BIGtheme.net http://bigtheme.net/ecommerce/opencart OpenCart Templates

ବଜେଟ୍‍ ଜ୍ଞାନ

ବଜେଟ୍‍ର ଇତିହାସ, ସୃଷ୍ଟି, ଦିଗ, ବିବର୍ତ୍ତନ

ବଜେଟ୍‍- ୨୦୧୮ ପ୍ରତିକ୍ରିୟା: ଶସ୍ତା ଲୋକପ୍ରିୟତା ନୁହେଁ- ନଟବର ଖୁଣ୍ଟିଆ, ସ୍ତମ୍ଭକାର

ପ୍ରସ୍ତାବିତ ବଜେଟ୍‍କୁ ୧୦୦ରୁ ୮୦ ନମ୍ବର ଦେଉଛି । ପୁଞ୍ଜିବାଦ ଓ ସାମାଜବାଦର ଏହା ଏକ ଉଚିତ୍‍ ସମନ୍ୱୟ ବୋଲି ଅଭିହିତ କରାଯାଇପାରେ । ଆଗକୁ ନିର୍ବାଚନ ବର୍ଷ ଥିବାରୁ ସରକାର ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ସବ୍‍ସିଡି, ଋଣ ଛାଡ଼ ପ୍ରଭୃତି ଘୋଷଣା କରିବେ ବୋଲି ଯେଉଁ ଆଶଙ୍କା ଥିଲା ତାହା ହୋଇ ନାହିିଁ । ଯାହା ବି ଅର୍ଥମନ୍ତ୍ରୀ କହିଛନ୍ତି ତାହା ଦେଶର ଅର୍ଥନୀତିକ ସ୍ୱାସ୍ଥ୍ୟକୁ ...

Read More »

ଭାରତର ପ୍ରଥମ ବଜେଟ୍

ଭାରତବର୍ଷରେ ବଜେଟ୍‍ ବ୍ୟବସ୍ଥା ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଆରମ୍ଭ ହୋଇଥିଲା । ୭ ଏପ୍ରିଲ୍‍ ୧୮୬୦ରେ ବ୍ରିଟିଶ୍‍ କ୍ରାଉନ୍‍କୁ ଭାରତର ଶାସନ ପାଇଁ ପ୍ରଥମ ବଜେଟ୍‍ ପ୍ରଦାନ କରାଯାିଥିଲା । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀଠାରୁ ବ୍ରିଟିଶ୍‍ ସରକାରଙ୍କ ଅଧିନକୁ ଭାରତ ସିଧାସଳଖ ଆସିବା ପରେ ଭାରତର ଶାସନ ବ୍ୟବସ୍ଥାର ପରିଚାଳନା ପାଇଁ ବ୍ରିଟିଶ୍‍ ସରକାରଙକ୍‍ ପକ୍ଷରୁ ବଜେଟ୍‍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଫେବୃୟାରୀ ୧୮, ୧୮୬୯ ...

Read More »

ଭାରତରେ ବଜେଟ୍‍: ଲେଖାନୁଦାନ ବା ଭୋଟ୍‍ ଅଫ୍‍ ଆକାଉଣ୍ଟ

ଭୋଟ୍ ଅଫ୍ ଆକାଉଣ୍ଟ ବା ଲେଖାନୁଦାନ କେବଳ ବ୍ୟୟ ବରାଦ ବା ଖର୍ଚ୍ଚକୁ ସୂଚାଏ । ସମ୍ବିଧାନର ଧାରା ୧୧୬ ଆଧାରରେ ଲେଖାନୁଦାନ ଉପସ୍ଥାପନ କରାଯାଏ । ସାଧାରଣତଃ ଫାଇନାନ୍ସ ବିଲ୍ ଓ ଆପ୍ରୋପ୍ରିଏସନ୍ ବିଲ୍ ଉପସ୍ଥାପନ, ଆଲୋଚନା ଓ ପାରିତ ହେବା ପାଇଁ କିଛି ସମୟ ଲାଗେ । ତେଣୁ ଏହି ସମୟ ମଧ୍ୟରେ ଅର୍ଥାତ୍ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସ ପର୍ଯ୍ୟନ୍ତ ସରକାରୀ ଖର୍ଚ୍ଚ ପାଇଁ ...

Read More »

ଅନ୍ତରୀଣ ବଜେଟ୍

ଦୁଇଟି ପୂର୍ଣ୍ଣାଙ୍ଗ ବଜେଟ୍ର ମଧ୍ୟବର୍ତ୍ତୀ କାଳରେ ଉପସ୍ଥାପିତ ହେଉଥିବା ବଜେଟ୍କୁ ଅନ୍ତରୀଣ(ଇଣ୍ଟରିମ୍) ବଜେଟ୍ କୁହାଯାଏ । ସାଧାରଣତଃ ଯେଉଁ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୁଏ ସେହି ବର୍ଷ ବିଦାୟୀ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥାନ୍ତି । ଏହି ବଜେଟ୍ର ଅବଧି ଆର୍ଥିକ ବର୍ଷର ପ୍ରଥମ ତିନି କିମ୍ବା ଚାରିମାସ ପର୍ଯ୍ୟନ୍ତ ବଳବତ୍ତର ଥାଏ । ଏହାପରେ କ୍ଷମତାକୁ ଆସିଥିବା ନୂଆ ସରକାର ଆର୍ଥିକ ବର୍ଷର ବାକି ସମୟ ...

Read More »

ମିନି ବଜେଟ୍, ବିତ୍ତୀୟ ନିଅଣ୍ଟ, ରାଜସ୍ୱ ନିଅଣ୍ଟ ଓ ଚାଲୁ ଖାତା ନିଅଣ୍ଟ

ବିତ୍ତୀୟ ନିଅଣ୍ଟ, ରାଜସ୍ୱ ନିଅଣ୍ଟ ଓ ଚାଲୁ ଖାତା ନିଅଣ୍ଟ ବଜେଟ୍ରେ ପସ୍ତାବିତ ମୋଟ୍ ଆୟ(ଋଣ ବ୍ୟତୀତ)ଠାରୁ ମୋଟ୍ ବ୍ୟୟ ଅଧିକ ହେଲେ ବିତ୍ତୀୟ ନିଅଣ୍ଟ ହୁଏ । ମୋଟ ରାଜସ୍ୱ ଆୟ ଆକଳନଠାରୁ କମ୍ ହେଲେ ରାଜସ୍ୱ ନିଅଣ୍ଟ ହୁଏ । ସେହିପରି ଦେଶର ମୋଟ୍ ଆମଦାନି ପରିମାଣ ମୋଟ ରପ୍ତାନି ପରିମାଣଠାରୁ ଅଧିକ ହେଲେ ଚାଲୁ ଖାତା ନିଅଣ୍ଟ ସୃଷ୍ଟି ହୁଏ ।     ମିନି ...

Read More »

କିଛି ମିଠାରୁ ଆରମ୍ଭ ପରମ୍ପରା: ହାଲୱା ଉତ୍ସବ

ବଜେଟ୍ ଉପସ୍ଥାପନ ହେବାର ୧୦ ଦିନ ପୂର୍ବରୁ ହାଲୱା ଉତ୍ସବ ପାଳିତ ହୁଏ । ନର୍ଥ ବ୍ଲକ୍ରେ ଏହି ହାଲ୍ୱା ପ୍ରସ୍ତୁତ ହୁଏ ଓ ଏଥିରେ ଅର୍ଥ ମନ୍ତ୍ରଣାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସାମିଲ୍ ହୁଅନ୍ତି । ଅର୍ଥମନ୍ତ୍ରୀ ନିଜ ହାତରେ ହାଲୱା ପରସିବା ପରେ ଏହି ଉତ୍ସବ ଆରମ୍ଭ ହୁଏ । ହାଲୱା ବା ଓଡ଼ିଆରେ ହାଲୁଆ ବୋଲି ଯାହାକୁ କୁହାଯାଏ ତାହା ସୁଜିରେ ପ୍ରସ୍ତୁତ ଏକ ...

Read More »

କେମିତି ହୁଏ ବଜେଟ୍‍ ପ୍ରସ୍ତୁତି

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ ଦୁଇ ଭାଗରେ ବିଭକ୍ତ । ପ୍ରଥମ ଭାଗ ଦେଶର ସାଧାରଣ ଅର୍ଥନୈତିକ ସ୍ଥିତି, ଗତି ଓ ପ୍ରଗତି ସମ୍ବନ୍ଧରେ ଉଲ୍ଲେଖ ରହିଥିବା ବେଳେ ଦ୍ୱିତୀୟ ଭାଗ ଟିକସ ପ୍ରସ୍ତାବ ଉପରେ ଆଧାରିତ । ପ୍ରାୟ ତିନି ମାସ ପୂର୍ବରୁ ବଜେଟ୍ କାଗଜପତ୍ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ବିଭିନ୍ନ ବିଭାଗ ଆଗାମୀ ବର୍ଷ ପାଇଁ ସେମାନଙ୍କର ଆବଶ୍ୟକ ଖର୍ଚ୍ଚ ଦାବି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ...

Read More »

ବଜେଟ୍ କ’ଣ

ଅର୍ଥନୈତିକ ଭାଷାରେ ଗୋଟିଏ ବର୍ଷ ପାଇଁ ବିଭିନ୍ନ ଉତ୍ସରୁ ସମ୍ଭାବ୍ୟ ଆୟ(ରେଭିନ୍ୟୁ ବା ରାଜସ୍ୱ, ଲାଭାଂଶ ଆଦି) ଏବଂ ବିଭିନ୍ନ କ୍ଷେତ୍ର ଲାଗି ବ୍ୟୟ ବରାଦ ସମ୍ପର୍କିତ ଆକଳନ ଓ ଉପସ୍ଥାପନ ପ୍ରକ୍ରିୟାକୁ ବଜେଟ୍ କୁହାଯାଏ । ସମ୍ବିଧାନର ୧୧୨ ଧାରା ଅନୁଯାୟୀ ଦେଶର ତହବିଲ୍ରୁ ଖର୍ଚ୍ଚ କରିବା ପାଇଁ ସରକାରଙ୍କୁ ଅଧିକାର ଓ କ୍ଷମତା ପ୍ରଦାନ କରାଯାଇଛି । ଏହି ଆଧାରରେ ସରକାର ପ୍ରତି ଆର୍ଥିକ ବର୍ଷ ଆରମ୍ଭ ...

Read More »