Tag Archives: odisha news

ମାନବାଧିକାରକୁ ପଛଠେଲା: ଆଜିଠୁ ରାଜ୍ୟ ମାନବାଧିକାର କମିଶନ ଖାଲି

ଉଭା ହୋଇଗଲା ରାଜ୍ୟ ମାନବାଧିକାର କମିଶନ ଭୁବନେଶ୍ୱର, (ଓଟି): ଓଡ଼ିଶା ମାନବାଧିକାର କମିଶନ ଆଜିଠୁ ଖାଲି ହୋଇଛି । କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟକରୁଥିବା ଜଷ୍ଟିସ୍‍ ବୀରକିଶୋର ମିଶ୍ରଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୪ ତାରିଖ (ଆଜି) ସରିବା ପରେ କମିଶନରେ ନା କୌଣସି ସଦସ୍ୟ ରହିଛନ୍ତି ନା କୌଣସି ଅଧ୍ୟକ୍ଷ । ଅର୍ଥାତ୍‍ ଏବେ ଯେଉଁ ସଙ୍କୁଚିତ ମାନବାଧିକାର କମିଶନଟିଏ ଥିଲା ତାହା ବି ରାଜ୍ୟରୁ ଅଜାଣତରେ ଉଭା ହୋଇଯାଇଛି …

Read More »

ହେଡ୍‍ଲାଇନ୍ସ ଏବେଯାଏ

ହେଡ୍‍ଲାଇନ୍ସ (ଜୁଲାଇ୨୯, ୨୦୧୮; ରବିବାର) ଶୀଘ୍ର ହେବ ନିର୍ବାଚନ ୧ ଲକ୍ଷରୁ ଅଧିକ ଇଭିଏମ୍‍ ଓଡ଼ିଶା ଆସିଲା  ଉତ୍ତର ପ୍ରଦେଶରୁ ଓଡ଼ିଶା ଅଣାଗଲା ଇଭିଏମ୍‍  ନିର୍ବାଚନ କମିଶନଙ୍କ ପାଖରେ ରାଜ୍ୟର ଦୁଇ ପ୍ରଶାସନିକ ଅଧିକାରୀ ସ୍ୱତନ୍ତ୍ର ଅଧିକାରୀ ଭାବେ ମୁତ୍ତୟନ  ଓଏମ୍‍ସିର ସ୍ୱତନ୍ତ୍ର ଅଧିକାରୀ ମନୋଜ ସ୍ୱାଇଁ ଏବଂ ଇଢ୍‍କୋର ଲ୍ୟାଣ୍ଡ ଅଫିସର କୈଳାସଚନ୍ଦ୍ର ଦାସ ମୁତ୍ତୟନ   ଚଳିତବର୍ଷ ଶେଷ ଆଡ଼କୁ ହୋଇପାରେ ନିର୍ବାଚନ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ …

Read More »

HEADLINES THIS TIME

    ଜୁଲାଇ୨୬, ଗୁରୁବାର   କାର୍ଗିଲ୍‍ ବିଜୟକୁ ୧୯ ବର୍ଷ: ଜୁଲାଇ୨୬, ୧୯୯୯ରେ ଭାରତୀୟ ସେନା ମିଶନ୍‍ କାର୍ଗିଲ୍‍ ସଫଳ ହୋଇଥଲା, ପାକିସ୍ତାନ ସେନା କବଳରୁ ମୁକ୍ତ ହୋଇଥିଲା ଜମ୍ମୁ କଶ୍ମୀରର କାର୍ଗିଲ, ଯୁଦ୍ଧରେ ଭାରତର ୫୨୭ ସୈନ୍ୟ ସହୀଦ । ସହୀଦଙ୍କୁ ସମ୍ମାନ ତଥା ସ୍ମୃତିରେ ପାଳନ ହେଉଛି କାର୍ଗିଲ ବିଜୟ ଦିବସ ।   ମାଲକାନଗିରିରେ ମୁଖ୍ୟମନ୍ତ୍ରୀ: ଗୁରୁପ୍ରିୟା ସେତୁ ସେତୁ ସମେତ ୩୦୦ ଶଯ୍ୟା …

Read More »

ଅର୍ଥ ଚିନ୍ତାରେ ସରକାର

ଭୁବନେଶ୍ୱର,(ଓଟି): କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟକୁ ଦେବାକୁ ପଡ଼ୁଥିବା ଅଂଶଧନ ବାବଦୀୟ ବୋଝ ବଢ଼ି ଚାଲିଥିବାରୁ ଏହାର କୁପ୍ରଭାବ ରାଜ୍ୟ ବଜେଟ୍‍ ଉପରେ ପଡ଼ୁଛି । ଏଥିଯୋଗୁ ରାଜ୍ୟ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ କେତେକ ଜନହିତକାରୀ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇବା ପାଇଁ ରାଜ୍ୟ ସରକାର ଏବେ ସମସ୍ୟାରେ ପଡ଼ୁଛନ୍ତି । ଏ ନେଇ ରାଜ୍ୟ ପକ୍ଷରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ …

Read More »

କଲ୍ୟାଣକାରୀ ଯୋଜନା ପାଇଁ ରାଜ୍ୟର ଋଣଭାର ୯୪କୋଟି ଛୁଇଁବ

ଭୁବନେଶ୍ୱର,(ଓଟି): ରାଜ୍ୟ ସରକାର ରାଜ୍ୟର ଲୋକମାନଙ୍କ ପାଇଁ ୧୦୦ରୁ ଅଧିକ ଲୋକକଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ସବୁ ଯୋଜନା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଏବେ ରାଜକୋଷରେ ନାହିଁ। ଏପରି କି ରାଜ୍ୟର ରାଜସ୍ୱ ଆଦାୟ ମଧ୍ୟ କମିବାରେ ଲାଗିଛି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ନିଜସ୍ୱ ଲୋକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ବଣ୍ଡ ମାଧ୍ୟମରେ ଋଣ ଉଠାଯିବ ବୋଲି ଅର୍ଥମନ୍ତ୍ରୀ …

Read More »

ଡିଲ୍‍ ହୋଇପାରିଲା ନାହିଁ, କଂଗ୍ରେସ ହେଲା ଶିଶୁପାଳ

ଭୁବନେଶ୍ୱର, (ଓଟି): ତାରିଖ, ବାର ଆଉ ସମୟ ନିର୍ଘଣ୍ଟ ହୋଇ ସାରିଥିଲା । ମୁଖିଆ ଏବଂ ସାକ୍ଷୀ ବି ଉପସ୍ଥିତ ଥିଲେ । ହେଲେ ପ୍ରାର୍ଥୀ ଆସିଲେନି । ଯେମିତି ବାହାଘରରେ କନ୍ୟା ଘର ପରିସ୍ଥିତି ଠିକ୍‍ ସେମିତି ପରିସ୍ଥିତି ହେଲା ରାଜ୍ୟ କଂଗ୍ରେସର । ଯଦି ବର ଘରର କଥା ବୋଲି ଧରିବେ ତେବେ କଂଗ୍ରେସର ଅବସ୍ଥା ଶିଶୁପାଳଙ୍କ ଭଳି.. । ହଁ, ଏହା ହେଉଛି ୧୫ ତାରିଖ …

Read More »

ଓଟିଭି ଗ୍ରୁପ୍‍ରେ ଯୋଗଦେଲେ ସମ୍ପଦ ମହାପାତ୍ର

ଭୁବନେଶ୍ୱର, (ଓଟି): ବରିଷ୍ଠ ସାମ୍ବାଦିକ ତଥା ନିକଟରେ “ନିତିଦିନ’ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଥିବା ସମ୍ପଦ ମହାପାତ୍ର ଓଟିଭି ଗ୍ରୁପ୍‍ରେ ଯୋଗ ଦେଇଛନ୍ତି । ଓଡିଶାରେ ଇଲେକ୍ଟ୍ରୋନିକ୍‍ ଏବଂ ଡିଜିଟାଲ୍‍ ମିଡିଆ କ୍ଷେତ୍ରରେ ପାୟୋନିୟର ଭାବେ ପରିଗଣିତ ଏହି ଗ୍ରୁପ୍‍ର ଜଣେ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଏହି ଗ୍ରୁପ୍‍ର ଡିଜିଟାଲ୍‍ ସଂସ୍କରଣ “ଓଡ଼ିଶା ରିପୋର୍ଟର ଡଟ୍‍ଇନ୍‍’ ପୋର୍ଟାଲ୍‍ ମୁଖ୍ୟ ଭାବେ ତାଙ୍କୁ …

Read More »

ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରେରେ ରହିଛି କେତେ ରତ୍ନ: ୧୯୨୬ ମସିହାର ତାଲିକା ମିଳିଥିବା ସୂଚନା

ଭୁବନେଶ୍ୱର, (ଓଟି): ଶ୍ରଅୀଜଗନ୍ନାଥ ମନ୍ଦିରର ଭିତର ରତ୍ନ ଭଣ୍ଡାରରେ କ’ଣ ଅଛି ବା ନଅଛି ତାହାକୁ ନେଇ ଅନେକ ଆଲୋଚନା ଓ ସମାଲୋଚନା ଲାଗି ରହିଛି । ଗଣମାଧ୍ୟମଠାରୁ ଆରମ୍ଭ କରି ସରକାରୀ କଳ ଓ ରାଜନୀତି ଏଥିପାଇଁ ଉଷ୍ମ ହୋଇଛନ୍ତି । ଏ ଭିତରେ ଦୈନିକ ସମାଜ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ, ୧୯୨୬ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା …

Read More »

ଥରେ ଜଗନ୍ନାଥ ମନ୍ଦିର ଦାୟିତ୍ୱ ନେଲେ ମୁଖ୍ୟ ସଚିବ ସ୍ୱପ୍ନ ହଜିଯିବ

ଭୁବନେଶ୍ୱର, (ଓଟି): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କିଛି ବ୍ୟକ୍ତିଗତ ଛୁଙ୍କ ଛାଡ଼ିଛନ୍ତି ପୂର୍ବତନ ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ । ଏବେ ଇଣ୍ଟରନ୍ୟାସନାଲ୍‍ କ୍ରପ୍‍ ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟ୍‍ (ଆଇସିଆରଆଇଏସ୍‍ଏଟି)ର ଭାରତ ସମ୍ପର୍କ ନିର୍ଦ୍ଦେଶକ ପଦବୀରେ ଥିବା ଶ୍ରୀ ପାଢ଼ୀ ଏ ସମ୍ପର୍କରେ ସୋଶାଲ୍‍ ମିଡିଆ ଟ୍ୱିଟରରେ ନିଜ ମନର କଥା କହିଛନ୍ତି । ସେ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀଟି ହେଉଛି “ଓଡ଼ିଶା …

Read More »

ଲୋକସଭା ଉପ ନିର୍ବାଚନରେ ବିଜେପିର ପରାଜୟ ୨୦୧୯ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ କି?

ଭୁବନେଶ୍ୱର, (ଓଟି:) ଗଲା ୨୬ ତାରିଖରେ କେନ୍ଦ୍ରରେ ମୋଦି ସରକାର ୪ବର୍ଷ ପୂର୍ତ୍ତି ହୋଇଛି । ଏହି ସମୟରେ ଶାସନର ସଫଳତା ପ୍ରଚାର ବଖାଣିବା କାର୍ଯ୍ୟକ୍ରମ ଓଡ଼ିଶାରୁ ଆରମ୍ଭ ହୋଇଛି । କିନ୍ତୁ ଏ ଭିତରେ ଦେଶର ୪ଟି ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ମହାରାଷ୍ଟ୍ରର ପାଲଘର ଆସନକୁ ଛାଡ଼ି ଅନ୍ୟ ୩ଟିରେ ବିଫଳତା ପାଇଛି ବିଜେପି । ଏପରିକି ଉତ୍ତର ପ୍ରଦେଶର କୈରାନା ଲୋକସଭା ଆସନ- ଯେଉଁଠାରେ …

Read More »

ନିପଟ ମଫସଲରୁ ଜ଼ର୍ମାନୀର ଗଟିନବର୍ଗ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର,(ଓଟି):ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ଛୋଟିଆ ଗାଁ ଟିଏ ବଳସିଂହ । ଏହି ଗାଁ ର ଏକ ସାଧାରଣ ଚାଷୀ ପରିବାରର ପିଲାଟି ହେଇଛି ଶେଷା କିଷାନ । ନିଜର ଅସାଧାରଣ ପ୍ରତିଭା ଓ ଦୃଢ ମନୋବଳ ଯୋଗୁ ଆଜି ସେ ଏକ ଅଜଣା ଗାଁ ଚଟଶାଳୀ ରୁ ପାଠପଢି ଜ଼ର୍ମାନୀ ର ଗଟିନବର୍ଗ ବିଶ୍ବବିଦ୍ୟାଳୟରେ ମାସିକ ୨ଲକ୍ଷ ଟଙ୍କା ବୃତିରେ ରିସରଚ ଆସୋସିଏଟ ଭାବେ ଯୋଗଦେଇଛନ୍ତି । ତାଙ୍କର …

Read More »

ଉପ-ନିର୍ବାଚନରେ ବିଜେପି ଧରାଶାୟୀ

ଭୁବନେଶ୍ୱର,(ଓଟି): ଦେଶର ୧୦ଟି ରାଜ୍ୟର ୧୦ଟି ବିଧାନସଭା ଓ ୪ଲୋକସଭା ଆସନ ଲାଗି ହୋଇଥିବା ଉପ-ନିର୍ବାଚନ ଫଳାଫଳରେ ବିଜେପି ଧରାଶାୟୀ ହୋଇଛି । ସଦାସର୍ବଦା ନିଜ ଢୋଲ ନିଜେ ପିଟିଆସୁଥିବା ବିଜେପିକୁ ଉପ-ନିର୍ବାଚନରେ ବଡ଼ ଝଟ୍‍କା ଲାଗିଛି । ବିଜେପି ଯେଭଳି ଭାବରେ ଗତ ୪ବର୍ଷରେ ଭାରତର ଅର୍ଥନୀତି, ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ସମ୍ପ୍ରଦାୟିକ ସଦ୍‍ଭାବକୁ ଧ୍ୱସ୍ତ ବିଧ୍ୱସ୍ତ କରିଚାଲିଛି ତାହାକୁ ଜବାବ ଦେଇ ଜନସାଧାରଣ ନିଜର ପ୍ରତିକ୍ରିୟା ରଖିଛନ୍ତି …

Read More »

ବିଜେଡିରେ କଂଗ୍ରେସ ନେତାଙ୍କୁ କୋଣଠେସା

ଭୁବନେଶ୍ୱର, (ଓଟି): କଂଗ୍ରେସ ଦଳର ନାମୀ ଦାମୀ ନେତା ଯେଉଁମାନେ ବିଜେଡିରେ ଯୋଗ ଦେଉଛନ୍ତି, ସେମାନଙ୍କ ଭବିଷ୍ୟତ କିଛିଦିନ ବା ବର୍ଷ ପରେ ଅନ୍ଧକାର ହୋଇଯାଉଛି । ସେମାନେ ଯେ ବିଜେଡି ପାଇଁ ବୋଝ ତାହା ସମ୍ପ୍ରତି ବିଜେଡି ସୁପ୍ରିମୋଙ୍କ ରାଜନୀତିକ ନିଷ୍ପତ୍ତି ଓ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି । ଏପରି ପରିସ୍ଥିତିରେ ସମ୍ପୃକ୍ତ କଂଗ୍ରେସ ଫେରନ୍ତା ନେତାମାନଙ୍କ ପାଇଁ ବିଜେଡିରେ ଯୋଗ ଦେବା ଦୁର୍ଭାଗ୍ୟ ବୋଲି ବିଚାର କରାଯାଉଛି …

Read More »

କଟକ ମଧୁସୂଦନ ଲ’ କଲେଜ ହେବ ବିଶ୍ୱବିଦ୍ୟାଳୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଓଟି): ରାଜ୍ୟର ପୁରାତନ ଆଇନ ମଆବିଦ୍ୟାଳୟ କଟକ ସ୍ଥିତ ମଧୁସୂଦନ ଲ’ କଲେଜ ଏକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ । ଏହା ସହ ଆଇନ୍‍ଜୀବୀମାନଙ୍କର ଟ୍ରେନିଂ ଓ ଦକ୍ଷତା ବିକାଶ ପାଇଁ ଆଡଭୋକେଟ୍‍ ଏକାଡେମୀ ପ୍ରତିଷ୍ଠା ଏବଂ ଖୁବ୍‍ଶୀଘ୍ର ପ୍ରତି ପଞ୍ଚାୟତରେ ମଧୁବାବୁ ଆଇନ୍‍ ସହାୟକ ନିଯୁକ୍ତି ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିଜୁ ଜନତା ଦଳ ଆଇନ୍‍ଜୀବୀ ସାମ୍ମୁଖ୍ୟର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟିରେ …

Read More »

ରାଜଧାନୀରେ ଏଟିଏମ୍ ପାଇଁ ଦୁଃଖ

ଯଦି ବ୍ୟାଙ୍କ ଆକାଉଣ୍ଟରେ ଆବଶ୍ୟକ ଟଙ୍କା ନଥିଲେ ଫାଇନ ଦେବାକୁ ପଡୁଛି ଗ୍ରାହକମାନଙ୍କୁ, ଠିକ ସେହିପରି ଏଟିଏମ ଗୁଡିକ ଯଦି କୌଣସି କାରଣରୁ ଉପଯୁକ୍ତ ସେବା ଯୋଗାଇ ପାରୁନାହାନ୍ତି ତେବେ ସେମାନେ କଣ ଗ୍ରାହକମାନଙ୍କୁ ଫାଇନ ଦେବା କଥା ନୁହେଁ କି । ବିଚାର କରିବେ ଆପଣ! ଭୁବନେଶ୍ୱର, (ଲାଲମୋହନ ପଣ୍ଡା): ଧୁ ଧୁ ଖରାବେଳ, ଦିନ ପ୍ରାୟ ଗୋଟାଏ ହେବ । ଘରୁ ଗାଡି ଧରି ବାହାରିଲି । …

Read More »

ଉତ୍କଳ  ବିଶ୍ୱବିଦ୍ୟାଳୟରୁ ଫାଇଲ୍ ଉଭାନ୍ : ପିଏଚଡି ଥେସିସ ଦାଖଲ କରିପାରୁନାହାନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଟି): ଉତ୍କଳ  ବିଶ୍ୱବିଦ୍ୟାଳୟରେ ଫାଇଲ୍ ମିଳୁନି । ଫଳରେ ଅନେକ ଛାତ୍ରଛାତ୍ରୀ ପିଏଚଡି ଥେସିସ୍ ଦାଖଲ କରିପାରୁନାହାନ୍ତି । ଏ ସଂପର୍କରେ ବିଶ୍ୱବିଦ୍ୟାଳୟ ତରଫରୁ କିଛି ପଦକ୍ଷେପ ନିଆଯାଉନଯିବାରୁ କିଛି ଛାତ୍ରଛାତ୍ରୀ ମାନ୍ୟବର ରାଜ୍ୟପାଳଙ୍କୁ ଲିଖିତ ଭାବେ ଜଣାଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ବିଭିନ୍ନ କାରଣରୁ ବର୍ଷ ବର୍ଷ ଧରି ପିଏଚଡି କରୁଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କର ନିବନ୍ଧ ଦାଖଲ କରିପାରିନଥିବାରୁ ସେମାନଙ୍କୁ ନିବନ୍ଧ ଦାଖଲ ନିମନ୍ତେ ସୁଯୋଗ ଦେବାକୁ …

Read More »

ରେଡିଓ ୱର୍କଶପ୍‍ ଉଦ୍ୟୋକ୍ତା ସୁବ୍ରତ ପତିଙ୍କ ସହ ସାକ୍ଷାତକାର : ଯୁବାବର୍ଗଙ୍କୁ ରେଡିଓଯୋଗୀ କରାଉଛି ଗ୍ରୀଷ୍ମ ଅବକାଶ

ଭୁବନେଶ୍ୱର, (ଓଟି): ମେ ୩ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ରେଡିଓ ଜକି ୱର୍କଶପ୍‍ । ଗ୍ରାଷ୍ମ ଅବକାଶରେ ଯୁବାବର୍ଗଙ୍କୁ ରେଡିଓ ସହ ପରିଚିତ କରାଇବା ତଥା ସେମାନଙ୍କ ସମୟର ମୂଲ୍ୟଯୁକ୍ତ ଉପଯୋଗ ଲାଗି ଏହି ୱର୍କଶପ୍‍ ଏକ ମାଧ୍ୟମ ବୋଲି କହିଛନ୍ତି ଏହାର ଆବାହକ ସୁବ୍ରତ କୁମାର ପତି । ଦୀର୍ଘଦିନ ହେଲା ରେଡିଓ ଶିଳ୍ପ ସହ ସଂଯୋଗରେ ଥିବା ଶ୍ରୀ ପତି ଯୁବାବର୍ଗଙ୍କୁ ରେଡିଓରେ ସୁଯୋଗ ସମ୍ପର୍କରେ ଜଣାଇବା …

Read More »