ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

The historical events during Rathyatra at Srijagannath Temple Puri.

ପୁରୀ ରଥଯାତ୍ରାରେ ରନ୍ଧା ଖାଦ୍ୟ ବାଣ୍ଟିଲା ଜେଏସପିଏଲ ଫାଉଣ୍ଡେସନ

ଭୂବନେଶ୍ୱର, (ଓଟି): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡର କର୍ପୋରେଟ ସାମାଜିକ ଅନୁଷ୍ଠାନ ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ପୁରୀ ରଥ ଯାତ୍ରାରେ ରନ୍ଧାଖାଦ୍ୟ ବଣ୍ଟନ, ଥଣ୍ଡା ପାନୀୟ ଜଳ ଓ ଗ୍ଲୁକୋଜ ପ୍ୟାକେଟ ବଣ୍ଟନ ଆଦି ବିଭିନ୍ନ ସେବା ଭକ୍ତମାନଙ୍କୁ ପ୍ରଦାନ କରାଯାଇଛି । ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଦିନ ୧୦ହଜାରରୁ ଅଧିକ ଲୋକମାନଙ୍କୁ ରନ୍ଧାଖାଦ୍ୟ ପ୍ରାଦାନ କରାଯାଇଥିବାବେଳେ, ରଥଯାତ୍ରାର ୧୦ ଦିନ ମଧ୍ୟରେ ସମୁଦାୟ ୫୦୦୦୦ ଲୋକଙ୍କୁ ରନ୍ଧାଖାଦ୍ୟ …

Read More »

ରଥଯାତ୍ରା ରହସ୍ୟ: ୧୮୭୭ ମସିହାରେ ଅର୍ଦ୍ଧରାତ୍ରୀରେ ହୋଇଥିଲା ପହଣ୍ଡି

ରଥାଯାତ୍ରା ଦିନ ପହଣ୍ଡିକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହୁଏ । କେତେବେଳେ ଦଇତାଙ୍କ ଦାବିକୁ ଶୁଣିବାରେ ସରକାର ଅମଙ୍ଗ ହେବାରୁ ନୀତି ବିଳମ୍ବ ହୁଏ ଆଉ କେତେବେଳେ ରଥ ତିଆରି କାର୍ଯ୍ୟରେ ବିଳମ୍ବ ତଥା ପ୍ରଶାସନିକ କାରଣରୁ ଅହେତୁକ ବିଳମ୍ବ ହୁଏ । ହେଲେ ୧୮୭୭ ରଥଯାତ୍ରାରେ ଯେଉଁଭଳି ଭାବେ ବିଳମ୍ବ ହୋଇଥିଲା ତାହା ପୂର୍ବରୁ ପ୍ରାୟ କେବେ ହୋଇ ନଥିଲା । ପହଣ୍ଡି ସରୁ ସରୁ …

Read More »

ରଥ ବିଜେ କଲେ ଶ୍ରୀ ସୁଦର୍ଶନ, ୪ଟାରେ ରଥ ଟଣା

ଭୁବନେଶ୍ୱର, (ଓଟି): ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ପହଣ୍ଡି ପର୍ବ ଆରମ୍ଭ ହୋଇଛି । ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ସିଂହାସନରୁ ଓହ୍ଲାଇ ରଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମେ ଶ୍ରୀ ସୁଦର୍ଶନ ରଥ ଉପରେ ବିଜେ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଅପରାହ୍ଣ ୪ଟା ବେଳକୁ ରଥଟଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପରମ୍ପରା ଅନୁସାରେ ରଥଯାତ୍ରା ଦିନ ଧାଡ଼ି ପହଣ୍ଡି …

Read More »

ପୁରୀ ଗଜପତି ମହାରାଜାଙ୍କ ବଂଶ ପରମ୍ପରା: ଗଙ୍ଗ ନୁହେଁ ଭୋଇ ବଂଶର ହେଉଛନ୍ତି ଦିବ୍ୟସିଂହ ଦେବ

ଭୁବନେଶ୍ୱର, (ଓଟି): ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ପୁରୀ ଜମିଦାରୀର ଦାୟାଦ ଗଜପତି ମହାରାଜାଙ୍କୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକଭାବେ ଗ୍ରହଣ କରାଯାଏ । ପରମ୍ପରା ଅନୁସାରେ ତାଙ୍କ ପାଇଁ କିଛି ସ୍ୱତନ୍ତ୍ର ସେବା ବ୍ୟବସ୍ଥା କରାଯାଇଛି ଏବଂ ପ୍ରଶାସନ ପକ୍ଷରୁ ତାଙ୍କୁ ଆବଶ୍ୟକ ମର୍ଯ୍ୟାଦା ଦିଆଯାଇଆସୁଛି । କେବଳ ଶ୍ରୀ ଜଗନ୍ନାଥଙ୍କ ସହ ଜଡ଼ିତ ଧାର୍ମିକ ପରମ୍ପରା ଓ ରୀତି ନୀତି ହେତୁ ଓଡ଼ିଶାର …

Read More »

ସରିଲା ଖଳି ଲାଗି ନୀତି

ପୁରୀ,(ଓଟି): ଆଉ ମାତ୍ର ଦିନକ ପରେ ରଥଯାତ୍ରା । ତିନି ରଥ ନିର୍ମାଣ ସରିଆସିଲାଣି । ରଥ ଚାରିପଟେ ପାଶ୍ୱର୍ ଦେବଦେବୀଙ୍କୁ ବସାଉଛନ୍ତି ମହାରଣା ସେବାୟତ । ବୁଧବାର ତିନି ରଥରେ ସ୍ଥାପନ ହୋଇଛି କଳସ । ଶୁକ୍ରବାର ଦିନ ନେତ୍ରୋତ୍ସବ। ଏହାକୁ ଦୃଷ୍ଟିରେ ରଖି କାରୀଗରମାନେ କାମ କରିଚାଲିଛନ୍ତି । ଦୁଇଦିନ ପରେ ରଥଯାତ୍ରା ପଡ଼ୁଥିବାରୁ ମହାରଣା ସେବାୟତଙ୍କଠାରୁ ଆରମ୍ଭ କରି ଚିତ୍ରକର, ଭୋଇ, ରୂପକାର ସେବାୟତମାନେ ତିନିରଥର …

Read More »

ପହଣ୍ଡି କର୍ଡ଼ନ କଡ଼ାକଡ଼ି କରାଯିବ: ଶ୍ରୀମନ୍ଦିର ପ୍ରଶାସନ

ପୁରୀ,(ଓଟି): ଏବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ହାତକୁ ନେଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥାବଳୀରେ ପହଣ୍ଡି କର୍ଡ଼ନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଯେପରି ଭକ୍ତମାନେ ବାଧା ସୃଷ୍ଟି କରିନପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆମ …

Read More »

ରଥଯାତ୍ରା ସମୀକ୍ଷା କଲେ ପୋଲିସ ଡିଜି: ପୁରୀକୁ ଜଗିବେ ୧୪୨ ପ୍ଲାଟୁନ୍ ପୋଲିସ

ଭୁବନେଶ୍ୱର,(ଓଟି):  ଦୁଇ ଦିନ ପରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୁରୀକୁ ଶ୍ରଦ୍ଧାଳୁମାନେ ଆସିବା ଆରମ୍ଭ କଲେଣି। ଶ୍ରୀକ୍ଷେତ୍ର ପୁରୀରେ ଏବେଠାରୁ ଭିଡ଼ ଜମିଲାଣି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁତ୍ୱ ଦେଇଛନ୍ତି। ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଡିଜି ଆଜି ପୁରୀରେ ମାନସମନ୍ଥନ କରିଛନ୍ତି। ଟ୍ରାଫିକ …

Read More »

ଶ୍ରୀ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ସେବକଙ୍କୁ ଉଚ୍ଛେଦ ପ୍ରସଙ୍ଗ ଏକ ଅସାମ୍ବିଧାନିକ କଳ୍ପନା

ବିଶ୍ୱପ୍ରିୟ କାନୁନଗୋ, ଆଇନଜୀବୀ ପାରମ୍ପରିକ ସେବାୟତଙ୍କୁ ଉଚ୍ଛେଦ କରିବା ପରାମର୍ଶ ଗହଣୀୟ ନୁହେଁ । କାରଣ ଏହା ତାଙ୍କର ପାରମ୍ପରିକ ଜୀବୀକା ତଥା ଧାର୍ମିକ ସ୍ୱାଧିନତାର ଅଂଶ ବିଶେଷ । ଯାହା ସମ୍ବିଧାନ ସ୍ୱୀକୃତ । ଯଦି ଏ ବାବଦରେ କିଏ ବିପରୀତ ପଦକ୍ଷେପ ନିଅନ୍ତି ତାହା ସମ୍ପୃକ୍ତ ସେବାୟତ ବା ନାଗରିକର ଗୋପନୀୟତା ଅଧିକାରରେ ହସ୍ତକ୍ଷେପ ବୋଲି ଗ୍ରହଣ କରିବାକୁ ହେବ । ଏଣୁ ନା ସରକାର ନା …

Read More »

ବିଗୁଡ଼ୁଛି ଶ୍ରୀମନ୍ଦିରର ସ୍ୱାସ୍ଥ୍ୟ : ଷ୍ଟିଲ୍‍ ବିମ୍‍ରେ ବଢ଼ୁଛି ଭାର, ଆକଳନ ପାଇଁ ଲୋଡ୍‍ ସେଲ୍‍ ଲଗାଇବାକୁ ପ୍ରସ୍ତାବ

ଭୁବନେଶ୍ୱର, (ଓଟି): ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତ୍ନତତ୍ତ୍ୱ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠିଛି । ତୁରନ୍ତ ଭାରତୀୟ ପୂରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାନ ( ଏଏସ୍‍ଆଇ) ମୁଖ୍ୟାଳୟ ଅଧିକାରୀଙ୍କ ଦ୍ୱାରା ଏହାର ତଦାରଖ ପାଇଁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଏହିକ୍ରମରେ ଆସନ୍ତା ୧୬ ତାରିଖରେ ଏଏସ୍‍ଆଇ, ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଦ୍ୱାରା ଏକ ମିଳିତ ତଦାରଖ ଦଳ ମୁଖ୍ୟମନ୍ଦିରର ବିଭିନ୍ନ ଅଂଶକୁ ପରୀକ୍ଷଣ …

Read More »

୧୮୭୩-ଗଜପତିଙ୍କୁ ଗଣିବାକୁ ପଡ଼ିଥିଲା ତଣ୍ଡ

ଇଂରେଜମାନେ ଅନେକ ଚେଷ୍ଟା କରିମଧ୍ୟ ଶ୍ରୀମନ୍ଦିର ଉପରେ ନିଜର ଅକ୍ତିଆର ଜାହିର କରିବାରେ ବିଫଳ ହେଉଥିଲେ । ଶ୍ରୀମନ୍ଦିରକୁ ଭକ୍ତଙ୍କ ଆକର୍ଷଣ କରିବା ପାଇଁ ଚେଷ୍ଟା କରି ମଧ୍ୟ ପାରୁ ନଥିଲେ । ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବଢ଼ିଚାଲିଥିଲା । ଯଦିଓ ଧର୍ମୀୟଭାବନା ସହ କୌଣସି ଖେଳ ନଖେଳିବାକୁ ପ୍ରଶାସନିକ ନିଷ୍ପତ୍ତି ଥିଲା କିନ୍ତୁ ସେଥିରେ ଅନେକ ବିଚ୍ୟୁତି ଦେଖିବାକୁ ମିଳିଥିଲା । ଏହିକ୍ରମରେ ଜଗନ୍ନାଥଙ୍କ ପ୍ରଥମ ସେବକ …

Read More »