କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ମହାଜନୀ ଋଣର ବିକଳ୍ପ ଏସଏଚଜି

ଭୁବନେଶ୍ୱର (ଓଟି): ମହିଳା ଶକ୍ତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପାଖାପାଖି ୪ ଳକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ( ଏସ‌୍‍ଏଚ‌୍‍ଜି)ସୃଷ୍ଟି କରିଛନ୍ତିି। ଯେଉଁଥିରେ ୪୭ ଲକ୍ଷ ମହିଳାଙ୍କୁ ଏକାଠି ହୋଇଛନ୍ତି। ପାଖପାଖି ୧୪୦୦ କୋଟି ଟଙ୍କା ଆଥିର୍କ ସହାୟତା ମଧ୍ୟ ଦିଆଯାଇଛି। ବିଭିନ୍ନ ପ୍ରକଳ୍ପ ସୃଷ୍ଟି ଏହାର ଲକ୍ଷ୍ୟ। କିନ୍ତୁ ଗଲା ୧୪ ବର୍ଷ ଭିତରେ ମିଶନ ଶକ୍ତିର ଏ ଉଦ୍ଦେଶ୍ୟ ପରିବର୍ତ୍ତିତ ହୋଇଛି। ଆଥିର୍କ ବିକାଶ ...

Read More »

ପିଲାଙ୍କ ପୁଷ୍ଟିରେ ସାଲିସ‌୍‍

ଭୁବନେଶ୍ୱର(ଓଟି): ବଜାରରେ ହରଡ ଼ଡାଲିର ଦର ବୃଦ୍ଧି ଖାଲି ଘର ରୋଷେଇରେ ବିନା ଡାଲିର ଭୋଜନକୁ ପ୍ରୋତ୍ସାହନ ଦେଇଛି ତା’ ନୁହେଁ ସ୍କୁଲ‌୍‍ରେ ମିଳୁଥିବା ମଧ୍ୟାହ୍ନ ଭୋଜନ ମେନ୍ୟୁରେ ମଧ୍ୟ ପରିବର୍ତ୍ତନ ଆଣିଛି। କେଉଁଠି ପାଣିଆ ଡାଲି ପରଷାକୁ ବାଧ୍ୟ କରିଛି ତ କେଉଁଠି ଖାଇବା ଥାଳିରୁ ଡାଲି ଉଭାନ‌୍‍ ହୋଇଯାଇଛି। ନିକଟରେ ସ୍କୁଲ‌୍‍ ଓ ଗଣଶିକ୍ଷା ବିଭାଗ ଡାଲି ବଦଳରେ ସୋୟାବିନ‌୍‍ ତରକାରି ପାଇଁ ମଧ୍ୟ ଚିନ୍ତା କରିଛନ୍ତି। ...

Read More »

ରେଳ, ରାସ୍ତାରୋକ ପ୍ରତିହତ ପଦକ୍ଷେପ ଜିଲ୍ଲାପାଳ ନେବେ

ଭୁବନେଶ୍ୱର (ଓଟି): ବୃଦ୍ଧି ପାଉଥିବା ରାସ୍ତାରୋକ ଓ ରେଳରୋକୁ ପ୍ରତିହତ କରିବାପାଇଁ ଜିଲ୍ଲାପାଳ ମାନେ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଥିବା ଷ୍ଟାଣ୍ଡିଂ କମିଟିର ବୈଠକ ବସି ଏ ଦିଗରେ ପଦକ୍ଷେପ ନିଆଯିବ। ଆମ ରାଜ୍ୟରେ ବର୍ଷକୁ ପ୍ରାୟ ଦୁଇ ହଜାର ରେଳ ଓ ରାସ୍ତାରୋକ ହେଉଛି। ଏଥିଯୋଗୁଁ ରାସ୍ତାଘାଟରେ ଯାତାୟତ ବନ୍ଦ ସହିତ ଧନଜୀବନ ହାନି ଘଟୁଛି। ରାଜ୍ୟ ସରକାର ବନ୍ଦପାଳନ ଯୋଗୁଁ ବିପୁଳ ଆର୍ଥିକ କ୍ଷତିର ...

Read More »

ସରକାରୀ ଜମି ଡହପର ସହଜ ଉପାୟ ବସ୍ତି ନିର୍ମାଣ

ଭୁବନେଶ୍ୱର (ଓଟି):  ସରକାରୀ ଜମି ହଡପକାରୀ ମାନଙ୍କୁ ଦଣ୍ଡ ଦେବାପାଇଁ ସରକାର ନିୟମ ତିଆରି କରିସାରିଛନ୍ତି । ନିୟମର ଭୟ କିନ୍ତୁ ଜମି ହଡପକାରୀ ମାଫିଆମାନଙ୍କ ଉପରେ ଥିଲା ଭଳି ଲାଗୁନାହିଁ। ରାଜ୍ୟର ଗ୍ରାମାଞ୍ଚଳ କଥା ଛାଡନ୍ତୁ, ଖୋଦ ରାଜଧାନୀରେ ଜମି ମାଫିଆମାନେ ଶହ ଶହ ଏକର ଜମି ମାଡି ବସିବାରେ ଲାଗିଛନ୍ତି। ସରକାରୀ ହିସାବ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୪୭୭ ଏକର ମୂଲ୍ୟବାନ ଜମି ହଡପକାରୀଙ୍କ କବ‍୍‌ଜାରେ ...

Read More »

ପୁଣି ଗଜଭିୟେଙ୍କ ବିରୁଦ୍ଧରେ ଗର୍ଜ୍ଜିଲା ବିଜେପି

ଭୁବନେଶ୍ୱର,(ଓଟି): କେନ୍ଦ୍ରପଡା ଜିଲ୍ଲାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ଅମାନବୀୟ ବ୍ୟବହାର, ମାନବାଧିକାର ଭଙ୍ଗ, ମାତ୍ରାଧିକ ପୋଲିସ ଅତ୍ୟାଚାର ଏବଂ ତାଙ୍କ ବିରୁଦ୍ଧରେ ବିଭିନ୍ନ ଜମି ଜାଲିଆତିର ଅଭିଯୋଗର ତଦନ୍ତରେ ରାଜ୍ୟ ସରକାରଙ୍କ ଅବହେଳା ଓ ସମ୍ପୃକ୍ତି ଭଳି ବିଭିନ୍ନ ଘଟଣାର ଉଚ୍ଚସ୍ଥରୀୟ ତଦନ୍ତର ଆବଶ୍ୟକ ବୋଲି କହି ରାଜ୍ୟ ବିଜେପି ପକ୍ଷରୁ ଏକ ସ୍ମାରକ ପତ୍ର ମାନ୍ୟବର କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସାଧାରଣ ...

Read More »

ଓଡିଶାର ଶିଳ୍ପପତିଙ୍କୁ ଉତ୍ତରପ୍ରଦେଶର ଆମନ୍ତ୍ରଣ

ଭୁବନେଶ୍ୱର(ଓଟି):ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡିଶାର ଶିଳ୍ପପତିମାନଙ୍କୁ ଉତ୍ତରପ୍ରଦେଶରେ ପୁଞ୍ଜି ନିବେଶ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଯେଉଁମାନେ ଉତ୍ତରପ୍ରଦେଶରେ ଶିଳ୍ପକାରଖାନା କରିବେ ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ବିଶେଷ କରି ଆଇଟି, ମତ୍ସ୍ୟ ଉପିାଦନ ଶିକ୍ଷା, ଶକ୍ତି ଆଦି କ୍ଷେତ୍ରରେ ଉତ୍ତରପ୍ରଦେଶ ପୁଞ୍ଜିଦରକାର କରୁଛି ବୋଲି ସେ କହିଛନ୍ତି। ରାଜୀବ ଶେଖର ସାହୁଙ୍କ ...

Read More »

ଚାଷୀ ଆତ୍ମହତ୍ୟା: ମହାଜନଙ୍କ ଉପରେ ପୁଲିସ‌୍‍ର ନଜର

ଭୁବନେଶ୍ୱର(ଓଟି):ରାଜ୍ୟରେ ଫସଲ କ୍ଷତି ଜନିତ ଚାଷୀ ଆତ୍ମହତ୍ୟା ଦିନକୁ ଦିନକୁ ବଢ଼ି ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ରହୁଥିବା ସାହୁକାର ଓ ମହାଜନଙ୍କ ଉପରେ ତିକ୍ଷ୍ଣ ଦୃଷ୍ଟି ରଖିବା ପାଇଁ ପୋଲିସ‌୍‍ ଏସ‌୍‍ପିମାନଙ୍କୁ କୁହାଯାଇଛି। ଗୃହ ସଚିବ ଅସିତ‌୍‍ ତ୍ରିପାଠୀ କହିଛନ୍ତି ଯେ, ଓଡିଶା ଋଣ କାରବାର ଆଇନ (ଓଏମ‌୍‍ଏଲ‌୍‍) ଆଇନକୁ ଯେଉଁମାନେ ଉଲ୍ଲଘଂନ କରୁଛନ୍ତି ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ। ଗତ ୩ମାସ ଭିତରେ ପାଖାପାଖି ୫୦ଜଣ ଭାଗଚାଷୀ ଆତ୍ମହତ୍ୟା ...

Read More »

ଭୂତଳ କୋଇଲା ଖଣି ପୋଲା: ତାଳଚେରବାସୀ ବିପଦରେ

ଭୁବନେଶ୍ୱର (ଓଟି): ତାଳଚେର ଅଞ୍ଚଳରେ ଥିବା ବିଭିନ୍ନ ଭୂତଳ ଖଣିରୁ କୋଇଲା ଉେତ୍ତାଳନ ପରେ ଏହାକୁ ବାଲି ଆଦି ଦ୍ୱାରା ସମ୍ପୂର୍ଣ୍ଣଭାବେ ପୋତାଯିବା କଥା । କିନ୍ତୁ ଖଣି କତ୍ତୃର୍ପକ୍ଷ ଠିକଣାଭାବେ ପୋତୁ ନଥିବାରୁ ତାଳଚେର ଅଞ୍ଚଳର ପ୍ରାୟ ଦୁଇଲକ୍ଷ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । କୋଇଲା ଖଣି ମାଲିକମାନଙ୍କ ଚାପରେ କେନ୍ଦ୍ର ...

Read More »

ବିପର୍ଜ୍ୟୟ ପରେ ବିଜୁଳି ଯୋଗାଇବ ‘ସୌର ରଥ’

ଭୁବନେଶ୍ୱ (ଓଟି) : ଏକ ହାତ ଟଣା ଟ୍ରଲି ଉପରେ ନିର୍ମାଣ କରାଯାଇଛି ରଥାକୃତିର ଏକ ପ୍ରକଳ୍ପ। ଏହାର ଛାତ ଉପରେ ରହିଛି ସୋଲାର ପ୍ୟାନେଲ‌୍‍ ।‌ ଯାହା ୧ କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ବିଦ୍ୟୁତ ଉପିାଦନ କରିବାରେ ସକ୍ଷମ। ମୋବାଇଲ ଠାରୁ ଆରମ୍ଭ କରି ଲ୍ୟାପ‌୍‍ଟପ‌୍‍ ଚାର୍ଜିଂ, ପାଣି ପମ୍ପର ବ୍ୟବହାର, ଷ୍ଟ୍ରୀଟ‌୍‍ ଲାଇଟ ତଥା ଅନ୍ୟାନ୍ୟ ସେବା ପ୍ରଦାନ କରୁଥିବା ‘ସୌର ରଥ’ ନାମକ ଏହି ପ୍ରକଳ୍ପଟି ...

Read More »

ମରୁଡ଼ି ସଂକ୍ରାନ୍ତ ରିପୋର୍ଟ ଦେଲେ ୧୫ଜିଲ୍ଲାପାଳ- ୪୧ ଚାଷୀଙ୍କ ମୃତ୍ୟୁ ହୋଇଛି କିନ୍ତୁ ଚାଷଜନିତ ନୁହେଁ

ଭୁବନେଶ୍ୱର (ଓଟି): ମରୁଡ଼ି ଘୋଷିତ ୨୧  ଜିଲ୍ଲା ଭିତରୁ ୧୫ ଜିଲ୍ଲାର ଜିଲ୍ଲାପାଳମାନ ଆଜି ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ରିପୋର୍ଟ ଦେଇଛନ୍ତି। ଏହି କ୍ଷୟକ୍ଷତି ରିପୋର୍ଟରେ ଦର୍ଶଯାଇଛିଯେ, ମରୁଡ଼ି ପରେ ରାଜ୍ୟରେ ୪୧ଜଣ ଚାଷୀଙ୍କ ମୃତ୍ୟୁ ହାଇଛି। ମାତ୍ର ସେମାନଙ୍କ ଭିତରୁ କହି ହେଲେ ଚାଷଜନିତ ସମସ୍ୟା ପାଇଁ ଆତ୍ମହତ୍ୟା କରି ନାହାନ୍ତି। ଏହି ରିପୋର୍ଟ ଅନୁସାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ୧୫ ଜଣ ଚାଷୀ ...

Read More »

ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାଜାପ୍ତ ସଂପତ୍ତିର ନିଲାମ ଓ ଜମକାରୀ ଚିହ୍ନଟ ନିୟମାବଳୀ ଜାରି

ଭୁବନେଶ୍ୱର (ଓଟି)- ଓଡ଼ିଶା ଜମାକାରୀ ସୁରକ୍ଷା ଆଇନ, ୨୦୧୧(ଓପିଆଇଡି ଆକ୍ଟ) ଅନୁଯାୟୀ ଅସାଧୁ ଆର୍ଥିକ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କ ଜମାରାଶି ଫେରସ୍ତ ପାଇଁ ରାଜ୍ୟ ସରକାର ଦୁଇଟି ନିୟମାବଳୀ ଜାରି କରିଛନ୍ତି। ବ୍ୟାଜାପ୍ତ ସଂପତ୍ତିର ନିଲାମ ନିମନ୍ତେ ଜାରି ନିୟମାବଳୀ ଅନୁସାରେ କଟକ, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରର କ୍ଷମତପାନ୍ନ ଅଧିକାରୀ(ଏଡିଏମ‍୍‌)ମାନେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଂପତ୍ତିର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ ନିମନ୍ତେ ପତ୍ର ଲେଖିବେ। ସଂପତ୍ତିର ମୂଲ୍ୟାୟନ ...

Read More »

ଶୁକ୍ରବାରଠାରୁ ଓଡ଼ିଶା କଂଗ୍ରେସ‍୍‌ର ଦ୍ୱିତୀୟ ପର୍ଯ୍ୟାୟ ଜାଗରଣ ଯାତ୍ରା

ଭୁବନେଶ୍ୱରେ (ଓଟି): ଆସନ୍ତାକାଲିଠାରୁ ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏହାର ନାଁ ରଖାଯାଇଛି ଜାଗରଣ ଯାତ୍ରା। ନୂଆପଡ଼ା ଏବଂ ନବରଙ୍ଗପପୁର ଜିଲ୍ଲାରେ ଏହି ଜାଗରଣଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ରାଜ୍ୟ ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସମ୍ପାଦକ ବିକେ ହରିପ୍ରସାଦ ଏବଂ ସମ୍ପାଦକ ଶୁଭଙ୍କର ହରିପ୍ରସାଦ ଯୋଗ ଦେବେ। ଶୁକ୍ରବାର ସକାଳ ୯ଟା ୩୦ ମିନିଟ‍୍‌ରେ ସିନାପାଲି ...

Read More »

ସର୍ଦ୍ଦାର ପଟେଲଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିବ ବିଜେପି

ଭୂବନେଶ୍ୱର (ଓଟି) : ଲୈାହପୁରୁଷ ଭାବରେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କେବଳ ଭାରତୀୟ ଜାତୀୟ ଆନ୍ଦୋଳନରେ ସକ୍ରୀୟ ଭୁମିକା ଗ୍ରହଣ କରିନଥିଲେ ବରଂ ସ୍ୱାଧୀନତା ପରେ କ୍ଷୁଦ୍ର କ୍ଷୁଦ୍ର ଦେଶୀୟ ରାଜ୍ୟମାନଙ୍କୁ ଭାରତରେ ମିଶ୍ରଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଭାରତୀୟ ଜନତା ପାର୍ଟି ଏହି ମହାପୁରୁଷଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରି ଆସୁଛି। ଚଳିତ ବର୍ଷ ଭାରତୀୟ ଜନତା ପାର୍ଟି, ଓଡିଶା ...

Read More »

ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ସଂପ୍ରସାରିତ

ଭୁବନେଶ୍ୱର (ଓଟି) – ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିକୁ ସମ୍ପ୍ରସାରିତ କରଯାଯାଇଛି। ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ କମିଟିର ନୂତନ ସଂପାଦକ ଭାବେ ଶିଶିର ମାଡାଲା, ନିରଞ୍ଜନ ନାୟକ, ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବଲାଙ୍ଗୀର ଲୋକସଭା ମଣ୍ଡଳୀ ଯୁବ କଂଗ୍ରେସ କମିଟି ସଭାପତି ଭାବେ ରୂପେଶ ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ନେଇ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କମିଟି ...

Read More »

ପିଙ୍କ‍୍‌ ଅଟୋ ଚାଳକମାନଙ୍କ ପାଇଁ ପର୍ଯ୍ୟଟନ ବିଭାଗର ଶିକ୍ଷଣ ଶିବିର ଓ କର୍ମଶାଳା

ଭୁବନେଶ୍ୱର (ଓଟି)- ଡୁମ‍୍‌ଡୁମାସ୍ଥିତ ଇଣ୍ଡିଆନ‍୍‌ ଇନ‍୍‌ଷ୍ଟିଚ୍ୟୁଟ‍୍‌ ଅଫ‍୍‌ ଟ୍ୟୁରିଜିମ‍୍‌ ଏଣ୍ଡ ଟ୍ରାଭେଲ‍୍‌ ମ୍ୟାନେଜ‍୍‌ମେଣ୍ଟରେ ଭୁବନେଶ୍ବର ପିଙ୍କ‍୍‌ ଅଟୋ ଚାଳକମାନଙ୍କ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ କର୍ମଶାଳା ଓ ଶିକ୍ଷଣ ଶିବିର ଆୟାଜନ ହାଇଛି। ଏହାକୁ ପର୍ଯ୍ୟଟନ ମନ୍ତ୍ରୀ ଅଶାକ କୁମାର ପଣ୍ଡା ଉଦୋଘାଟନ କରିଥ‍ଲେ। ସୁରକ୍ଷା, ସୌଜନ୍ୟ ଓ ସଚେତନତା ବଳରେ ଓଡ଼ିଶାରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ତଥା ପର୍ଯଟନ ବିଭବର ଆଦର ଓ ବିପଣନ ବୃଦ୍ଧି ପାଇପାରିବ ବୋଲି ପର୍ଯ୍ୟଟନ ଓ ...

Read More »

ଦଶମ ଶ୍ରେଣୀ ପରୀକ୍ଷା ଫି’ଛାଡ଼ ପାଇଁ ଶିକ୍ଷକ ସଂଘର ଦାବି

ଭୁବନେଶ୍ୱର (ଓଟି): ସୃଷ୍ଟି ହୋଇଥିବା ମରୁଡ଼ି ପରିସ୍ଥିତିକୁ ଆଖିରେ ରଖି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫି’ଛ।ଡ଼ ପାଇଁ ରାଜ୍ୟ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି। ପୂର୍ବ ବର୍ଷମାନଙ୍କରେ ହୁଡ୍ ହୁଡ୍ ଓ ଫାଇଲିନ‍୍‌ କାରଣରୁ ପରୀକ୍ଷା ଫି’ ଛାଡ଼ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ବିହିତ ପଦକ୍ଷେପ ନେବାକୁ ସଂଘର ସଭାପତି ପ୍ରଦୀପ କୁମାର ପ୍ରଧାନ କହିଛନ୍ତି। ପୂର୍ବରୁ ପେନ‍୍‌ସିଲ‍୍‌ କିଣିବାକୁ ନେଇ ...

Read More »

ବାଲିଚନ୍ଦ୍ରପୁର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ମାନବାଧିକାର କମିଶନଙ୍କୁ ବିଜେପି ମହିଳା ମୋର୍ଚ୍ଚାର ସ୍ମାରକ ପତ୍ର

ଭୂବନେଶ୍ୱର (ଓଟି) : ଯାଜପୁର  ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ଆଇଆଇସିଙ୍କ ରାଜନୈତିକ ଦଳର ନେତ୍ରୀ ଏବଂ ସମାଜସେବୀମାନଙ୍କ ପ୍ରତି ଦୁର୍ବ୍ୟବହାର ପ୍ରତିବାଦରେ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ସୀମନ୍ତିନୀ ଜେନାଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହିତ କଠୋର କାଯ୍ର୍ୟାନୁଷ୍ଠାନ ଗ୍ରହଣ ନେବା ପାଇଁ ଦାବି କରିଛନ୍ତି। ମହାକାଳପଡା ଗ୍ରାମରେ ଗଣେଷ ...

Read More »
   Update :