ସାୱାର ସେକ୍ସର ଟିପ୍ସ

ଯଦି ଆମେ ଗବେଷଣାକୁ ବିଶ୍ୱାସ କରିବା ତେବେ ସେକ୍ସ ପାଇଁ ଅନେକ ଲୋକଙ୍କର ପସନ୍ଦର ସ୍ଥାନ ହେଉଛି ବାଥରୁମ । ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ଏକ ହଜାର ଲୋକମାନଙ୍କ ମଧ୍ୟରୁ ୫୪ ପ୍ରତିଶ୍ରତ ଲୋକ ସାୱାର ସେକ୍ସରେ ଆତ୍ମ ସନ୍ତୁଷ୍ଟି ପାଇଥିବା ସ୍ୱୀକାର କରିଛନ୍ତି । ଯଦି ଆପଣ ସାୱାର ସେକ୍ସ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ କିଛି ଟିସ୍ପ….

 

ସାୱାର ସେକ୍ସକୁ ଅନେକ ପସନ୍ଦ କରିଥାନ୍ତି । କିନ୍ତୁ ଏଥିପାଇଁ ସାମନ୍ୟ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି । ସାୱାର ସେକ୍ସ ଯେପରି ଠିକ ଭାବରେ ହୋଇପାରିବ ସେଥିପାଇଁ ଦୁଇ ପାର୍ଟନରଙ୍କୁ ଯୋଗ ପୋଜିସନରେ ରହିବା ପାଇଁ ଏହାକୁ ଅଭ୍ୟାସ କରିବା ଦରକାର । ଏହା ଆପଣଙ୍କ ଶରୀର ଓ ଶରୀରର ନିମ୍ନଭାଗ ପାଇଁ ଆବଶ୍ୟକ ।

ସାୱାର ସେକ୍ସକୁ ସୁରକ୍ଷିତ କରିବା ପାଇଁ ବଜାରରେ ଅନେକ ପ୍ରକାରର ଉପକରଣ ମିଳୁଛି । ଗୋଡ ଖସିବାରୁ ବଞ୍ôଚବା ପାଇଁ ମ୍ୟାଟ୍‍ସ, ଗୋଟି ଲକ ଥିବା ଫୁଟ ରେଷ୍ଟ, ଦୁଇଟି ଲକ ଥିବା ହ୍ୟାଣ୍ଡେଲ ବଜାରରେ ମିଳୁଛି । ଏହା ବାଥରୁମରେ ଗୋଡ ଖସିବା ଭୟରୁ ମୁକ୍ତି ଦେଇଥାଏ ।

ପାଣିର ତାପମାତ୍ରା ଯାଞ୍ଚ କରିବା ସାଧାରଣ କଥା ମନେ ହେଉଥିଲେ ହେଁ ଏହା ଅନେକ ଲୋକମାନଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଥାଏ । କାରଣ କେତେକ ଲୋକ ଗରମ ପାଣିରେ ଗାଧୋଇବା ପାଇଁ ପସନ୍ଦ କରୁଥିବାବେଳେ ଅନ୍ୟମାନେ ଥଣ୍ଡା ପାଣିରେ ଗାଧୋଇଥାନ୍ତି । ତେଣୁ ଉଭୟଙ୍କୁ ସୁହାଇଲା ଭଳି ତଥା ସେକ୍ସକୁ ଉପଭୋଗ କଲାଭଳି ପାଣିର ତାପମାତ୍ରା ରହିବା ଆବଶ୍ୟକ ।

ସାୱାର ସେକ୍ସ ପାଇଁ ମାନସିକ ପ୍ରସ୍ତୁତି ପାଇଁ ସମୟ ଲାଗିନଥାଏ । କିନ୍ତୁ ଧ୍ୟାନ ରଖିବା ଆବଶ୍ୟକ ଯେ ଏହି ସମୟରେ କଣ୍ଡୋଲ ଧୋକା ଦେଇଥାଏ । ତେଣୁ ସାବୁନ କିମ୍ବା ସାୱାର ଜେଲକୁ ଲୁବ୍ରିକେଣ୍ଟ ଭାବରେ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ଯୌନାଙ୍ଗରେ ଜଳାପୋଡା ହୋଇଥାଏ । ଏଥିପାଇର୍ ସିଲିକନରେ ପ୍ରସ୍ତୁତ ଜେଲ କିମ୍ବା ଭେଜିଟେବୁଲ ତେଲକୁ ବ୍ୟବହାର କରିପାରିବେ ।

ସାୱାର ସେକ୍ସରେ ଯଦି ମନଶାନ୍ତି ହେଉ ନାହିଁ , ତେବେ ବେଡରୁମ ଯାଇ ସେକ୍ସର ଆନ୍ଦ ନେଇପାରିବେ ।

About admin

Check Also

ସୁହାଗ ରାତିରେ ୫୦ପ୍ରତିଶତରୁ ଅଧିକ ଦମ୍ପତି ସେକ୍ସ କରନ୍ତି ନାହିଁ

ଯଦି ଆପଣ ନିୟମିତ ଭାବେ ହିନ୍ଦି ସିନେମା ଦେଖୁଥାନ୍ତି ତେବେ ଆପଣ ନିଜର ସୁହାଗ କିପରି ମନାଇବେ ସେଥିପାଇଁ ଅନେକ …

Leave a Reply