ଭିଡ଼ହିଂସାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

ନୂଆଦିଲ୍ଲୀ: ଧାର୍ମିକ ଗୋଷ୍ଠୀମାନଙ୍କ ଦ୍ୱାରା ଘଟୁଥିବା ଭାଣ୍ଡାମି ବା ଭିଡ଼ହିଂସାକୁ ନେଇ ସୁପ୍ରିମ‌୍‍କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଖୁବ‌୍‍ ଶୀଘ୍ର ଏ ପ୍ରକାର ହିଂସା ରୋକିବା ଲାଗି କୋର୍ଟଙ୍କ ପକ୍ଷରୁ ନିୟମାବଳୀ ଜାରି କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଉତ୍ତର ଭାରତର ବିଭନ୍ନ‌୍‍ ସ୍ଥାନରେ କାଉଁଡ଼ିଆ ମାନଙ୍କ ଦ୍ୱାରା ଘଟୁଥିବା ହିଂସାକୁ କୋର୍ଟ ନିନ୍ଦା କରିଥିଲେ। ଏହି ପ୍ରସଙ୍ଗରେ କୋର୍ଟଙ୍କ ପାଖରେ ମତ ରଖି ଆଟର୍ଣ୍ଣି ଜେନେରାଲ‌୍‍ କେକେ ଭେନୁଗୋପାଳ ଏ ପ୍ରକାର ହିଂସା ପ୍ରତି ସମ୍ପୃକ୍ତ ଏସ‌୍‍ପି ଉତ୍ତର ଦାୟୀ ରଖିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply