କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Breaking News

ଯୁଗେଯୁଗେ ଜଗନ୍ନାଥ, ପାରଳାରେ ଜଗନ୍ନାଥ

ହରିହର ପଣ୍ଡା ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରର ପ୍ରତୀକ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ସେତେବେଳେ ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବ ନିଜ ସାମ୍ରାଜ୍ୟକୁ ଶ୍ରୀ ଜଗନ୍ନାଥଙ୍କୁ ଉତ୍ସର୍ଗ କରି ସେ ପ୍ରଭୁଙ୍କ ଦାସ ଭାବେ ରାଜ ଶାସନ ପରିଚାଳନା କରୁଥିଲେ। ଯାହାକି ଭକ୍ତି ଓ ଉତ୍ସର୍ଗର ଭାବନାକୁ ପରିସ୍ଫୁଟିତ କରେ। କାଳକ୍ରମେ ଉତ୍କଳର ପ୍ରତିଟି ଗଡ଼ଜାତ ଏହି ପରମ୍ପରାକୁ ଆପଣାଇ ପ୍ରଜାଙ୍କ ମନରେ ଏକକ ଭାବନା ସୃଷ୍ଟି କରିଥିଲେ। ...

Read More »

କୂଳ ଲଂଘୁଛି ଜୁଆର : ହାଇ ଆଲର୍ଟ ଜାରି

ପୁରୀ(ଓଟି): ପୁରୀ ଉପକୂଳରେ ଆଜନ ସାମୁଦିକ ଜୁଆର କୂଳ ଲଂଘିବାରେ ଲାଗିଛି । ଏହି ଜୁଆର ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛି । ଜୁଆର ସ୍ୱର୍ଗଦ୍ୱାରଠାରୁ ମାତ୍ର ୫ ମିଟର ଦୂରରେ ଥିବାରୁ ଣସି ପ୍ରକାରର ଅଘଟଣରୁ ରକ୍ଷା ପାଇବା ପାଇଁ ସେହି ଅଞ୍ଚଳରେ ହାଇ ଆଲର୍ଟ ଜାରୀ କରାଯାଇଛି । ବିଗତ ଦୁଇ ଦିନ ହେଲା ସମଗ୍ର ପୁରୀ ଉପକୂଳରେ ସମୁଦ୍ର ଆତଙ୍କ ଚଳାଇଛି । ଲଘୁଚାପ ଯୋଗୁ ...

Read More »

୧୨ ଦଫା ଦାବିରେ କଟକରେ କଂଗ୍ରେସର୧୨ ଘଂଟିଆ ବନ୍ଦ ପାଳନ

କଟକ: କଟକ ସହର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗ ରେ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏନେଇ  ୧୨ ଦଫା ଦାବି ରହିଥିବା କହିଛନ୍ତି କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଯାନବାହାନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। କଂଗ୍ରେସ କର୍ମୀମାନେ କଟକ ଷ୍ଟେସନ୍‌ରେ ସକାଳେ ଦୁଇ ଘଣ୍ଟା ପାଇଁ ରେଳରୋକ କରିଥିଲେ। ବାଦାମବାଡ଼ିରେ ଟାୟାର ଜାଳି ଦଳୀୟ ...

Read More »

ସୂତା ଖିଅରେ ଝୁଲୁଛି ପପୁଙ୍କ ଭାଗ୍ୟ

ଭୁବନେଶ୍ୱର(ଓଟି): ଚଳଚିତ୍ର ଓ ଟିଭି ଅନିନେତା ପପୁ ପ୍ରକାଶ ଶତପଥୀ ଓରଫ ପପୁ ପମ‌୍‍ପମ‌୍‍ଙ୍କୁ ନାବାଳିକା ଯୌନ ନିଯ୍ୟାତନା ମାମଲାରେ ହାଇକୋର୍ଟରୁ ଜାମିନ‌୍‍ ମିଳିଥିଲେ ହେଁ ତାଙ୍କର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୪୦ ଦିନ ଜେଲରେ ରହିବା ପରେ ସେ ମୁକୁଳିଛନ୍ତି ସତ କିନ୍ତୁ ଆଗକୁ କ’ଣ ହେବ ସେ ନିଜେ ବି ଚିନ୍ତା କରିପାରୁନାହାଁନ୍ତି। ଓଲିଉଡ‌୍‍ ସହିତ ଜଡିତ କିଛି ଲୋକଙ୍କ କହିବା ଅନୁସାରେ ...

Read More »

ରାଜ୍ୟରେ ଜଳଭଣ୍ଡାର ଧାରଣ କ୍ଷମତା ୨୧ ପ୍ରତିଶତ କମିଲାଣି

ଭୁବନେଶ୍ୱର(ଓଟି): ଓଡିଶାରେ ଏକ ଅଦ୍ଭୁତପୂର୍ବ ଅବସ୍ଥା ଆଖିରେ ପଡୁଛି। ଗୋଟିଏ ପଟେ ଅନିୟମିତ ବର୍ଷା ଯୋଗୁ ଚାଷୀମାନଙ୍କର ଫସଲ ଯୋଜନା ବାଡ ଖାଉଥିବା ବେଳେ ଏବଂ ଜଳାଭାବ ଲାଗି ରହିଥିବାବେଳେ ଅପରପଟେ ରାଜ୍ୟର ଜଳଭଣ୍ଡାଗୁଡିକର କ୍ଷମତା କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି। ଅଧିକାଂଶ ମଧ୍ୟମ ଓ ବଡ ଧରଣର ଜଳଭଣ୍ଡାରରେ ବର୍ଷା ଦିନେ ଯେତିକି ପାଣି ରହିବା କଥା ତାହାଠାରୁ ପାଖାପାଖି ଚଉଠେ ପାଣି କମ‌୍‍ ରହୁଛି। ଗତ ...

Read More »

ଏନକାଉଣ୍ଟରରେ ନକ୍ସଲ ମୃତ

ମାଲକାନଗିରି(ଓଟି): ମାଲକାନଗିରି ସୀମାନ୍ତରେ ଆଜି ଛତିଶଗଡ ବସ୍ତର ଜିଲ୍ଲା ତୁନ୍ଦେର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ମାାଓବାଦୀର ମୃତ୍ୟୁ ଘଟିଛି। ମାଓବାଦୀଙ୍କଠାରୁ ୨ଟି ୩୧୫ ରାଇଫଲ ଓ ବହୁ ପରିମାଣରେ ଗୁଳି ଜବତ ହୋଇଥିବା ବସ୍ତର ପୋଲିସ ସୂଚନା ଦେଇଛି। ଆଜିର ଏହି ଘଟଣାରେ ଲାଲ ବାହିନୀକୁ ଶକ୍ତ ଧକା ଲାଗିଛି।

Read More »

ଏବେ ବି ରାଜ୍ୟରେ ୬୫ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ନିରକ୍ଷର

ଭୁବନେଶ୍ୱର(ଓଟି): ସ୍ୱାଧୀନତାର ୬୯ ବର୍ଷପରେ ଆମେ ଉନ୍ନତିର ଅନେକ ପାହାଚ ଚଢ଼ି ସାରିଲେଣି। କିନ୍ତୁ ଶିଶୁ ମାନଙ୍କର ପ୍ରଥମ ଗୁରୁ କୁହାଯାଉଥିବା ମହିଳାମାନଙ୍କା ସାକ୍ଷରତା ହାର ଏବେ ବି ଓଡିଶାରେ ଅତି ଦୟନୀୟ ସ୍ଥିତିରେ ଅଛି । ଓଡିଶାରେ ପ୍ରାୟ ୬୫ ଲକ୍ଷ ମହିଳା ଏବେ ବି ନିରକ୍ଷର। ଏହାପୁଣି ସରକାରୀ ହିସାବରେ। ବେସରକାରୀ ହିସାବରେ ରାଜ୍ୟର ନିରକ୍ଷର ଓ ଅର୍ଦ୍ଧଶିକ୍ଷିତା ମହିଳାଙ୍କ ସଂଖ୍ୟା ଢେର ଅଧିକ ହେବବୋଲି କୁହାଯାଉଛି। ...

Read More »

ବିଜେଡି ବିଧାୟକମାନଙ୍କର ଅହଂକାର ଦୁର୍ଭାଗ୍ୟଜନକ : ବିଜେପି

ଭୂବନେଶ୍ୱର(ଓଟି): ରାଜ୍ୟରେ ସାଧାରଣ ଏବଂ ନିରୀହ ଜନତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ ଏବଂ ଅତ୍ୟାଚାର କରି ବାରମ୍ୱାର ଲୋକଲୋଚନକୁ ଆସୁଥିବା ବୋଲଗଡ-ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗତକାଲି ପୁଣି ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଏକ ନିଦ୍ଧୋର୍ଷ ଯୁବକକୁ ମଝି ରାସ୍ତାରେ ମାଡ ମାରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଭର୍ତ୍ସନୀୟ। ଏହା ତାଙ୍କର େଓ୍ଭାଦ୍ଧତପଣିଆର ପରିଚୟ। କୈାଣସି ଆଧୁନିକ ସମାଜ ଓ ଗଣତନ୍ତ୍ରରେ ଏଭଳି ଘଟଣାକୁ ସହ୍ୟ କରାଯାଇପାରିବ ...

Read More »

ପ୍ରସଙ୍ଗର ନାମ ମହାନଦୀ

ଭୁବନେଶ୍ୱର(ଓଟି): ମହାନଦୀ ଛତିଶଗଡ ଦେଇ ଓଡ଼ିଶାକୁ ପ୍ରବାହିତ ହେଉଛି । ତେଣୁ ଏହାର ଜଳ ଉପରେ ଛତିଶଗଡର ପ୍ରଥମ ଅଧିକାର ରହିଛି । ଏକଥା କହିଛନ୍ତି ଛତିଶଗଡ ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ବ୍ରଜମୋହନ ଅଗ୍ରୱାଲ । ତାଙ୍କ ମତରେ ଛତିଶଗଡ ଆବଶ୍ୟକତାକୁ ଚାହିଁ ମହାନଦୀରୁ ଜଳ ବ୍ୟବହାର କରିବ। ଏଥିରୁ ତାଙ୍କ ରାଜ୍ୟକୁ କେହି ବଞ୍ଚିତ କରିପାରିବ ନାହିଁ। ତେବେ ଓଡ଼ିଶା ସରକାର ଛତିଶଗଡର ମନୋମୁଖୀ ବ୍ୟାରେଜ ନିର୍ମାଣ ବିରୋଧରେ ...

Read More »

ବିଜେଡିକୁ ଫଟାଇବାକୁ ଉଦ୍ୟମ: ପ୍ରତାପ ଦେବ

ଭୁବନେଶ୍ୱର(ଓଟି): ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକକୁ ତାଚ୍ଛଲ୍ୟ କଲାପରେ ଏବେ ଖୋଦ‌୍‍ ବିଜେଡି ଏଥିପାଇଁ ପ୍ରସ୍ତୁତ ହେବା ଖବର ଏବେ ରାଜନୀତିକ ମହଲକୁ ସରଗରମ କରିଛି। ଛତିଶଗଡ଼ ଯାଇଥିବା ବିଜେଡିର ଦଳୀୟ କମିଟି ମୁଖ୍ୟ ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବେ ସର୍ବଦଳୀୟ ବୈଠକର ଆବଶ୍ୟକତାକୁ ଅନୁଭବ କରୁଛନ୍ତି ବୋଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ବୟାନ ଦେବା ପ୍ରକାଶ ପାଇବା ପରେ ଏହି ଖବରକୁ ମିଛ ବୋଲି କହିଛନ୍ତି ଦଳୀୟ ...

Read More »

ପ୍ରବଳ ବର୍ଷା: ଜୁଆର ଆଶଙ୍କା

ଭୁବନେଶ୍ୱର(ଓଟି): ପଶ୍ଚିମବଙ୍ଗ ଓ ବଂଲାଦେଶରେ କେନ୍ଦ୍ରୀଭୂତ ଲଘୁଚାପ ଫଳରେ ସଡ଼ିଶା ଉପକୂଳ ସମୂଦ୍ର ବେଶ‌୍‍ ଅଶାନ୍ତ ହୋଇଛି। ଏହାର ପ୍ରଭାବରେ ସମୂଦ୍ରରେ ଜୁଆର ମାତ୍ରା ବୃଦ୍ଧି ପାଇଛି। ସମୂଦ୍ରକୂଳରେ ୩ରୁ ୪ ମିଟର ଉଚ୍ଚ ଜୁଆର ଦେଖାଯିବା ସହ ପବନର ବେଗ ବଢ଼ିଛି। ପାଣିପାଗ ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ଯାଏ ଏପରି ପରିସ୍ଥିତି ଲାଗି ରହିବ। ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ପ୍ରଭୃତି ଜିଲ୍ଲାରେ ବର୍ଷା ପରିମାଣ ...

Read More »

ଧାନ ବିକିବା ପାଇଁ ଆଧାର କାର୍ଡ ଜରୁରୀ

ଭୁବନେଶ୍ୱର (ଓଟି): ଯେଉଁ ଚାଷୀମାନେ ଧାନ ବିକ୍ରି କରିବେ ସେମାନଙ୍କ ଆଧାର କାର୍ଡଥିବା ଜରୁରୀ। ଯେର୍ଛ ଚାଷୀମାନଙ୍କର ଆଧାର କାର୍ଡ ନ ଥିବ ସେମାନଙ୍କଠାରୁ ଧାନ ସଂଗ୍ରହ କରାଯିବ ନାହିଁ ବୋଲି ଯୋଗାଣ ବିଭାଗ ସଚିବ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଅନୁଷ୍ଠିତ ଆଧାର ଲିଙ୍କ ସମୀକ୍ଷା ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସଚିବ କହିଛନ୍ତ ଯେ, ଧାନ ସଂଗ୍ରହରେ ସ୍ୱଚ୍ଛତା ଆଣିବା ପାଇଁ ଏଣିକି ...

Read More »

କଳା ପତାକା ଭୟ: ରାସ୍ତାରେ ଅଟକିଲେ ମନ୍ତ୍ରୀ

ଦେବଗଡ (ଓଟି): ଗତ କିଛି ଦିନ ତଳେ କେନ୍ଦ୍ର ମନ୍ତ୍ରୀଙ୍କୁ କଳା ପତାକା ଦେଖାଇବା ସହିତ ତାଙ୍କ ଗାଡିକୁ ଭାଙ୍ଗି ବାହାଦୂରୀ ମାରିଥିବା ରାଜ୍ୟର ମନ୍ତ୍ରୀ ଏବେ କଳା ପତାକା ଦେଖିଲେ ଛାନିଆ ହୋଇପଡ଼ୁଛନ୍ତି। କଳା ପତାକା ଦାଉରୁ ରକ୍ଷା ପାଇବା ପାଇଁ ଏହି ମହାପ୍ରତାପୀ ମନ୍ତ୍ରୀମାନେ ରାସ୍ତା ଉପରେ ଛଡା ହୋଇ ସମୟ କଟାଇବାକୁ ଉଚିତ ମନେ କରୁଛନ୍ତି। ଆଜି ଏପାର ଏକ ଘଟଣା ଘଟିଛି ଦେବଗଡ ଜିଲ୍ଲାରେ। ...

Read More »

ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ନରସିଂହ

ଭୁବନେଶ୍ୱର (ଓଟି): ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ଯେଉଁ ବ୍ୟାରେଜ ନିର୍ମାଣ କରୁଛନ୍ତି ସେ ସମ୍ପର୍କରେ ଓଡିଶା ସରକାରଙ୍କ ପାଖରେ ସଠିକ ତଥ୍ୟ ନାହିଁ। ସରକାର ଅନ୍ଧାରରେ ବାଡି ବୁଲାଇଲା ଭଳି ଭ୍ରମାତ୍ମକ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଡନ୍ତି ବୋଲି ବିରୋଧିଦଳ ନେତା ନରସିଂହ ମିଶ୍ର ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଚିନ୍ତିତ ନାହାନ୍ତି। ବରଂ ଏହି ...

Read More »

ପୋଷ୍ଟରରେ ଧର୍ମେନ୍ଦ୍ରଙ୍କୁ ବ୍ୟଙ୍ଗ

ସମ୍ୱଲପୁର(ଓଟି): କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ରଙ୍ଗ ଚିତ୍ର ସହିତ ସମାଲୋଚନା ମୂଳକ ବ୍ୟଙ୍ଗ କବିତା ଥିବା ପୋଷ୍ଟର ସଯରର ବିଭିନ୍ନ ସ୍ଥାନରେ ଲାଗିଥିବା ଦେଖିବାକୁ ମଳିଛି । ମହାନଦୀରେ ଛତିଶଗଡ ସରକାର କରୁଥିିବା ବ୍ୟାରେଜ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ନେଇ ବ୍ୟଙ୍ଗ ସମାଲୋଚନା କରାଯାଇଛି । ପୋଷ୍ଟରରେ ପ୍ରକାଶକ ଓ ମୁଦ୍ରାକରଙ୍କ ସମ୍ପର୍କରେ କୌଣସି ସୂଚନା ନ ଥିବାରୁ ଏହାକୁ ବେନାମୀ ବୋଲି କୁହାଯାଉଛି । ପୋଷ୍ଟରରେ  ଲେଖାଯାଇଛି- ...

Read More »

ଅଗଷ୍ଟ ୧୫ରେ ଇତିହାସ ରଚିବେ କିନ୍ନର

ଭୁବନେଶ୍ୱର(ଓଟି): ରାଜଧାନୀରେ ଥିବା କିନ୍ନରମାନେ ଆଗାମୀ ୧୫ ତାରିଖରେ ଇତିହାସ ସୃଷ୍ଟି କରିବେ । ଏହି ଦିନ ସେମାନେ ପ୍ରଥମ ଥର ପାଇଁ ସ୍ୱାଧିନତା ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇ ଏ ଦିଗରେ ଯୋରଦାର ପ୍ରସ୍ତୁତି ଚଳାଇଚନ୍ତି । ସମାଜରେ କିନ୍ନରମାନଙ୍କୁ ନିଚ ଦୃଷ୍ଟିରେ ଦେଖାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ୱାଧିନତା ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବା ପାଇଁ ଅନୁମତି ପାଇବା ପରେ ...

Read More »

ସମୁଦ୍ର ଆତଙ୍କ

ପୁରୀ(ଓଟି): ବିଗତ ଦୁଇ ଦିନ ହେଲା ସମଗ୍ର ପୁରୀ ଉପକୂଳରେ ସମୁଦ୍ର ଆତଙ୍କ ଚଳାଇଛି । ଲଘୁଚାପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇ କୂଳ ଲଙ୍ଘିବାରେ ଲାଗିଛି । ସମୁଦ୍ରର ଏହି ଅଶାନ୍ତ ରୂପକୁ ଦେଖି ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ହୋଇପଡିଛନ୍ତି । କାରଣ ସମୁଦ୍ର ଜୁଆର ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ମାଡି ଆସୁଛି । ଯଦି ସମୁଦ୍ରର ଏଭଳି ଅଶାନ୍ତ ରୂପ ଲାଗି ରୁହେ ତେବେ ପୁରୀର ...

Read More »
   Update :