ହାଡ଼ଭଙ୍ଗା ଶୀତ: ୧୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ଵର, (ଓଟି): ରାଜ୍ୟରେ ଶୀତ ଲହଡ଼ି ପ୍ରବାହ ଓ ପ୍ରବଳ ଶୀତ ପଅକୋପକୁ ଆଖିରେ ରଖି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି। ୧୮ ଜିଲ୍ଲାକୁ ସତର୍କ ରହିବା ଲାଗି କୁହାଯାଇଛି। ଏହିକ୍ରମରେ ବୃଦ୍ଧ, ବୃଦ୍ଧା, ରୋଗୀ ଓ ପିଲାମାନଙ୍କୁ … Read More

କିଡ୍‌ନୀ ଚୋରି ମାମଲାରେ ଆପୋଲୋ ହସ୍‌ପିଟାଲ୍‌ର ସଫେଇ: ଏନ୍‌ଏଚ୍‌ଆର୍‌ସି ଆମକୁ ଶୁଣିନାହିଁ

ଭୁବନେଶ୍ଵର, (ଓଟି): କିଡ୍‌ନୀ ଚୋରି ମାମଲାରେ ଏନ୍‌ଏଚ୍‌ଆର୍‌ସିଙ୍କ ରାୟକୁ ଅସମୀଚୀନ ବୋଲି ଦର୍ଶାଇଛି ଭୁବନେଶ୍ଵରସ୍ଥିତ ଆପୋଲୋ ହସ୍‌ପିଟାଲ୍‌। ଏହି ରାୟରେ ଆମ ପକ୍ଷକୁ ଶୁଣିବା ତଥା ଆମ ପାଖରେ ଥିବା ତଥ୍ୟ ପ୍ରମାଣ ଉପସ୍ଥାପନ କରିବା ପାଇଁ ଆୟୋଗ ଆମକୁ ସୁଯୋଗ … Read More

୨୦୨୨ ସୁଦ୍ଧା ଭାରତର ୧୦୦ ଗିଗାୱାଟ୍ ସୌରଶକ୍ତି ଉତ୍ପାଦନ ସ୍ୱପ୍ନ ପୂରଣ ହେବ

ଭୁବନେଶ୍ୱର, (ଓଟି): ୨୦୨୨ ସୁଦ୍ଧା ବହୁ ପ୍ରତିକ୍ଷିତ ୧୦୦ ଗିଗାୱାଟ୍ର ସୌରଶକ୍ତି ଉତ୍ପାଦନ କରିବା ଦିଗରେ ଭାରତ ଲକ୍ଷ୍ୟ ରଖିଛି । ଏହି ସୂଚନା ଦେଇଛନ୍ତି ସୋଲାର ପାୱାର କର୍ପୋରେସନ୍ ଅଫ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜତୀନ୍ଦ୍ରନାଥ ସ୍ୱାଇଁ । ଯେତେବେଳେ … Read More

ଓଡିଶା ହସ୍ତତନ୍ତ ପ୍ରଯୁକ୍ତି ବିଶାରଦ ସଂଘର ଉଦ୍‍ବେଗ: ସିଟି ଶିକ୍ଷକଙ୍କ ଭଳି ଦରମା ପାଉ ନାହାନ୍ତି ବୈଷୟିକ ସହାୟକ

ଭୁବନେଶ୍ୱର, (ଓଟି): ହସ୍ତତନ୍ତର ପ୍ରଚାର ପଅସାରକୁ ସରକାର ଗୁରୁତ୍ୱ ଦେଉଛନ୍ତି, ଏହାର ବିକାଶ ଦ୍ୱାରା ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଯେଉଁମାନେ ବୈଷୟିକ ସହାୟତା ଦେଉଛନ୍ତି ସେମାନଙ୍କ ଉତ୍‍ଥାନ କଥା ସରକାର ଚିନ୍ତା … Read More

କିଡନୀ ଚୋରୀ ମାମଲା: ଆପୋଲୋ ହସ୍ପିଟାଲ୍ ରେଜିଷ୍ଟ୍ରେସନ ରଦ୍ଦ ପାଇଁ କହିଲେ ଏନ୍ଏ‌ଚଆରସି

ଭୁବନେଶ୍ୱର, (ଓଟି): କିଡନୀ ଚୋରି ମାମଲାରେ ଭୁବନେଶ୍ୱର ସି୍ଥତ ଆପୋଲ ହସ୍ପିଟାଲକୁ ନିସ୍ତାର ନାହିଁ । ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ କରାଯାଇଥିବା ଯୁକ୍ତିକୁ କମିଶନ ଖାରଜ କରିଦେବା ସହ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ … Read More

ସରସ୍ୱତୀ କଳା ପରିଷଦ ପକ୍ଷରୁ ୪ ସାମ୍ବାଦିକଙ୍କ ସମେତ ୭ ଜଣ ସମ୍ବର୍ଦ୍ଧିତ 

 କଟକ,(ଓଟି) : କନ୍ଦରପୁରସ୍ଥିତ “ସରସ୍ୱତୀ କଳା ପରିଷଦ”ର ୧୬ତମ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି¦ ତିନିଦିନିଆ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ୬ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସତ୍ୟବ୍ରତ ଦାଶ, ସନ୍ତୋଷ କୁମାର ପଣ୍ଡା, ଶ୍ରୀ ଗୋବିନ୍ଦ, ରାମକୃଷ୍ଣ ବାରିକ … Read More

ସରକାରୀ ପ୍ରାପ୍ୟ ପାଇଁ ଉତ୍ତରାଧିକାରୀ ପ୍ରମାଣପତ୍ର ଲୋଡ଼ା ନାହିଁ

ଭୁବନେଶ୍ଵର, (ଓଟି): ଏଣିକି ମୃତ ସରକାରୀ ଅଧିକାରୀଙ୍କ ଉତ୍ତରାଧିକାରୀମାନଙ୍କୁ ନିଜର ଦାବି ରଖିବା ଲାଗି କୌଣସି ପ୍ରମାଣପତ୍ର ଦେବାକୁ ହେବ ନାହିଁ। ଅର୍ଥାତ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉତ୍ତରାଧିକାରୀ ପ୍ରମାଣପତ୍ର ଯୋଗାଡ଼ କରିବା ଅନାବଶ୍ୟକ। ବିନା ପ୍ରମାଣପତ୍ରରେ ତାଙ୍କୁ ନିର୍ଦ୍ଧାରିତ ସରକାରୀ ପ୍ରାପ୍ୟ … Read More

ଲିଙ୍ଗରାଜ ମନ୍ଦିର ସାମ୍ନାରେ ନିର୍ମାଣ ହେବ ୱାଚ୍‌ ଟାୱାର୍‌

ଭୁବନେଶ୍ଵର, (ଓଟି): ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ ଏବଂ କାରୁକାର୍ଯ୍ୟ ଦେଖିବା ପାଇଁ ଏକ ସ୍ଵତନ୍ତ୍ର ୱାଚ୍‌ ଟାୱାର ନିର୍ମାଣ ହେବ। ମନ୍ଦିର ସମ୍ମୁଖରେ ଏହି ୱାଚ୍‌ ଟାୱାର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ଏହାଦ୍ଵାରା ବିଦେଶୀ ତଥା ଅନ୍ୟ … Read More

କଥା ରଖିଲା ସମ୍ବଲପୁର ପୁଲିସ: ୨୦ ଦିନ ଭିତରେ ଦେଲା ବରେହିପାଲି ଗଣଦୁଷ୍କର୍ମ ଚାର୍ଜଶିଟ୍‌

ସମ୍ବଲପୁର, (ଓଟି): ଗୋଟିକ ପରେ ଗୋଟିଏ ଗଣଦୁଷ୍କର୍ମ ଘଟୁଥିବା ଓଡ଼ିଶାରେ ସମ୍ବୁଲପୁର ଜିଲ୍ଲା ପୁଲିସ ଏକ ଉଦାହରଣ ସୃଷ୍ଟି କରିଛି। ନିଜ କଥା ରଖି ୨୦ ଦିନ ଭିତରେ ଅଭିଯୁକ୍ତଙ୍କ ବିରୋଧରେ ଚର୍ଜଶିଟ୍‌ ପ୍ରସ୍ତୁତ କରିଛି। ଏହା ସହ ପୀଡ଼ିତାଙ୍କୁ ଆବଶ୍ୟକ … Read More

ମାର୍ଚ ୩ରୁ ଯୁକ୍ତ ଦୁଇ ଥିଓରୀ, ଜାନୁୟାରୀ ୨୭ରୁ ପ୍ରାକ୍ଟିକାଲ୍‌ ପରୀକ୍ଷା; ଜାଣନ୍ତୁ ସମ୍ପୂଣ୍ଣ କାର୍ଯ୍ୟସୂଚୀ

ଭୁବନେଶ୍ଵର, (ଓଟି):  ମାର୍ଚ୩ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା। ଏହା ମାଚର୍ର୍ ୨୮ ତାରିଖ ଯାଏ ଚାଲିବ। କିନ୍ତୁ ଏଥିରେ ସମ୍ପୃକ୍ତ ପ୍ରାକ୍ଟିକାଲ୍‌ ପରୀକ୍ଷାସବୁ ଜାନୁୟାରୀ ୨୭ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୫ ତାରିଖ ଯାଏ ଚାଲିବ। … Read More