BIGtheme.net http://bigtheme.net/ecommerce/opencart OpenCart Templates

ଆଶା ଓ ଆଶଙ୍କା

ବଜେଟ୍‍ ୨୦୧୮-୧୯ରୁ ଆଶା ଓ ଆଶଙ୍କା, ଟିକସ, ଜିଏସ୍‍ଟି ପ୍ରଭାବ, ଏବର୍ଷର ସ୍ୱତନ୍ତ୍ରତା

କାମ ଦେଉନି ମୋଦି ମନ୍ତ୍ର: ନୂଆ ଭୋଟବ୍ୟାଙ୍କ ଉପରେ ନଜର

ଭୁବନେଶ୍ୱର,(ଓଟି): ୨୦୧୪ ସାଧାରଣ ନିର୍ବାଚନ ପରେ ୨୦୧୯ରେ ଯେଉଁ ସଫଳତା ପାଇବାକୁ ବିଜେପି ଆଶା ରଖିଥିଲା ସେ ଆଶା ପୂରଣ ହେଲାଭଳି ଲାଗୁନି । ଏକଥା ଦଳର ଶୀର୍ଷନେତୃତ୍ୱ ବୁଝିସାରିଲେଣି । ଗୁଜୁରାଟ ମଡେଲ ଓ ହିନ୍ଦୁତ୍ୱ ଏଜେଣ୍ଡା ଆଉ କାମ ଦେଉନି । ଆଜି ପ୍ରକାଶ ପାଇଥିବା ୩ଟି ଲୋକସଭା ଓ ୨ଟି ବିଧାନସଭା ଉପ-ନିର୍ବାଚନ ଫଳାଫଳରୁ ତାହା ପ୍ରମାଣିତ ହୋଇଛି । ଯେଉଁଥିପାଇଁ ଏଥର ବଜେଟରେ ବିଜେପି ନୂଆ ...

Read More »

ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଚିତ୍ତରଞ୍ଜନ ବେହେରାଙ୍କ ମତ: ଏଥର କୃଷି ଏବଂ ଗ୍ରାମାଞ୍ଚଳ ଅଭିମୁଖୀ ବଜେଟ ହୋଇଛି

ସବୁ ବର୍ଗର ଲୋକଙ୍କ ପାଇଁ କିଛି କିଛି ବ୍ୟବସ୍ଥା ରହିଛି । ଯେଉଁ ଯୋଜନା କରାଯାଇଛି- ୧୦ କୋଟି ପରିବାର ପାଇଁ ୫ ଲକ୍ଷ ଯାଏ ସ୍ୱାସ୍ଥ୍ୟବୀମା ଏକ ଭଲ ଯୋଜନା । କିନ୍ତୁ ଯେମିତି ଦୁର୍ନୀତି ନହୁଏ ସେଥିପ୍ରତି ଧ୍ୟାନଦେବାକୁ ହେବ । କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପାଇଁ ଶିଳ୍ପ ପୁଞ୍ଜ ଗଢ଼ି ଉଠିବ । ୪୨ଟି ପାଇଁ ଯୋଜନା ରହିଛି । ଏହା ହେଲେ କୃଷିଜାତ ଦ୍ରବ୍ୟର ...

Read More »

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ମତ: ବଜେଟ୍‍ରେ ହୋଇଛି ମଧ୍ୟବିତ୍ତ ଓ ନିମ୍ନ ଶ୍ରେଣୀକୁ ଅଣଦେଖା

କେନ୍ଦ୍ରୀୟ ବଜେଟ୍‍ ଅନେକ ସୁନ୍ଦର ଏବଂ ସ୍ୱାସ୍ଥ୍ୟ ରକ୍ଷାକାରୀ, ଶବ୍ଦ ବହୁଳ ବଜଟ୍‍ ଭାବେ ଆମ ସାମ୍ନାକୁ ଆସିଛି । ଏହି ବଜେଟ୍‍ରେ ବିଶେଷଭାବେ ମଧ୍ୟବିତ୍ତ ଓ ନିମ୍ନ ପରିବାରର ଲୋକ ଯାହା ଆଶା କରୁଥିଲେ ତାହା ପ୍ରତିଫଳିତ ହୋଇ ନାହିଁ । ମଧ୍ୟବିତ୍ତ ଶ୍ରେଣୀ ଆଶା କରୁଥିଲେ ଇନ୍‍କମ୍‍ ଟ୍ୟାକ୍ସ ରିହାତି, ତାହା ହୋଇ ନାହିିଁ । ସେହିପରି ନିମ୍ନ ରୋଜଗାରୀ ବର୍ଗର ଲୋକେ ଆଶା କରୁଥିଲେ ଭତ୍ତା ...

Read More »

ଟ୍ୟାକ୍ସ ବିଶେଷଜ୍ଞ ନିରଞ୍ଜନ ମିଶ୍ରଙ୍କ ବିଶ୍ଳେଷଣ: ଏବଷ; ବଜେଟ୍‍ରେ କିଛି ନୂଆ ନାହିଁ, ପୁରୁଣା ପାଠର ଆଲୋଚନା ହୋଇଛି

ଚଳିତବର୍ଷ ବଜେଟ୍‍ରେ କିଛି ନୂଆ ଜିନିଷ ଥିବା ଭଳି ମନେ ହେଉନାହିିଁ । ଯେତେସବୁ ଯୋଜନା ପୂର୍ବରୁ ହୋଇଛି ସେସବୁକୁ ଆଗକୁ ନେବା ପାଇଁ ହିିଁ ଉଦ୍ଦିଷ୍ଟ । କୃଷି କ୍ଷେତ୍ର ହେଉ ବା ଭିତ୍ତିଭୂମି କ୍ଷେତ୍ର ସେଗୁଡ଼ିକ ପାଇଁ ଧ୍ୟାନ ଦିଆଯିବ ବୋଲି ଆଗରୁ ଜଣାଥିଲା । ଅପରପକ୍ଷେ ପ୍ରତ୍ୟକ୍ଷ କର ବ୍ୟବସ୍ଥାରେ ଅପରିବର୍ତ୍ତିତ ରହିବା ମଧ୍ୟ ସରକାରଙ୍କ ବାଧ୍ୟବାଧକତା ଥିଲା । କାରଣ ସରକାର ଟିକସ ବ୍ୟବସ୍ଥାରେ ...

Read More »

ଗୁରୁବାରଠୁ ପୁଣି ଲାଗୁ ହେବ ଇ-ୱେ ବିଲ୍‍: ଜିଏସ୍‍ଟି ଲକ୍ଷ୍ୟ ଚୂଲିରେ

ଭୁବନେଶ୍ୱର, (ଓଟି): ଏକ ଦେଶ- ଏକ ଟିକସ ବ୍ୟବସ୍ଥା ପ୍ରଚଳନର ଆହ୍ୱାନ ଦେଇ ଲାଗୁ କରାଯାଇଥିବା ଜିଏସ୍‍ଟିକୁ ପୁଣିଥରେ ଏକ ଶକ୍ତ ଧକ୍କା ଲାଗିଛି । ଜିଏସ୍‍ଟି ଲାଗୁ ପରେ ଆନ୍ତଃରାଜ୍ୟ ବାଣିଜ୍ୟ ପରିବହନ ପାଇଁ ପ୍ରତ୍ୟାହୃତ ଇ-ୱେ ବିଲ୍‍କୁ ପୁଣିଥେ ଲାଗୁ କରାଯିବ । ଫେବୃୟାରୀ ୧ ତାରିଖ ଅର୍ଥାତ୍‍ ଗୁରୁବାରଠାରୁ ଏହି ୱେବିଲ୍‍ ଲାଗୁ ହେବ । ଏହାଦ୍ୱାରା ପୁଣିଥରେ ଚେକ୍‍ଗେଟ ଗୂଡ଼ିକରେ ଦୁର୍ନୀତି ବଢ଼ିବ ବୋଲି ...

Read More »

ଟ୍ୟାକ୍ସ ବିଶେଷଜ୍ଞ ନିରଞ୍ଜନ ମିଶ୍ରଙ୍କ ମତ: ଏଥର ବଜେଟ୍‍ ପରେ ରିୟଲ ଇଷ୍ଟେଟ୍‍ ହୋଇପାରେ ଶସ୍ତା

ନିରଞ୍ଜନ ମିଶ୍ର     ଏଥର କେନ୍ଦ୍ର ବଜେଟ୍‍ ଜିଏସ୍‍ଟିର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିପାରେ । ବିଶେଷକରି ଯେଉଁସବୁ ଅଞ୍ଚଳରେ ଗ୍ରାହକଙ୍କୁ ଟିକସ ବ୍ୟବସ୍ଥା (ଜିଏସ୍‍ଟି)ର ଲାଭ ପହଞ୍ଚୁ ନାହିଁ ସେଠାରେ ଆଣ୍ଟି ପ୍ରିଫିଟ୍‍ ବ୍ୟବସ୍ଥାକୁ ସରକାର ଲାଗୁ କରିବା ପାଇଁ ବଜେଟ୍‍ରେ ବ୍ୟବସ୍ଥା କରିପାରନ୍ତି । ଏହି ବ୍ୟବସ୍ଥାରେ ରିୟଲ୍‍ ଇଷ୍ଟେଟ୍‍ ବଜାର ପରିସରଭୁକ୍ତ ହେବାର ସମ୍ଭାବନା ରହିଛି ବୋଲି ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ କଷ୍ଟ ଆକାଉଣ୍ଟାଣ୍ଟ୍‍ସ୍‍ର ଟ୍ୟାକ୍ସେସନ୍‍ ...

Read More »

ବଜେଟ୍‍-୨୦୧୮: ଚାଷୀଙ୍କ ପାଇଁ ପେନ୍‍ସନ୍‍ ଆଶା

ଭୁବନେଶ୍ୱର, (ଓଟି): ଏବର୍ଷ ବଜେଟ ଆମ ଅନ୍ନଦାତାଙ୍କ ପାଇଁ ଖୁସି ଖବର ଆଣିବ ବୋଲି ଆଶା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏବିଷୟରେ ମୁଁ ଉଲ୍ଲେଖ କରିଛି । ୬୦ ବର୍ଷ ବା ତା’ଠୁ ଉଦ୍ଧ୍ୱର୍ ବୟସ୍କ ଚାଷୀଙ୍କୁ ସରକାର ଚିହ୍ନଟ କରି ପେନ୍‍ସନ୍‍ ଦେବା ଉଚିତ । ଯାହା ଫଳରେ ବୃଦ୍ଧ ବୟସରେ ଚାଷୀଟି ହତୋତ୍ସାହିତ ହେବ ନାହିଁ । ଏହାଦ୍ୱାରା ଯୁବ ଚାଷୀଙ୍କ ମନରେ ଆତ୍ମ ...

Read More »

ଏବର୍ଷ ବଜେଟରେ ଭିତ୍ତିଭୂମି କ୍ଷେତ୍ରକୁ ଗୁରୁତ୍ୱ ମିଳିବା ସମ୍ଭାବନା

ଭୁବନେଶ୍ୱର, (ଓଟି): ଏକ ନିର୍ବାଚନୀ ବର୍ଷରେ କେନ୍ଦ୍ର ସରକାରଙ୍କ ବଜେଟ୍‍ ଏବର୍ଷ କାହାକୁ ଗୁରୁତ୍ୱ ଦେବ, ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଅର୍ଥନୀତି ବିଶେଷଜ୍‍ୟଙ୍କଠାରୁ ଆର୍ଭ କରି ବ୍ୟବସାୟୀମାନେ ଏନେଇ ଅନେକ କଳ୍ପନା ଓ ଆକଳନ କରିବା ଅରମ୍ଭ କରିଛନ୍ତି । ଯେହେତୁ ଏବର୍ଷ ସିଧାସଳଖ ଟିକସ ନିର୍ଦ୍ଧାରଣ ବଜେଟ୍‍ର ଭୂମିକା ହେବ ନାହିଁ ଏଣୁ ପରୋକ୍ଷଭାବେ ଟିକସ ଧାର୍ଯ୍ୟ ପ୍ରକ୍ରିୟାରେ ସରକାର କିଛି ...

Read More »