ଅତିରିକ୍ତ ସେକ୍ସ ବିବାହ ବିଚ୍ଛେଦର ଏକ ପ୍ରମୁଖ କାରଣ

ଆପଣ ଭାବୁଥିବେ ବୈବାହିକ ଜୀବନକୁ ସୁଖକର କରିବା ପାଇଁ ସେକ୍‍ସ ଏକ ମୂଳ ଅଙ୍ଗ । ତାହା ତ ସତ କିନ୍ତୁ ଅତିକିତ୍ସ ସେକ୍ସ ବୈବାହିକ ବିଚ୍ଛେଦର ଏକ ପ୍ରମୁଖ କାରଣ ପାଲଟିଥାଏ । ଏପରିକି କୌଣସି ପାର୍ଟନର ପକ୍ଷରୁ ଯଦି ଏପରି ଅତିରିକ୍ତ ସେକ୍ସ ପାଇଁ ବାରମ୍ବାର ଦାବି ଆସେ ତାହା ମଧ୍ୟ ଆଇନ ଅନୁସାରେ ଏକ ଅପରାଧ । ଏଣୁ ଆବଶ୍ୟକ ପଡ଼େ ଉଭୟ ପାର୍ଟନରଙ୍କ ଇଚ୍ଛା ଓ ସହମତିରେ ସେକ୍ସ କରିବା ।
କୁହାଯାଏ ବିବାହ ବା କୌଣସି ସମ୍ପର୍କର ମୂଳ କାରଣ ହେଉଛ ପ୍ରେମ ବା ଭଲ ପାଇବା । କିନ୍ତୁ ଏହି ଭଳ ପାଇବା ଅନେକ ସମୟରେ ସେକ୍ସରେ ହିଁ ପରିଣତ ହୁଏ । ଆଉ ଯଦି କୌଣସି ପାର୍ଟନର ଏଥିପାଇଁ ଅରାଜି ହୁଅନ୍ତି ତାହା ହେଲେ ସମ୍ପର୍କରେ ଭଟ୍ଟା ପଡ଼େ । ଏପରିକି ଯଦି କୌଣସି ପାର୍ଟନର ରାତି ରାତି ସେକ୍ସ ପାଇଁ ଇଚ୍ଛା କରନ୍ତି ଗୋଟିଏ ପରେ ଗୋଟିଏଥର ଅନ୍ୟ ପାର୍ଟନରଙ୍କୁ ସେକ୍ସ ରଖିବାକୁ ବାଧ୍ୟ କରନ୍ତି ତେବେ ତାହା ପ୍ରଥମେ ପ୍ରଥମେ ମଧୁର ଲାଗିଲେ ମଧ୍ୟ ପରେ ତାହା ଏକ ଅସ୍ୱଭାବିକ ସମସ୍ୟା ସୃଷ୍ଟି କରେ । ଏପରିକି ଉଭୟ ନିଜକୁ ଭଲ ପାଉଥିଲେ ମଧ୍ୟ ତାହା କ୍ରମଶଃ ପରସ୍ପର ଭିୀତରେ ବିଭେଦ ଓ ମତାନ୍ତରରର କାରଣ ପାଲଟିଥାଏ । ଅର୍ଥତ୍‍ ସେକ୍ସ ପାଇଁ ରାଜି ନହେବା ଯେତିକି ସମସ୍ୟା ସୃଷ୍ଟି କରେ ଅତ୍ୟଧିକ ସେକ୍ସର ଆଗ୍ରହ ଆପଣଙ୍କୁ ସେତିକି ସମସ୍ୟା ଆଡ଼କୁ ଟାଣି ନିଏ ।
ହିନ୍ଦୁ ବିବାହ ଆଇନର ୧୩ ଉପ ବିଭାଗ ଅନୁସାରେ ଏହା ଏକ ଅପରାଧ ଏବଂ ଏପରି କାର୍ଯ୍ୟପାଇଁ ବାଧ୍ୟ କରିବା ଅନ୍ୟକୁ ଦଣ୍ଡିତ ମଧ୍ୟ କରିଥାଏ ।
ଏକ ସର୍ବେକ୍ଷଣ ଅନୁସାରେ ବିବାହ ବିଚ୍ଛେଦର ମୂଳ କାରଣ ଭିତରେ କମ୍‍ ବା ଅତିରିକ୍ତ ସେକ୍ସ ଓ ଅର୍ଥକୁ ଗ୍ରହଣ କରାଯାଇଛି ।

About admin

Check Also

ସେକ୍ସ ସମ୍ପର୍କରେ ୮ଟି ଭ୍ରାନ୍ତ ଧାରଣା

ବିବାହିତ ଲୋକମାନେ ସେମାନଙ୍କ ସେକ୍ସ ଲାଇଫର ସମସ୍ୟା ସମ୍ପର୍କରେ ଅନ୍ୟ ସହିତ ଆଲୋଚନା କରିବାକୁ ଲାଜ କରିଥାନ୍ତି । ଲୋକମାନଙ୍କୁ …

Leave a Reply