କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Breaking News

ସର୍ଦ୍ଦାର ପଟେଲଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିବ ବିଜେପି

ଭୂବନେଶ୍ୱର (ଓଟି) : ଲୈାହପୁରୁଷ ଭାବରେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କେବଳ ଭାରତୀୟ ଜାତୀୟ ଆନ୍ଦୋଳନରେ ସକ୍ରୀୟ ଭୁମିକା ଗ୍ରହଣ କରିନଥିଲେ ବରଂ ସ୍ୱାଧୀନତା ପରେ କ୍ଷୁଦ୍ର କ୍ଷୁଦ୍ର ଦେଶୀୟ ରାଜ୍ୟମାନଙ୍କୁ ଭାରତରେ ମିଶ୍ରଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଭାରତୀୟ ଜନତା ପାର୍ଟି ଏହି ମହାପୁରୁଷଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରି ଆସୁଛି। ଚଳିତ ବର୍ଷ ଭାରତୀୟ ଜନତା ପାର୍ଟି, ଓଡିଶା ...

Read More »

ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ସଂପ୍ରସାରିତ

ଭୁବନେଶ୍ୱର (ଓଟି) – ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିକୁ ସମ୍ପ୍ରସାରିତ କରଯାଯାଇଛି। ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ କମିଟିର ନୂତନ ସଂପାଦକ ଭାବେ ଶିଶିର ମାଡାଲା, ନିରଞ୍ଜନ ନାୟକ, ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବଲାଙ୍ଗୀର ଲୋକସଭା ମଣ୍ଡଳୀ ଯୁବ କଂଗ୍ରେସ କମିଟି ସଭାପତି ଭାବେ ରୂପେଶ ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ନେଇ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କମିଟି ...

Read More »

ପିଙ୍କ‍୍‌ ଅଟୋ ଚାଳକମାନଙ୍କ ପାଇଁ ପର୍ଯ୍ୟଟନ ବିଭାଗର ଶିକ୍ଷଣ ଶିବିର ଓ କର୍ମଶାଳା

ଭୁବନେଶ୍ୱର (ଓଟି)- ଡୁମ‍୍‌ଡୁମାସ୍ଥିତ ଇଣ୍ଡିଆନ‍୍‌ ଇନ‍୍‌ଷ୍ଟିଚ୍ୟୁଟ‍୍‌ ଅଫ‍୍‌ ଟ୍ୟୁରିଜିମ‍୍‌ ଏଣ୍ଡ ଟ୍ରାଭେଲ‍୍‌ ମ୍ୟାନେଜ‍୍‌ମେଣ୍ଟରେ ଭୁବନେଶ୍ବର ପିଙ୍କ‍୍‌ ଅଟୋ ଚାଳକମାନଙ୍କ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ କର୍ମଶାଳା ଓ ଶିକ୍ଷଣ ଶିବିର ଆୟାଜନ ହାଇଛି। ଏହାକୁ ପର୍ଯ୍ୟଟନ ମନ୍ତ୍ରୀ ଅଶାକ କୁମାର ପଣ୍ଡା ଉଦୋଘାଟନ କରିଥ‍ଲେ। ସୁରକ୍ଷା, ସୌଜନ୍ୟ ଓ ସଚେତନତା ବଳରେ ଓଡ଼ିଶାରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ତଥା ପର୍ଯଟନ ବିଭବର ଆଦର ଓ ବିପଣନ ବୃଦ୍ଧି ପାଇପାରିବ ବୋଲି ପର୍ଯ୍ୟଟନ ଓ ...

Read More »

ଦଶମ ଶ୍ରେଣୀ ପରୀକ୍ଷା ଫି’ଛାଡ଼ ପାଇଁ ଶିକ୍ଷକ ସଂଘର ଦାବି

BSE

ଭୁବନେଶ୍ୱର (ଓଟି): ସୃଷ୍ଟି ହୋଇଥିବା ମରୁଡ଼ି ପରିସ୍ଥିତିକୁ ଆଖିରେ ରଖି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫି’ଛ।ଡ଼ ପାଇଁ ରାଜ୍ୟ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି। ପୂର୍ବ ବର୍ଷମାନଙ୍କରେ ହୁଡ୍ ହୁଡ୍ ଓ ଫାଇଲିନ‍୍‌ କାରଣରୁ ପରୀକ୍ଷା ଫି’ ଛାଡ଼ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ବିହିତ ପଦକ୍ଷେପ ନେବାକୁ ସଂଘର ସଭାପତି ପ୍ରଦୀପ କୁମାର ପ୍ରଧାନ କହିଛନ୍ତି। ପୂର୍ବରୁ ପେନ‍୍‌ସିଲ‍୍‌ କିଣିବାକୁ ନେଇ ...

Read More »

ବାଲିଚନ୍ଦ୍ରପୁର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ମାନବାଧିକାର କମିଶନଙ୍କୁ ବିଜେପି ମହିଳା ମୋର୍ଚ୍ଚାର ସ୍ମାରକ ପତ୍ର

MM 2, 29.10.2015

ଭୂବନେଶ୍ୱର (ଓଟି) : ଯାଜପୁର  ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ଆଇଆଇସିଙ୍କ ରାଜନୈତିକ ଦଳର ନେତ୍ରୀ ଏବଂ ସମାଜସେବୀମାନଙ୍କ ପ୍ରତି ଦୁର୍ବ୍ୟବହାର ପ୍ରତିବାଦରେ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ସୀମନ୍ତିନୀ ଜେନାଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହିତ କଠୋର କାଯ୍ର୍ୟାନୁଷ୍ଠାନ ଗ୍ରହଣ ନେବା ପାଇଁ ଦାବି କରିଛନ୍ତି। ମହାକାଳପଡା ଗ୍ରାମରେ ଗଣେଷ ...

Read More »

ଭୁବନେଶ୍ୱରକୁ ଆନ୍ତର୍ଜାତିକ ଫ୍ଲାଇଟ‌୍‍ ଆସିବା ସମ୍ଭାବନା ଉଜ୍ଜ୍ୱଳ

ଭୁବନେଶ୍ୱର(ଓଟି):ଭୁବନେଶ୍ୱରରୁ ଯେଉଁମାନେ ବିଦେଶକୁ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା କାରଣରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରକୁ ସିଧାସଳଖ ବିଦେଶରୁ ଫ୍ଲାଇଟ‌୍‍ ଯିବା ଆସିବା ସମ୍ଭାବନା ଉଜ୍ଜ୍ୱଳ ହେଇଛି। ଭୁବନେଶ୍ୱର ବିମାନ ବନ୍ଦର କତ୍ତୃର୍ପକ୍ଷ ଆଶା କରୁଛନ୍ତି ଯେ, ଖୁବ‌୍‍ ଶିଘ୍ର ସିଧାସଳଖ ବିଦେଶ ବିମାନ ଯାତ୍ରା ଏଠାରୁ ସମ୍ଭବ ହୋଇପାରିବ। ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଏୟାର ଇଣ୍ଡିଆର ଦୁଇଟି ଫିଡର‌୍‍ ଫ୍ଲାଇଟ‌୍‍ ...

Read More »

ଆସନ୍ତା ମାସରେ ଆସିବ +୨ ନୂଆ ସିଲାବସ‌୍‍

CHSE

ଭୁବନେଶ୍ୱର(ଓଟି): :ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ଆସନ୍ତା ମାସରେ +୨ କଳା, ବିଜ୍ଞାନ ଓ ବାଣିଜ୍ୟ ପାଇଁ ନୂଆ ସିଲାବସ‌୍‍ ଆଣିବ। ୨୦୧୬-୧୭ ଶିକ୍ଷା ବର୍ଷରୁ ଏହି ନୂଆ ପାଠ୍ୟକ୍ରମ ଲାଗୁ ହେବ। ସିବିଏସ‌୍‍ଇ ପାଠ୍ୟକ୍ରମ ଅନୁସାରେ କିଛି ପ୍ରଫେସରଙ୍କ ତତ୍ତ୍ୱାବଧାନାରେ ଏହି ନୂଆ ସିଲାବସ‌୍‍ ତିଆରି ହୋଇଛି। ଚଳିତ ବର୍ଷଠାରୁ ଙ୍ଘ୨ ବିଜ୍ଞାନର ନୂଆ ସିଲାବସ‌୍‍ ଲାଗୁ ହେବାର ଥିଲା। କିନ୍ତୁ ଓଡିଶା ଟେକ୍ସଟବୁକ‌୍‍ ପ୍ରେସ‌୍‍ ପୁରୁଣା ସିଲାବସ‌୍‍ ...

Read More »

କହୁଣିରେ ପଇଡ ଭାଙ୍ଗିବାର ଗିନିଜ‍୍‌ ରେକର୍ଡ

Keshab

  ଭୁବନେଶ୍ବର: କହୁଣିରେ ପଇଡ ଫଟାଇ ଗିନିଜ‍୍‌ ବୁକ‍୍‌ ଅଫ‍୍‌ ୱାଲଡ ରେକର୍ଡ କରିଥିବା ଶ୍ରୀ କେଶବ ସ୍ବାଇଁ ଆଜି ପୁଣି ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିବାର ବିରଳ ସୁଯୋଗ ଲାଭ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ସ୍ବାଇଁ ୨୦୧୨ ମସିହାରେ ଏକ ମିନିଟ‍୍‌ରେ ୮୫ଟି ପଇଡ ଭାଙ୍ଗି ଗିନିଜ‍୍‌ ବୁକ‍୍‌ରେ ସ୍ଥାନ ପାଇଥିଲେ। ଆଜି ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ପଇଡ ଫଟାଇବା କାର୍ଯ୍ୟକ୍ରମରେ ଏକ ମିନିଟ‍୍‌ରେ ୯୨ଟି ...

Read More »

ଚାଷୀ ଆମିହତ୍ୟା: ହସ୍ତକ୍ଷେପ ପାଇଁ ଓଡିଶା ମାନବାଧିକାର କମିଶନଙ୍କୁ କଂଗ୍ରେସର ନିବେଦନ

OPCC

  ଗତ ୧ ବର୍ଷକ ଭିତରେ ସ୍ଖଷୀ ଆମିହତ୍ୟା ଘଟଣାର କମିଶନ ନିଜସ୍ୱ ତଦନ୍ତ କରନ୍ତୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫ଶହ ଟଙ୍କାକୁ ବୃଦ୍ଧି ଲାଗି ସରକାରଙ୍କୁ ନିଦ୍ଦେର୍ଶ ପାଇଁ ଅନୁରୋଧ  ଚାଷୀମାନଙ୍କୁ ବୋନସ ପ୍ରଦାନ ଉପରେ କେନ୍ଦ୍ର ସରକାର ବସାଇଥିବା କଟକଣାକୁ ଉଚ୍ଛେଦ ପାଇଁ କେନ୍ଦ୍ରକୁ ପ୍ରସ୍ତାବ  ଆମିହତ୍ୟା କରିଥିବା ପ୍ରତ୍ୟେକ ସ୍ଖଷୀଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଅଚଳ ଉଠା ଜଳସେଚନ ...

Read More »

ସରକାରଙ୍କୁ ହାଇକୋର୍ଟଙ୍କ ଝଟକା: ୧୫ ଦିନ ମଧ୍ୟରେ ପ୍ରାଥମିକ ଶିକ୍ଷାର ସମସ୍ତ ତଥ୍ୟ ତଲବ

odisha high court

ଭୁବନେଶ୍ୱର(ଓଟି): ପ୍ରାଥମିକ ଶିକ୍ଷାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ମାନ୍ୟବର ଓଡିଶା ହାଇକୋର୍ଟ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡିକରେ କେଉଁ କେଉଁ ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ଆଗାମୀ ୧୬ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିଦ୍ଦେର୍ଶ ଦେଇଛନ୍ତି । ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡିକରେ ଖେଳ ପଡିଆ ନ ଥିବା ନେଇ ଖବର ପ୍ରକାଶ ପାଇବା ପରେ ...

Read More »

ଗଡ଼ଜାତରେ ଜଗନ୍ନାଥ : ଗାଙ୍ଗପୁରରେ ଶ୍ରୀ ଜଗନ୍ନାଥ

main1jpg

ଓଡ଼ିଶା ଗଡ଼ଜାତ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରେ ଗାଙ୍ଗପୁର ଅଥବା ବର୍ତ୍ତମାନର ସୁନ୍ଦରଗଡ଼। କୁହାଯାଏ ଆର୍ଯ୍ୟମାନେ ଓଡ଼ିଶାକୁ ଏହି ଦିଗ ଦେଇ ପ୍ରବେଶ କରିଥିଲେ। ପୁଣି ଇତିହାସ ପୃଷ୍ଠାରେ ଇବ‌୍‍ ନଦୀ ଉପତ୍ୟାକାରେ ଥିବା ଏହି ରାଜ୍ୟ କଳାଚୁରୀ, ଚୌହାନ‌୍‍, କେଶରୀ ତଥା ଗଙ୍ଗ ବଂଶ ଶାସନରେ ଏକ ପ୍ରମୁଖ ଅଂଶ ବିଶେଷ ଥିଲା। ହେଲେ ଜଗନ୍ନାଥ ପୂଜାର୍ଚ୍ଚନା ଏଠାରେ ବେଶ‌୍‍ ପରେ ଆରମ୍ଭ ହୋଇଛି। ଯାହାକି ...

Read More »

ବିଜେପିର ଚାଷୀ ହେଲ‍୍‌ପଲାଇନ‍୍‌: ବିଜେଡି ପାଇଁ ମୁଣ୍ଡ ବିନ୍ଧା

BJP helpline

ଭୁବନେଶ୍ୱର (ଓଟି): ରାଜ୍ୟରେ ମରୁଡ଼ି ଓ ଚାଷୀ ଆମିହତ୍ୟା ଏକ ଉଦ‌୍‍ବେଗଜନକ ପରିସ୍ଥିତି ସୃଷ୍ଟି କରୁଥିଲେ ମଧ୍ୟ ସରକାରୀ କଳ ଏଥିପ୍ରତି ଉଦାସୀନ। ବାରମ୍ୱାର ଚାଷୀ ଅଭିଯୋଗ କରୁଥିଲେ ବି ଏ ନେଇ କୌଣସି ସରକାରୀ ଅଧିକାରୀ କର୍ଣ୍ଣପାତ କରନ୍ତି ନାହିଁ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ବିଜେପି ଆରମ୍ଭ କରିଥିବା ହେଲଁଲାଇନ‌୍‍ରୁ ପ୍ରଥମ ଦିନରେ ସଂଗ୍ରହ ହୋଇଥିବା ବିବରଣୀରୁ ଏହା ସ୍ପଷ୍ଟ ହୋଇଛି। ଅନ୍ୟ ପକ୍ଷରେ ବିଜେପିର ...

Read More »

ମହାରଥୀଙ୍କୁ ଭର୍ତ୍ସନାର ଅନ୍ତରାଳେ

Pradip-Moharathy

ଭୁବନେଶ୍ୱର(ଓଟି): କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଫିସରମାନଙ୍କ ଗହଣରେ ଭର୍ତ୍ସନା କରିଥିବା ଖବର ପ୍ରକାଶ ପାଇଛି । ଏହି ସବୁ ଖବରରେ ଦର୍ଶାଯାଇଛି ଯେ, ଚାଷୀ ଆମିହତ୍ୟା ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ନାଟକବାଜୀକୁ ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ତାଗିଦ କରିବା ସହିତ ନାଟକବାଜୀ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । କିନ୍ତୁ ପ୍ରକୃତ କାରଣ କୃଷିମନ୍ତ୍ରୀ ପ୍ରଦୀପ ...

Read More »

ଅନ୍ତରଙ୍ଗ ଓଡ଼ିଶା: ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ: ବାବା ଆଖଣ୍ଡଳ ମଣି

Akhandalmani

  ବୈତରଣୀ ଓ ସାଳନ୍ଦୀର ମିଳନସ୍ଥଳ । ଭଗବାନ ଇନ୍ଦ୍ରଙ୍କ ଆରାଧନାସ୍ଥଳୀ । ପ୍ରାକୃତିକ ପରିବେଶରେ ମଣ୍ଡିତ ଏଠାର ସୌନ୍ଦର୍ଯ୍ୟ । ଯେଉଁଠାରେ ଜଳ ଲାଗି ପାଇଁ କାହିଁ କେଉଁ ଦୂରରୁ ଭକ୍ତ ଦଉଡ଼ି ଆସେ । ଆଉ କୌଣସି ଦୂରାରୋଗ୍ୟ ହେଲେ ତ ପ୍ରଥମେ ସୁମରଣାରେ ଆସନ୍ତି ବାବା ମଣିଙ୍କ ନାଁ । ଏଥର ଜାଣିପାରୁଥିବେ ଆଜି କେଉଁ ଜାଗାର କଥା କହୁଛି । ଶୈବ ମାହାତ୍ମ୍ୟ ଆଉ ...

Read More »

ବାପା ଓ ବିଜୁବାବୁ ମୋ ଆଦର୍ଶ : ରମେଶ ଚନ୍ଦ୍ର ମାଝି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

Ramesh Majhi

() ପାଠପଢ଼ା ଛାଡ଼ି ରାଜନୀତିକୁ କାହିଁକି ପ୍ରବେଶ କଲେ? ରାଜନୀତି ଆସିବାର ଚାନ୍ସ ନଥିଲା। ବାପା ମଧ୍ୟ ଚାହୁ ନଥିଲେ। କିନ୍ତୁ ହଠାତ‌୍‍ ପଶିଗଲି। ପଞ୍ଚାୟତ ସମିତି ସଭ୍ୟ ହେଲାପରେ ମୋତେ ଅଧ୍ୟକ୍ଷ ଭାେ ନିର୍ବାଚତିତ କରାଗଲା। ସେଇଠୁ ରାଜନୀତିକ କ୍ୟାରିୟର ଆରମ୍ଭ ହେଲା। () ପାଠପଢ଼ିଲା ବେଳେ କ’ଣ ହେବେ ବୋଲି ଆଶା କରିଥିଲେ? ସମସ୍ତେ ତ ଏମିତି ଗୋଟିଏ ଗୋଟିଏ ଲକ୍ଷ୍ୟ କରିଥାନ୍ତି। ମୁଁ ବି ଲକ୍ଷ୍ୟ ...

Read More »

ଜଣେ ରାଣୀଥିଲେ: ପୁରୀର ସୂର୍ଯ୍ୟମଣି ପାଟ୍ଟମହାଦେଇ

imaginary portrait. not to be claimed

    —–   ସୂର୍ଯ୍ୟମଣୀ ପାଟ୍ଟମାହାଦେଇ ହେଉଛନ୍ତି ସୋନପୁରର ରାଜଜେମା। ମହାରାଜା ଦୈତାରୀ ସିଂହଙ୍କ ଝିଅ ଏବଂ ୧୮୧୮ ମସିହାରେ ତାଙ୍କ ଜନ୍ମ। ପିଲାବେଳୁ ସେ ନିଜର ସାହସିକତା ଓ ଦୃଢ଼ ଭାବନା ପାଇଁ ସୋନପୁରରେ ପରିଚତ ଥିଲେ। ଧନୁର୍ବିଦ୍ୟାରେ ପାରଙ୍ଗମ ଥିଲେ। ପୁରୀ ଆସିବା ପଛରେ ତାଙ୍କର ଏକ ଭଲ ଲୋକ କଥା ରହିଛି। ତାଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋିଥିଲା ଅର୍ଥାତ୍ ୧୮୩୦ ମସିହାରେ ...

Read More »

ବଢ଼ିଚାଲିଛି ଚାଷୀ ଆତ୍ମହତ୍ୟା, ଭାଗଚାଷୀଙ୍କ କଥା ବୁଝିବେ ସରକାର!

farmer-suicide

ଭୁବନେଶ୍ୱର,(ଓଟି): ରାଜ୍ୟ ସରକାରଙ୍କ ରିଲିଫ‌୍‍ କୋଡ‌୍‍ରେ ଜମି ମାଲିକଙ୍କୁ କ୍ଷତିପୂରଣ ସହାୟତା ଦେବାର ବ୍ୟବସ୍ଥା ରହିଛି। ହେଲେ ପ୍ରକୃତ ଚାଷ କରୁଥିବା ଚାଷୀ ଲାଗି କୌଣସି ବ୍ୟବସ୍ଥା ନାହିଁ। ଅର୍ଥାତ‌୍‍ ଚାଲିଥିବା ପ୍ରଥା ଅନୁସାରେ ଭୂମିହୀନ ଭାଗଚାଷୀକୁ ସହାୟତା ଦେବା ଲାଗି ବ୍ୟବସ୍ଥା ନାହିଁ। ଯାହାଫଳରେ ଆଶା ଓ ଦୀଶାହୀନ ହୋଇ ଗୋଟିକ ପରେ ଗୋଟିଏ ଚାଷୀଙ୍କ ମୃତ୍ୟୁ ଘଟି ଚାଲିଛି। ଏହାକୁ ନେଇ ରାଜନୀତିକ ଦଳମାନେ ସରକାରଙ୍କ ଦୃଷ୍ଟି ...

Read More »