Daily Archives: Dec 8, 2018 @ 22:26

ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ଦାମଙ୍କ ତାତ୍ସଲ୍ୟ

ଭୁବନେଶ୍ୱର,(ଓଟି): ଆଗାମୀ ଦିନରେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି। ବିଜେପିରେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିବା ପରେ ଏହି ପ୍ରସଙ୍ଗରେ ଯେତେବେଳେ ବରିଷ୍ଠ ନେତା...

ବାଧ୍ୟତାମୂଳକ ଛୁଟିରେ ଗଲେ ଭୀମସାର ନିର୍ଦ୍ଦେଶକ

ଭୁବନେଶ୍ୱର,(ଓଟି): ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶ ପରେ ଛୁଟିରେ ଗଲେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ। ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ତିନି ଦିନ...

ଓୟୁଏଟି କୁଳପତିଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,(ଓଟି): ଅଡ଼ୁଆରେ ଓୟୁଏଟି କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ। ପୂର୍ବତନ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ତାଙ୍କ ନାଁରେ ଆଣିଥିବା ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଲାଗି ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ତଥା କୁଳାଧିପତିଙ୍କ ପ୍ରମୁଖ...

ବେଲଟିକିରି ଘଟଣାରରେ ମାନେକା ଗାନ୍ଧି କ୍ଷୁବ୍ଧ

ଭୁବନେଶ୍ୱର,(ଓଟି): ଢେଙ୍କାନାଳ ବେଲଟିକିରି ଆଶ୍ରୟ ସ୍ଥଳୀରେ ଯୌନ ନିର୍ଯ୍ୟତନା ଓ ଧର୍ମାନ୍ତରଣ ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଏହି ଘଟଣା ଉପରେ...

ମହାକାଳପଡ଼ାରେ ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ

କେନ୍ଦ୍ରାପଡ଼ା,(ଓଟି): ଆପଣମାନଙ୍କ ଟଙ୍କାରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ। ଆପଣମାନେ ଖୁସି ତ? ମୁଁ ବି ଖୁସି”, ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ସରୁମୁହିଁଠାରେ ବସୁଧା ଯୋଜନାରେ...
advt

LATEST NEWS

ଅନୁଶୀଳନ

ସରକାରୀ ସେବକ ବନାମ ଜଗନ୍ନାଥଙ୍କ ସେବକ

ରଥ ଉପରେ ସେବକଙ୍କୁ ନିୟନ୍ତ୍ରଣ ହେଉ ବା ଦାରୁ ଓ ବ୍ରହ୍ମ ବିଭ୍ରାଟ ପୁଣି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଏ ସବୁଥିରେ ସେବକ-ପ୍ରଶାସନ-ପୁଲିସ ଭିତରେ ଲଢ଼େଇ ଗଣମାଧ୍ୟମରେ ଅନେକ ଆଲୋଚନା ହୋଇଛି। ଏ ସବୁଥିରେ ସେବାୟତଙ୍କ ଭୂମିକାକୁ ଗଣମାଧ୍ୟମ ମୁଖ୍ୟ ଖଳନାୟକର ପଦବୀ ଦେଇଛି। ଔପନିବେଶିକ ଧାରାରେ ବିଭାଜନ ଓ ଶାସନ ନୀତିରେ ପୀଡ଼ିତ ହୋଇ ଭୟଭୀତ ହୋଇପଡ଼ିଥିବା ସେବାୟତ ଏସବୁର ପ୍ରତିରୋଧ କରିବା ପାଇଁ ନା ଏକାଠି ହୋଇପାରିଛନ୍ତି ନା ଏକୁଟିଆ ପ୍ରତିରୋଧ କରି ସଫଳ ହୋଇପାରୁଛନ୍ତି। ଏଣୁ ଶ୍ରୀମନ୍ଦିରକୁ ଶୃଙ୍ଖଳିତ କରିବା ଆଳରେ ଜଗନ୍ନାଥ ପରମ୍ପରା, ପ୍ରଥା, ଧାର୍ମିକ ଭାବନା ଓ ମନ୍ଦିରର ସ୍ଵତନ୍ତ୍ର ପଣିଆରେ ସାଲିସ ହୋଇ ଚାଲିଛି। ଦିନକୁ ଦିନ ଅଧିକ ବିଶୃଙ୍ଖଳିତ ହୋଇ ଚାଲିଛି ଆମ ଭାବର ପେଣ୍ଠ ଶ୍ରୀମନ୍ଦିର। ଆଜି ଶ୍ରୀଜୀଉଙ୍କ ଉପବାସ ରହିବା ସେହି ଷଡ଼ଯନ୍ତ୍ରର ଏକ ଅଂଶ ବିଶେଷ।

ପାଣିପାଗ

bhubaneswar, India
mist
12 ° C
12 °
12 °
76 %
2.4kmh
0 %
Sat
11 °
Sun
24 °
Mon
24 °
Tue
25 °
Wed
26 °