Daily Archives: Dec 9, 2018 @ 23:41

ବିଜେଡିରେ ଯୋଗଦେଲେ ପ୍ରାକ୍ତନ ଓଏନ୍‍ଜିସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଟିଟିଲାଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ

ଭୁବନେଶ୍ୱର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅବସରପ୍ରାପ୍ତ ଓଏନ୍‍ଜିସି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ  ଚିନ୍ତାମଣି ତାଣ୍ଡି, ଟିଟିଲାଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ...

ବାହାଘର ପୂର୍ବରୁ ଇଶା ମା’ ନୀତା ଅମ୍ବାନୀଙ୍କ ସହ ବୁଲିଲେ ସ୍ଵଦେଶୀ ବଜାର

ଉଦୟପୁରରେ ଅନୁଷ୍ଠିତ ହେଉଥିବା ଇଶା ଅମ୍ବାନୀ ଓ ଆନନ୍ଦ ପିରାମଲଙ୍କ  ବିବାହ ପୂର୍ବ ସମାରୋହରେ ଅନ୍ୟତମ ଆକର୍ଷଣ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ଭାରତର ୧୦୮ଟି ପ୍ରମୁଖ ହସ୍ତଶିଳ୍ପ ସମ୍ଭାରର ଅନନ୍ୟ ପ୍ରଦର୍ଶନ ସ୍ବଦେଶ...

ପ୍ରମୋସନ୍ ପାଇଁ ବାସ୍ତୁ ଟିପ୍ସ

ଯଦି ଆପଣ ଅଫିସ୍ରେ ବହୁତ ପରିଶ୍ରମ କରି ମଧ୍ୟ ପ୍ରମୋସନ୍ ମିଳୁନାହିଁ, ତାହେଲେ ଜାଣିନିଅନ୍ତୁ ଯେ ଆପଣଙ୍କ ଘରେ କିଛି ବାସ୍ତୁଦୋଷ ରହିଛି । ସେହିସବୁ ବାସ୍ତୁଦୋଷ ଦୂର କରିବା ଦ୍ୱାରା ଆପେ...

ଅନ୍ଲାଇନ୍‌ରେ କ’ଣ ସବୁ କିଣନ୍ତି ଆମ ବଲିଉଡ୍ ତାରକା

ଅନ୍ଲାଇନ୍ ସପିଂର କ୍ରେଜି ଦିନକୁ ଦିନ ବଢ଼ିବାରେ ଲାଗିଛି । କାରଣ ଏହା ଆମର ସମୟ ଓ ଏନର୍ଜି ବଞ୍ଚାଇଥାଏ । ତେଣୁ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ...

‘ମୋଷ୍ଟ୍ ଟକ୍‌ଡ ଆବାଉଟ୍ ଇଣ୍ଡିଆନ୍ ଆକାଉଣ୍ଟ ୨୦୧୮’ ଜାଣନ୍ତୁ ଶୀର୍ଷରେ କିଏ?

୨୦୧୮ ସରିବାକୁ ଆଉ କିଛି ଦିନ ବାକି । ଭଲ ହେଉ ବା ମନ୍ଦ, ପ୍ରତ୍ୟେକ କ୍ଷେତ୍ରରେ ଚଳିତବର୍ଷର ହିସାବନିକାସ ଆରମ୍ଭ ହୋଇଗଲାଣି । ଚଳିତବର୍ଷ ସୋସିଆଲ୍ ମିଡିଆରେ କିଏ କେତେ ସକ୍ରିୟ,...
advt

LATEST NEWS

ଅନୁଶୀଳନ

ସରକାରୀ ସେବକ ବନାମ ଜଗନ୍ନାଥଙ୍କ ସେବକ

ରଥ ଉପରେ ସେବକଙ୍କୁ ନିୟନ୍ତ୍ରଣ ହେଉ ବା ଦାରୁ ଓ ବ୍ରହ୍ମ ବିଭ୍ରାଟ ପୁଣି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଏ ସବୁଥିରେ ସେବକ-ପ୍ରଶାସନ-ପୁଲିସ ଭିତରେ ଲଢ଼େଇ ଗଣମାଧ୍ୟମରେ ଅନେକ ଆଲୋଚନା ହୋଇଛି। ଏ ସବୁଥିରେ ସେବାୟତଙ୍କ ଭୂମିକାକୁ ଗଣମାଧ୍ୟମ ମୁଖ୍ୟ ଖଳନାୟକର ପଦବୀ ଦେଇଛି। ଔପନିବେଶିକ ଧାରାରେ ବିଭାଜନ ଓ ଶାସନ ନୀତିରେ ପୀଡ଼ିତ ହୋଇ ଭୟଭୀତ ହୋଇପଡ଼ିଥିବା ସେବାୟତ ଏସବୁର ପ୍ରତିରୋଧ କରିବା ପାଇଁ ନା ଏକାଠି ହୋଇପାରିଛନ୍ତି ନା ଏକୁଟିଆ ପ୍ରତିରୋଧ କରି ସଫଳ ହୋଇପାରୁଛନ୍ତି। ଏଣୁ ଶ୍ରୀମନ୍ଦିରକୁ ଶୃଙ୍ଖଳିତ କରିବା ଆଳରେ ଜଗନ୍ନାଥ ପରମ୍ପରା, ପ୍ରଥା, ଧାର୍ମିକ ଭାବନା ଓ ମନ୍ଦିରର ସ୍ଵତନ୍ତ୍ର ପଣିଆରେ ସାଲିସ ହୋଇ ଚାଲିଛି। ଦିନକୁ ଦିନ ଅଧିକ ବିଶୃଙ୍ଖଳିତ ହୋଇ ଚାଲିଛି ଆମ ଭାବର ପେଣ୍ଠ ଶ୍ରୀମନ୍ଦିର। ଆଜି ଶ୍ରୀଜୀଉଙ୍କ ଉପବାସ ରହିବା ସେହି ଷଡ଼ଯନ୍ତ୍ରର ଏକ ଅଂଶ ବିଶେଷ।

ପାଣିପାଗ

bhubaneswar, India
mist
12 ° C
12 °
12 °
76 %
2.4kmh
0 %
Sat
11 °
Sun
24 °
Mon
24 °
Tue
25 °
Wed
26 °