍ନ ସାମଗ୍ରୀର ବଜାର ସେତିକି ଗରମ ହେବାରେ ଲାଗିଛି। ତା ଭିତରୁ ଗୁଜରାଟର ଶାଢ଼ୀ ବଜାର ଅନ୍ୟତମ। ନିର୍ବାଚନର ଠିକ୍ ପୂର୍ବରୁ ଗୁଜରାଟ ବଜାରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ … Read More

ଶନିବାର ଦିନ ଖାଆନ୍ତୁନାହିଁ ଏହି ଜିନିଷ, ଲାଗିପାରେ ଶନିଦୋଷ

ଶାସ୍ତ୍ରରେ ପ୍ରତିଦିନର ଖାଦ୍ୟ ପାଇଁ କିଛି ନିୟମ ରହିଛି । ଏହି ନିୟମକୁ ମାନି ଚଳିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି । କିନ୍ତୁ ଆଜିକାଲିର ବ୍ୟସ୍ତ ଜୀବନଶୈଳୀରେ ସବୁ ନୀତିନିୟମ ମାନି ଚଳିବା ସମ୍ଭବ ନୁହେଁ … Read More