ବିଶେଷଜ୍ଞଙ୍କ ମତ

Blogs and analysis

ଜୈବିକ କୃଷି ବିଶେଷଜ୍ଞ ନଟବର ଷଡ଼ଙ୍ଗୀଙ୍କ ମତ: ଚାଷୀଙ୍କୁ ଭଣ୍ଡଇବା ଲାଗି ବଜେଟ୍‍- ୨୦୧୮

ଏବର୍ଷର ବଜେଟ୍‍ ଚାଷୀମାନଙ୍କ ପାଇଁ ମହାକାଳ ଫଳ ସଦୃଶ । ଅର୍ଥାତ୍‍ ଦେଖିବାକୁ ଚକଚକିଆ, ଭିତର ଫମ୍ପା । ଦୀର୍ଘଦିନ ହେଲା ସମସ୍ତେ ଆଶା କରିଥିଲେଚୃଷି ଋଣ ଛାଡ଼ ହେବ, ତାହା ହେଲା ନାହିଁ । ସାର, ବିହନ ଉପରେ ରିହାତି ନାହିଁ । ଏମ୍‍ଏସ୍‍ପି ବଢ଼ାଇବାକୁ ଯେଉଁ ଘୋଷଣା କରାଯାଇଛି ସେଥିରେ ଚାଲାକି କରାଯାଇଛି । କେବଳ ଖରିଫରେ ଦେଢ଼ଗୁଣଏମ୍‍ଏସ୍‍ପି ଦିଆଯିବ ବୋଲି ଘୋଷଣା କରାଯାଇଛି । ଖରିଫ …

Read More »

ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଚିତ୍ତରଞ୍ଜନ ବେହେରାଙ୍କ ମତ: ଏଥର କୃଷି ଏବଂ ଗ୍ରାମାଞ୍ଚଳ ଅଭିମୁଖୀ ବଜେଟ ହୋଇଛି

ସବୁ ବର୍ଗର ଲୋକଙ୍କ ପାଇଁ କିଛି କିଛି ବ୍ୟବସ୍ଥା ରହିଛି । ଯେଉଁ ଯୋଜନା କରାଯାଇଛି- ୧୦ କୋଟି ପରିବାର ପାଇଁ ୫ ଲକ୍ଷ ଯାଏ ସ୍ୱାସ୍ଥ୍ୟବୀମା ଏକ ଭଲ ଯୋଜନା । କିନ୍ତୁ ଯେମିତି ଦୁର୍ନୀତି ନହୁଏ ସେଥିପ୍ରତି ଧ୍ୟାନଦେବାକୁ ହେବ । କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପାଇଁ ଶିଳ୍ପ ପୁଞ୍ଜ ଗଢ଼ି ଉଠିବ । ୪୨ଟି ପାଇଁ ଯୋଜନା ରହିଛି । ଏହା ହେଲେ କୃଷିଜାତ ଦ୍ରବ୍ୟର …

Read More »

ଟ୍ୟାକ୍ସ ବିଶେଷଜ୍ଞ ନିରଞ୍ଜନ ମିଶ୍ରଙ୍କ ବିଶ୍ଳେଷଣ: ଏବଷ; ବଜେଟ୍‍ରେ କିଛି ନୂଆ ନାହିଁ, ପୁରୁଣା ପାଠର ଆଲୋଚନା ହୋଇଛି

ଚଳିତବର୍ଷ ବଜେଟ୍‍ରେ କିଛି ନୂଆ ଜିନିଷ ଥିବା ଭଳି ମନେ ହେଉନାହିିଁ । ଯେତେସବୁ ଯୋଜନା ପୂର୍ବରୁ ହୋଇଛି ସେସବୁକୁ ଆଗକୁ ନେବା ପାଇଁ ହିିଁ ଉଦ୍ଦିଷ୍ଟ । କୃଷି କ୍ଷେତ୍ର ହେଉ ବା ଭିତ୍ତିଭୂମି କ୍ଷେତ୍ର ସେଗୁଡ଼ିକ ପାଇଁ ଧ୍ୟାନ ଦିଆଯିବ ବୋଲି ଆଗରୁ ଜଣାଥିଲା । ଅପରପକ୍ଷେ ପ୍ରତ୍ୟକ୍ଷ କର ବ୍ୟବସ୍ଥାରେ ଅପରିବର୍ତ୍ତିତ ରହିବା ମଧ୍ୟ ସରକାରଙ୍କ ବାଧ୍ୟବାଧକତା ଥିଲା । କାରଣ ସରକାର ଟିକସ ବ୍ୟବସ୍ଥାରେ …

Read More »

ବଜେଟ୍‍- ୨୦୧୮ ପ୍ରତିକ୍ରିୟା: ଶସ୍ତା ଲୋକପ୍ରିୟତା ନୁହେଁ- ନଟବର ଖୁଣ୍ଟିଆ, ସ୍ତମ୍ଭକାର

ପ୍ରସ୍ତାବିତ ବଜେଟ୍‍କୁ ୧୦୦ରୁ ୮୦ ନମ୍ବର ଦେଉଛି । ପୁଞ୍ଜିବାଦ ଓ ସାମାଜବାଦର ଏହା ଏକ ଉଚିତ୍‍ ସମନ୍ୱୟ ବୋଲି ଅଭିହିତ କରାଯାଇପାରେ । ଆଗକୁ ନିର୍ବାଚନ ବର୍ଷ ଥିବାରୁ ସରକାର ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ସବ୍‍ସିଡି, ଋଣ ଛାଡ଼ ପ୍ରଭୃତି ଘୋଷଣା କରିବେ ବୋଲି ଯେଉଁ ଆଶଙ୍କା ଥିଲା ତାହା ହୋଇ ନାହିିଁ । ଯାହା ବି ଅର୍ଥମନ୍ତ୍ରୀ କହିଛନ୍ତି ତାହା ଦେଶର ଅର୍ଥନୀତିକ ସ୍ୱାସ୍ଥ୍ୟକୁ …

Read More »

ଟ୍ୟାକ୍ସ ବିଶେଷଜ୍ଞ ନିରଞ୍ଜନ ମିଶ୍ରଙ୍କ ମତ: ଏଥର ବଜେଟ୍‍ ପରେ ରିୟଲ ଇଷ୍ଟେଟ୍‍ ହୋଇପାରେ ଶସ୍ତା

ନିରଞ୍ଜନ ମିଶ୍ର     ଏଥର କେନ୍ଦ୍ର ବଜେଟ୍‍ ଜିଏସ୍‍ଟିର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିପାରେ । ବିଶେଷକରି ଯେଉଁସବୁ ଅଞ୍ଚଳରେ ଗ୍ରାହକଙ୍କୁ ଟିକସ ବ୍ୟବସ୍ଥା (ଜିଏସ୍‍ଟି)ର ଲାଭ ପହଞ୍ଚୁ ନାହିଁ ସେଠାରେ ଆଣ୍ଟି ପ୍ରିଫିଟ୍‍ ବ୍ୟବସ୍ଥାକୁ ସରକାର ଲାଗୁ କରିବା ପାଇଁ ବଜେଟ୍‍ରେ ବ୍ୟବସ୍ଥା କରିପାରନ୍ତି । ଏହି ବ୍ୟବସ୍ଥାରେ ରିୟଲ୍‍ ଇଷ୍ଟେଟ୍‍ ବଜାର ପରିସରଭୁକ୍ତ ହେବାର ସମ୍ଭାବନା ରହିଛି ବୋଲି ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ କଷ୍ଟ ଆକାଉଣ୍ଟାଣ୍ଟ୍‍ସ୍‍ର ଟ୍ୟାକ୍ସେସନ୍‍ …

Read More »

ଏଥର ବଜେଟରେ କ’ଣ ହେବ, କାହାକୁ ମିଳିବ ଗୁରୁତ୍ୱ ଜାଣନ୍ତୁ ବିଶେଷଜ୍ଞଙ୍କ ମତ

    ଚିତ୍ତ ରଞ୍ଜନ ବେହେରା, ଚାର୍ଟର୍ଡ ଆକାଉଣ୍ଟାଣ୍ଟ‌୍‍ ନିର୍ବାଚନ ପୂର୍ବରୁ ଏହା ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ‌୍‍। କେମିତି ରହିବ ବଜେଟ‌୍‍ ୨୦୧୮? ଏଥର ବଜେଟରେ ସରକାର ଉଦାର ମନୋଭାବ ପୋଷଣ କରିବେ। ବିଶେଷକରି ଭିତ୍ତିଭୂମି ଉନ୍ନୟନ ପ୍ରତି ଅିଧକ ଧ୍ୟାନ ଦେବେ ବୋଲି ଆଶା। କାରଣ ଏହାଦ୍ୱାରା ରୋଜଗାର ସୁଯୋଗ ବଢ଼ିବ। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ସରକାର ଅଧିକ ଅର୍ଥ ବ୍ୟୟବରାଦ …

Read More »