ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସରୁ ବିଦା

କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ । ବାରମ୍ବାର ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସରୁ ଉଭୟଙ୍କୁ ବହିଷ୍କୃତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା … Read More

ପେପରଲେସ ଇନଭେଷ୍ଟିଗେସନ ପାଇଁ ‘ଆରକ୍ଷୀ’

ଏବେ ପୋଲିସି ପ୍ରଶାସନ ବି ହେବ ହାଇଟେକ । ତଦନ୍ତ ପ୍ରକ୍ରିୟାକୁ ସହଜ ଓ ପେପରଲେସ କରିବାକୁ ଆରମ୍ଭ ହେଲା ଆରକ୍ଷୀ ଆପ୍ । ଏହାଦ୍ବାରା କ୍ରାଇମ ରେକର୍ଡ କରିବା ପ୍ରକ୍ରିୟା ହେବ ସହଜ। କାରଣ ତଦନ୍ତକାରୀ ଅଧିକାରୀ ପେନ ଓ … Read More

ଭାରାରେ ରୋଗୀ ବୋହିଲେ ସାମ୍ବାଦିକ

ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ସ୍ଥିତ ଗୋଇଗୁଡା ଗ୍ରାମର ଘଟଣା । ଗୋଇଗୁଡା ଗ୍ରାମର ସମ୍ବାରି ବଡନାଏକ ନାମକ ଜଣେ ମହିଳାଙ୍କ ଶରୀର ଅସୁସ୍ଥ ଥିବା ବେଳେ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଚାହୁଁଥିଲେ ସୁଦ୍ଧା ଗ୍ରାମକୁ ରାସ୍ତା … Read More

ଆଞ୍ଚଳିକ ଦଳ, ଯାହା କରିବେ ରାଜ୍ୟ ସ୍ବାର୍ଥ ପାଇଁ : ନବୀନ

ଆଜି କୋଲକୋତାରେ ମମତା ବାନାର୍ଜୀ ଡାକିଛନ୍ତି ବିଜେପି ବିରୋଧୀ ସମାବେଶ। ଏହି ସମାବେଶରେ ଦେଶର ବିଜେପି ବିରୋଧୀ ବହୁ ଶକ୍ତି ଯୋଗଦେଇନ୍ତି। ଯୋଗଦେଇନାହାଁନ୍ତି ବିଜେଡି, ଟିଆରଏସ, ଏଆଇଏଡିଏମକେ ଭଳି କିଛି ଦଳ। ବିଜେଡି ଏହି ସମାବେଶରେ କାହିଁକି ଯୋଗ ଦେଲାନି ସେନେଇ … Read More

୨୨ ଦଳଙ୍କ ମହାରାଲିକୁ ମୋଦୀଙ୍କ ଆକ୍ଷେପ: ‘ଓ୍ଵାହା କ୍ୟା ସିନ ହୈ’

କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା କୋଲକତା ଠାରେ ଆୟୋଜିତ ମହାରାଲିର ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ଯେ ଏହି … Read More

ବିଜେପିର ଏକ୍ସପାଏରୀ ଡେଟ୍ ସମାପ୍ତ:ମମତା

ମୋଦି ସରକାରଙ୍କ ଏକ୍ସପାଏରୀ ଡେଟ୍ ଶେଷ ହୋଇଯାଇଛି ବୋଲି କୋଲକାତାରେ ବିରୋଧୀଙ୍କ ରାଲିରେ ବିଜେପି ଓ ପିଏମ ମୋଦୀଙ୍କ ବିରୋଧରେ ହମଲା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏକଥା ସମସ୍ତେ ବୁଝି ସାରିଲେଣି ଏବଂ ଆଗାମୀ ଦିନରେ … Read More

ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା

ଭୁବନେଶ୍ୱର ,(ଓଟି): ବଢିଲା ବାର୍ଦ୍ଧକ୍ୟ ଭତ୍ତା । ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୩୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ପାଇବେ ୫୦୦ ଟଙ୍କା । ୫୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ୭୦୦ ଟଙ୍କା ପାଇବେ … Read More

ନିର୍ବାଚନ : ୩୦୦ ରାଲିରେ ଭାଷର ଦେବେ ମୋଦି

ନିର୍ବାଚନ ପୂର୍ବରୁ ଯେପରି ଭାବେ ବରିଷ୍ଠ ବିଜେପି ନେତାମାନେ ରୋଗାଗ୍ରସ୍ତ ହେଲେଣି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତାଗ୍ରସ୍ତ ହୋଇପଡ଼ିଲେଣି। ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦି ଅଣ୍ଟାଭିଡ଼ି ବାହାରିଲେଣି। ନିର୍ବାଚନ ଭିତରେ ପ୍ରଧାନମନ୍ତ୍ରୀ ମୋଦି … Read More

ଦଳଡିଆଁ ସମର୍ଥକ ଉପରେ ବିଜେପିର ନଜର

ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ଏବେ ଦଳଡିଆଁ ପର୍ବ ଚରମସୀମାରେ ପହଞ୍ଚିଛି । ଏ କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ସବୁଠାରୁ ଆଗରେ ଅଛନ୍ତି। ମହାମାରୀ ବ୍ୟାପିବା ଭଳି କଂଗ୍ରେସରୁ ଜଣଙ୍କ ପରେ ଜଣେ ଭବିଷ୍ୟତ ସୁରକ୍ଷା ସହିତ ଆଗାମୀ … Read More

ତିନି ବର୍ଷିଆ ଅଫିସରଙ୍କୁ ବଦଳି କର

ଜିଲ୍ଲା ସ୍ତରରେ ତିନିବର୍ଷ କାର୍ଯ୍ୟକାଳ ପୂରଣ କରିଥିବା କୌଣସି ଅଫିସର ନିର୍ବାଚନ ପ୍ରକ୍ରିୟା ସହିତ ସିଧାସଳଖ ଜଡିତ ଥିଲେ ତାଙ୍କୁ ତୁରନ୍ତ ବଦଳି କରିବାପାଇଁ ଭାରତର ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ କହିଛନ୍ତି । ଲୋକସଭା ସହ ହେବାକୁ ଯାଉଥିବା ବିଧାନସଭା … Read More