Daily Archives: Dec 10, 2018 @ 23:18

ଆଇଟମ୍ ସଙ୍ଗ୍‌ରେ ମୌନି

ବଲିଉଡ୍ର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ମୌନି ରୟ ଏକ ଆଇଟମ୍ ସଙ୍ଗ୍ରେ ଠୁମ୍କା ଲଗାଇବେ ବୋଲି ଚର୍ଚ୍ଚା ହେଉଛି । ତେବେ କହିରଖୁଛୁ ଏହା କୌଣସି ବଲିଉଡ୍ ଫିଲ୍ମ ପାଇଁ...

ଜିମ୍ ଯାଉଥିଲେ ହଠାତ୍ ଛାଡ଼ନ୍ତୁ ନାହିଁ, ହୋଇପାରନ୍ତି ରୋଗାକ୍ରାନ୍ତ

ଆଜିକାଲିର ଯୁବପିଡ଼ିଙ୍କୁ ଜିମ୍ ମାନିଆ ଘାରିଛି । କିନ୍ତୁ ଏହାର ସାଇଡ୍ଇଫେକ୍ଟ ସମ୍ପର୍କରେ ପ୍ରାୟ ସମସ୍ତେ ଅଜ୍ଞ । ଜିମ୍ ଜଏନ୍ କରିବା ପରେ କିଛି ଦିନ ବ୍ୟାୟାମ କରି ହଠାତ୍ ଛାଡ଼ିଦିଅନ୍ତୁ...

ରିଲିଜ୍ ହେଲା ‘ଆଖଁ ମାରେ…’

ବଲିଉଡ୍ ନବାବ୍ ସୈଫଙ୍କ ଅଲିଅଳୀ ଝିଅ ସାରାଙ୍କ ଡେବ୍ୟୁ ଫିଲ୍ମ ‘କେଦାରନାଥ‘ ସିନେମାଘରକୁ ଆସିଯାଇଛି । ଏଥିରେ ସାରାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିବାବେଳେ ଚଳିତବର୍ଷ ସାରାଙ୍କର ଆଉ ଏକ ଫିଲ୍ମ...

‘ରେସ୍୩’ ଓ ‘ବାଗି୨’କୁ ପଛରେ ଛାଡ଼ିଲା ‘୨.୦’

ସାଉଥ୍ ସୁପର ଷ୍ଟାର ରଜନିକାନ୍ତ, ବଲିଉଡ୍ ଖିଲାଡ଼ି କୁମାର ଅକ୍ଷୟ ଓ ଆକ୍ସନ୍‌ ଲେଡି ଏମି ଜାକ୍ସନ୍‌ଙ୍କ ଅଭିନୀତ ‘୨.୦’ର ହିନ୍ଦି ଭର୍ସନ୍ ୧୧ ଦିନ ଭିତରେ ‘ରେସ୍ ୩’ ଓ ‘ବାଗି୨’ର...

କରିନାଙ୍କ ଜୋତା ସହିତ ଟକ୍କର ଦେଉଛି ଆଲିଆଙ୍କ କ୍ଲଚ୍

ସବୁ ସମୟରେ ସୈଫିନା ନିଜର ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ଯୁବପିଢ଼ିଙ୍କ ପାଇଁ ଷ୍ଟାଇଲ୍ ଆଇକନ୍ ସାଜିଥିବା କରିନାଙ୍କ ପୋଷାକ ଠାରୁ ଆରମ୍ଭ କରି ଜୋତା, ପର୍ସ, କ୍ଲଚ୍ ଓ ମେକ୍ଅପ୍,...
advt

LATEST NEWS

ଅନୁଶୀଳନ

ସରକାରୀ ସେବକ ବନାମ ଜଗନ୍ନାଥଙ୍କ ସେବକ

ରଥ ଉପରେ ସେବକଙ୍କୁ ନିୟନ୍ତ୍ରଣ ହେଉ ବା ଦାରୁ ଓ ବ୍ରହ୍ମ ବିଭ୍ରାଟ ପୁଣି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଏ ସବୁଥିରେ ସେବକ-ପ୍ରଶାସନ-ପୁଲିସ ଭିତରେ ଲଢ଼େଇ ଗଣମାଧ୍ୟମରେ ଅନେକ ଆଲୋଚନା ହୋଇଛି। ଏ ସବୁଥିରେ ସେବାୟତଙ୍କ ଭୂମିକାକୁ ଗଣମାଧ୍ୟମ ମୁଖ୍ୟ ଖଳନାୟକର ପଦବୀ ଦେଇଛି। ଔପନିବେଶିକ ଧାରାରେ ବିଭାଜନ ଓ ଶାସନ ନୀତିରେ ପୀଡ଼ିତ ହୋଇ ଭୟଭୀତ ହୋଇପଡ଼ିଥିବା ସେବାୟତ ଏସବୁର ପ୍ରତିରୋଧ କରିବା ପାଇଁ ନା ଏକାଠି ହୋଇପାରିଛନ୍ତି ନା ଏକୁଟିଆ ପ୍ରତିରୋଧ କରି ସଫଳ ହୋଇପାରୁଛନ୍ତି। ଏଣୁ ଶ୍ରୀମନ୍ଦିରକୁ ଶୃଙ୍ଖଳିତ କରିବା ଆଳରେ ଜଗନ୍ନାଥ ପରମ୍ପରା, ପ୍ରଥା, ଧାର୍ମିକ ଭାବନା ଓ ମନ୍ଦିରର ସ୍ଵତନ୍ତ୍ର ପଣିଆରେ ସାଲିସ ହୋଇ ଚାଲିଛି। ଦିନକୁ ଦିନ ଅଧିକ ବିଶୃଙ୍ଖଳିତ ହୋଇ ଚାଲିଛି ଆମ ଭାବର ପେଣ୍ଠ ଶ୍ରୀମନ୍ଦିର। ଆଜି ଶ୍ରୀଜୀଉଙ୍କ ଉପବାସ ରହିବା ସେହି ଷଡ଼ଯନ୍ତ୍ରର ଏକ ଅଂଶ ବିଶେଷ।

ପାଣିପାଗ

bhubaneswar, India
mist
12 ° C
12 °
12 °
76 %
2.4kmh
0 %
Sat
11 °
Sun
24 °
Mon
24 °
Tue
25 °
Wed
26 °