BUDGET 2018-19

Union Budget, Odisha Budget, Budget talks, Budget glossary, History, Expectation, Prediction

ଏଥର ରାଜ୍ୟ ସରକାରଙ୍କ ନିର୍ବାଚନୀ ବଜେଟ‍୍‌

ବଜେଟ‍୍‌ ଆକାର ୧.୦୨ଲକ୍ଷ କୋଟି ଛୁଇଁପାରେ ଚାଷୀ, ଜଳସେଚନ, ବିଜୁ ଆବାସ ଯୋଜନା, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଭୁବନେଶ୍ୱର,(ଓଟି): ଆଗାମୀ ୨୩ ତାରିଖରେ ରାଜ୍ୟ ସରକାର ୨୦୧୯୮-୧୯ ଆଥିର୍କ ବର୍ଷ ପାଇଁ ବଜେଟ‍୍‌ ଆଗତ କରିବେ। ଆଗାମୀ ସାଧାରଣ ନିର୍ବାଚନ ଆଉ ମାତ୍ର ବର୍ଷେ ଥିବାରୁ ସରକାରଙ୍କ ଏହି ବଜେଟ ନିର୍ବାଚନୀ ବଜେଟ‍୍‌ ହେବ। ତେଣୁ ଚଳିତ ବର୍ଷର ବଜେଟ ଆକାର ୧ଲକ୍ଷ ୨୦ହଜାର କୋଟିରୁ ଅଧିକ ହେବ …

Read More »

ବଜେଟ୍‌ରେ ଆଦିବାସୀ ପିଲାଙ୍କ ଶିକ୍ଷା ଉପରେ ଗୁରୁତ୍ୱ: ଜୁଏଲ ଓରାମ

ଆଦିବାସୀ ମନ୍ତ୍ରଣାଳୟକୁ ମିଳିଛି ଅଧିକ ୬୦୦୦ କୋଟି ୨୦ ହଜାର ଆଦିବାସୀଥିବା ବ୍ଲକମାନଙ୍କରେ ୨୦୨୨ ସୁଦ୍ଧା ‘ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ’ ନୂଆଦିଲ୍ଲୀ: ଚଳିତ ବଜେଟରେ କେନ୍ଦ୍ର ସରକାର ଦେଶର ଜନଜାତିଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷ ବଜେଟ୍‌ରେ ଆଦିବାସୀଙ୍କ ନିମନ୍ତେ ଆଦିବାସୀ ମନ୍ତ୍ରଣାଳୟକୁ ୩୯ ହଜାର ୧୩୫ କୋଟି ଟଙ୍କା ଦିଆଯାଇଛି । ଯାହାକି ପୂର୍ବ ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ଅଧିକ ୬୦୦୦ କୋଟି ଟଙ୍କା ଅଧିକ ରହିଛି। ଏ …

Read More »

ପୂର୍ବତଟ ରେଳପଥର ସବୁ ଟ୍ରାକରେ ଚାଲିବ ଇଲେଟ୍ଟି ଇଞ୍ଜିନ: ଜିଏମ‌୍‍

ଭୁବନେଶ୍ୱର,(ଓଟି): ଚଳିତ ବଜେଟରେ ପୂର୍ବତଟ ରେଳପଥକୁ ୬୫୬୩ କୋଟି ଟଙ୍କାର ଅନୁଦାନ ମିଳିଛି। ଏଥିରୁ ବିଦ୍ୟୁତରଣ ବାବଦକୁ ୫୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଣିକି ପୂର୍ବତଟ ରେଳପଥର ସମସ୍ତ ଟ୍ରାକ‌୍‍ ରେ ଇଲେଟ୍ଟି ଇଞ୍ଜିନ‌୍‍ ଚାଲିବ । ଏଥିପାଇଁ ଚଳିତ ବଜେଟ ରେ ଅର୍ଥ ବ୍ୟୟ ବରାଦ‌୍‍ କରାଯାଇଛି ବୋଲି ପୂର୍ବତଟ ରେଲେୱ ଜିଏମ‌୍‍ ଉମେଶ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଚଳିତ ବଜେଟରେ …

Read More »

ରେଳ ବଜେଟ: କେଉଁ ପ୍ରକଳ୍ପକୁ କେତେ ଅନୁଦାନ

ଭୁବନେଶ୍ୱର,(ଓଟି): ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରେଳ ଭିତିଭୂମିର ବିକାଶ ନିମନ୍ତେ ଓଡ଼ିଶାକୁ ୫୨୫୨ କୋଟି ଟଙ୍କା ମିଳିଛି । ଓଡ଼ିଶାକୁ ମିଳିଥିବା ଅନୁଦାନରେ ବହୁଗୁଡ଼ିଏ ନୂଆ ରେଳପଥ ନିର୍ମାଣ ହେବାକୁ ଥିବା ବେଳେ ଅନ୍ୟ କେତେକ ଲାଇନରେ ତୃତୀୟ ଓ ଚତୁର୍ଥ ରେଳଲାଇନ୍ ନିର୍ମାଣ ହେବ। ଅନ୍ୟ କେତେକ ରେଳ ଲାଇନର ଦୋହରୀକରଣ ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇଛି। ବନ୍ଧମୁଣ୍ଡା-ରାଞ୍ଚି ନୂଆ ରେଳପଥ ପାଇଁ ୨୦୦ କୋଟି …

Read More »

ଜିଏସଟ ପରିସରଭୁକ୍ତ ହେବ ନାହିଁ ପେଟ୍ରୋଲ-ଡିଜେଲ୍

ଭୁବନେଶ୍ୱର,(ଓଟି): ବର୍ତ୍ତମାନ ପାଇଁ ପେଟ୍ରୋଲ-ଡିଜେଲ ମୂଲ୍ୟ ହ୍ରାସ ହେବ ନାହିଁ ବୋଲି ସୋମବାର ଦିନ  ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପ୍ରକାଶ କରିଛନ୍ତି । ପେଟ୍ରୋଲ-ଡିଜେଲକୁ ଜିଏଟିରେ ସାମିଲ କରିବା ପାଇଁ ରାଜ୍ୟଗୁଡ଼ିକ ରାଜି ହେଉନାହାନ୍ତି ବୋଲି ଅରୁଣ ଜେଟଲି କହିଛନ୍ତି।   ଏଥିପାଇଁ ହିଁ ପେଟ୍ରୋଲ-ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବାର ସମ୍ଭାବନାକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଖାରଜ କରିଦେଇଛନ୍ତି । ରିୟଲ ଇଷ୍ଟେଟ୍ ସହ ଆଶୋଧିତ ତୈଳ, ବିମାନ ଇନ୍ଧନ, ପ୍ରାକୃତିକ ଗ୍ୟାସ, …

Read More »

ରେଳ ବଜେଟରେ ଓଡ଼ିଶା ପାଇଁ ୫୨୫୨ କୋଟି ଟଙ୍କାର ବ୍ୟବସ୍ଥା

ଓଡ଼ିିଶା ଦାବି କରିଥିଲା ୬୫୦୦ କୋଟି ଗତବର୍ଷ ତୁଳନାରେ ମାତ୍ର ୧୫୦ କୋଟି ଅଧିକ ନୂଆଦିଲ୍ଲୀ : ୨୦୧୮-୧୯ ବଜେଟରେ ରେଳବାଇ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୧ ଲକ୍ଷ ୪୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରଛନ୍ତି। ତେବେ ଆଜି ସଂସଦରେ ରେଳବାଇ ପାଇଁ ୨୦୧୮-୧୯ ବଜେଟ୍‌ରେ ପ୍ରସ୍ତାବିତ ଅର୍ଥ କିପରି ବିନିଯୋଗ ହେବ , ସେ ସମ୍ପର୍କରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ପ୍ରସ୍ତାବ ରଖିଛନ୍ତି। ଏଥରେ ଓଡ଼ିଶାକୁ …

Read More »

ବଜେଟ‌୍‍କୁ ଭତ୍ତିକରି କିଛି କମେଡ଼ି କମେଣ୍ଟ, ଭିଡିଓ ଓ ଫଟୋଗ୍ରାଫ‌୍‍

ଫେବୃୟାରୀ ୧ ତାରିଖରେ ଅରୁଣ ଜେଟ‌୍‍ଲି ୨୦୧୮-୧୯ର ସାଧାରଣ ବଜେଟ‌୍‍ ଉପସ୍ଥାପନ କରିଥିଲେ। ଏଥିରେ କୃଷିକୁ ଅଧିକ ପ୍ରାଧାନ୍ୟ ମିଳିଥିବାବେଳେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କୌଣସି ବିଶେଷ ଦୃଷ୍ଟି ଦିଆଯାଇନାହିଁ ବୋଲି ଅନେକଂଶରେ ଚର୍ଚ୍ଚା ହେଉଛି। ଆଉ କେତେଜଣ ଏଥିରେ ମିଶ୍ରିତ ପ୍ରତିକ୍ରିୟା ଦେଖାଇଛନ୍ତି। କିନ୍ତୁ ଯୁବପିଢ଼ିଙ୍କ କ୍ଷେତ୍ରରେ ଏକ ନିଆରା ଢ଼ଙ୍ଗରେ ଏହି ବଜେଟ‌୍‍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଭିନ୍ନ ସୋସିଆଲ‌୍‍ ସାଇଟ‌୍‍ରେ ଚଳିତବର୍ଷର ବଜେଟ‌୍‍କୁ ‘ପକୋଡ଼ା ବେଜଟ‌୍‍’ …

Read More »

ମୋଦି କେୟାର: ୬୦% କେନ୍ଦ୍ରର ୪୦% ରାଜ୍ୟର

ଭୁବନେଶ୍ୱର,(ଓଟି): ଗରିବଙ୍କ ଚିକିତ୍ସା ପାଇଁ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା  । ବିଶ୍ୱର ଏହା ହେଉଛି ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା  । ଦେଶର ପ୍ରାୟ ୧୦ କୋଟି ପରିବାର ଅର୍ଥାତ ୫୦ କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ  । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଏଭଳି ଘୋଷଣା ଗରିବଙ୍କ ମୁହଁରେ ହସ ଫୁଟାଇଥିବାବେଳେ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ପ୍ରାୟ ୧୧ …

Read More »

ରାଜ୍ୟ ବଜେଟ‍୍‌ ସହିତ ବିକାଶର ତାଳମେଳ ନାହିଁ

ଭୁବନେଶ୍ୱର,(ଓଟି): ଗତକାଲି କେନ୍ଦ୍ର ବଜେଟ‍୍‌ ଆଗତ ହୋଇସାରିଛି। ଖୁବ‍୍‌ ଶୀଘ୍ର ରାଜ୍ୟ ବଜେଟ‍୍‌ ଆଗତ ହେବ। ଏଥିପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିବା ସହିତ ବିଚାର ବିମର୍ଷ କରିସାରିଲେଣି। ରାଜ୍ୟ ବଜେଟର ଆକାର ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସେହି ଅନୁପାତରେ ରାଜ୍ୟର ବିକାଶ ହେଉନଥିବା ପରିଲକ୍ଷିତ ହେଉଛି। ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ବଜେଟ‍୍‌ ସମ୍ପର୍କରେ ଯାହା ଘୋଷଣା କରୁଛନ୍ତି, ତାହା ପରବର୍ତ୍ତୀ ସମୟରେ …

Read More »

କେବିକେ ପୁଣି ନିରାଶ

ଭୁବନେଶ୍ୱର,(ଓଟି): କେବିକେ ଓ ଅନ୍ୟାନ୍ୟ ଆଦିବାସୀ ଅଂଚଳ ପାଇଁ କେନ୍ଦ୍ର ସରକାର ପୁଣି ଉପେକ୍ଷା କରିଛନ୍ତି  । ମନରେଗା, ମଧ୍ୟାହ୍ନଭୋଜନ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ପିଏମଜିଏସୱାଇ ଭଳି ଯୋଜନାରେ ସ୍ୱଳ୍ପ ଅର୍ଥ ବ୍ୟୟବରାଦ ହୋଇଛି  । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ବରାଦ ହ୍ରାସ ପାଇଥିବାରୁ ସମସ୍ତଙ୍କୁ କିଭଳି ଗୃହ ଯୋଗାଇ ଦିଆଯାଇପାରିବ ସେନେଇସନ୍ଦେହ ପ୍ରକାଶ ପାଇଛି। Share on: WhatsApp

Read More »

୧ଲକ୍ଷ କୋଟି ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ: ସରକାର ପାଣ୍ଠି ଯୋଗାଡ଼ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସୁଧାର ଆଣିବା ଲାଗି ପ୍ରୟାସ ଆରମ୍ଭ କରିଦେଇଛନ୍ତି । ୨୦୧୮-୧୯ର ସାଧାରଣ ବଜେଟ ଉପସ୍ଥାପନ କରି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲୀ ଆଜି ସଂସଦରେ କହିଛନ୍ତି ଯେ ୨୪ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗରେ ନୀତିଗତ ପୁଞ୍ଜି ପ୍ରତ୍ୟାହାର  ପ୍ରକ୍ରିୟା ଆରମ୍ଭ କରାଯାଇଛି, ଯେଉଁଥିରେ ଏଆର ଇଣ୍ଡିଆର ନୀତିଗତ ଘରୋଇକରଣ ରହିଛି । ପାଣ୍ଠି ଯୋଗାଡ଼ କରିବା …

Read More »

ବିକଶିତ ହେବ ପ୍ରତିରକ୍ଷା ଉଦ୍ୟୋଗିକ ଉତ୍ପାଦନ କରିଡର

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ବଜେଟ ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତ ବୋଲି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲୀ ଆଜି ସଂସଦରେ ସାଧାରଣ ବଜେଟ ୨୦୧୮-୧୯ ଉପସ୍ଥାପନ କରି କହିଛନ୍ତି । ସେ କହିଥିଲେ ଯେ ଗତ ସାଢ଼େ ତିନି ବର୍ଷରେ ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ଏବଂ କାର୍ଯ୍ୟକ୍ଷମତାରେ ବୃଦ୍ଧି ପ୍ରତି ସରକାର ଗୁରୁତ୍ବ ଦେଇଆସିଛନ୍ତି । ଦେଶର ସୀମାରେ ସମ୍ମୁଖୀନ ହେଉଥିବା ଆହ୍ବାନର …

Read More »

ଗ୍ରାମାଞ୍ଚଳ ମୌଳିକ ଭିତିଭୂମିରେ ୧୪.୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ

ନୂଆଦିଲ୍ଲୀ:  ୨୦୧୮-୧୯ସାଧାରଣ ବଜେଟରେ ଗ୍ରାମାଞ୍ଚଳରେ ଜୀବିକା ସମ୍ବଳ, କୃଷି ଓ ତତସମ୍ବନ୍ଧୀୟ କାର୍ଯ୍ୟକଳାପ ଏବଂ ଗ୍ରାମାଞ୍ଚଳ ମୌଳିକ ଭିତିଭୂମି ସୁବିଧାର ନିର୍ମାଣ ଉପରେ ସରକାର ଆହୁରି ଅଧିକ ଅର୍ଥ ବ୍ୟୟ କରିବେ । ଯାହାଦ୍ବାରା ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଜୀବିକାନିର୍ବାହ ସୁଯୋଗ ଉପଲବ୍ଧ ହୋଇପାରିବ । ୨୦୧୮-୧୯ରେ ଗ୍ରାମାଞ୍ଚଳ କ୍ଷେତ୍ରରେ ଜୀବିକା ଏବଂ ମୌଳିକ ଭିତିଭୂମି ସୁଯୋଗ ସୃଷ୍ଟି ଲାଗି ମନ୍ତ୍ରଣାଳୟଗୁଡ଼ିକ ଦ୍ବାରା ୧୪.୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ …

Read More »

ଜିଡିପିର ୩.୩ % ରାଜସ୍ୱ ନିଅଣ୍ଟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରି ଆଜି କହିଛନ୍ତି ଯେ ସରକାର କୃଷି, ସାମାଜିକ କ୍ଷେତ୍ର, ଡିଜିଟାଲ ପଇଠ, ଭିତିଭୂମି ତଥା ନିଯୁକ୍ତି ସୁଯୋଗ ସୃଷ୍ଟିରେ ନିବେଶକୁ ପ୍ରୋତ୍ସାହନ ଦେବା ସହିତ ଆର୍ଥିକ ସମାନତାର ମାର୍ଗ ପ୍ରଶସ୍ତ କରିବା ଲାଗି ନିଜର ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶିତ କରୁଛନ୍ତି । ଜେଟଲୀ କହିଥିଲେ ଯେ ସଂଶୋଧିତ ଆକଳନ (୨୦୧୭-୧୮) ତୁଳନାରେ ବ୍ୟୟରେ ୨,୨୪,୪୬୩ …

Read More »

କାମ ଦେଉନି ମୋଦି ମନ୍ତ୍ର: ନୂଆ ଭୋଟବ୍ୟାଙ୍କ ଉପରେ ନଜର

ଭୁବନେଶ୍ୱର,(ଓଟି): ୨୦୧୪ ସାଧାରଣ ନିର୍ବାଚନ ପରେ ୨୦୧୯ରେ ଯେଉଁ ସଫଳତା ପାଇବାକୁ ବିଜେପି ଆଶା ରଖିଥିଲା ସେ ଆଶା ପୂରଣ ହେଲାଭଳି ଲାଗୁନି । ଏକଥା ଦଳର ଶୀର୍ଷନେତୃତ୍ୱ ବୁଝିସାରିଲେଣି । ଗୁଜୁରାଟ ମଡେଲ ଓ ହିନ୍ଦୁତ୍ୱ ଏଜେଣ୍ଡା ଆଉ କାମ ଦେଉନି । ଆଜି ପ୍ରକାଶ ପାଇଥିବା ୩ଟି ଲୋକସଭା ଓ ୨ଟି ବିଧାନସଭା ଉପ-ନିର୍ବାଚନ ଫଳାଫଳରୁ ତାହା ପ୍ରମାଣିତ ହୋଇଛି । ଯେଉଁଥିପାଇଁ ଏଥର ବଜେଟରେ ବିଜେପି ନୂଆ …

Read More »

ଜୈବିକ କୃଷି ବିଶେଷଜ୍ଞ ନଟବର ଷଡ଼ଙ୍ଗୀଙ୍କ ମତ: ଚାଷୀଙ୍କୁ ଭଣ୍ଡଇବା ଲାଗି ବଜେଟ୍‍- ୨୦୧୮

ଏବର୍ଷର ବଜେଟ୍‍ ଚାଷୀମାନଙ୍କ ପାଇଁ ମହାକାଳ ଫଳ ସଦୃଶ । ଅର୍ଥାତ୍‍ ଦେଖିବାକୁ ଚକଚକିଆ, ଭିତର ଫମ୍ପା । ଦୀର୍ଘଦିନ ହେଲା ସମସ୍ତେ ଆଶା କରିଥିଲେଚୃଷି ଋଣ ଛାଡ଼ ହେବ, ତାହା ହେଲା ନାହିଁ । ସାର, ବିହନ ଉପରେ ରିହାତି ନାହିଁ । ଏମ୍‍ଏସ୍‍ପି ବଢ଼ାଇବାକୁ ଯେଉଁ ଘୋଷଣା କରାଯାଇଛି ସେଥିରେ ଚାଲାକି କରାଯାଇଛି । କେବଳ ଖରିଫରେ ଦେଢ଼ଗୁଣଏମ୍‍ଏସ୍‍ପି ଦିଆଯିବ ବୋଲି ଘୋଷଣା କରାଯାଇଛି । ଖରିଫ …

Read More »

ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଚିତ୍ତରଞ୍ଜନ ବେହେରାଙ୍କ ମତ: ଏଥର କୃଷି ଏବଂ ଗ୍ରାମାଞ୍ଚଳ ଅଭିମୁଖୀ ବଜେଟ ହୋଇଛି

ସବୁ ବର୍ଗର ଲୋକଙ୍କ ପାଇଁ କିଛି କିଛି ବ୍ୟବସ୍ଥା ରହିଛି । ଯେଉଁ ଯୋଜନା କରାଯାଇଛି- ୧୦ କୋଟି ପରିବାର ପାଇଁ ୫ ଲକ୍ଷ ଯାଏ ସ୍ୱାସ୍ଥ୍ୟବୀମା ଏକ ଭଲ ଯୋଜନା । କିନ୍ତୁ ଯେମିତି ଦୁର୍ନୀତି ନହୁଏ ସେଥିପ୍ରତି ଧ୍ୟାନଦେବାକୁ ହେବ । କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପାଇଁ ଶିଳ୍ପ ପୁଞ୍ଜ ଗଢ଼ି ଉଠିବ । ୪୨ଟି ପାଇଁ ଯୋଜନା ରହିଛି । ଏହା ହେଲେ କୃଷିଜାତ ଦ୍ରବ୍ୟର …

Read More »