ଇତିହାସ

History of Republic day, Indian Constitution

ପୁସ୍ତକରେ ପ୍ରକାଶ ପାଇଲା ଶ୍ରୀମନ୍ଦିର ଭିତର ଫଟୋ

ଭୁବନେଶ୍ୱର,(ଓଟି): ଯେତେ ଚେଷ୍ଟା କଲେ ବି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେବାକୁ ରୋକାଯାଇପାରୁନି। ଏଥର କିନ୍ତୁ କୌଣସି ସୋସିଆଲ ମିଡିଆରେ ନୁହେଁ ବରଂ ପୁସ୍ତକରେ ଶ୍ରୀମନ୍ଦିର ଦେବଦେବୀଙ୍କ ଫଟୋ ଛପା ହୋଇଛି । ଏହି ଫଟୋକୁ ବହି ଆକାରରେ ଛପାଇଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଅବସରପ୍ରାପ୍ତ ଅଧିକାରୀ ଡଃ ରବି ନାରାୟଣ ଦାଶ । ଶ୍ରୀମନ୍ଦିରର ନୀଳଚକ୍ର ଠାରୁ ଆରମ୍ଭ କରି ପାର୍ଶ୍ବ ଦେବାଦେବୀ ମୁର୍ତ୍ତି , ଗରୁଡ …

Read More »

ରସଗୋଲା ଜିଆଇ ଟ୍ୟାଗ‌୍‍ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର,(ଓଟି): ରସଗୋଲାକୁ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ‌୍‍) ମାନ୍ୟତା ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ରସଗୋଲା ପାଇଁ ପଶ୍ଚିମବଙ୍ଗକୁ ମିଳିଥିବା ଟ୍ୟାଗ‌୍‍ ରଦ୍ଦ କରିବା ପାଇଁ ଆବେଦନ କରାଯାଇଛି। ଏହି ମାମଲାରେ ରାଜ୍ୟ ସରକାର , ଶ୍ରୀମନ୍ଦିର ପ୍ରଶାସନ, ଇଂଟେଲେକଚୁଆଲ ପ୍ରପର୍ଟି ଅଫିସ‌୍‍ ଓ ପଶ୍ଚିମବଙ୍ଗ ବିଜ୍ଞାନ ପରିଷଦକୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ ରସଗୋଲାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦୀର୍ଘ …

Read More »

ଭାରତୀୟ ସମ୍ବିଧାନର ଜନ୍ମଦିନ : ଗଣତନ୍ତ୍ର ଦିବସ

୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତରେ ସମ୍ବିଧାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା । ଏହାକୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ୨୬ ଜାନୁୟାରୀରେ ଗଣତନ୍ତ୍ର ଦିବସ ଭାବେ ପାଳନ ହୋଇ ଆସୁଛି । ଚଳିତବର୍ଷ ୬୯ ତମ ଗଣତନ୍ତ୍ର ଦିବସ ପାଳିତ ହେବ । ଭାରତର ସମ୍ବିଧାନକୁ ସଂକ୍ଷେପରେ ଆସନ୍ତୁ ଜାଣିବା – ବିଶ୍ୱର ସବୁଠାରୁ ଲମ୍ବା ଲିଖିତ ନିୟମାବଳୀ ଭାବେ ଭାରତର ସମ୍ବିଧାନ ପ୍ରଥମ ସ୍ଥାନରେ ରହିଛି …

Read More »

ଜାଣନ୍ତୁ ରେଳଗାଡ଼ିରେ ଥିବା ନମ୍ୱର ସମ୍ପର୍କରେ

ରେଳଗାଡ଼ିରେ ଯାତ୍ରା କରିବାର ମଜା ନିଆରା। ହୁଏତ କେତେଜଣ ପ୍ରତିଦିନ ରେଳଗାଡ଼ିରେ ଯିବାଆସିବା କରନ୍ତି। ଆଉ କେତେଜଣ ନିଜ ସମ୍ପର୍କିୟଙ୍କୁ ଛାଡ଼ିବାକୁ ରେଳ ଷ୍ଟେସନ‌୍‍ ଆସିଥାନ୍ତି। କିନ୍ତୁ ରେଳଗାଡ଼ିରେ ଲେଖାହୋଇଥିବା କିଛି ନମ୍ୱର ପ୍ରତି କାହାର ନିଘା ନଥାଏ। ଆପଣ ଜାଣିଛନ୍ତି କି ରେଳଗାଡ଼ିରେ ଥିବା ନମ୍ୱରଗୁଡ଼ିକରେ କିଛି ତଥ୍ୟ ଲୁଚି ରହିଛି। ତାହେଲେ ଆଜି ଆସନ୍ତୁ ଜାଣିବା ରେଳଗାଡ଼ିରେ ଥିବା ନମ୍ୱରଗୁଡ଼ିକର ରହସ୍ୟ ସମ୍ପର୍କରେ – ପ୍ରତ୍ୟେକ ରେଳଗାଡ଼ିରେ …

Read More »

ବିଶ୍ୱବିଜୟୀ ତ୍ରିରଙ୍ଗାର ଜୟଯାତ୍ରା

ଜୁଲାଇ ୨୨ ତାରିଖରେ ତ୍ରିରଙ୍ଗାକୁ ଜାତୀୟ ପତାକା ରୂପେ ବିଧିବଦ୍ଧ ସ୍ୱୀକୃତି ମିଳିଥିଲା। ମାତ୍ର ଏହା ଏତେ ସହଜ ନଥିଲା। ବହୁ ତର୍କ-ବିତର୍କ, ଆଲୋଚନା-ପର୍ଯ୍ୟାଲୋଚନା ଓ ବିଚାର-ବିମର୍ଶ ପରେ ତ୍ରିରଙ୍ଗା ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଥିଲା। ତ୍ରିରଙ୍ଗା ଜୟଯାତ୍ରାର କାହାଣୀ ଆରମ୍ଭ ହୋଇଥିଲା ୧୮୫୭ ସିପାହୀ ବିଦ୍ରୋହ ସମୟରୁ। ଜଣେ ବ୍ରିଟିଶର୍ସ ପ୍ରଥମେ ଭାରତରେ ଜାତୀୟ ପତାକାର ପରିକଳ୍ପନା କରିଥିଲେ ବୋଲି କୁହାଯାଏ। ସେଥିରେ ବ୍ରିଟିଶ‌୍‍, କାନାଡ଼ା ଓ ଅଷ୍ଟ୍ରେଲିଆର …

Read More »

ଜାନୁୟାରୀ ୨୬ରେ କାହିଁକି ପାଳନ ହୁଏ ଗଣତନ୍ତ୍ର ଦିବସ

ଭାରତ ଇତିହାସରେ ଦେଶର ସ୍ୱାଧୀନତା ଓ ଗଣତନ୍ତ୍ର ଦିବସର ଇତିହାସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ପ୍ରତିବର୍ଷ ଜାନୁୟାରୀ ୨୬ରେ ଭାରତ ଗଣତନ୍ତ୍ର ଦିବସ ପାଳନ କରିଆସୁଛି । କେହି କେହି ଏହାକୁ ‘ଜନରାଜ୍ୟ ଦିବସ’, ‘ସାଧାରଣତନ୍ତ୍ର ଦିବସ’ ଭାବେ ମଧ୍ୟ ନାମିତ । ତେବେ ମନରେ ପ୍ରଶ୍ନ ଉଠେ କାହିଁକି ଜାନୁୟାରୀ ୨୬କୁ ଗଣତନ୍ତ୍ର ଦିବସ ଭାବେ ନାମିତ କରିବାକୁ ଚିନ୍ତା କରାଗଲା? ୧୯୩୦ ମସିହା ଜାନୁୟାରୀ ୨୬ ତାରିଖରେ …

Read More »

୬୯ତମ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ରିପୋର୍ଟ, ଫିଚର ଓ ଅନୁଶୀଳନ ଖୁବ୍‍ଶୀଘ୍ର.

  ୬୯ତମ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ରିପୋର୍ଟ, ଫିଚର ଓ ଅନୁଶୀଳନ ଖୁବ୍‍ଶୀଘ୍ର… Share on: WhatsApp

Read More »