Daily Archives: Dec 4, 2018 @ 23:44

ବିବାହ ପୋଷାକର ୩ଟି ଟ୍ରେଣ୍ଡି କଲର୍

ଆଗରୁ ବିବାହ ପୋଷାକ ମାନେ କେବଳ ନାଲି ରଙ୍ଗର ଶାଢ଼ିକୁ ହିଁ ବୁଝାଉଥିଲା । କିନ୍ତୁ ଏବେ ସମୟ ବଦଳିବା ସହ ଝିଅମାନଙ୍କ ପସନ୍ଦ ମଧ୍ୟ ପରିବର୍ତ୍ତିତ ହୋଇଛି । ନୂଆ ଫ୍ୟାଶନ୍...

ଘର ଓଳାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍

ଘରକୁ ସଫା ରଖିଲେ ମା’ ଲକ୍ଷ୍ମୀଙ୍କ କୃପା ମିଳେ ବୋଲି ବିଶ୍ୱାସ ରହିଛି । ତେଣୁ ସକାଳେ ଓ ସନ୍ଧ୍ୟାରେ ଘର ଓଳାଇବା ନିହାତି ଆବଶ୍ୟକ । କିନ୍ତୁ ଘର ଓଳାଇବା ସମୟରେ...

ରିତେଶ-ଜେନେଲିଆ ଯୋଡ଼ିଙ୍କ ଲେଉଟାଣୀ

ରିତେଶ୍ ଓ ଜେନେଲିଆଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଦୀର୍ଘ ୫ ବର୍ଷ ପରେ ପୁଣି ଏହି ଯୋଡ଼ିଙ୍କୁ ପରଦା ଉପରେ ଦେଖିବାକୁ ମିଳିବ । ରିତେଶ୍ଙ୍କ ପ୍ରଯୋଜିତ ଏକ ମରାଠି...

ପିଠା ଯୋଜନା: ସରକାରୀ ଯୋଜନା ବାଟମାରଣାକୁ ସରକାରଙ୍କ ସ୍ୱୀକାର ବୋଲି କହିଲା ବିଜେପି

ଭୁବନେଶ୍ୱର, (ଓଟି): ମୁଖ୍ୟମନ୍ତ୍ରୀ ପିଠା ଯୋଜନାର ଘୋଷଣା କରି ଏବେ ନିଜେ ସ୍ୱୀକାର କଲେ କି ଏ ରାଜ୍ୟରେ ସମସ୍ତ ସରକାର ଯୋଜନା ସବୁ ବାଟ ମାରଣା ହେଉଥିଲା । ଆଗରୁ ପିସି...

ବେଲଟିକିରି ଯୌନ ନିର୍ଯ୍ୟାତନା ଘଟଣା: ମହିଳା କଂଗ୍ରେସର ବିକ୍ଷୋଭ, ମନ୍ତ୍ରୀଙ୍କ କୁଶପୁତଳିକା ଦାହ

ଭୁବନେଶ୍ୱର, (ଓଟି): ବେଲ୍‍ଟିକିରି ସେଲ୍‍ଟର ହୋମ୍‍ ନାଁରେ ଅସଦାଚାରଣ ଘଟଣାକୁ ଭାତ ହାଣ୍ଡିର ଗୋଟିଏ ବୋଲି ବର୍ଣ୍ଣନା କରିଛି ରାଜ୍ୟ ମହିଳା କଂଗ୍ରେସ । ରାଜ୍ୟ ସରକାରଙ୍କ ବିରୋଧରେ ଏଥିନେଇ ଏକ ବିକ୍ଷୋଭ...
advt

LATEST NEWS

ଅନୁଶୀଳନ

ସରକାରୀ ସେବକ ବନାମ ଜଗନ୍ନାଥଙ୍କ ସେବକ

ରଥ ଉପରେ ସେବକଙ୍କୁ ନିୟନ୍ତ୍ରଣ ହେଉ ବା ଦାରୁ ଓ ବ୍ରହ୍ମ ବିଭ୍ରାଟ ପୁଣି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଏ ସବୁଥିରେ ସେବକ-ପ୍ରଶାସନ-ପୁଲିସ ଭିତରେ ଲଢ଼େଇ ଗଣମାଧ୍ୟମରେ ଅନେକ ଆଲୋଚନା ହୋଇଛି। ଏ ସବୁଥିରେ ସେବାୟତଙ୍କ ଭୂମିକାକୁ ଗଣମାଧ୍ୟମ ମୁଖ୍ୟ ଖଳନାୟକର ପଦବୀ ଦେଇଛି। ଔପନିବେଶିକ ଧାରାରେ ବିଭାଜନ ଓ ଶାସନ ନୀତିରେ ପୀଡ଼ିତ ହୋଇ ଭୟଭୀତ ହୋଇପଡ଼ିଥିବା ସେବାୟତ ଏସବୁର ପ୍ରତିରୋଧ କରିବା ପାଇଁ ନା ଏକାଠି ହୋଇପାରିଛନ୍ତି ନା ଏକୁଟିଆ ପ୍ରତିରୋଧ କରି ସଫଳ ହୋଇପାରୁଛନ୍ତି। ଏଣୁ ଶ୍ରୀମନ୍ଦିରକୁ ଶୃଙ୍ଖଳିତ କରିବା ଆଳରେ ଜଗନ୍ନାଥ ପରମ୍ପରା, ପ୍ରଥା, ଧାର୍ମିକ ଭାବନା ଓ ମନ୍ଦିରର ସ୍ଵତନ୍ତ୍ର ପଣିଆରେ ସାଲିସ ହୋଇ ଚାଲିଛି। ଦିନକୁ ଦିନ ଅଧିକ ବିଶୃଙ୍ଖଳିତ ହୋଇ ଚାଲିଛି ଆମ ଭାବର ପେଣ୍ଠ ଶ୍ରୀମନ୍ଦିର। ଆଜି ଶ୍ରୀଜୀଉଙ୍କ ଉପବାସ ରହିବା ସେହି ଷଡ଼ଯନ୍ତ୍ରର ଏକ ଅଂଶ ବିଶେଷ।

ପାଣିପାଗ

bhubaneswar, India
haze
13 ° C
13 °
13 °
76 %
1.5kmh
0 %
Sat
12 °
Sun
24 °
Mon
24 °
Tue
25 °
Wed
26 °