Daily Archives: Dec 1, 2018 @ 14:50

ଦଲ୍ଲୀପ-ବିଜୟଙ୍କ ଉପରେ ଦାମଙ୍କ ନଜର

ଭୁବନେଶ୍ୱର,(ଓଟି): ଗତକାଲି ବିଜେପରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ଉପରେ ବିଜୁ ସମତାକ୍ରାନ୍ତି ଦଳର ନେତା ଡ଼ା. ଦାମୋଦର ରାଉତଙ୍କ ନଜର ପଡ଼ିଛି। ସେ ଏହି ଦୁଇ ନେତାଙ୍କୁ...

ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ୍‌ ଦାବିରେ ରବିବାରଠାରୁ ଅକ୍ଷୟ କୁମାରଙ୍କ ଆମରଣ ଅନଶନ

ଭୁବନେଶ୍ଵର, (ଓଟି): ନବ ନିର୍ମାଣ କୃଷକ ସମିତିର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ରବିବାରଠାରୁ ଆମରଣ ଅନଶନରେ ବସିବେ। ପ୍ରାଇସ୍‌ ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ତାଙ୍କର ଏହି ଅନଶନ ...

ରେଳରେ ପତ୍ରଖଲି ବ୍ୟବହାର ପ୍ରସ୍ତାବ

ଭୁବନେଶ୍ୱର,(ଓଟି): ରେଳଗାଡ଼ିରେ ଖାଦ୍ୟ ପରସିବା ପାଇଁ ଶାଳପତ୍ର ଓ ସିଆଳି ପତ୍ରରେ ପ୍ରସ୍ତୁତ ଥାଳି ଓ ଗିନା ଆଦି ବ୍ୟବହାର କରିବା ପାଇଁ ପୂର୍ବତଟ ରେଳବାଇକୁ ପ୍ରସ୍ତାବ ଦେବା ଲାଗି କୁହାଯାଇଛି। ଏ...

କ୍ୟାପିଟାଲ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ମେସିନ ଅଭାବ

ଭୁବନେଶ୍ୱର,(ଓଟି): ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ଘୋଷଣା ହୋଇଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ରହିଛି ମାତ୍ର ଗୋଟିଏ ଅଲଟ୍ରାସାଉଣ୍ଡ ମେସିନ୍‍। ଫଳରେ ପ୍ରତ୍ୟେକ ଦିନ ଏଠାରେ ପ୍ରାୟ ୧୦୦...

ବିଧାନସଭାରୁ ୨ଟି ଓ ଲୋକସଭାରୁ ୧ଟି ଆସନ ଖାଲି

ଭୁବନେଶ୍ୱର,(ଓଟି): ଓଡିଶାରୁ ଲୋକସଭାରେ ଗୋଟିଏ ଆସନ ଖାଲି ପଡିଥିବାବେଳେ ବିଧାନସଭାରେ ଆଉ ଦୁଇଟି ଆସନ ଖାଲି ହୋଇଛି। ତେବେ ସାଧାରଣ ନିର୍ବାଚନ ସହ ଓଡିଶା ବିଧାନସଭା ଲାଗି ନିର୍ବାଚନ ୨୦୧୯ର ପ୍ରଥମ ତିନି...
advt

LATEST NEWS

ଅନୁଶୀଳନ

ସରକାରୀ ସେବକ ବନାମ ଜଗନ୍ନାଥଙ୍କ ସେବକ

ରଥ ଉପରେ ସେବକଙ୍କୁ ନିୟନ୍ତ୍ରଣ ହେଉ ବା ଦାରୁ ଓ ବ୍ରହ୍ମ ବିଭ୍ରାଟ ପୁଣି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଏ ସବୁଥିରେ ସେବକ-ପ୍ରଶାସନ-ପୁଲିସ ଭିତରେ ଲଢ଼େଇ ଗଣମାଧ୍ୟମରେ ଅନେକ ଆଲୋଚନା ହୋଇଛି। ଏ ସବୁଥିରେ ସେବାୟତଙ୍କ ଭୂମିକାକୁ ଗଣମାଧ୍ୟମ ମୁଖ୍ୟ ଖଳନାୟକର ପଦବୀ ଦେଇଛି। ଔପନିବେଶିକ ଧାରାରେ ବିଭାଜନ ଓ ଶାସନ ନୀତିରେ ପୀଡ଼ିତ ହୋଇ ଭୟଭୀତ ହୋଇପଡ଼ିଥିବା ସେବାୟତ ଏସବୁର ପ୍ରତିରୋଧ କରିବା ପାଇଁ ନା ଏକାଠି ହୋଇପାରିଛନ୍ତି ନା ଏକୁଟିଆ ପ୍ରତିରୋଧ କରି ସଫଳ ହୋଇପାରୁଛନ୍ତି। ଏଣୁ ଶ୍ରୀମନ୍ଦିରକୁ ଶୃଙ୍ଖଳିତ କରିବା ଆଳରେ ଜଗନ୍ନାଥ ପରମ୍ପରା, ପ୍ରଥା, ଧାର୍ମିକ ଭାବନା ଓ ମନ୍ଦିରର ସ୍ଵତନ୍ତ୍ର ପଣିଆରେ ସାଲିସ ହୋଇ ଚାଲିଛି। ଦିନକୁ ଦିନ ଅଧିକ ବିଶୃଙ୍ଖଳିତ ହୋଇ ଚାଲିଛି ଆମ ଭାବର ପେଣ୍ଠ ଶ୍ରୀମନ୍ଦିର। ଆଜି ଶ୍ରୀଜୀଉଙ୍କ ଉପବାସ ରହିବା ସେହି ଷଡ଼ଯନ୍ତ୍ରର ଏକ ଅଂଶ ବିଶେଷ।

ପାଣିପାଗ

bhubaneswar, India
haze
13 ° C
13 °
13 °
76 %
1.5kmh
0 %
Sat
12 °
Sun
24 °
Mon
24 °
Tue
25 °
Wed
26 °