BIGtheme.net http://bigtheme.net/ecommerce/opencart OpenCart Templates

ଐତିହ୍ୟ

Odisha news Odiaha naba barsha, pana sankranti

ପବିତ୍ର ଅକ୍ଷୟ ତୃତୀୟାର ମହତ୍ୱ

ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ...

Read More »

ନୟାଗଡ଼ରେ ନିଷ୍ଠା, କାଷ୍ଠା ଓ ଭକ୍ତିର ପର୍ବ ପଣା ସଂକ୍ରାନ୍ତି

ନୟାଗଡ଼ (ପ୍ରଦୀପ କୁମାର ଜେନା) ପଣା ସଂକ୍ରାନ୍ତି ଓ ଦଣ୍ଡ ଯାତ୍ରା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଛି । ପଣା ସଂକ୍ରାନ୍ତି ନୟାଗଡ଼ ଜିଲ୍ଲାର ଆରାଧ୍ୟ ଦେବୀ ଦକ୍ଷିଣ କାଳୀଙ୍କର ସବୁ ଠାରୁ ବଡ଼ ପର୍ବ ହୋଇ ଥିବାରୁ ଏହି ଦିନ ମା’ ଦକ୍ଷିଣକାଳୀଙ୍କୁ ଶୋଡ଼ଷ ଉପଚାରରେ ପୂଜାର୍ଚ୍ଚନା କରା ଯାଇଥାଏ । ଏହି ଦିନ ସମଗ୍ର ଜିଲ୍ଲା ତଥା ଜିଲ୍ଲା ବାହରୁ ହଜାର ...

Read More »

କାକଟପୁର ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା

କାକଟପୁର ( ଜ୍ୟୋତିରଞ୍ଜନ ନାୟକ) କାକଟପୁରର ଆରାଧ୍ୟା ଦେବୀ ମା’ ମଙ୍ଗଳା । କାହିଁ କେତେ ଦିନରୂୁ ସେଠାରେ ପାଳନ ହେଉଛି ଝାମୁ ଯାତ୍ରା । ଏହି ଜାତ୍ରା ସେହି ଅଂଚଳରେ ସବୁଠାରୁ ବଡ଼ପର୍ବ । ଲୋକମାନେ ଏହାକୁ ଭକ୍ତି ଓ ନିଷ୍ଠାର ସହିତ ପାଳନ କରନ୍ତିା ଏହି ପର୍ବ ପାଳିବା ପଛରେ କେତେକ ପରମ୍ପରା ଲୁଚି ରହିଛି । ଏହି ପର୍ବ ପାଳିବା ପାଇଁ ଏକ ମାସ ପୁର୍ବରୁ ...

Read More »

ମା’ ଶାରଳା ପୀଠରେ ପଣା ସଂକ୍ରାନ୍ତି, ଅନନ୍ୟ ପାଟୁଆ ଓ ଦଣ୍ଡ ନାଚ

  ଶକ୍ତିପୀଠ ଶାରଳାଙ୍କଠାରେ ବିଷୁବ ସଂକ୍ରାନ୍ତି କିଛି ଅଲଗା ରଙ୍ଗ ଆଣେ । ସଂସ୍କୃତି ଓ ପରମ୍ପରାରେ ପୂରା ସହର ଓ ଆଖପାଖ ଅଞ୍ଚଳ ମଜ୍ଜିଯାଏ । ଏଥିରେ ଜାତି ପ୍ରଥାର ଚିହ୍ନ ନଥାଏ । କିଏ ପାଟୁଆ ହୁଏ ତ ଆଉ କିଏ ପଣା ପ୍ରସ୍ତୁତ କରେ । ପୁଣି ଆଉ କେହି ଛତୁଆ, ଚୂଡ଼ାଘସା, ଆମ୍ବ ପଣା ନେଇ ମା’ଙ୍କୁ ଅର୍ପଣ କରେ । ମା’ଙ୍କ ଆଶୀର୍ବାଦ ...

Read More »