କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Breaking News

ହୀରାକୁଦର ୧୦ ଟି ଗେଟ‌୍‍ ଦେଇ ପ୍ରବାହିତ ହେଉଛି ବନ୍ୟା ଜଳ

Hirakud-flood-release

– ବିପଦ ସଂକେତ ଛୁଇଁଲା ବୈତରଣୀ ଭୁୁବନେଶ୍ୱର, (ଓଟି): ଜଳପତନ ବୃଦ୍ଧି ପାଉଥିବାରୁ ରେଙ୍ଗାଲି ଜଳ ଭଣ୍ଡାରରୁ ଯେକୌଣସି ସମୟରେ ଗେଟ‌୍‍ ଖୋଲାଯାଇ ବନ୍ୟା ଜଳ ଛଡାଯିବ ବୋଲି ଏହାର ମୁଖ୍ୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିପାଇଁ ଅନୁଗୋଳ , ଯାଜପୁର , ଢେଙ୍କାନାଳ , କେନ୍ଦ୍ରାପଡା ଭଦ୍ରକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିଦ୍ଦେର୍ଶ ଦିଆଯାଇଛି । ଜଳ ସମ୍ପଦ ବିଭାଗର ନିୟନ୍ତ୍ରଣ କକ୍ଷ ପକ୍ଷରୁ ...

Read More »

ପିସି(ସି)କୁ ନେଇ ବିଜେଡ଼ି-କଂଗ୍ରେସ ନାକେଦମ

congress-bjd

ଭୁବନେଶ୍ୱର,(ଓଟି): ରାଜ୍ୟର ଶାସକ ବିଜେଡ଼ି ଓ ବିରୋଧିଦଳ କଂଗ୍ରେସ ପିସି(ସି)କୁ ନେଇ ଏବେ ବଡ଼ ଚିନ୍ତାରେ। ବିଜେଡ଼ି-କଂଗ୍ରେସ ଦଳରୁ ଦୁଇ ପ୍ରକାରର ଗର୍ଜନ ଶୁଭୁଛି। ଏହାକୁ ନେଇ ବିଜେଡ଼ି-କଂଗ୍ରେସ ବହୁ କସରତ କରୁଥିଲେ ହେଁ କିଛି ସୁଫଳ ମିଳୁନଥିବା ଦେଖିବାକୁ ବିଳୁଛି। ଫଳରେ ଉଭୟ ଦଳର ନେତାମାନେ ଭବିଷ୍ୟତକୁ ନେଇ ଏବେଠାରୁ ବଡ଼ ଚିନ୍ତାରେ ଅଛନ୍ତି। ଶାସନ କ୍ଷମତାରେ ନିରଂକୁଶ ଭାବେ ୧୭ବର୍ଷ ରହିବା ପରେ ହଠାତ୍ ବିଜେଡ଼ି ନେତାମାନେ ...

Read More »

ସରକାରୀ ଅଧିକାରୀଙ୍କ ଯୋଗୁଁ ୨୦୧୧ରେ ହୀରାକୁଦ ବନ୍ୟା: ସିଏଜି

flood

ନୂଆଦିଲ୍ଲୀ: ମହାନଦୀର ତଳମୁଣ୍ଡରେ ଗତ ୨୦୧୧ ମସିହାରେ ପ୍ରବଳ ବନ୍ୟା ଦେଖିବାକୁ ମିଳିଥିଲା। ଏଥିପାଇଁ ବହୁ ଧନଜୀବନ ନଷ୍ଟ ସାଙ୍ଗକୁ ରାଜ୍ୟର ବହୁ ଅଞ୍ଚଳର ଲୋକେ ବନ୍ୟାଜଳରେ ଆକ୍ରାନ୍ତ ହୋଇଥିଲେ। ଦେଶର କଣ୍ଟ୍ରୋଲର ଆଣ୍ଡ୍ ଅଡିଟର ଜେନେରାଲ ବା ସିଏଜି ୨୦୧୧ ବନ୍ୟା ସକାଶେ ହୀରାକୁଦ ବନ୍ଧ ଅଧିକାରୀମାନଙ୍କୁ ଘେରିବା ସହ ସେମାନଙ୍କୁ ଏକରକମ ଦାୟୀ କରିଛି। ସିଏଜିର ସଦ୍ୟ ରିପୋର୍ଟରେ ହୀରାକୁଦ ଡ୍ୟାମ ଅଧିକାରୀମାନେ ରାଜ୍ୟ ୱାଟର ପଲିସି,ବନ୍ୟାଜଳ ...

Read More »

ପୁଣି ଚର୍ଚ୍ଚାରେ ନଗଡା: ଏଥର ବାଲ୍ୟ ବିବାହ

Child marriage

ସୁକିନ୍ଦା,(ଓଟି): ଗତବର୍ଷ ଅପପୁଷ୍ଟିକୁ ନେଇ ଯାଜପୁର ଜିଲ୍ଲା ସୁକିନ୍ଦା ଉପତ୍ୟକାର ନଗଡା ସାରା ଦେଶରେ ପରିଚିତ ହୋଇଥିଲା। ଏବେ ପୁଣି ଚର୍ଚ୍ଚକୁ ଆସିଛି ନଗଡା। ଏଥର ଅପପୁଷ୍ଟି ନୁହେଁ, ବାଲ୍ୟବିବାହକୁ ନେଇ। ଜୁଆଙ୍କ ସଂପ୍ରଦାୟର ଦୁଇ ନାବାଳକ ଓ ନାବାଳିକା ବାଲ୍ୟ ବିବାହ କରି ରବିବାର ଘରକୁ ଫେରିବା ପରେ ଏହି ଘଟଣା ପଦାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ତଳ ନଗଡାର ଜଣେ ନାବଳକ ପୁଅ ସହିତ ମଝି ...

Read More »

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓକିଲାତି କଲେ ଗଞ୍ଜାମ ଜିଲ୍ଲାପାଳ

ganjam collector

  ଭୁବନେଶ୍ୱର,(ଓଟି):୨୦୧୪ ବିଜେଡିର ନିର୍ବାଚନୀ ପାଣ୍ଠିରେ ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଓକିଲାତି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଆଜି ସେ ହାଇକୋର୍ଟରେ ମିସ୍‌କେସ୍‌ ଦାୟର କରିଛନ୍ତି। ନିର୍ବାଚନ କମିଶନଙ୍କଠାରୁ ନୋଟିସ ପ୍ରତ୍ୟାହାର ପାଇଁ ଆବେଦନ କରିଛନ୍ତି। ଜିଲ୍ଲାପାଳଙ୍କ ପକ୍ଷରୁ ଦର୍ଶାଯାଇଛି ଯେ, ଆବେଦନକାରୀ ସଂପୃକ୍ତ ନିର୍ବାଚନମଣ୍ଡଳୀର ଲୋକ ନୁହନ୍ତି। ତେଣୁ ନିର୍ବାଚନମଣ୍ଡଳୀ ଲୋକ ହୋଇନଥିବାରୁ ଏସବୁ ପଚାରି ପାରିବେନି। ନିର୍ବାଚନ ସରିବାର ୨ ବର୍ଷ ପରେ ଆବେଦନ ଗ୍ରହଣ ...

Read More »

ବେନାମୀ ସଂଦିଗ୍ଧ ଆକାଉଂଟ ନେଇ ବିଜେଡି ସ୍ପଷ୍ଟୀକରଣକୁ ପାଲଟା ପ୍ରଶ୍ନ କଲା ବିଜେପି

Photo_PC.24.07 (1)

– ବିଜେଡି ଆକାଉଂଟ ନମ୍ୱର ୧୦୦୯୧୮୦୫୫୭୩ ସମ୍ୱନ୍ଧରେ ପ୍ରଶ୍ନ ପଚାରି ନାହିଁ କି ବ୍ୟାଙ୍କ ଏହି ଆକାଉଂଟ ସମ୍ପର୍କରେ ଉତ୍ତର ଦେଇ ନାହିଁ – ଆଇନଗତ କାର୍ଯ୍ୟାନୁଷ୍ଠାନର ନାଲି ଆଖି ଦେଖାଇ ବିଜେଡି ମୂଳ ପ୍ରସଙ୍ଗରୁ ମୁହଁ ବୁଲାଇ ପାରିବ ନାହିଁ – ସଚିବାଳୟରୁ ବୟାନ ରଖି ବିଜେଡି ମୁଖପାତ୍ର ତୃତୀୟ ମହଲାର କିରାଣୀଙ୍କ ନିର୍ଦେଶରେ କାମ କରୁଛନ୍ତି ଭୁବନେଶ୍ୱର,(ଓଟି):ନବୀନ ହାୱାଲା ଦୂର୍ନୀତି ମାମଲାରେ ଆୟକର ବିଭାଗର ହସ୍ତକ୍ଷେପ ଲୋଡିବା ...

Read More »

ବିଜେଡିକୁ ବଦନାମ କରୁଥିବା ବ୍ୟକ୍ତି ବିରୋଧରେ କେସ୍ କରାଯିବ:ପ୍ରତାପ ଦେବ

Pratap

ଭୁବନେଶ୍ୱର,(ଓଟି): ବିଜେଡି ଆକାଉଂଟକୁ ଟଙ୍କା ଆସିବା ନେଇ ରାଜନୀତି ଏବେ ଜୋର୍ ଧରିଛି । ଏ ନେଇ ଆଜି ବିଜେଡି ପ୍ରତିକ୍ରିୟା ଦେଇଛି । ଦୁଇଟି ଏସବିଆଇ ଆକାଉଂଟ ନେଇ ବ୍ୟାଙ୍କର ଚିଠି ଦେଖାଇଛି ବିଜେଡି । ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ୨ଟି ଯାକ ଏସବିଆଇ ଆକାଂଉଟ ଭୁବନେଶ୍ୱରରେ ବିଜେଡି ନାଁରେ ରହିଛି । ନବୀନ ପଟ୍ଟନାୟକ ଓ ରାମଚନ୍ଦ୍ର ହାଁସଦାଙ୍କୁ ଗୋଟିଏ ଚେକରେ ଟଙ୍କା ଦିଆଯାଇନାହିଁ । ...

Read More »

ବୟୋଶ୍ରୀ ଓକିଲ ସଂଘ

madhumadhab jena

ଭୁବନେଶ୍ୱର,(ଓଟି): ଓଡିଶାରେ ଓକିଲାତି କରୁଥିବା ୬୦ ବର୍ଷରୁ ଅଧିକ ବୟସ୍କ ଓକିଲମାନଙ୍କର ଏକ ବ୍ଭୈଠକ ବରିଷ୍ଠ ଓକିଲ ମଧୁ ମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୟୋଶ୍ରୀ ଓକିଲ ସଂଘ ନାମରେ ଏକ ରାଜ୍ୟ ସ୍ଥରୀୟ ନୂତନ ସଂଗଠନ ଗଠିତ ହୋଇଛି। ଏଥିରେ ଅବସରପ୍ରାପ୍ତ ବିଚାରପତି ଓ ବିଭିନ୍ନ କର୍ପୋରେଟ ସଂସ୍ଥାରୁ ଅବସର ଗ୍ରହଣ କରିଥିବା ଲ ଅଫିସରମାନେ ମଧ୍ୟ ସଭ୍ୟ ହୋଇପାରିବେ। ନୂତନ ଭାବେ ଗଠିତ ଏହି ସଂଘ ...

Read More »

‘ହୋ’ ଭାଷାରେ ପାଠ ପଢ଼ିବାକୁ ସ୍କୁଲରେ ଶିକ୍ଷକ ଯୋଗାଇ ଦିଆଯାଉ

IMG-20170724-WA0006

ଭୁବନେଶ୍ୱର,(ଓଟି): ଆଗ୍ନେୟ ମୁଣ୍ଡା ଭାଷା ପରିବାର ଅନ୍ତର୍ଗତ ‘ହୋ’ ଭାଷା ଏକ ସ୍ୱତନ୍ତ୍ର ଆଦିବାସୀ ଭାଷା। ଏହା ଏକ ପୁରାତନ ଭାଷା ଓ ଯାହାର ଲିପି ହେଉଛି ‘ୱାରାଂଚିତି’। କେବଳ ଓଡ଼ିଶାରେ ହୋ ଭାଷା କହୁଥିବା ଆଦିବାସୀମାନଙ୍କ ସଂଖ୍ୟା ପ୍ରାୟ ୧୫ ଲକ୍ଷ। ହୋ ଭାଷାଭାଷୀମାନେ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ଦେବଗଡ଼, ସମ୍ୱଲପୁର, ଦେବଗଡ଼, ଢ଼େଙ୍କାନାଳ, ଅନୁଗୁଳ ଓ କଟକ ଜିଲ୍ଲାରେ ବସବାସ କରି ...

Read More »

ଓଡ଼ିଶା ଉପକୂଳ ଜାତୀୟ ରାଜପଥ ଲାଗି ପ୍ରସ୍ତୁତ ହେଉଛି ପ୍ରକଳ୍ପ ରିପୋର୍ଟ

coastal highway

୨୦୧୭ ଜୁଲାଇ ସୁଦ୍ଧା ଗୋପାଳପୁର ଠାରୁ ରତନପୁର ପର୍ଯ୍ୟନ୍ତ ହୋଇଥିବା ସର୍ଭେ ରିପୋର୍ଟ ହସ୍ତଗତ ହେବାର ସମ୍ଭାବନା ଭୁବନେଶ୍ୱର,(ଓଟି): ଓଡ଼ିଶା ଉପକୂଳରେ ଏକ ଜାତୀୟ ରାଜପଥ ନିର୍ମାଣ ପାଇଁ ୨୦୧୫ ମସିହା ଜୁନ‌୍‍ ମାସରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବାକୁ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା। ଛତ୍ରପୁର (ପରେ ଗୋପାଳପୁରକୁ ସମ୍ପ୍ରସାରଣ ହୋଇଛି) ଠାରୁ ...

Read More »

ଆୟକର ବିଭାଗ ପାଖରେ ବିଜେଡି ପାଣ୍ଠିର ପଙ୍ଖାନୁପୁଙ୍ଖ ତଦନ୍ତ ଦାବି କଲା ବିଜେପି

ayakar 3

-ସେଂଟ୍ରାଲ ବୋର୍ଡ ଅଫ‌୍‍ ଡାଇରେକ୍ଟ‌୍‍ ଟ୍ୟାକ୍ସେସ‌୍‍ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ଇନ‌୍‍କମ‌୍‍ ଟ୍ୟାକ୍ସ କମିଶନରଙ୍କ ଜରିଆରେ ଦାବି ପତ୍ର -ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ବେନାମୀ ଓ ସନ୍ଦିଗ୍ଧ ଆକାଉଂଟରୁ ବିଜେଡି ଆକାଉଂଟକୁ କୋଟି କୋଟି ଟଙ୍କା ଆସିଥିବା ଅଭିଯୋଗ -ଜମା ହୋଇଥିବା କୋଟି କୋଟି ନଗଦ ଜମାର ଦାନଦାତାଙ୍କ ବିବରଣୀ ରିଟର୍ଣ୍ଣରେ ନଦର୍ଶାଇ ବିଜେଡି ଅର୍ଥର ଉତ୍ସକୁ ଲୁଚାଉଛି -ଚିଠ‌୍‍ ଫଣ୍ଡର କୋଟି କୋଟି ଟଙ୍କା ...

Read More »

ଓଡ଼ିଶାରେ କଂଗ୍ରେସ ସମସ୍ୟାକୁ ଅଧିକ ଜଟିଳ କରୁଛନ୍ତି ରାହୁଳ

rahul gandhi 121116

ଭୁୁବନେଶ୍ୱର,(ଓଟି): ଅତୀତରେ ରାଜା ମହାରାଜାଙ୍କ ଭଳି ଏବର ରାଜନେତା ବି ଦରବାର ସଂସ୍କୃତିରେ ବିଶ୍ୱାସ କରୁଛନ୍ତି । କାରଣ ଏପରି ଦରବାରରୁ ତଳ ସ୍ତରର ପ୍ରତ୍ୟକ୍ଷ ଖବର, ଅନେକ ପରାମର୍ଶ ଆସିଥାଏ । ଓଡ଼ିଶା କଂଗ୍ରେସକୁ ନେଇ ରାହୁଳଙ୍କ ଦରବାର ବସୁଛି ହେଲେ ସମାଧାନର ପନ୍ଥା ବାହାରୁନାହିଁ। ତେଣୁ ରାହୁଳଙ୍କ ଦରବାରର ମୂଲ୍ୟ କ’ଣ ବୋଲି ପ୍ରଶ୍ନ ଉଠିଲାଣି। ରାହୁଲ ଗାନ୍ଧୀଙ୍କ ଏପରି ଭେଟ‍୍‌ଘାଟ‍୍‌ର ଧାରାକୁ ଦେଖି କଂଗ୍ରେସ ଉପରେ ...

Read More »

ବାବା ପାଟଶାଣୀ ବନାମ ଧର୍ମେନ୍ଦ୍ର: ନହେଲେ ୨୦୧୯ ନିର୍ବାଚନରୁ ବାଦ‍୍‌

Ptsani Vs Dharmendra

ଭୁବନେଶ୍ୱର,(ଓଟି): ନିର୍ବାଚନ ଆହୁରି ଦେଢ଼ ବର୍ଷରୁ ଅଧିକ ସମୟ ରହିଛି। କିନ୍ତୁ ପ୍ରାର୍ଥୀମାନେ ସଜବାଜ ହେଲେଣି କେଉଁଠୁ ଲଢ଼ିବେ। ଲଢ଼ିବା ଭଳି ଆସନ କେଉଁଟା ଆଉ ଲଢ଼ିଲେ ଜିତିବେ କେଉଁଠୁ। ପୁଣି ଯେଉଁ ପ୍ରାର୍ଥୀମାନଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ନେଇ ଦ୍ୱନ୍ଦ୍ୱ ରହିଛି ସେମାନେ ଅନ୍ୟ ନିର୍ବାଚନ ମଣ୍ଡଳୀ ଭିତରୁ କେଉଁଟିରେ ସୁବିଧାଜନକ ଭାବେ ଲଢ଼ିବେ ସେଥିଲାଗି ଚିନ୍ତାରେ ଅଛନ୍ତି। ଏମିତି ଜଣେ ପ୍ରାର୍ଥୀ ହେଉଛନ୍ତି ବିଜେପିର ପାୱାର‍୍‌ଫୁଲ‍୍‌ କେନ୍ଦ୍ରମନ୍ତ୍ରୀ ...

Read More »

ନିର୍ବାଚନୀ ପାଣ୍ଠି ଅନିୟମିତତା ମାମଲାରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

naveen

– ଏହା ବିଜେଡି ବିରୁଦ୍ଧରେ ଷଡଯନ୍ତ୍ର – ନବୀନ ଭୁବନେଶ୍ୱର,(ଓଟି):ନିର୍ବାଚନୀ ପାଣ୍ଠି ଅନିୟମିତତା ସମ୍ପର୍କରେ ଅଭିଯୋଗକୁ ମନ୍ଦ ଉଦ୍ଦେଶ୍ୟରେ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହା ଅପପ୍ରଚାର ନୂଆଦିଲ୍ଲୀରୁ ଫେରିବା ପରେ ଏ ସମ୍ପର୍କରେ ସାମ୍ୱାଦିକମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଏପରି ଅଭିଯୋଗ ଦୁର୍ଭାବନା ପୂର୍ଣ। ଏହା ଏକ ଷଡଯନ୍ତ୍ର ପରି ଲାଗୁଛି। ଆବଶ୍ୟକ ପଡିଲେ ଏହା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ...

Read More »

ସମସ୍ତେ କଳା ଟଙ୍କା ଲଗାଇ କ୍ଷମତାରେ ରହିବାକୁ ଚାହାନ୍ତି: ନିରଞ୍ଜନ

niranjan

ଭୁବନେଶ୍ୱର,(ଓଟି): ରାଜନୀତିରେ କୌଣସି ଦଳ ସ୍ୱଚ୍ଛ ନାହାନ୍ତି। ଛାତିରେ ହାତ ରଖି କେହି ନିଜ ଖର୍ଚ୍ଚ କହିପାରିବ କି ବୋଲି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ର୍ନିବାଚନୀ ଖର୍ଚ୍ଚ ନେଇ ସବୁ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି। ନିର୍ବାଚନ ଖର୍ଚ୍ଚ ଓ ପାଣ୍ଠି ନେଇ ବିଜେଡି ବିବାଦରେ ଆସିବା ପରେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି ଯେ, ଆୟୋଗର ଗାଇଡ ଲାଇନଠୁ ...

Read More »

ଗଣମାଧ୍ୟମକୁ କିଣିବାକୁ ବିଜେଡ଼ି,ବିଜେପିର ସମ ଉଦ୍ୟମ: ଉତ୍କଳ ଭାରତ

Utkal bharat

ଭୁବନେଶ୍ୱର,(ଓଟି): କ୍ଷମତା ହାସଲ ପାଇଁ ଉଭୟ ବିଜେଡି ଓ ବିଜେପି ଗଣମାଧ୍ୟମକୁ କିଣିବାକୁ ସମ ଉଦ୍ୟମ କରୁଛନ୍ତି ବୋଲି ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି। ସେ କହିଛନ୍ତି ଯେ, ଅନୁଗୁଳଠାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରିଙ୍କ ସାଧାରଣ ସଭାରେ ଓଡ଼ିଶାର ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସାମ୍ୱାଦିକମାନଙ୍କୁ ୫୦୦ କରି ଟଙ୍କା ବଣ୍ଟା ଯାଇଥିବା କଥା ଗଣମାଧ୍ୟରେ ପ୍ରକାଶିତ ହୋଇଛି। ଠିକ‌୍‍ ଏହିପରି ...

Read More »

ମାନବାଧିକାର ଉଲଂଘନ: ଦୀର୍ଘ ୧୪ ବର୍ଷ ହେଲା ଜେଲରେ ଷଢୁଛନ୍ତି ବାଳ ଅପରାଧୀ

Bulu BViswal

ନୟାଗଡ,(ଓଟି):ପୋଲିସର ଭୁଲ ତଦନ୍ତ ଯୋଗୁ ଇଟାମାଟି ଥାନା ଅନ୍ତର୍ଗତ ଭୁତଡିହୀ ଗ୍ରାମର ବୁଲୁ ବିଶ୍ୱାଳ ନାମକ ଜଣେ ନାବାଳକ ଅପରାଧୀ ଦୀର୍ଘ ୧୪ ବର୍ଷ ହେଲା ଜେଲର କଳା କଠୋରୀ ଭିତରେ ବନ୍ଦୀ ଜୀବନ କାଟୁଥିବା ଜଣା ପଡ଼ିଛି। ଜଣେ ନାବାଳକ ଅପରାଧୀକୁ ସର୍ବାଧୀକ ୩ ବର୍ଷ ପାଇଁ ବାଳ ସୁଧାର ଗୃହରେ ରଖା ଯିବାର ନିୟମ ରହିଥିଲେ ବି ଏହି ନାବାଳକ ଅପରାଧୀ ବୁଲୁ ବିଶ୍ୱାଳ ଦୀର୍ଘ ୧୪ ...

Read More »