Daily Archives: Dec 3, 2018 @ 22:34

ଦେଶର ୩୨୩ ନଦୀ ପ୍ରଦୂଷିତ; ଓଡ଼ିଶାର ୧୪

ଭୁବନେଶ୍ୱର,(ଓଟି): ଜୀବନରେଖା କୁହାଯାଉଥିବା ନଦୀଗୁଡ଼ିକର ଅସ୍ଥିତ୍ୱ ଏବେ ବିପଦରେ ପଡ଼ିଯାଇଛି। ବର୍ତ୍ତମାନ ଦେଶର ୩୨୩ଟି ନଦୀ ଜଳ ଏପରି ପ୍ରଦୂଷିତ ହୋଇଛି ଯେ ସେଥିରେ ହାତ ଦେଶଇବା ପାଇଁ ମନା କରାଯାଉଛି। ଅତ୍ୟନ୍ତ...

ଶିଶୁ ସେଲ‍୍‌ଟର ହୋମ‍୍‌କୁ ନେଇ ବିଜେପି ଘୃଣ୍ୟ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର,(ଓଟି): ଏକ ନିର୍ଦ୍ଦିଷ୍ଟ ଶିଶୁ ସେଲ‍୍‌ଟର ହୋମ‍୍‌ର ଘଟଣାକୁ ନେଇ ବିଜେପି ଘୃଣ୍ୟ ରାଜନୀତିରେ ବ୍ୟସ୍ତ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରିରେ ଥିବା ସେଲ‍୍‌ଟର‍୍‌ ହୋମ‍୍‌ରେ ଅଶାଳୀନ...

ଅପରାଜିତାଙ୍କୁ ମୁକ୍କାବିଲା କରିବେ ଅରୁପ-ଅମର

ଭୁବନେଶ୍ୱର,(ଓଟି): ବିଜେପିର ଅପରାଜିତାଙ୍କୁ ମୁକାବିଲା ପାଇଁ ଏବେ ବିଜେଡି ତାହାର ଦୁଇ ଅବସରପ୍ରାପ୍ତ ପ୍ରଶାସକ ଅରୂପ ଓ ଅମରଙ୍କୁ ପ୍ରସ୍ତୁତ କରୁଛି। ଏମାନେ ପୂର୍ବତନ ଆଇଏଏସ‍୍‌ ଅପରାଜିତାଙ୍କୁ ଠିକଣା ଭାବେ ସାମ୍ନା କରିପାରିବେ...

ପୋଲାଭରମ ଶୁଣାଣୀ ଜାନୁଆରୀକୁ ଘୁଞ୍ଚିଲା

ଭୁବନେଶ୍ୱର,(ଓଟି): ପୋଲାଭରମ ପ୍ରକଳ୍ପକୁ ନେଇ ଉଭୟ ଓଡିଶା ଓ ଛତିଶଗଡ ପୂର୍ଣ୍ଣାଙ୍ଗ ତଥ୍ୟ କୋର୍ଟରେ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ଏହି ଦୁଇ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ଓ ଆସନ୍ତା ଜାନୁଆରୀ ପ୍ରଥମ...

ଝାରସୁଗୁଡାରୁ ଉଡିବ ବିମାନ

ଭୁବନେଶ୍ୱର,(ଓଟି): ଆସନ୍ତା ଜାନୁଆରୀ ସୁଧା ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ଆରମ୍ଭ ହେବ ବୋଲି କେନ୍ଦ୍ର ବେଶାମରୀକ ବିମାନ ଚଳାଚଳ ବିଭାଗ ଯୁଗ୍ମ ସଚିବ ଉଷା ପାଢି କହିଛନ୍ତି। ଆଜି ରାଜ୍ୟ ସଚିବାଳୟ ଠାରେ...
advt

LATEST NEWS

ଅନୁଶୀଳନ

ସରକାରୀ ସେବକ ବନାମ ଜଗନ୍ନାଥଙ୍କ ସେବକ

ରଥ ଉପରେ ସେବକଙ୍କୁ ନିୟନ୍ତ୍ରଣ ହେଉ ବା ଦାରୁ ଓ ବ୍ରହ୍ମ ବିଭ୍ରାଟ ପୁଣି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଏ ସବୁଥିରେ ସେବକ-ପ୍ରଶାସନ-ପୁଲିସ ଭିତରେ ଲଢ଼େଇ ଗଣମାଧ୍ୟମରେ ଅନେକ ଆଲୋଚନା ହୋଇଛି। ଏ ସବୁଥିରେ ସେବାୟତଙ୍କ ଭୂମିକାକୁ ଗଣମାଧ୍ୟମ ମୁଖ୍ୟ ଖଳନାୟକର ପଦବୀ ଦେଇଛି। ଔପନିବେଶିକ ଧାରାରେ ବିଭାଜନ ଓ ଶାସନ ନୀତିରେ ପୀଡ଼ିତ ହୋଇ ଭୟଭୀତ ହୋଇପଡ଼ିଥିବା ସେବାୟତ ଏସବୁର ପ୍ରତିରୋଧ କରିବା ପାଇଁ ନା ଏକାଠି ହୋଇପାରିଛନ୍ତି ନା ଏକୁଟିଆ ପ୍ରତିରୋଧ କରି ସଫଳ ହୋଇପାରୁଛନ୍ତି। ଏଣୁ ଶ୍ରୀମନ୍ଦିରକୁ ଶୃଙ୍ଖଳିତ କରିବା ଆଳରେ ଜଗନ୍ନାଥ ପରମ୍ପରା, ପ୍ରଥା, ଧାର୍ମିକ ଭାବନା ଓ ମନ୍ଦିରର ସ୍ଵତନ୍ତ୍ର ପଣିଆରେ ସାଲିସ ହୋଇ ଚାଲିଛି। ଦିନକୁ ଦିନ ଅଧିକ ବିଶୃଙ୍ଖଳିତ ହୋଇ ଚାଲିଛି ଆମ ଭାବର ପେଣ୍ଠ ଶ୍ରୀମନ୍ଦିର। ଆଜି ଶ୍ରୀଜୀଉଙ୍କ ଉପବାସ ରହିବା ସେହି ଷଡ଼ଯନ୍ତ୍ରର ଏକ ଅଂଶ ବିଶେଷ।

ପାଣିପାଗ

bhubaneswar, India
haze
13 ° C
13 °
13 °
76 %
1.5kmh
0 %
Sat
12 °
Sun
24 °
Mon
24 °
Tue
25 °
Wed
26 °