କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Breaking News

ଆଇପିଏସ‌୍‍ ଅଦଳବଦଳ

ରାଜ୍ୟ ସରକାର ସୋମବାର ଦିନ ଆଇପିଏସ‌୍‍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସରକାରୀ ବିଜ୍ଞପ୍ତି ଅନୁସାରେ ମାନବାଧିକାର ସେଲ‌୍‍ର ନୂଆ ଅତିରିକ୍ତ ମହାନିଦ୍ଦେର୍ଶକ ଭାବେ ୧୯୯୦ ବ୍ୟାଚର ମହେନ୍ଦ୍ର ପ୍ରତାପଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ୧୯୮୬ ବ୍ୟାଚ‌୍‍ର ଏମ‌୍‍ ନାଗେଶ୍ୱର ରାୟଙ୍କୁ ରେଳବାଇର ନୂଆ ଅତିରିକ୍ତ ମହାନିଦ୍ଦେର୍ଶ କରାଯାଇଛି। ବର୍ତ୍ତମାନ ସଶସ୍ତ୍ର ପୋଲିସ‌୍‍ର ଏଡିଜି ଥିବା ୧୯୮୮ ବ୍ୟାଚର ଅରୁଣ ରାୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ...

Read More »

ଅକ୍ଟୋବର ୨ରୁ ବିଜଡିର ପଦଯାତ୍ରା- ଭାବମୂର୍ତ୍ତି ସଜାଡିବାକୁ ରଣ କୌଶଳ ପ୍ରସ୍ତୁତ

ଭାବମୂର୍ତ୍ତିର୍କୁ ବଞ୍ଚାଇବା ପାଇଁ ଶାସକ ବିଜେଡିରେ ଏବେ ଉଦ୍ୟମ ଆରମ୍ଭ ହୋଇଛି। ବିଗତ କିଛି ମାସ ଧରି ନାନା ପ୍ରସଙ୍ଗରେ ଦଳ ଯେଉଁ ଆକ୍ରମଣର ଶିକାର ହୋଇଛି ସେଥିରେ ତୁଙ୍ଗ ନେତାମାନେ କେବଳ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ତା’ ନୁହେଁ ଦଳର ଭାବମୂତ୍ତ ସଜାଡିବା ପାଇଁ ରଣକୌଶଳ ପ୍ରସ୍ତୁତ କରାଯାଇଛି। ଅକ୍ଟୋବର ୨ ତାରିଖରୁ ବିଜେଡିର ଯେଉଁ ପଦଯାତ୍ରା ଆରମ୍ଭ ହେବ ସେହି ପଦଯାତ୍ରା ସମୟରେ ଅନେକ ପ୍ରସଙ୍ଗକୁ ଲୋକଙ୍କ ସାମ୍ନାକୁ ...

Read More »

ବିଜୟଙ୍କ ଆକ୍ଷେପ: ବିଜୁଳି କାଟ ମନୁଷ୍ୟକୃତ

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବିଜୁଳି କାଟକୁ ରାଜ୍ୟ ସରକାରଙ୍କ ଏକ ଦାୟିତ୍ୱହୀନତାର ପରିଚୟ ବୋଲି କହିବ ସହ ଏହା ଏକ ମନୁଷ୍ୟକୃତ ସଂକଟ ବୋଲି ଅଭିଯୋଗ କରିଛନ୍ତି। ଆସନ୍ତା ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ବିଦ୍ୟୁତକାଟ୍ ଆଦୌ ଗ୍ରହଣୀୟ ନୁହେଁ ବାଲି ସ କହିବା ସହ ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହର କରନ୍ତୁ ବାଲି ଦାବି କରିଛନ୍ତି। ରାଜ୍ୟ ସରକାର ବିଦ୍ୟୁଟ କାଟ ସମ୍ପର୍କରେ ଘୋଷଣା ...

Read More »

ପୁଣି ଦୁଇ ତାପଜ ୟୁନିଟ‍୍‌ ଅଚଳ, ଅକ୍ଟୋବରରେ ପରିସ୍ଥିତି ସୁଧୁରିବା ସମ୍ଭାବନା

ବିଜୁଳି ସଙ୍କଟର ଘଡ଼ିସନ୍ଧି ମୁହୂର୍ତ୍ତରେ ତାପଜ ବିଜୁଳି ଭରସା ସାଜଛି। କିନ୍ତୁ ଏହି ସମୟରେ ଓଡ଼ିଶାକୁ ବିଜୁଳି ଯୋଗାଉଥିବା ୪ଟି ଥର୍ମାଲ‍୍‌ ପାୱାର‍୍‌ ପ୍ଲାଣ୍ଟ ୟୁନିଟ‍୍‌ ରେ ଯାନ୍ତ୍ରିକ ସମସ୍ୟା ସାମ୍ନାକୁ ଆସିଛି। ଏନ‍୍‌ଟିପିସିର କଣିହା, ଫାରାକା, କେହେଲ‍୍‌ଗାଓଁ ଏବଂ ତାଳଚେର ଥର୍ମାଲ‍୍‌ ପାୱାର ପ୍ଲାଣ୍ଟର ଗୋଟିଏ ଲେଖାଏଁ ୟୁନିଟ‍୍‌ ଅଚଳ ହୋଇପଡ଼ିବାରୁ ରାଜ୍ୟ ଆହୁରି ପ୍ରାୟ ୧୦୦୦ ମେଗା ୱାଟ‍୍‌ ଶକ୍ତି ସଂକଟର ସମ୍ମୁଖୀନ ହୋଇଛି। ଏହା ବ୍ୟତୀତ ...

Read More »

୨୦ବର୍ଷ ଅଣ ଦେଖାର ପରିଣତି: ଅନ୍ଧକାରରେ ବିଜୁଳି

ବିଜେଡି ସରକାର ସମୟରେ ନେତା କି ଜନସାଧାରଣ ଅନ୍ଧକାରରେ ରହିବା କିଛି ନୂଆ କଥା ନୁହେଁ। କିନ୍ତୁ ଏଠି ରାଜ୍ୟକୁ ଲାଭ ଦର୍ଶାଇ ଅମଲାତନ୍ତ୍ରୀ ଓ ମନ୍ତ୍ରୀମାନେ ବିଜୁଳିକୁ ବି ଅନ୍ଧକାରରେ ରଖିପାରନ୍ତି। ଦିନେ ନୁହେଁ କି ବର୍ଷେ ନୁହେଁ, ୨୦ ବର୍ଷ ସମୟଧରି ରାଜ୍ୟର ଶକ୍ତି ବା ବିଜୁଳି କ୍ଷେତ୍ରକୁ ଏମିତି ଅନ୍ଧକାର ଭିତରକୁ ଠେଲି ଦିଆଯାଇଛିଯେ, ତାହା ଏବେ ରୁଗ୍‌ଣ ପ୍ରାୟ । ଫଳରେ ଦିନେ ଶକ୍ତି ...

Read More »

ଡେଙ୍ଗୁ ପରିସ୍ଥିତି ନିୟନ୍ତ୍ରଣାଧୀନ, ୩୭୦ ଆକ୍ରାନ୍ତ

  ରାଜ୍ୟରେ ପୁଣିଥରେ ଡେଙ୍ଗୁ ଆତଙ୍କ ଖେଳିଛି। କାହାର ମ୍ୟତ୍ରୁ ଖବର ମିଳି ନଥିଲେ ମଧ୍ୟ ଏଯାଏଁ ୩୭୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ସୁବିଧା ଯୋଗାଇବା ସହ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବାରୁ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗତ ବର୍ଷ ଏହି ସମୟ ମଧ୍ୟରେ ୧୨୪୫ ଜଣ ଆକ୍ରାନ୍ତ ହୋଇଥିଲେ ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଡେଙ୍ଗୁ ...

Read More »

କମ୍ ବର୍ଷାର ପ୍ରଭାବ, ପାୱାର କଟ୍ ସୁନିଶ୍ଚିତ

ଚଳିତ ବର୍ଷ କମ୍ ବର୍ଷା ହେବାରୁ ବିଭିନ୍ନ ଜଳ ଭଣ୍ଡାରେର ଜଳସ୍ତର ଯେଥଷ୍ଟ କମିଯାଇଛି। ଏହିଯାଗୁ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ସମ୍ପ୍ରତି ଇନ୍ଦ୍ରାବତୀ ଜଳଭଣ୍ଡାରରେ ୨୭ ପ୍ରତିଶତ ଜଳ ରହିଥ‍ବା ବେଳ ବାଲିମେଳା ଓ ଅପର କୋଲାବ ଜଲଭଣ୍ଡାରରେ ପ୍ରାୟ ୪୦ପ୍ରତିଶତ ଜଳ ରହିଛି। ତେଣୁ ଆବଶ୍ୟକୀୟ ଜଳ ବିଦ୍ୟୁତ୍ ଉତ୍ପାଦନ ହୋଇ ପାରୁନାହିଁ ବାଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ଦିନକୁ ପ୍ରାୟ ୧୫୦୦ ମେଗାୱାଟ ...

Read More »

ଭୁବନେଶ୍ୱର ଆଇଆଇଟିର ବିଟେକ୍ ପାଠ୍ୟକ୍ରମରେ ସାମିଲ ହେଲା ଓଡ଼ିଶୀ ନୃତ୍ୟ, ୧୨ ଜଣଙ୍କୁ ଡକ୍ଟରେଟ‍୍‌

ଦେଶର ପ୍ରମିୟର‍୍‌ ଟେକ୍ନିକାଲ‍୍‌ ଇନ‍୍‌ଷ୍ଟିଚ୍ୟୁଟ‍୍‌ ଭାବେ ଜଣାଶୁଣା ଆଇଆଇଟିରେ ଏଣିକି ଓଡ଼ିଶୀନୃତ୍ୟ ବିଷୟରେ ପଢ଼ାଯିବ। ଭୁବନେଶ୍ୱରସ୍ଥିତ ଆଇଆଇଟି ଅଭିନବ ପାଠ୍ୟକ୍ରମକୁ ପ୍ରୋତ୍ସାହନ ଦେବାକୁ ଯାଇ ବିଟେକ୍ ପାଠ୍ୟକ୍ରମରେ ପ୍ରଥମ ବର୍ଷ ପାଇଁ ଏହକୁ ଏକ ଇଚ୍ଛାଧୀନ ପାଠ୍ୟକ୍ରମ ଭାବେ ସାମିଲ କରିଛି। ପ୍ରଥମ ପର୍ଯ୍ୟାୟରେ ୧୦ଜଣ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି। ଗୁରୁ ରତିକାନ୍ତ ମହାପାତ୍ର ଏବଂ କୁମ‍୍‌କୁମ‍୍‌ ମହାନ୍ତିଙ୍କୁ ଏଥିଲାଗି ଆଇଆଇଟି ପକ୍ଷରୁ ଭିଜିଟିଂ ପାକଲ୍ଟି ଭାବେ ନିଯୁକ୍ତ ...

Read More »

ପ୍ରଫେସର ତ୍ରିଲୋଚନ ପ୍ରଧାନ- ‘ଅନୁକରଣ ନୁହେଁ, ଆବଶ୍ୟକତାକୁ ଦେଖି ଗବେଷଣା ଦେବା ଦରକାର‘

Slide 1 | ଓଡ଼ିଶାର ଉଚ୍ଚଶିକ୍ଷା ଗବେଷଣା ଓ ନୀତି ନିର୍ମାଣ କ୍ଷେତ୍ରର ଜଣେ ମାଇଲ‍୍‌ଖୁଣ୍ଟ ହେଉଛନ୍ତି ପ୍ରଫେସର ତ୍ରିଲୋଚନ ପ୍ରଧାନ। ନୟାଗଡ଼ ଜିଲା ଖଣ୍ଡପଡ଼ାର ଘଣାଶାଳିଆରେ ଜନ୍ମ ହୋଇଥିବା ଏହି ସୁନାମଧନ୍ୟ ପଦାର୍ଥ ବିଜ୍ଞାନୀଙ୍କୁ ଦେଶ କ’ଣ ବିଦେଶର ଅନେକ ସଂସ୍ଥାନ ଗବେଷଣା ପାଇଁ ସମ୍ମାନ ଦିଅନ୍ତି । ଭାରତ ସରକାର ମଧ୍ୟ ତାଙ୍କୁ ୧୯୯୦ ମସିହାରେ ପଦ୍ମଭୂଷଣ ଉପାଧିରେ ସମ୍ମାନିତ କରିଛନ୍ତି। ଓଡ଼ିଶାରେ ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ ...

Read More »

ନରସିଂହ ମିଶ୍ର – ‘ଆଜି ବି ମୁଁ ବାମ ପନ୍ଥୀ‘

    ଏକ ରାଜନୈତିକ ପରିବାରର ଦାୟଦ ହୋଇଥିବାରୁ ୧୮ ବର୍ଷ ବୟସରୁ ହିଁ ସେ ସକ୍ରିୟ ରାଜନୀତିରେ ଯୋଗ ଦେଲେ। ଆଉ ଯେତେବେଳେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଲେ ସେତେବେଳେ ବି ଲୋକ ସମର୍ଥନ ଲାଭ କଲେ। ଖାଲି ସେତିକିନୁହେଁ ପ୍ରଥମ ସଦସ୍ୟତାରେ ତାଙ୍କୁ ବିଧାନସଭାବେ ମନ୍ତ୍ରୀ ଭାବେ ବିରୋଧୀ ଦଳର ମୁକାବିଲା କରିବାକୁ ପଡ଼ିଥିଲା। ଜଣେ ଦକ୍ଷ ଆଇନ ମନ୍ତ୍ରୀ ଭାବେ ସେ ଚାହିଥିଲେ ଉପରସ୍ତରରେ ...

Read More »

ଓଡ଼ିଶାରେ ବାଲ୍ୟ ବିବାହ ଉଦ‌୍‍ବେଗଜନକ- କାଳି ଝିଅଙ୍କ ବାହା ଜଲ‌୍‍ଦି

ସମୟ ଯେତେ ଆଗକୁ ବଢ଼ିଲେ ବି ଓଡ଼ିଶାର ଝିଅମାନେ ସାମାଜିକ ବ୍ୟାଧିରୁ ବର୍ତ୍ତିପାରୁ ନାହାନ୍ତି। କୁ-ସଂସ୍କାର ଓ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ସେମାନଙ୍କୁ ହରାଇବାକୁ ପଡ଼ୁଛି ନିଜର ସ୍ୱାଧୀନତା। ବିବାହ କ’ଣ ବୋଲି ଜାଣିବା ଆଗରୁ ତାଙ୍କ ହାତରେ ଲଦି ଦିଆଯାଉଛି ଆଉ ଜଣଙ୍କ ହାତ। ଅର୍ଥାତ‌୍‍ ଓଡ଼ିଶାରେ ଉଦ‌୍‍ବେଗଜନକ ଭାବେ ଗଡ଼ି ଚାଲିଛି ବାଲ୍ୟ ବିବାହର ପରମ୍ପରା। ବାର୍ଷିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ୨୦୧୨-୧୩ ଆଥିର୍କ ...

Read More »

୨୬ ଅକ୍ଟୋବରରୁ “ଓଡ଼ିଶା ବାଇଏନାଲି-୨୦୧୫’

ଖ୍ୟାତନାମା ଜାପାନୀ- ଓଡ଼ିଶୀ ନୃତ୍ୟଶିଳ୍ପୀ ମାସାକୋ ଓନୋଙ୍କ ନେତୃତ୍ୱରେ ପୁଣିଥରେ ଆୟୋଜିତ ହେବାକୁ ଯାଉଛି “ଓଡ଼ିଶା ବାଇଏନାଲି୨୦୧୫’। ଏହା ଏକ ସାସ୍କୃତିକ ମହୋତ୍ସବ ଯେଉଁଥିରେ ଭାରତ ଏବଂ ଭାରତ ବାହାରର ଅନେକ ଶିଳ୍ପୀ ନିଜର ପ୍ରତିଭା ଓ କଳା କୌଶଳ ପ୍ରଦର୍ଶନ କରିବେ। ବିଶେଷ କରି ବିଭିନ୍ନ ଦେଶର ନୃତ୍ୟ, କଳା ଓ କୌଶଳ ଭିତରେ ଏକ ସମନ୍ୱୟ ପ୍ରତିଷ୍ଠା କରିବା ତଥା ପରସ୍ପରର ଆଦାନ ପ୍ରଦାନ କରିବା ଏହି ...

Read More »

ସମ୍ବଲପୁର ଲେଡି ଲୁଇସ୍ ହାଇସ୍କୁଲର ୪ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ

ସମ୍ୱଲପୁରସ୍ଥିତ ଲେଡି ଲୁଇସ୍ ହାଇସ୍କୁଲର ୪ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ପତ୍ତା ମିଳୁନି। ସେପ୍ଟେମ୍ବର୫ ତାରିଖ ଗୁରୁଦିବସ ଦିନଠାରୁ ସେମାନେ  ନିଖୋଜ ଥିବା ଅଭିଯାଗ ହୋଇଛି।  ଶନିବାର ଦିନ ସେମାନେ ଘରୁ ସ୍କୁଲକୁ ବାହାରିଥିଲେ ମଧ୍ୟ ସ୍କୁଲ ଯାଇ ନଥିଲେ କି ଘରକୁ ଫେରି ନଥିଲେ। ଏ ସଂପର୍କରେ ପରିବାର ଲୋକେ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଛାତ୍ରୀମାନେ ...

Read More »

ଡାକ୍ତର ଶ୍ୱେତପଦ୍ମାଙ୍କ ଆତ୍ମହତ୍ୟା: ସ୍ୱାମୀ କହିଲେ ପାଗଳାମି ଥିଲା

ରବିବାର ଅପରାହ୍ଣରେ ଭୁବନେଶ୍ୱରର ଜଣାଶୁଣା ସ୍ତ୍ରୀରୋଗ ବିଶେଷଜ୍ଞ ଶ୍ୱେତପଦ୍ମା ମିଶ୍ରଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଭିନ୍ନ ରୂପ ନେଇଛି। ଶ୍ୱେତପଦ୍ମାଙ୍କ ମା’ ସ୍ନେହଲତା ଏହାକୁ ଅତ୍ୟଧିକ ମାନସିକ ଚାପର ପ୍ରଭାବ ବୋଲି ଅଭିଯୋଗ କରୁଥିବା ବେଳେ ତାଙ୍କ ସ୍ୱାମୀ ତଥା ଶୁଶୁରୋଗ ବିଶେଷଜ୍ଞ ଅରିଜିତ ସ୍ତ୍ରୀଙ୍କ ଆତ୍ମ ହତ୍ୟାକୁ ଏକ ପାଗଳାମି ରୂପ ଦେଇଛନ୍ତି। ଦୀର୍ଘଦିନ ହେଲା ତାଙ୍କ ମନରେ ଆତ୍ମହତ୍ୟା ପ୍ରବଣତା ଦେଖା ଦେଇଥିଲା। ଏପରିକି ସେ ସିଜୋଫର୍ଣ୍ଣିଆ ରୋଗରେ ...

Read More »

ଭୁବନେଶ୍ୱର-ପୁରୀ- କଟକରେ ନଳକୂଅ ପାଣି ବି କ୍ଷତିକାରକ

ନଳକୂଅ ପାଣି ନିରାପଦ ବୋଲି ଥିବା ବିଶ୍ୱାସ ଏବେ ଅସତ୍ୟ ହୋଇଛି। ଏପରିକି ଖୋଦ‌୍‍ ରାଜଧାନୀ ଭୁବନେଶ୍ୱର, କଟକ ଏବଂ ପୁରୀ ସହରରେ ଥିବା ଅଧିକାଂଶ ନଳକୂଅର ପାଣିଯେ ଅସ୍ୱାସ୍ଥ୍ୟକର ତାହାକୁ ପରୋକ୍ଷରେ ସ୍ୱୀକାର କରିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼। ବଢ଼ୁଥିବା ନାଳ ନର୍ଦ୍ଦମାର ପାଣି ସଂସ୍ପର୍ଶରେ ଆସି ଏସବୁ ଅଞ୍ଚଳରେ ଭୂତଳଜଳ ସଂକ୍ରମିତ ହୋଇଛି। ଯାହାକି ଆସିଡିଟି, ଗ୍ୟାଷ୍ଟ୍ରିକ‌୍‍ ଏବଂ ଅନ୍ୟ ପେଟରୋଗ ତଥା କ୍ୟାନ‌୍‍ସରର ମୁଖ୍ୟ କାରଣ ...

Read More »

ଓଡ଼ିଶାରେ ୟୁନିଟାରୀ ବିଶ୍ୱବିଦ୍ୟାଳୟ: ରମାଦେବୀକୁ ହଁ ଗଙ୍ଗାଧର ଓ ଖଲିକୋଟ‍୍‌କୁ ଅଣଦେଖା

ଆଞ୍ଚଳିକ ଭାରସାମ୍ୟ ପାଇଁ କାନ୍ଦୁଥିବା ରାଜ୍ୟ ସରକାର ପ୍ରକୃତରେ ଏଥିଲାଗି ଉଦାସୀନ। ଉଚ୍ଚଶିକ୍ଷା ସଂସ୍କାର ପାଇଁ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ରିପୋର୍ଟକୁ ପଢ଼ିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି। ୫ ବର୍ଷ ତଳୁ ଏହି ଟାସ୍କଫୋର୍ସ ସମ୍ୱଲପୁରର ଗଙ୍ଗାଧର ମେହେର କଲେଜ ଏବଂ ବ୍ରହ୍ମପୁରର ଖଲିକୋଟ‍୍‌ କଲେଜ୍‌କୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ସୁପାରିଶ‍୍‌ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଇ ନାହିଁ। ଅନ୍ୟପକ୍ଷରେ ସମାନ ସମୟରେ ଭୁବନେଶ୍ୱରର ରମାଦେବୀ କଲେଜକୁ ...

Read More »

ଖାଦ୍ୟ ସୁରକ୍ଷା ଆଇନ- ଅକ୍ଟୋବର ୧୦ ସୁଦ୍ଧା ରାସନ୍ କାର୍ଡ ବାଣ୍ଟିବାକୁ ୧୪ ଜିଲାପାଳଙ୍କୁ ନିର୍ଦ୍ଦେଶ

ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ କରିବାପାଇଁ ସରକାର ତତ୍ପରତା ଦେଖାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୪ଟି ଜିଲାକୁ ଏଥ‍ର ସାମିଲ କରାଯିବ। ଏହି ଜିଲାଗୁଡ଼ିକେର ଅକ୍ଟାବର ୧୦ ତାରିଖ ସୁଦ୍ଧା ରାସନୋକାର୍ଡ଼ ବଣ୍ଟନ ଶଷ କରିବାକୁ ସାଧାରଣ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦଶ ଦିଆଯାଇଛି। ଅନ୍ୟ ୧୬ ଜିଲ୍ଲାରେ ଅକ୍ଟୋବର ୩୧ ସୁଦ୍ଧା ରାସନ କାର୍ଡ ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି। ଖାଦ୍ୟ ଓ ଯୋଗାଣ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି ...

Read More »
   Update :