କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

Tag Archives: Naveen Pattnaik

‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଲେ ୫ ହଜାର ଟଙ୍କା ପୁରସ୍କାର ମିଳିବ ଚଳିତ ବର୍ଷ ଠାରୁ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ୧୦ ଶ୍ରେଣୀ ପରୀକ୍ଷାର ୪୦ହଜାର ଛାତ୍ରଛାତ୍ରୀଙ୍କୁ ଆଗାମୀ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତିି ପ୍ରଦାନ କରାଯିବ   ଭୁବନେଶ୍ୱର,(ଓଟି): ଆଜି ପ୍ରଥମ ଥର ପାଇଁ  ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାର ଦୀର୍ଘ ୧୭ ବର୍ଷ ପରେ ଶିଶୁ ଦିବସ ଅବସରରେ ପିଲାମାନଙ୍କ ଆଗରେ ...

Read More »

ସଚିବମାନେ ପ୍ରତିମାସରେ ୪ ଦିନ ଜିଲ୍ଲା ଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର,(ଓଟି): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଉନ୍ନୟନ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମ ବା ଯୋଜନାଗୁଡିକର ତଳ ସ୍ତରରେ କାର୍ଯ୍ୟକାରୀତାର ତଦାରଖ କରିବା ସହ ସଫଳତା ମୂଲ୍ୟାୟନ କରିବା ପାଇଁ ବ୍ଲକ‌୍‍ସ୍ତରଠାରୁ ଆରମ୍ଭ କରି ମୁଖ୍ୟ ଦପ୍ତର ପର୍ଯ୍ୟନ୍ତ ଥିବା ତଦାରଖ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।   ଶନିବାର ଦିନ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସଚିବ ମାନେ ଉପରୋକ୍ତ କାର୍ଯ୍ୟକ୍ରମ ...

Read More »

ମରୁଡ଼ି ଗ୍ରସ୍ତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ : ୩୩ ପ୍ରତିଶତ ଫସଲହାନି ପାଇଁ ମିଳିବ ୬୮୦୦ ଟଙ୍କା

, ଜଳକର ଓ ସ୍କୁଲ କଲେଜ ଟ୍ୟୁସନ ଫି’ ଛାଡ଼ ଭୁବନେଶ୍ୱର,(ଓଟି): : ରାଜ୍ୟରେମରୁଡ଼ି ଗ୍ରସ୍ତ ୧୫ଟି ଜିଲ୍ଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ୩୩ ପ୍ରତିଶତ ଫସଲ ହାନି ହୋଇଥିବା ଅଣ ଜଳସେଚିତ ଅଞ୍ଚଳର କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ପ୍ରଦାନ କରାଯିବ। ଜଳସେଚନ ସୁବିଧା ଥିବା ଅଞ୍ଚଳରେ ଫସଲହାନି ପାଇଁ ...

Read More »

ବିଜେଡି କଂଗ୍ରେସ ଏବଂ ବିଜେପି ଠାରୁ ସମଦୂରତ୍ୱରେ ରହିଛି : ନବୀନ

ଭୁବନେଶ୍ୱର, (ଓଟି):  ବିଜୁ ଜନତା ଦଳର ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସୋମବାର ଭାରତୀୟ ଜନତା ପାର୍ଟି ପରି ଏକ ସାମ୍ପ୍ରଦାୟିକ ଦଳକୁ ରାଜ୍ୟରେ କ୍ଷମତା ଠାରୁ ଦୂରରେ ରଖିବା ପାଇଁ ବିଜେଡି କଂଗ୍ରେସ ସହିତ ମେଣ୍ଟ କରିପାରେ ବୋଲି ମନ୍ତବ୍ୟ ଦେବା ପରେ ମଙ୍ଗଳବାର ଏ ନେଇ ଦଳର ଆଭିମୁଖ୍ୟ ଏକ ଟ୍ଵିଟ୍‌ ଜରିଆରେ ସ୍ପଷ୍ଟ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ...

Read More »

ନବୀନ ସରକାର ଠିକାଦାରି ଓ ପିସିରେ ଚାଲିଛି: ଜାଭେଦକର

ପୁରୀ, (ଓଟି) ଓଡ଼ିଶାରେ ନବୀନ ସରକାର ଜନତାଙ୍କ ଆସ୍ଥା ବିଶ୍ୱାସ ହରାଇଲାଣି। ଗୋଟିଏ ମାଗାଜିନ ପକ୍ଷରୁ ଦିଆଯାଇଥିବା ପୁରସ୍କାର ମାନପତ୍ରକୁ ଦେଖାଇ ପ୍ରଚାର କରିବାରେ ଲାଗିଛନ୍ତି। ଆସନ୍ତା ନିର୍ବାଚନରେ ଜନତା ଏ ନିକମା ସରକାରକୁ ଫିଙ୍ଗି ଦେବା ସହ ବିଜେପିକୁ ପ୍ରତିଷ୍ଠା କରିବା ଲକ୍ଷଣ ଦେଖାଦେଲାଣି। ଗତ ବିଧାନସଭାରେ ବିଜେପି ଯେତିକି ଭୋଟ ପାଇଥିଲା ଗତ ପଞ୍ଚାୟତ ନିର୍ବାଚନରେ ତାଠାରୁ ଅଧିକ ଭୋଟ ପାଇଛି। ଦେଶପ୍ରେମୀ ଜନତାଙ୍କ ଆଶୀର୍ବାଦରେ ଆମେ ...

Read More »

କୋଇଲା ଉତ୍ପାଦନରେ ବାଧକ ରାଜ୍ୟ ସରକାର, ୮୯୨ କୋଟି ଟଙ୍କା ରାଜସ୍ୱ ହାନୀ 

ଭୁବନେଶ୍ୱର,(ଓଟି):  ଏମ୍‌ସିଏଲ୍‌ରେ କୋଇଲା ଉତ୍ପାଦନ ହ୍ରାସ ପାଇଥିବା ନେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୂଷ ଗୋଏଲ୍‌ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।  ବିରୋଧ କରୁଥିବା ଗୋଷ୍ଠୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ରାଜ୍ୟକୁ ୮୯୨କୋଟି ଟଙ୍କାର କ୍ଷତି ହୋଇଛି ବୋଲି ପିୟୂଷ କହିଛନ୍ତି । ଏ ନେଇ ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ...

Read More »

ବିଜେପୁର ଷଡଯନ୍ତ୍ର: କିଏ ସତ କହୁଛି?

ଭୁବନେଶ୍ୱର,(ଓଟି):   ଏବେ ରାଜ୍ୟ ରାଜନୀତିକୁ ଗରମ କରୁଛି ବିଜେପୁର ନିଆଁ । କିନ୍ତୁ ପୂର୍ବତନ ବିଜେଡି ବିଧାୟକ ଅଶୋକ ପ୍ରାଣିଗ୍ରାହୀଙ୍କ ବୟାନକୁ ନେଇ ବିଜେଡି ଭିତରେ ସୃଷ୍ଟି ହୋଇଛି କମ୍ପନ ।  ଅଶୋକ ଦେଇଥିବା ବୟାନକୁ ନେଇ ଏବେ ବିଜେଡି ଦଳରେ କେହି କାହାକୁ ବିଶ୍ୱାସକୁ ନେଇ ପାରୁ ନାହାନ୍ତି ।  ଅଶୋକ କହିଛନ୍ତି, ବିଜେଡିରେ ସେ ଚକ୍ରାନ୍ତର ଶିକାର ହୋଇଛନ୍ତି । ଆଉ ଏହାର ଆରମ୍ଭ ହୋଇଥିଲା ୧୯୯୫ ...

Read More »

କମିଛି ହୀରାକୁଦ ଜଳ-କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ରିପୋର୍ଟ

ଗେଟ‌୍‍ ଖୋଲା ରଖିବାକୁ ପୁଣି ମୁଖ୍ୟମନ୍ତ୍ରୀ ଲେଖିବେ ଚିଠି ଭୁବନେଶ୍ୱର,(ଓଟି): ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇଛି। ଗତ ବର୍ଷ ଏହି ସମୟରେ ଡ୍ୟାମ‌୍‍ରେ ଯେତିକି ପରିମାଣର ପାଣି ଥିଲା ଚଳିତ ବର୍ଷ ସେତିକି ନାହିଁ ବୋଲି କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି। ସାରା ଦେଶରେ ରହିଥିବା ୯୧ଟି ବୃହତ‌୍‍ ଜଳଭଣ୍ଡାରରେ ଜଳସ୍ତର ୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ହୀରାକୁଦରେ ଏହା ଘଟିଛି ବୋଲି ...

Read More »

ସୁବଳ ସାହୁଙ୍କ ପରିବାର ବିଜେଡି ମିଶିିଲେ

ଭୁୁବନେଶ୍ୱର,(ଓଟି): ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳିର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ନିଜ ପରିବାରବର୍ଗ ଓ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି। ଆଜି ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀମତୀ ସାହୁ ବିଜେଡି ଦଳରେ ସାମିଲ ହୋଇଛନ୍ତି। ଗତକାଲି ଠାରୁ ଶ୍ରୀମତୀ ସାହୁ ନିଜର ପ୍ରାୟ ୨ ହାର ସମର୍ଥକଙ୍କ ସହିତ ...

Read More »

ବିଜେଡିରେ ବଢୁଛି ଅବିଶ୍ୱାସନୀୟତା: ବିଜେପିକୁ ମୁକ୍କାବିଲା କରିବାରେ ରଣନୀତି ବିଫଳ

ଭୁୁବନେଶ୍ୱର,(ଓଟି): ଶାସକ ବିଜୁ ଜନତା ଦଳ (ବିଜେଡି) ଏବେ ରାଜନୈତିକ ସଂକଟ ଦେଇ ଗତି କରୁଛି । ବିଜେଡି ବିରୋଧରେ ଏକଦା ସହଯୋଗୀ ଥିବା ବିଜେପି ଲଗାତର ସୁଚିନ୍ତିତ ଢଙ୍ଗରେ ଆକ୍ରମଣ କରିଚାଲିଥିଲେ ମଧ୍ୟ ଶାସକ ଦଳର କୌଣସି ନେତା ଏହାର ସଠିକ୍ ମୁକ୍କାବିଲା କରିବାରେ ସମର୍ଥ ହୋଇପାରୁ ନାହାଁନ୍ତି । ବିଜେପିକୁ ଉଚିତ୍ ଜବାବ ଦେବା ପାଇଁ ବିଜେଡି ତରଫରୁ ଯେତେ ଯୋଜନା କଲେ ବି ସେ ସବୁ ...

Read More »

କଂଗ୍ରେସ ନେତୃତ୍ୱର ଅଯୋଗ୍ୟତାରୁ ସୁବଳ ପରିବାର ବଜେଡି ମୁହାଁ

  ଭୁୁବନେଶ୍ୱର,(ଓଟି): ଗତ ମାର୍ଚ୍ଚ ମାସରେ କଂଗ୍ରେସ ନେତୃତ୍ୱର ନିଷ୍ପତ୍ତି ନେବାରେ ବିଳମ୍ୱ ଯୋଗୁ ବିଜେପି ତତ୍ପରତା ପ୍ରକାଶ କରି ଗୋଆରେ ସରକାର ଗଠନ କରିବାରେ ଯେପରି ସଫଳ ହେଲା, ଠିକ୍ ସେହି ଭଳି ବିଜେପୁରର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାର ସହିତ ରାଜ୍ୟ କଂଗ୍ରେସ ନେତାଙ୍କ ଯୋଗଯୋଗ କ୍ଷେତ୍ରରେ ସୌଜନ୍ୟତାର ଅଭାବରୁ ସେମାନେ ଏବେ ବିଜେଡି ମୁହାଁ ହୋଇଥିବା ଆଲୋଚନା ହେଉଛି। ଏହି କାରଣରୁ ସୁବଳଙ୍କ ପରିବାର ...

Read More »

ଦାମ ଚଳାଇଲେ ଓଲଟା ତୀର: କାହିଁକି ନିଲମ୍ୱନ ହେଲେନି ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର, (ଓଟି): ବିଜେଡିର ବରିଷ୍ଠ ନେତା ଡା ଦାମୋଦର ରାଉତ ବିଜେଡିକୁ ଓଲଟା ତୀର ମାରିଛନ୍ତି। ଚିଟ‍୍‌ଫଣ୍ଡ ପ୍ରସଙ୍ଗରେ ନିଜ ତରଫରୁ ଜାରି କରିଥିବା ପ୍ରେସ‍୍‌ ରିଲିଜ୍‌ରେ ସେ ପରୋକ୍ଷ ଭାବେ ପ୍ରଶ୍ନ ପଚାରିଛନ୍ତି କାହିଁକି ପ୍ରଭାତ ବିଶ୍ୱାଳଙ୍କୁ ନିଲମ୍ୱନ କରାଯାଇ ନାହିଁ। ଯେତେବେଳେ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଗିରଫ କରିବା ମାତ୍ରେ ବିଜେଡି ସୁପ୍ରିମୋ ସେମାନଙ୍କୁ ଦଳରୁ ନିଲମ୍ୱନ କରିଥିଲେ ଏ ...

Read More »

କେନ୍ଦ୍ରର କ୍ୟାନ‍୍‌ସର ଚିକିତ୍ସା ସହାୟତା ସମ୍ପର୍କରେ ଓଡିଶା ଅଫିସରଙ୍କ ଜ୍ଞାନ ନାହିଁ

୨୦୦୯ରୁ କ୍ୟାନ‍୍‌ସର ରୋଗୀ ହରାଇଲେ କୋଟି କୋଟି ଟଙ୍କାର ସହାୟତା ଭୁବନେଶ୍ୱର,(ଓଟି): କ୍ୟାନ‍୍‌ସର ରୋଗୀମାନଙ୍କୁ ଆଧୁନିକ ଚିକିତ୍ସା ଯୋଗାଇ ଦେବା ଉଦେଶ୍ୟରେ ରାଜ୍ୟରେ ଟାଟା ମେମୋରିଆଲ ଚିକିତ୍ସା କେନ୍ଦ୍ର ଖୋଲିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଗତ ସପ୍ତାହରେ ଚିଠି ଲେଖିଛନ୍ତି । ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ସବୁଠାରୁ ବଡ ପରିତାପର ବିଷୟ ହେଉଛି କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଅଧିନରେ ‘ହେଲ‍୍‌ଥ ମିନିଷ୍ଟର କ୍ୟାନ‍୍‌ସର ପେସେଣ୍ଟ ...

Read More »

ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି: ନରସିଂହ

ଭୁବନେଶ୍ୱର,(ଓଟି): ବଲାଙ୍ଗୀରରେ ଆଇନ ଅନୁସାରେ କାମ କରୁଥିବା ଜଣେ ଇଂଜିନିୟରଙ୍କୁ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ସୁପାରିଶରେ ବଦଳି କରି ଦୁର୍ନୀତି ଅଭିଯୋଗ ଥିବା ଆଉ ଜଣେ ଇଂଜିନିୟରଙ୍କୁ ଅବସ୍ଥାପିତ କରିବା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳର ନେତା ନରସିଂହ ମିଶ୍ର। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତଥାପନ କରି ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ସୁପାରିଶ କ୍ରମେ ବଲାଙ୍ଗୀରର ଜଣେ ଇଂଜିନିୟରଙ୍କୁ ...

Read More »

ମନ୍ତ୍ରୀ ଓ ନେତାଙ୍କୁ ୧୫ଟି ଅଣ୍ଡାମାଡ଼ ଘଟଣାରେ ୮୯ ଗିରଫ

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରକୁ ଅଣ୍ଡାମାଡ଼ ଘଟଣାରେ ଏ ପର୍ଯ୍ୟନ୍ତ ଜଣେ ହେଲେ ଗିରଫ ହୋଇନାହାନ୍ତି ଭୁବନେଶ୍ୱର,(ଓଟି): ତିନିବର୍ଷ ମଧ୍ୟରେ ଓଡ଼ିଶାରେ ଅନ୍ୟୁନ ୧୬ଟି ସ୍ଥାନରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ନେତାମାନଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ତଥା ଆକ୍ରମଣ ହୋଇଛି। ଏଥିରୁ ତିନିଟି ଘଟଣା ବିଜେପିର ମନ୍ତ୍ରୀ ଓ ନେତାଙ୍କ ଉପରେ ହୋଇଥିବା ବେଳେ ଅବଶିଷ୍ଟ ୧୩ଟି ହୋଇଛି ବିଜେଡି ନେତାଙ୍କ ଉପରେ। ୧୫ଟି ଅଣ୍ଡାମାଡ଼ ଓ ...

Read More »

ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନିକ ଦକ୍ଷତା ଫେଲ ମାରିଛି : ବିଜେପି

ଭୁୁବନେଶ୍ୱର,(ଓଟି): ଗ କାଲି ଭୁବନେଶ୍ୱର ବମିଖାଲ ଫ୍ଲାଇ ଓଭର ବ୍ରିଜ ଭୁଷୁଡିବା ମାମଲାକୁ ରାଜ୍ୟରେ ସିରିଜ ପୋଲ ଭୁଶୁଡିବାର ସଦ୍ୟତମ ଘଟଣା। ବମିଖାଲ ପୋଲ ଭୁଷୁଡିବା ଓ ସାଧାରଣ ଲୋକ ମୃତାହତ ହେବା ପୂର୍ବରୁ ବାଙ୍କୀ – ଆଠଗଡର ସଂଯୋଗ ପାଇଁ ଜାତମୁଣ୍ଡିଆ ପୋଲ ଅଗଷ୍ଟ ୨୦୧୪ରେ ଭୁଷୁଡି ପଡିବା ସମୟରେ ୧୫ ଜଣ ବ୍ୟକ୍ତି ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ନିଲମ୍ୱିତ ହୋଇଥିବା ଆସିଷ୍ଟାଣ୍ଟ ଇଂଜିନିୟର ଓ ଜେଇ ...

Read More »

କ୍ରମାଗତ ପୋଲ ଭୁଶୁଡିବା କ୍ଷେତ୍ରରେ କେବେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା!

ବିଜେଡି ମୁଖପାତ୍ରମାନେ ସୂଚନା ଦେବେ କି! ପୂର୍ତ୍ତ ସଚିବ ବିଜେଡି ପାଇଁ ଦଳୀୟ ପାଣ୍ଠି ସଂଗ୍ରହ କରୁନାହାନ୍ତି ତ? ଭୁବନେଶ୍ୱର,(ଓଟି): ରାଜ୍ୟର ପ୍ରତ୍ୟେକଟି ଘଟଣାରେ କିପରି ମଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦିଆଯାଇ ପ୍ରତ୍ୟେକ ଦିନ ବଡ ଗେଣ୍ଡୁମାଳରେ ସମ୍ୱର୍ଦ୍ଧିତ କରାଯିବ ସେଥିପାଇଁ ବିଜେଡି ନେତା, ମୁଖପାତ୍ର ଓ ସରକାରୀ କର୍ମଚାରୀମାନେ ତତ୍ପର ହୋଇପଡନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତରେ ଥିବା ପୂର୍ତ୍ତ ବିଭାଗରେ ବିଗତ ଏକ ବର୍ଷ ମଧ୍ୟରେ ୪ଟି ...

Read More »
   Update :