ବ୍ୟଞ୍ଜନ

Panasankranti, Pana, Recipe

ପଣା ସଂକ୍ରାନ୍ତିର ବିଶେଷ ଖାଦ୍ୟ: ବୁଟ ଛତୁଆ

ଭୁବନେଶ୍ୱର, (ଓଟି): ପଣା ସଂକ୍ରାନ୍ତିର ବିଶେଷ ଆକର୍ଷଣ ହେଉଛି ପଣା ଓ ଛତୁଆ । ପ୍ରବଳ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ତଥା ଶରୀରରେ ଜଳୀୟ ସଙ୍କଟକୁ ଦୂରେଇ ଭୋକ ମୁକ୍ତ ରହିବା ହେଉଛି ଏହି ଖାଦ୍ୟର ଲକ୍ଷ୍ୟ । ତୁଳସୀ ଚଉରାମୂଳେ ଭୋଗ ପରେ ବ୍ରାହ୍ମଣ ପୁରୋହିତଙ୍କୁ ଘରେ ସକ୍ରାରର ସହ ଖୁଆଇ ନୂଆ ବର୍ଷକୁ ଏହିଦିନ ଆହ୍ୱାନ କରାଯାଏ । ଆଉ ଯେଉଁ ଖାଦ୍ୟ ପରସା ଯାଏ …

Read More »

କାହିଁକି ପଣା ପିଇବା

ସବୁକିଛିର ଶୁଭାରମ୍ଭ ମିଠାପଣରୁ ହେବା ଉଚିତ – ଏଇ ଅଭିପ୍ରାୟରେ ବୋଧହୁଏ ପରସ୍ପରକୁ ମିଠା ପାନୀୟ ପଣାରେ ଆପ୍ୟାୟିତ କରି ପାଳନ କରାଯାଏ ଓଡ଼ିଆ ନବବର୍ଷ । ଆମର ଦେବଦେବୀ ମଧ୍ୟ ଏହି ସାମାଜିକ-ସାଂସ୍କୃତିକ ପର୍ବର ଏକ ମହାନ୍ ଅଂଶ । ଶକ୍ତିପୀଠଗୁଡ଼ିକରେ ଠାକୁରାଣୀଙ୍କୁ ପଣା ପାନ କରାଇବା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସୁଛି । ଓଡ଼ିଶାର ଅଧିକାଂଶ ଅଞ୍ଚଳ; ବିଶେଷକରି ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ଦଣ୍ଡଯାତ୍ରାରେ …

Read More »

ପଣା, ପଣା ଓ ପଣା

ଖାଲି ଶୋଷ ମେଣ୍ଟାଇବା ପାଇଁ ନୁହେଁ, ପଣାର ସ୍ୱାସ୍ଥ୍ୟ ଉପଯୋଗିତା ଅନେକ ରହିଛି । ତା’ଛଡ଼ା ଯେତେବେଳେ ସାଙ୍ଗମାନଙ୍କ ସାଙ୍ଗରେ ପଣା ତା’ଠୁ ଆଉ କ’ଣ ବା ଆନନ୍ଦ ଥାଏ । ଭଗବାନଙ୍କ ନାଁରେ ବର୍ଷର ପ୍ରଥମ ଦିନକୁ ମିଠା ଓ ଆନନ୍ଦରେ କାଟିବା ପାଇଁ ଆମ ପରମ୍ପରାରେ ସାମିଲ୍‍ ହୋଇଛି ପଣା ସଂକ୍ରାନ୍ତି । ଯେମିତି ଏହାର ରଙ୍ଗ ସେମିତି ଏହାର ସ୍ୱାଦ । ଅନେକ ପ୍ରକାରର ପଣା …

Read More »