କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Breaking News

କଂଗ୍ରେସ ଛାଡିବେ ନାହିଁ ସୁବଳଙ୍କ ପତ୍ନୀ

SUBAL SAHU

ବରଗଡ,(ଓଟି): ବିଜେପୁରର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାର ତଥା ତାଙ୍କ ପତ୍ନୀଙ୍କୁ ନେଇ ଗତ କିଛି ଦିନ ଧରି ଚାଲଇଥିବା ରାଜନୈତିକ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୁବଳ ସାହୁଙ୍କ ପରିବାର ତଥା ତାଙ୍କ ପତ୍ନୀ ରୀନା ସାହୁ ନିର୍ବାଚନ ଜିତିବା ଆଶରେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ନ ଦେବାକୁ ସ୍ଥିର କରିଛନ୍ତି। ସୁବଳଙ୍କ ପତ୍ନୀ ତାଙ୍କ ସ୍ୱାମୀ ଶେଷ ଜୀବନ ଯାଏଁ ଥିବା ରାଜନୈତିକ ଦଳ ...

Read More »

ଧାନ ବିକିବାକୁ ପଞ୍ଜିକୃତ ସଂଖ୍ୟାରୁ ୫୮ହଜାର ଚାଷୀ ଗାଏବ

mandi

ଭୁବନେଶ୍ୱର,(ଓଟି): ରାଜ୍ୟରେ ମିଲରମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଧାନ ବିକ୍ରୀ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ବିଳମ୍ୱରେ ହେଲେ ମଧ୍ୟ ଧରାପଡିଛି । ଧାନ ବିକ୍ରୀ କରିବା ପାଇଁ ଚାଷୀମାନଙ୍କର ଅନଲାଇନ ପଞ୍ଜିକରଣ ପରେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୫୮ହଜାର ଚାଷୀ ରାଜ୍ୟର ୧୨ଟି ଜିଲ୍ଲାରୁ ଉଭାନ ହୋଇଯାଇଛନ୍ତି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ ୨୦୧୬ରେ ଖରିଫ ଋତୁରେ ଧାନ ...

Read More »

ଅଧିକାଂଶ ଜିଲ୍ଲାରେ ମରୁଡ଼ି ପରିସ୍ଥିତି: ଜିଲ୍ଲାପାଳଙ୍କ ରିପୋର୍ଟ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

Drought-like-situation-in-16-Odisha-districts1-660x330_1445785193

ଭୁବନେଶ୍ୱର,(ଓଟି): ଅଧିକାଂଶ ଜିଲ୍ଲାରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ଆଜି ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ତରଫରୁ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହା ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ବାର୍ଷିକ ହାରାହାରି ୧୪୫୧.୨ ମିମି ବୃଷ୍ଟିପାତ ହୋଇଥାଏ। ଏଥି ମଧ୍ୟରୁ ଶତକଡ଼ା ୮୦ ଭାଗ ଜୁନ‌୍‍ ମଧ୍ୟଭାଗରୁ ଅକ୍ଟୋବର ମାସ ମଧ୍ୟଭାଗ ପର୍ଯ୍ୟନ୍ତ ହୋଇଥାଏ। ...

Read More »

ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ପୁଣି ସମୟ ମାଗିଲା ବିଧାନସଭା ଗୃହ କମିଟି

assembly

ଭୁବନେଶ୍ୱର,(ଓଟି): ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ପୁଣି ସମୟ ମାଗିଲା ବିଧାନସଭା ଗୃହ କମିଟି। ଆଜି ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିସ୍ପତ୍ତି ହୋଇଛି। ଏହା ସହିତ ଦିଲ୍ଲୀ ସ୍ଥିତ ରାଜ୍ୟ ସରକାରଙ୍କ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ସାକ୍ଷାତ ପାଇଁ ସମୟ ମଗାଯିବାକୁ ଚିଠି ଲେଖାଯିବ ବୋଲି କୁହାଯାଇଛି। ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ...

Read More »

ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ‌୍‍ ଗୃହୀତ

Orissa_Assembly_14792a

ଭୁବନେଶ୍ୱର,(ଓଟି): ତାମଲନାଡ଼ୁ, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶ ପରେ ଚତୁର୍ଥ ରାଜ୍ୟ ଭାବରେ ଓଡ଼ିଶାରେ ଭାଷା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହେବାକୁ ଯାଉଛି। ଆଜି ଏନେଇ ବିଧାନସଭାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ‌୍‍- ୨୦୧୭ ଗୃହୀତ ହୋଇଯାଇଛି। ପ୍ରାଥମିକ ଭାବରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଧେୟକ ଭାବରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଲ‌୍‍କୁ ଆଗତ କରାଯାଇଥିଲା। ମାତ୍ର ପରେ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କ ...

Read More »

ଶାହାଙ୍କ ରଣନୀତିରେ ବିଜେଡି ଛାତିରେ ଛନକା

naveen-patnaik

କ୍ଷେତ୍ରରେ ନୁହେଁ, ସୋସିଆଲ ମିଡିଆରେ ରଣ ହୁଁକାର ଭୁବନେଶ୍ୱର,(ଓଟି): ନିର୍ବାଚନକୁ ଆହୁରି ୨୦ ମାସ ବାକି ରହିଛି । କିନ୍ତୁ ଏବେଠାରୁ ନିର୍ବାଚନ ମଣ୍ଡଳୀରେ ନୁହେଁ କେବଳ ସୋସିଆଲ ମିଡିଆରେ ଦଳୀୟ ପ୍ରଚାର ସହିତ ଆରୋପ ଓ ପ୍ରତ୍ୟାରେପ ଜୋର ଧରିଲାଣି । ସୋସିଆଲ ମିଡିଆ ପ୍ରଚାରରୁ ଯାହା ଜଣାପଡୁଛି ରାଜ୍ୟରେ ଆଗାମୀ ନିର୍ବାଚନରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀତାରେ ନାହିଁ । ତେଣୁ ରାଜ୍ୟରେ ତ୍ରୀମୁଖୀ ପ୍ରତିଦ୍ୱନ୍ଦ୍ୱୀତା ପରିବର୍ତେ କେବଳ ବିଜେଡି-ବିଜେପି ...

Read More »

ବଂଶଧାରା ରାୟ: ମହାନଦୀ ପାଇଁ ସତର୍କ ଘଣ୍ଟି ନୂହେଁ ତ?

barrage-construction-on-mahanadi-river-597x330

ଭୁବନେଶ୍ୱର,(ଓଟି): ମହାନଦୀ ଭଳି ବଂଶଧାରା ନଦୀ ଜଳ ବିବାଦରେ ଆନ୍ଧ୍ର ପ୍ରଦେଶ ବିରୋଧରେ ଓଡିଶା ସରକାରଙ୍କ ନିଦ ବିଳମ୍ୱରେ ଭାଙ୍ଗିବାରୁ ତାର ପରିଣାମ କ’ଣ ହେଲା ଗତ କାଲି ସମସ୍ତେ ଜାଣିବାକୁ ପାଇଛନ୍ତି । ଓଡିଶା ସରକାର ବଂଶଧାରା ଟ୍ରିବ୍ୟୁନାଲ ପାଖରେ ଯେଉଁ ପକ୍ଷ ରଖିଲେ ତାହା ଦୁର୍ବଳ ଥିବାରୁ ଆମେ ହାରିଗଲୁ । ପରିଣାମ ହେଲା ବଂଶଧାରା ଉପରେ ଆନ୍ଧ୍ରପ୍ରଦେଶ କରୁଥିବା ନେରେଡି ଓ କାଟ୍ରାଗୁଡା ବ୍ୟାରେଜ ଯୋଗୁଁ ...

Read More »

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଚିନ୍ତା: ଛୋଟ ପିଲାମାନେ ଏକା ବାଥରୁମ ରୁମ୍‌କୁ ଯାଇପାରିବେ ନାହିଁ

school

ଭୁବନେଶ୍ୱର,(ଓଟି): ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଗୁରୁବାର ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ ନିମନ୍ତେ ଗାଇଡଲାଇନ୍ ଜାରି କରାଯାଇଛି। ଛୋଟ ପିଲାମାନେ ଏକା ବାଥରୁମ ରୁମ୍‌କୁ ଯାଇପାରିବେ ନାହିଁ। ଯଦି ଯାଆନ୍ତି ତାହାହେଲେ ତାଙ୍କ ସହିତ ଜଣେ ସହ କର୍ମଚାରୀ ଯିବେ। ବାଥ୍‌ ରୁମ ଗୁଡ଼ିକି ସ୍କୁଲ କର୍ମଚାରୀ ଓ ପିଲାମାନଙ୍କ ପାଇଁ ଅଲଗା ରହିବ।   ବିଶେଷ କରି ସ୍କୁଲ ଭିତରକୁ ବାହାର ବ୍ୟକ୍ତି ବା ଉଠା ...

Read More »

ରାଜ୍ୟରେ ୨୨୦୫ଟି ସ୍କୁଲ ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି

Badri-Narayan-Patra

ଭୁବନେଶ୍ୱର, (ଓଟି): ରାଜ୍ୟରେ ୨୨୦୫ଟି ସ୍କୁଲ ଗୋଟିଏ ଶ୍ରେଣୀ ଗୃହରେ  ଚାଲିଛି। ସେହିଭଳି ୧୭୦୦୦ ସ୍କୁଲ ଦୁଇଟି ଶ୍ରେଣୀ ଗୃହରେ ଚାଲୁଛି। ବିଧାୟକଙ୍କ ପ୍ରଶ୍ନରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ଗଣଶିକ୍ଷା ବିଭାଗ ଅଧିନରେ ୩୩,୩୯୮ ପ୍ରାଥମିକ ବିଦ୍ୟାଳୟ ଓ ୧୭୬୯୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ୧,୬୬,୭୪୩ ଶ୍ରେଣୀ ଥିଲା ...

Read More »

ପ୍ରେସ‍୍‌ କାଉନ‍୍‌ସିଲ‍୍‌ଙ୍କ “ସେନ‍୍‌ସର’ରେ ଓଡ଼ିଶାରୁ ଟାଇମ୍ସ ଅଫ ଇଣ୍ଡିଆ ଓ ଓଡ଼ିଶା ଭାସ୍କର

PCI On toi and Bhaskar

  ୫୧ ନ୍ୟୁଜ୍‌ପେପରକୁ ଡିଏଭିପିଙ୍କ ବିଜ୍ଞାପନ କଟକଣା  ପେଡ୍ ନ୍ୟୁଜ୍‌ ଛାପିବା ଥିଲା ମୁଖ୍ୟ ଅଭିଯୋଗ  ସାମ୍ୱଦିକତାର ସୀମା ସରହଦ ପାର କରିଥିବା ନେଇ ପ୍ରେସ‍୍‌ କାଉନ‍୍‌ସିଲ‍୍‌ଙ୍କ ରିପୋର୍ଟ ଭୁବନେଶ୍ୱର, (ଓଟି): ପେଡ୍ ନ୍ୟୁଜ୍‌ ଓ ଅନ୍ୟାନ୍ୟ ଅଭିଯୋଗରେ ପ୍ରେସ କାଉନ‍୍‌ସିଲ‍୍‌ଙ୍କ ରିପୋର୍ଟକୁ ଆଧାରକରି ଭାରତ ସରକାରଙ୍କ ଡିଏଭିପି ୫୧ ନ୍ୟୁଜ୍‌ ପେପର ଉପରେ ବିଜ୍ଞାପନ କଟକଣା ଲଗାଇଛନ୍ତି। ଏହିକ୍ରମରେ ଭାରତ ସରକାରଙ୍କ ପକ୍ଷରୁ ଏହି ଖବରକାଗଜଗୁଡ଼ିକରେ ଦୁଇମାସ ଯାଏ ...

Read More »

ବର୍ଷ ବର୍ଷ ଧରି ବସୁନାହିଁ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ସ୍ୱାସ୍ଥ୍ୟ ମିଶନ‌୍‍, ସାକ୍ଷରତା ମିଶନ‌୍‍ ଓ ରାଜ୍ୟ ଯୋଜନା ବୋର୍ଡ ବୈଠକ

naveennnnnn

ଭୁବନେଶ୍ୱର, (ଓଟି): ଓଡ଼ିଶାରେ ନିରକ୍ଷରଙ୍କ ସଂଖ୍ୟା କୋଟିଏରୁ ଅଧିକ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୦୧ରୁ ଗଢ଼ା ଯାଇଥିବା ରାଜ୍ୟ ସାକ୍ଷରତା ମିଶନ‌୍‍ର ବୈଠକ ଅଦ୍ୟାବଧି ହୋଇନାହିଁ। ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବିକାଶ ପାଇଁ ଗଢ଼ା ଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ମିଶନ‌୍‍ର ବି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ। ଏହି ମିଶନ‌୍‍ର ବୈଠକ ଅନ୍ତତଃପକ୍ଷେ ପ୍ରତି ୬ ମାସରେ ଥରେ ବସିବା କଥା। କିନ୍ତୁ ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ମିଶନ‌୍‍ର ବୈଠକ ବସିନାହିଁ। ...

Read More »

ପେଟ୍ରୋଲ ଦର  ବୃଦ୍ଧିକୁ ନେଇ ଅମିତାଭଙ୍କ କଟାକ୍ଷ

amitabh

ଭୁବନେଶ୍ୱର,(ଓଟି): ଦେଶରେ ଗତ କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଯେଉଁ ଭଳି ଭାବରେ ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଦେଶବାସୀ ବ୍ୟଥିତ ହୋଇପଡିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ବ୍ରାଣ୍ଡ ଆମ୍ୱାସାଡାର ଥିବା ବର୍ଷିୟାନ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ସେ ତାଙ୍କ ଟ୍ୱିଟରରେ ମୁମ୍ୱାଇବାସୀଙ୍କ ପକ୍ଷରୁ ଟ୍ୱିଟ କରି କଟାକ୍ଷ କରିଛନ୍ତି । ଏହି ...

Read More »

କେନ୍ଦ୍ରୀୟ ପାଣ୍ଠିକୁ ରାଜ୍ୟମାନେ ବାଟବଣା କରିପାରିବେ ନାହିଁ: ସୁପ୍ରିମକୋର୍ଟ

SUPREME_COURT

-ଶସ୍ତା ନିର୍ବାଚନ ରାଜନୀତି ବାଟ ବନ୍ଦ -ନ୍ୟାସନାଲ ଅର୍ବାନ ଲାଇଭଲିହୁଡ ମିଶନ ଅର୍ଥ ବିନିଯୋଗର ଅଡିଟ ନିର୍ଦେଶ ଭୁବନେଶ୍ୱର,(ଓଟି): କ୍ଷମତା ରାଜନୀତିରେ ଅଧିକ ସମୟ ତିଷ୍ଠି ରହିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଯେଉଁ ଅର୍ଥ ରାଜ୍ୟ ସରକାରଙ୍କୁ ଦେଇଥାନ୍ତି ତାହା ସେ ଦିଗରେ ଖର୍ଚ୍ଚ ନ ହୋଇ ଅନ୍ୟ ଲୋକପ୍ରିୟ ଯୋଜନାରେ ରାଜ୍ୟ ସରକାରମାନେ ଖର୍ଚ୍ଚ କରୁଥିବା ଦେଖାଯାଉଛି । ଏହାକୁ ନେଇ ଅନେକ ସମୟରେ କେନ୍ଦ୍ର ...

Read More »

ମିଶନ ୧୨୦: ପ୍ରତ୍ୟେକ କାର୍ଯ୍ୟକର୍ତ୍ତାକୁ ଟାର୍ଗେଟ ୫୦ ପରିବାର

BJP President Amit Shah PC in  Lucknow

ଭୁବନେଶ୍ୱର,(ଓଟି): ଗତ ସପ୍ତାହରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ରାଜ୍ୟର ୩୬ହଜାର ବୁଥ୍ର ୭୨ହଜାର କାର୍ଯ୍ୟକର୍ତ୍ତାକୁ ୨୦୧୯ରେ ଦଳର ମିଶନ ୧୨୦ ହାସଲ ପାଇଁ ବିଜୟ ମନ୍ତ୍ର ଦେଇଛନ୍ତି । ଏହି ବିଜୟ ମନ୍ତ୍ର କ’ଣ ବୋଲି ପ୍ରତିପକ୍ଷ ବିଜେଡି ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଜାଣିବା ପାଇଁ ଉତ୍କଣ୍ଠାର ସହିତ ଅଛନ୍ତି । ବୁଥ୍ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଞ୍ଚଳକୁ ଯାଇ କାମ ଆରମ୍ଭ କରିଛନ୍ତି । ଯାହା ...

Read More »

ପି.ସି. ମିଳୁନଥିବାରୁ ୨ବର୍ଷ ହେଲା ‘ନିୟୁଟ୍ରେସନ ସେକ୍ରେଟେରିଏଟ’ ବିଜ୍ଞପ୍ତି ପ୍ରକାଶ ପାଉନି

malnourished-children-nagada

ପ୍ରେମଜୀ ଫାଉଣ୍ଡେସନର ବଦାନ୍ୟତାକୁ ଅଫିସରଙ୍କ ଅଣଦେଖା ଭୁବନେଶ୍ୱର,(ଓଟି): ଅପପୁଷ୍ଟିର ରାଜ୍ୟ ଭାବରେ ଓଡିଶା ଦେଶ ବିଦେଶରେ ଏବେ ଢେର ପରିଚିତ । ଏହି ନକରାତ୍ମକ ପରିଚୟକୁ ଲିଭାଇବା ସହିତ ରାଜ୍ୟର ଶିଶୁମାନଙ୍କୁ ଅପପୁଷ୍ଟି ସମସ୍ୟା ଯୋଗୁଁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଅଜିଜ୍‌ ପ୍ରେମଜୀ ଫିଲାନଥ୍ରୋପିକ ଇନସିଏଟିଭ ଫାଉଣ୍ଡେସନ ୨ବର୍ଷ ତଳେ ସହାୟତାର ହାତ ବଢାଇଥିଲେ ହେଁ ରାଜ୍ୟର ଅଫିସରମାନେ ଅଜଣା କାରଣରୁ ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୂଳ ନୀତି ଅବଲମ୍ୱନ ...

Read More »

ବିଧାନସଭାରେ ୪ ଟି ବିଲ‌୍‍ ପାସ‌୍‍

Orissa_Assembly_14792a

– ବସ୍ତିବାସିନ୍ଦାଙ୍କ ଭୂମି ଅଧିକାର ବିଲ‌୍‍ , ଓଡିଶା ବିକ୍ରୟ କର ବକେୟା କର ସମାଧାନ ସଂଶୋଧନ ବିଲ, ଓଡିଶା ମୋଟର ଯାନ କର ଧାଯ୍ର୍ୟକରଣ ସଂଶୋଧନ ବିଲ. ଓଡିଶା କୃଷିଜାତ ଦ୍ରବ୍ୟ ବଜାର ସଂଶୋଧନ ବିଲ ପାରିତ – ବସ୍ତି ବାସନ୍ଦାଙ୍କୁ ମିଳିବ ଭୂମି ଅଧିକାର – ୧୫ ବର୍ଷ ପୁରୁଣା ଗାଡିରୁ ଆଦାୟ ହେବ ଗ୍ରୀନ‌୍‍ ଟ୍ୟାକ୍ସ ଭୁବନେଶ୍ୱର,(ଓଟି): ବିଧାନସଭାରେ ୪ ଟି ବିଲ‌୍‍ ପାସ‌୍‍ ହୋଇଛି। ...

Read More »

ମନ୍ତ୍ରୀ ଓ ବିଧାୟକଙ୍କ ଦରମା-ଭତ୍ତା ବଢ଼ିଲା : ମୁଖ୍ୟମନ୍ତ୍ରୀ ପାଇବେ ୯୮ ହଜାର ଟଙ୍କା

126-my-salary

ଭୁୁବନେଶ୍ୱର,(ଓଟି):ବିଧାୟକମାନଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ପାଉଥିବା ଦରମା ଏବଂ ଭତାକୁ ବୃଦ୍ଧି କରାଯାଇଛି। ଆଜି ସନ୍ଧ୍ୟାରେ ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ଜଣାଯାଇଛି। ତେବେ ଏନେଇ ସାମ୍ୱାଦିକ ସମ୍ମିଳନୀରେ କୌଣସି ସୂଚନା ଦିଆଯାଇ ନାହିଁ । ବିଶେଷ ସୂତ୍ରରେ ଏହି ସୂଚନା ମିଳିଛି ।   ଉକ୍ତ ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏଣିକି ୫୯ ହଜାର ଟଙ୍କା ...

Read More »