ପଣା ସଂକ୍ରାନ୍ତି ବିଶେଷ

Special Stories on Pana Sankranti, Odia New Year, Nababarsha

ସୁପ୍ରିମକୋର୍ଟରେ ‘ଚାବି ହଜିବା’ ମାମଲାର ଶୁଣାଣୀ

ଭୁବନେଶ୍ୱର,(ଓଟି): ଶ୍ରୀମନ୍ଦିର ପରିଚାଳନା ନେଇ ଆଜି ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିଛନ୍ତି।  ଶ୍ରୀମନ୍ଦିର ପରିଚାଳନାଗତ ତ୍ରୁଟି ସମ୍ପର୍କରେ ନିମ୍ନ ଅଦାଲତ ବା ପୁରୀ ଜିଲ୍ଲା କୋର୍ଟ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ଆଜି ସୁପ୍ରିମ କୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ସୁପ୍ରିମ କୋର୍ଟ ମାମଲା ହାଇକୋର୍ଟର ବିଚାରାଧୀନ ଥିବାରୁ ସେଥିରେ  ହସ୍ତକ୍ଷେପ ନ କରି ଶ୍ରୀମନ୍ଦିର ପରିଚାଳନାଜନିତ ଅନ୍ୟ …

Read More »

ଆଜି ଅଖରେ ଲାଗିବ ମେଣ୍ଢି କାଠ

ପୁରୀ,(ଓଟି): ଘୋଷ ଯାତ୍ରାକୁ ଆଖି ଆଗରେ ରଖି ବେଶ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀନଅର ସମ୍ମୁଖର ରଥଖଳା । ମହାରଣା ସେବକ, ଭୋଈ ସେବକ, ରୂପକାର ସେବକମାନେ ଦୀର୍ଘ ୫୦ ଦିନ ଧରି ଶ୍ରୀଜୀଉଙ୍କ ରଥ ନିର୍ମାଣରେ ବ୍ୟସ୍ତ ରହିଥିବାବେଳେ ଗତକାଲି ଶେଷ ହୋଇଛି ଚକ ଥାକ କାମ। ନିର୍ଦ୍ଦିଷ୍ଟ ସ୍ଥାନରେ ଚକଗୁଡିକୁ ଥାକରେ ରଖାଯାଇଛି। ଏହି କ୍ରମରେ ଆଜି ଅଖରେ ଲାଗିବ ମେଣ୍ଢି କାଠ । ଅଖକୁ ଟେକି …

Read More »

ଧର୍ମଶାଳାରେ ଐତିହ୍ୟ ଅସୁରକ୍ଷିତ

ଧର୍ମଶାଳା,(ଓଟି):ଧର୍ମଶାଳାର ଇତିହାସର ମୁକସାକ୍ଷୀ ହେଉଛି ତାହାର ବୌଦ୍ଧ କୀର୍ତ୍ତିରାଜି ଓ ଐତିହ୍ୟ। ବୌଦ୍ଧ କୀର୍ତ୍ତିରାଜି ତଥା ପ୍ରତ୍ନତତ୍ତ୍ୱର ସ୍ମାରକୀ ବହନ କରେ ଏ ଅଞ୍ଚଳରେ ରହିଥିବା କେତେଗୁଡିଏ ପାହାଡ ଓ ଗ୍ରାମ। ଏଥି ମଧ୍ୟରୁ ବଡକାଏମା ପଞ୍ଚାୟତର ରାଧାନଗର ଗ୍ରାମ ହେଉଛି ଅନ୍ୟତମ। ଆଜି ଏହା ଅସୁରକ୍ଷିତ ପାଲଟିଛି। ଯାହା ଐତିହ୍ୟପ୍ରେମୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ୧୯୮୬ ମସିହାରେ ଏହା ସମ୍ପର୍କରେ ପତ୍ରପତ୍ରିକାରେ ସ୍ତମ୍ୱ ପ୍ରକାଶ ପରେ ଓଡିଶାର …

Read More »

ପବିତ୍ର ଅକ୍ଷୟ ତୃତୀୟାର ମହତ୍ୱ

ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, …

Read More »

ନୟାଗଡ଼ରେ ନିଷ୍ଠା, କାଷ୍ଠା ଓ ଭକ୍ତିର ପର୍ବ ପଣା ସଂକ୍ରାନ୍ତି

ନୟାଗଡ଼ (ପ୍ରଦୀପ କୁମାର ଜେନା) ପଣା ସଂକ୍ରାନ୍ତି ଓ ଦଣ୍ଡ ଯାତ୍ରା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଛି । ପଣା ସଂକ୍ରାନ୍ତି ନୟାଗଡ଼ ଜିଲ୍ଲାର ଆରାଧ୍ୟ ଦେବୀ ଦକ୍ଷିଣ କାଳୀଙ୍କର ସବୁ ଠାରୁ ବଡ଼ ପର୍ବ ହୋଇ ଥିବାରୁ ଏହି ଦିନ ମା’ ଦକ୍ଷିଣକାଳୀଙ୍କୁ ଶୋଡ଼ଷ ଉପଚାରରେ ପୂଜାର୍ଚ୍ଚନା କରା ଯାଇଥାଏ । ଏହି ଦିନ ସମଗ୍ର ଜିଲ୍ଲା ତଥା ଜିଲ୍ଲା ବାହରୁ ହଜାର …

Read More »

କାକଟପୁର ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା

କାକଟପୁର ( ଜ୍ୟୋତିରଞ୍ଜନ ନାୟକ) କାକଟପୁରର ଆରାଧ୍ୟା ଦେବୀ ମା’ ମଙ୍ଗଳା । କାହିଁ କେତେ ଦିନରୂୁ ସେଠାରେ ପାଳନ ହେଉଛି ଝାମୁ ଯାତ୍ରା । ଏହି ଜାତ୍ରା ସେହି ଅଂଚଳରେ ସବୁଠାରୁ ବଡ଼ପର୍ବ । ଲୋକମାନେ ଏହାକୁ ଭକ୍ତି ଓ ନିଷ୍ଠାର ସହିତ ପାଳନ କରନ୍ତିା ଏହି ପର୍ବ ପାଳିବା ପଛରେ କେତେକ ପରମ୍ପରା ଲୁଚି ରହିଛି । ଏହି ପର୍ବ ପାଳିବା ପାଇଁ ଏକ ମାସ ପୁର୍ବରୁ …

Read More »

ପଣା ସଂକ୍ରାନ୍ତିର ବିଶେଷ ଖାଦ୍ୟ: ବୁଟ ଛତୁଆ

ଭୁବନେଶ୍ୱର, (ଓଟି): ପଣା ସଂକ୍ରାନ୍ତିର ବିଶେଷ ଆକର୍ଷଣ ହେଉଛି ପଣା ଓ ଛତୁଆ । ପ୍ରବଳ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ତଥା ଶରୀରରେ ଜଳୀୟ ସଙ୍କଟକୁ ଦୂରେଇ ଭୋକ ମୁକ୍ତ ରହିବା ହେଉଛି ଏହି ଖାଦ୍ୟର ଲକ୍ଷ୍ୟ । ତୁଳସୀ ଚଉରାମୂଳେ ଭୋଗ ପରେ ବ୍ରାହ୍ମଣ ପୁରୋହିତଙ୍କୁ ଘରେ ସକ୍ରାରର ସହ ଖୁଆଇ ନୂଆ ବର୍ଷକୁ ଏହିଦିନ ଆହ୍ୱାନ କରାଯାଏ । ଆଉ ଯେଉଁ ଖାଦ୍ୟ ପରସା ଯାଏ …

Read More »

କାହିଁକି ପଣା ପିଇବା

ସବୁକିଛିର ଶୁଭାରମ୍ଭ ମିଠାପଣରୁ ହେବା ଉଚିତ – ଏଇ ଅଭିପ୍ରାୟରେ ବୋଧହୁଏ ପରସ୍ପରକୁ ମିଠା ପାନୀୟ ପଣାରେ ଆପ୍ୟାୟିତ କରି ପାଳନ କରାଯାଏ ଓଡ଼ିଆ ନବବର୍ଷ । ଆମର ଦେବଦେବୀ ମଧ୍ୟ ଏହି ସାମାଜିକ-ସାଂସ୍କୃତିକ ପର୍ବର ଏକ ମହାନ୍ ଅଂଶ । ଶକ୍ତିପୀଠଗୁଡ଼ିକରେ ଠାକୁରାଣୀଙ୍କୁ ପଣା ପାନ କରାଇବା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସୁଛି । ଓଡ଼ିଶାର ଅଧିକାଂଶ ଅଞ୍ଚଳ; ବିଶେଷକରି ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ଦଣ୍ଡଯାତ୍ରାରେ …

Read More »

ପଣା, ପଣା ଓ ପଣା

ଖାଲି ଶୋଷ ମେଣ୍ଟାଇବା ପାଇଁ ନୁହେଁ, ପଣାର ସ୍ୱାସ୍ଥ୍ୟ ଉପଯୋଗିତା ଅନେକ ରହିଛି । ତା’ଛଡ଼ା ଯେତେବେଳେ ସାଙ୍ଗମାନଙ୍କ ସାଙ୍ଗରେ ପଣା ତା’ଠୁ ଆଉ କ’ଣ ବା ଆନନ୍ଦ ଥାଏ । ଭଗବାନଙ୍କ ନାଁରେ ବର୍ଷର ପ୍ରଥମ ଦିନକୁ ମିଠା ଓ ଆନନ୍ଦରେ କାଟିବା ପାଇଁ ଆମ ପରମ୍ପରାରେ ସାମିଲ୍‍ ହୋଇଛି ପଣା ସଂକ୍ରାନ୍ତି । ଯେମିତି ଏହାର ରଙ୍ଗ ସେମିତି ଏହାର ସ୍ୱାଦ । ଅନେକ ପ୍ରକାରର ପଣା …

Read More »

ମା’ ଶାରଳା ପୀଠରେ ପଣା ସଂକ୍ରାନ୍ତି, ଅନନ୍ୟ ପାଟୁଆ ଓ ଦଣ୍ଡ ନାଚ

  ଶକ୍ତିପୀଠ ଶାରଳାଙ୍କଠାରେ ବିଷୁବ ସଂକ୍ରାନ୍ତି କିଛି ଅଲଗା ରଙ୍ଗ ଆଣେ । ସଂସ୍କୃତି ଓ ପରମ୍ପରାରେ ପୂରା ସହର ଓ ଆଖପାଖ ଅଞ୍ଚଳ ମଜ୍ଜିଯାଏ । ଏଥିରେ ଜାତି ପ୍ରଥାର ଚିହ୍ନ ନଥାଏ । କିଏ ପାଟୁଆ ହୁଏ ତ ଆଉ କିଏ ପଣା ପ୍ରସ୍ତୁତ କରେ । ପୁଣି ଆଉ କେହି ଛତୁଆ, ଚୂଡ଼ାଘସା, ଆମ୍ବ ପଣା ନେଇ ମା’ଙ୍କୁ ଅର୍ପଣ କରେ । ମା’ଙ୍କ ଆଶୀର୍ବାଦ …

Read More »