BIGtheme.net http://bigtheme.net/ecommerce/opencart OpenCart Templates

ନ୍ୟୁଜ୍‍ ଓ ଫଟୋଗ୍ରାଫ

News and Photographs of Republic day 2018

ପଦ୍ମ ପୁରସ୍କାର-୨୦୧୮ ଘୋଷିତ: ୭୩ଙ୍କୁ ପଦ୍ମଶ୍ରୀ, ୯ ଜଣ ପଦ୍ମ ଭୂଷଣ ଏବଂ ୩ ପଦ୍ମ ବିଭୂଷଣ; ଓଡ଼ିଶାରୁ ୪ଜଣଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର, (ଓଟି): ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଚଳିତବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ସମୁଦାୟ ୮୭ ଜଣଙ୍କୁ ୮୫ଟି ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ଅର୍ଥାରତ୍‍ ୪ଜଣଙ୍କୁ ଯୁଗ୍ମ ଭାବେ ପୁରସ୍କୃତ କରାଯିବ । ସମୁଦାୟ ପଦ୍ମ ବିଜେତାଙ୍କ ଭିତରୁ ୪ଜଣ ହେଉଛନ୍ତି ଓଡ଼ିଶାର ବାସିନ୍ଦା ତଥା ଓଡ଼ିଆ । ଏହି ଚାରିଜଣଙ୍କ ଭିତରେ ଅଛନ୍ତି ସ୍ୱାଧୀନତା ...

Read More »

ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଐଶ୍ୱର୍ଯ୍ୟା ରାୟ

ଭୁବନେଶ୍ୱର, (ଓଟି): ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଥମ ମହିଳା କାର୍ଯ୍ୟକ୍ରମରେ ବଚ୍ଚନ ପରିବାରର ବୋହୂ ଓ ପୂର୍ବତନ ମିସ୍ ୱାଲର୍ଡ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ସମ୍ବର୍ଦ୍ଧିତ ହୋଇଛନ୍ତି । ଐଶଙ୍କ ସମେତ ସମାଜର ବିଭିନ୍ନ କ୍ଷେତ୍ରରେ ଜନମଙ୍ଗଳ କାର୍ଯ୍ୟ କରିଥିବା ଅନ୍ୟ ୧୧୧ଜଣ ମହିଳାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଐଶ୍ ସମ୍ବର୍ଦ୍ଧିତ ହେବାପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧିଙ୍କ ...

Read More »

ଭାରତୀୟ ସମ୍ବିଧାନର ଜନ୍ମଦିନ : ଗଣତନ୍ତ୍ର ଦିବସ

୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତରେ ସମ୍ବିଧାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା । ଏହାକୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ୨୬ ଜାନୁୟାରୀରେ ଗଣତନ୍ତ୍ର ଦିବସ ଭାବେ ପାଳନ ହୋଇ ଆସୁଛି । ଚଳିତବର୍ଷ ୬୯ ତମ ଗଣତନ୍ତ୍ର ଦିବସ ପାଳିତ ହେବ । ଭାରତର ସମ୍ବିଧାନକୁ ସଂକ୍ଷେପରେ ଆସନ୍ତୁ ଜାଣିବା – ବିଶ୍ୱର ସବୁଠାରୁ ଲମ୍ବା ଲିଖିତ ନିୟମାବଳୀ ଭାବେ ଭାରତର ସମ୍ବିଧାନ ପ୍ରଥମ ସ୍ଥାନରେ ରହିଛି ...

Read More »

ଡିଜିପିଙ୍କ ସୂଚନା: ଗଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ଆପଣାଯାଇଛି

ଭୁବନେଶ୍ୱର, (ଓଟି): ଗଣତନ୍ତ୍ର ଦିବସକୁ ଶାନ୍ତି ଓ ଶୃଙ୍ଖଳିତ ଭାବେ ପାଳନ କରିବାକୁ ରାଜ୍ୟ ପୁଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ବିଭିନ୍ନ ସ୍ଥାନରେ ଅତିରିକ୍ତ ପୁଲିସବଳ ମୁତ୍ତୟନ ସହ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯାଇଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ଶର୍ମା ପ୍ରକାଶ କରିଛନ୍ତି । ଡା. ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ସାଧାରଣତନ୍ତ୍ର ଦିବସ ପାଇଁ ପର୍ଯ୍ୟାପ୍ତ ଓ ସମୁଚିତ ସୁରକ୍ଷା ବ୍ୟବସ୍ଥା ...

Read More »

ବୀରତା ଓ ପୁଲିସ ମେଡାଲ୍‍ ଘୋଷଣା: ଓଡ଼ିଶା ପୁଲିସର ୧୦ଜଣଙ୍କୁ ମିଳିବ ସମ୍ମାନ

ଭୁବନେଶ୍ୱର,(ଓଟି): ଓଡ଼ିଶା ପୁଲିସର ୧୦ ଜଣ କର୍ମଚାରଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯିବ । ସେଥିରୁ ୩ ଜଣଙ୍କୁ ବୀରତା ପୁରସ୍କାର ଏବଂ ୭ ଜଣଙ୍କୁ ପୁଲିସ ମେଡାଲ୍‍ ମିଳିବ ବୋଲି ପୁଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ । ଯେଉଁ ତିନିଜଣଙ୍କୁ ବୀରତା ପୁଲିସ ମେଡାଲ୍‍ ମିଳିବ ସେମାନେ ହେଉଛନ୍ତି କନଷ୍ଟେବଲ୍‍ ଅନନ୍ତ କାଡ୍ରାକା, ...

Read More »

ସାଧାରଣ ଦିବସ ସମାରୋହରେ ଅତିଥିହେବେ ୧୦ ଆସିଆନ୍‍ ରାଷ୍ଟ୍ରମୁଖ୍ୟ

ଭୁବନେଶ୍ୱର, (ଓଟି): ଏଥର ସାଧାରଣତନ୍ତ୍ର ଦିବସ ଏକ ନୂଆ ଇତିହାସ ଯୋଡ଼ିବାକୁ ଯାଉଛି । ପ୍ରଥମଥର ପାଇଁ ଆସିଆନ୍‍ ଦେଶମାନଙ୍କ ରାଷ୍ଟ୍ରମୁଖ୍ୟମାନେ ଭାରତର ୬୯ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ବିଶ୍ୱର ୧୦ ଜଣ ରାଷ୍ଟ୍ରମୁଖ୍ୟ କେବେ ଏପରି ଏକ ସମାବେଶରେ ଯୋଗ ଦେଇ ନାହାନ୍ତି । ଏଣୁ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିଶ୍ୱ ସମୁଦାୟର ଗ୍ରହଣୀୟତାକୁ ପ୍ରତିପାଦନ କରୁଛି ବୋଲି ...

Read More »

ଓଡ଼ିଶାର ୨ ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର

ଭୁବନେଶ୍ୱର, (ଓଟି): ଉଲ୍ଲେଖନୀୟ ସାହସ ପ୍ରଦର୍ଶନ କରି ଅନ୍ୟର ଜୀବନ ରକ୍ଷା କରିଥିବା ଓଡ଼ିଶାର ଦୁଇ ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଗଣତନ୍ତ୍ର ଦିବସର ଦୁଇଦିନ ପୂର୍ବରୁ ପରମ୍ପରା ଅନୁସାରେ ପ୍ରଧାନମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହାଙ୍କ ସହ ସମୁଦାୟ ୧୮ ଜଣଙ୍କୁ ଏହି ପୁରସ୍କାର ମିଳିଛି । ପୁରସ୍କାର ପ୍ରଦାନର ପୂର୍ବ ରାତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଶିଶୁଙ୍କୁ ନୈଶୃ ...

Read More »

୫ବର୍ଷ ପରେ ରାଜପଥରେ ହେଲା ପ୍ୟାରେଡ୍

୧୯୫୦ରୁ ଗଣତନ୍ତ୍ର ଦିବସ ସମାରୋହର ବିଗୁଲ୍ ବାଜିଥିଲେ ମଧ୍ୟ ରାଜପଥରେ ପ୍ୟାରେଡ୍ ହୋଇପାରି ନଥିଲା । ୧୯୫୫ ମସିହାରେ ରାଜମାର୍ଗରେ ପ୍ୟାରେଡ୍ ହେବ ବୋଲି ଘୋଷଣା ହୋଇଥିଲା । ଏକ ଖ୍ରିଷ୍ଟ୍ରିଆନ୍ ଗୀତ ‘ଆବାଇଡ୍ ୱିଥ୍ ମି’ର ତାଳେ ତାଳେ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ଏହି ସଙ୍ଗୀତ ମହାତ୍ମା ଗାନ୍ଧିଙ୍କୁ ଖୁବ୍ ପସନ୍ଦ ଥିଲା । Share on: WhatsApp

Read More »

୬୯ତମ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ରିପୋର୍ଟ, ଫିଚର ଓ ଅନୁଶୀଳନ ଖୁବ୍‍ଶୀଘ୍ର.

  ୬୯ତମ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ରିପୋର୍ଟ, ଫିଚର ଓ ଅନୁଶୀଳନ ଖୁବ୍‍ଶୀଘ୍ର… Share on: WhatsApp

Read More »