BIGtheme.net http://bigtheme.net/ecommerce/opencart OpenCart Templates

ଓଡ଼ିଶା ବଜେଟ୍‍

ଓଡ଼ିଶା ବଜେଟ୍‍ ବିଷୟରେ ନ୍ୟୁଜ୍‍, ଫିଚର ଓ ବିଶ୍ଳେଷଣ

ରାଜ୍ୟ ବଜେଟ‍୍‌ ସହିତ ବିକାଶର ତାଳମେଳ ନାହିଁ

ଭୁବନେଶ୍ୱର,(ଓଟି): ଗତକାଲି କେନ୍ଦ୍ର ବଜେଟ‍୍‌ ଆଗତ ହୋଇସାରିଛି। ଖୁବ‍୍‌ ଶୀଘ୍ର ରାଜ୍ୟ ବଜେଟ‍୍‌ ଆଗତ ହେବ। ଏଥିପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିବା ସହିତ ବିଚାର ବିମର୍ଷ କରିସାରିଲେଣି। ରାଜ୍ୟ ବଜେଟର ଆକାର ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସେହି ଅନୁପାତରେ ରାଜ୍ୟର ବିକାଶ ହେଉନଥିବା ପରିଲକ୍ଷିତ ହେଉଛି। ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ବଜେଟ‍୍‌ ସମ୍ପର୍କରେ ଯାହା ଘୋଷଣା କରୁଛନ୍ତି, ତାହା ପରବର୍ତ୍ତୀ ସମୟରେ ...

Read More »

ଗୁରୁବାରଠୁ ପୁଣି ଲାଗୁ ହେବ ଇ-ୱେ ବିଲ୍‍: ଜିଏସ୍‍ଟି ଲକ୍ଷ୍ୟ ଚୂଲିରେ

ଭୁବନେଶ୍ୱର, (ଓଟି): ଏକ ଦେଶ- ଏକ ଟିକସ ବ୍ୟବସ୍ଥା ପ୍ରଚଳନର ଆହ୍ୱାନ ଦେଇ ଲାଗୁ କରାଯାଇଥିବା ଜିଏସ୍‍ଟିକୁ ପୁଣିଥରେ ଏକ ଶକ୍ତ ଧକ୍କା ଲାଗିଛି । ଜିଏସ୍‍ଟି ଲାଗୁ ପରେ ଆନ୍ତଃରାଜ୍ୟ ବାଣିଜ୍ୟ ପରିବହନ ପାଇଁ ପ୍ରତ୍ୟାହୃତ ଇ-ୱେ ବିଲ୍‍କୁ ପୁଣିଥେ ଲାଗୁ କରାଯିବ । ଫେବୃୟାରୀ ୧ ତାରିଖ ଅର୍ଥାତ୍‍ ଗୁରୁବାରଠାରୁ ଏହି ୱେବିଲ୍‍ ଲାଗୁ ହେବ । ଏହାଦ୍ୱାରା ପୁଣିଥରେ ଚେକ୍‍ଗେଟ ଗୂଡ଼ିକରେ ଦୁର୍ନୀତି ବଢ଼ିବ ବୋଲି ...

Read More »

ବଜେଟ ପ୍ରସ୍ତୁତ ପୂର୍ବରୁ ବିଭିନ୍ନ ବର୍ଗଙ୍କ ସହିତ ସମସ୍ୟାର ସମାଧାନ ନେଇ ଆଲୋଚନା ହେଉ

            ରାଜ୍ୟର ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆସନ୍ତା େ‘ବୃଆରୀ ମାସର ମଧ୍ୟଭାଗରେ ବିଧାନସଭାରେ ବଜେଟ (ବ୍ୟୟ ମଞ୍ଜୁରୀ ଚିଠା ପ୍ରସ୍ତାବ) ଆଗତ କରାଯିବାର ସମ୍ଭାବନା ରହିଛି । ସେଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ତୃତୀୟ ବର୍ଷ ପାଇଁ ବଜେଟ ସଂପର୍କରେ ଜନମତ ଆହ୍ୱାନ କରାଯାଇଛି । ସେଥିପାଇଁ ପ୍ରାୟ ୨୦ ...

Read More »