ରାହୁ-କେତୁ-ଶନିଙ୍କ କୋପଦୃଷ୍ଟିରୁ କଂଗ୍ରେସ ମୁକ୍ତ:ତାରା

ରାଜ୍ୟ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତା ବାହାରି ଯାଉଛନ୍ତି । ଏହା ଆଗାମୀ ଦିନରେ ଦଳର ନିର୍ବାଚନୀ ପ୍ରଦର୍ଶନକୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଉଥିବା ବେଳେ ଦଳର ବରିଷ୍ଠ ନେତା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା … Read More

ଶାରଦା ଚିଟଫଣ୍ଡ: ରାଜୀବ କୁମାରଙ୍କୁ ମିଳିଲାନି କଲିକତା ହାଇକୋର୍ଟଙ୍କ ସୁରକ୍ଷା

ଶାରଦା ଚିଟ ଫଣ୍ଡ ମାମଲାରେ ସିବିଆଇର ସମନ ବାବଦରେ ତୁରନ୍ତ ଶୁଣାଣି ପାଇଁ କୋଲକତା ପୁଲିସ କମିଶନର ରାଜୀବ କୁମାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କଲିକତା ହାଇକୋର୍ଟ । ଏ ମାମଲାରେ କେନ୍ଦ୍ର ସରକାରଙ୍କ ଆପତ୍ତି ପରେ ଜଷ୍ଟିସ ଶିବକାନ୍ତ ପ୍ରସାଦ … Read More

ସବ୍ୟସାଚିଙ୍କ ଜାମିନ ନାମଞ୍ଜୁର

ନକ୍ସଲ ନେତା ସବ୍ୟସାଚି ପଣ୍ଡାଙ୍କ ଜାମିନ ଆବେଦନକୁ ସୁପ୍ରିମ୍‌କୋଟର୍ର୍ ନାମଞ୍ଜୁର କରିଛନ୍ତି। ନୟାଗଡ଼ ପୁଲିସ୍‌ ଥାନା ଲୁଟ୍‌ ମାମଲାରେ ସେ ସୁପ୍ରିମ୍‌କୋର୍ଟରେ ଜାମିନ ଆବେଦନ କରିଥିଲେ। ଜଷ୍ଟିସ୍‌ ଏନ୍‌ଭି ରମଣା ଏବଂ ଦୀପକ ଗୁପ୍ତା ସବ୍ୟସାଚିଙ୍କ ଆବେଦନକୁ ବିଚାର କରିଥିଲେ। ୨୦୧୪ … Read More

ରାଜ୍ୟପାଳଙ୍କ ଅଭିଭାଷଣ: ଜନମଙ୍ଗଳ ପାଇଁ ଓଡ଼ିଶା ସରକାରଙ୍କ ୫୨ ଯୋଜନା, ନଜର ପକାଇଦିଅନ୍ତୁ

ଭୁବନେଶ୍ଵର, (ଓଟି): ବିଜୁ ଜନତା ଦଳକୁ ଓଡ଼ିଶା ବାସୀଙ୍କ ବଳ ବୋଲି ସାବ୍ୟସ୍ତ କରିବା ଉଦ୍ଦେଶ୍ୟରେ ବିଗତ ପାଞ୍ଚ ବର୍ଷରେ ରାଜ୍ୟ ସରକାର ୫୨ଟି ଜନ ମଙ୍ଗଳକାରୀ ଯୋଜନା କାର୍ଯ୍ୟକରିଛନ୍ତି। ଏହି ଯୋଜନାଗୁଡ଼ିକ ସଫଳ ଭାବେ ରୂପାୟନ ହୋଇ ରାଜ୍ୟବାସୀଙ୍କ ବିକାଶ … Read More

ଆଜିଠୁ ବିଧାନସଭା: ଆରୋପ ପ୍ରତ୍ୟାରୋପ ପାଇଁ ସବୁ ଦଳ ପ୍ରସ୍ତୁତ

ଭୁବନେଶ୍ଵର, (ଓଟି): ଆଜିଠୁ ୧୫ତମ ବିଧାନସଭାର ୧୫ତମ ତଥା ଶେଷ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ୧୨ ତାରିଖରେ ଏହି ଅଧିବେଶନ ଶେଷ ହେବ, ଯେଉଁଥିରେ ୭ଟି କାର୍ଯ୍ୟ ଦିବସ ରହିଛି। ସରକାରୀ କାର୍ଯ୍ୟଦିବସ ୬ଟି ରହିଥିଲେ ମଧ୍ୟ କୌଣସି ସ୍ଵତନ୍ତ୍ର … Read More

ମୋଦୀଙ୍କୁ ‘ସୁନା ଚଢ଼େଇ’ ଭୟ

ଆସନ୍ନ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କ ଶେଷ ବଜେଟ ଯେ କେବଳ ମଧ୍ୟବିତ୍ତ ବର୍ଗ ଭୋଟସର୍ବସ୍ୱ (ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‍ଙ୍କ ଭାଷାରେ ‘ଭୋଟ୍‍ ଅନ୍‍ ଆକାଉଣ୍ଟ’ ନୁହେଁ, ‘ଆକାଉଣ୍ଟ ଫର ଭୋଟ୍‍’) ତାହା ଆଉ ଅସ୍ପଷ୍ଟ … Read More

ଐଶ୍ଵର୍ଯ୍ୟାଙ୍କ ଠୁ ଶିଖନ୍ତୁ ଘରକରଣା

ମିସ୍ ୱାଲ୍ଡ ତାଜ୍ ବିଜୟିନୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ରିଲ୍ ଲାଇଫ୍ରେ ଷ୍ଟାର୍ଡମ୍କୁ ବଜାୟ ରଖିଥିବାବେଳେ ରିଏଲ୍ ଲାଇଫ୍ରେ ଜଣେ ସଫଳ ମା’, ସଫଳ ପତ୍ନୀ ଓ ସଫଳ ବୋହୁର ଦାୟିତ୍ୱକୁ ଭଲ ଭାବେ ତୁଲାଇ ଆସୁଛନ୍ତି । ତେବେ ଏହି … Read More

ହେଲଥ୍ ଟିପ୍ସ- ଖାଲିପେଟରେ କରନ୍ତୁ ନାହିଁ ଏହିସବୁ କାମ

ଏକ ସୁସ୍ଥ ଶରୀର ଏକ ସୁସ୍ଥ ମନ ଗଠନ କରିଥାଏ । ସୁସ୍ଥ ମାନସିକତା ବ୍ୟକ୍ତିତ୍ୱର ବିକାଶ ରେ ସହାୟକ ହୋଇଥାଏ । ତେଣୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେବା ପାଇଁ ସ୍ୱାସ୍ଥ୍ୟବାନ୍ ହେବା ନିହାତି ଆବଶ୍ୟକ । ଏଥିପାଇଁ … Read More

ଗର୍ଭବତୀମାନେ ବାସ୍ତୁ କୁପ୍ରଭାବରୁ ମୁକ୍ତି ପାଇବେ କିପରି, ଜାଣି ରଖନ୍ତୁ

ଜଣେ ଗର୍ଭବତୀଙ୍କ ପାଇଁ ଅନେକ କିଛି ନୀତି ନିୟମ ରହିଛି । ସୁସ୍ଥ ଓ ସୁନ୍ଦର ସନ୍ତାନଟିଏ ପାଇବାକୁ ହେଲେ ସେହି ସବୁ ନିୟମ ମାନିବା ନିହାତି ଆବଶ୍ୟକ । ସେଥିପାଇଁ ପରିବାରର ସମସ୍ତ ସଦସ୍ୟ ଗର୍ଭବତୀଙ୍କ ଯତ୍ନ ନେଇଥାନ୍ତି । … Read More

ଆଉ ଏକ ଫ୍ଲାଟ୍ ମାଲିକାଣୀ ହେଲେ ଆଲିଆ, ୨ ଗୁଣା ଦାମ୍‌ରେ କିଣିଲେ

୨ଲକ୍ଷ ଟଙ୍କାର ନାଇଟ୍ସୁଟ୍ ଓ ଲକ୍ଷେ ଟଙ୍କାର କ୍ଲଚ୍ ଭଳି ଦାମୀ ଅନ୍ଦାଜ୍ ପାଇଁ ପ୍ରାୟ ସବୁବେଳେ ସିନେ ମହଲର ଚର୍ଚ୍ଚାରେ ଥିବା ଚୁଲ୍ବୁଲି ଆଲିଆଙ୍କ ପ୍ରଶଂସକଙ୍କ ପାଇଁ ଆଉ ଖୁସି ଖବର । ଏବେ ଆଲିଆ ୨ ଗୁଣା ଦାମ୍ … Read More